Love - The Sakala

ପ୍ରେମିକାଙ୍କୁ ପାଇବା ପାଇଁ ୪ କି.ମି ରାସ୍ତାରେ ଧାରଣା ପଡିପଡି ମନ୍ଦିରରେ ପହଞ୍ଚିଲେ ଯୁବକ
ରାୟଗଡା: ପ୍ରେମ ପାଇଁ ମହାଶିବରାତ୍ରିରେ ଯୁବକଙ୍କ ନିଆରା ମାନସିକ। ପ୍ରେମିକାଙ୍କୁ ପାଇବା ପାଇଁ ୪ କି.ମି ରାସ୍ତାରେ ଧାରଣା ପଡିପଡି ମନ୍ଦିରରେ ପହଞ୍ଚିଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଳାଭଟା କପିଳେଶ୍ୱର ମନ୍ଦିରରେ । ରାସ୍ତାରେ ଦଣ୍ତ ପ୍ରଣାମ କରି ସ୍ଥାନୀୟ ଅମ୍ବାଦଳା କପିଳେଶ୍ୱର ମନ୍ଦିରରକୁ ଯାଇଛନ୍ତି ଲୋକନାଥ ଡ଼ଙ୍ଗରି ।

ସୂଚନା ଅନୁସାରେ, ମୁନିଗୁଡା ଡାଙ୍ଗବାଡ଼ି ଗ୍ରାମର ଲୋକନାଥ ଡ଼ଙ୍ଗରି ଜଣେ ଯୁବତିଙ୍କୁ ପ୍ରେମ କରୁଛନ୍ତି ଏବଂ ଅଜଣାରେ ଗୋଟିଏ ଭୁଲ କରିଦେଇଛନ୍ତି। ସେହି ଭୁଲକୁ ସୁଧାରିବା ପାଇଁ ଲୋକନାଥ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ଲୋକନାଥ ନିଜ ପ୍ରେମକୁ ପାଇବା ପାଇଁ ଡାଙ୍ଗବାଡ଼ି ଠାରୁ ଅମ୍ବାଦଳା କପିଳେଶ୍ୱର ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ରାସ୍ତା ଗଡି ଗଡି ଆସି ପ୍ରଭୁ ଶିବଙ୍କୁ ଦର୍ଶନ କରିଛନ୍ତି । ଭୋର ୩ଟାରୁ ଲୋକନାଥ ରାସ୍ତାରେ ପ୍ରାୟ ୮ ଘଣ୍ଟା ଗଡି ଗଡି ମନ୍ଦିରରେ ପହଁଚିଥିଲେ । ପୁଅର ଶାଶ୍ଵତ ପ୍ରେମକୁ ସାର୍ଥକ କରିବା ପାଇଁ ଉଭୟ ପିତା ମାତା ଓ ସଂପର୍କିୟ ରାସ୍ତାରେ ଗଡି ଗଡି ଯାଉଥିବା ସମୟରେ ବସ୍ତ୍ର ପକାଇ ସହାୟତା କରୁଥିବା ଦେଖିବାକୁ ମିଳିଥିଲା ।

ପ୍ରେମ ନେଉଛି ଯୁବପିଢ଼ିଙ୍କ ଜୀବନ, ରାଜଧାନୀରେ ଅଧା ବର୍ଷରେ ଆତ୍ମହତ୍ୟା କଲେଣି ୨୫୩ ଜଣ
ଅନେକ ଯୁବକ ଆତ୍ମହତ୍ୟା କରିବାର କାରଣ ହେଉଛି ପ୍ରେମ। ଜଣେ ଯୁବତୀଙ୍କ ଭଲ ପାଇବା ପରେ ଯଦି ଯୁବତୀ ଅନ୍ୟ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସୁଛନ୍ତି ତେବେ ଯୁବକ ଜଣଙ୍କ ସହ୍ୟ କରି ନ ପାରି ଆତ୍ମହତ୍ୟା କରୁଛନ୍ତି। କାରଣ ଯୁବକ ଜଣଙ୍କ ତା’ର ପ୍ରେମିକା ସବୁ କିଛି ଭାବି ଥିବା ବେଳେ ସେ ଛାଡ଼ି ଦେବା ପରେ ଦୁନିଆରେ ତାଙ୍କର ବଞ୍ଚିବାର ଅଧିକାର ବୋଲି ଭାବୁଛନ୍ତି। ତେଣୁ ଏଭଳି ଯୁବକଙ୍କ କ୍ଷେତ୍ରରେ କାଉନ୍‌‌ସିଲିଂ ଆବଶ୍ୟକ ବୋଲି ପୁଲିସ କହିଛି।

ଭୁବନେଶ୍ୱର: ରାଜଧାନୀରେ କିଛିଦିନ ହେଲା ଆତ୍ମହତ୍ୟା କାର କ୍ରମଶଃ ବଢ଼଼ିବାରେ ଲାଗିଛି। ପ୍ରେମ ପତାରଣା, ପାରିବାରିକ କଳହ ନେଉଛି ଜୀବନ। ବିଶେଷକରି ମହିଳାଙ୍କ ଅପେକ୍ଷା ସହରରେ ପୁରୁଷଙ୍କ ଆତ୍ମହତ୍ୟା ହାର ଅଧିକ ରହିଛି। ପୁଲିସରୁ ମିଳିଥିବା ତଥ୍ୟ ଅନୁସାରେ ଅଧା ବର୍ଷରେ ଗଲାଣି ୨୫୩ ଜଣଙ୍କ ଜୀବନ। କିଏ ବିଷ ଖାଇ ଆତ୍ମହତ୍ୟା କରିଥିବା ବେଳେ ଆଉ କିଏ ଫ୍ୟାନ୍‌‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ବିଷ ପିଇ ଆତ୍ମହତ୍ୟା କରିବା ଠାରୁ ବେକରେ ରଶି କିମ୍ବା କପଡ଼ା ବାନ୍ଧି ଆତ୍ମହତ୍ୟା କରିବା ସଂଖ୍ୟା ଅଧିକ ରହିଛି। ୨୦୨୪ରୁ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ୨୫୩ ଜଣ ଆତ୍ମହତ୍ୟା କରିଥିଲେ। ୨୦୨୩ ଏହି ମାସ ପର୍ଯ୍ୟନ୍ତ ଆତ୍ମହତ୍ୟା ସଂଖ୍ୟା ୨୨୦ ରହିଥିଲା। ଗତ ୨ ବର୍ଷ ହେଲା ଖଣ୍ଡଗିରି ଥାନା ଅଞ୍ଚଳରେ ସର୍ବାଧିକ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି। ୨୦୨୩ ରେ ଖଣ୍ଡଗିରି ଥାନା ଅଞ୍ଚଳରେ ୭୯ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୪ ଜୁଲାଇ ୨୬ ପର୍ଯ୍ୟନ୍ତ ୩୯ ଜଣ ଆତ୍ମହତ୍ୟା କଲେଣି। କ୍ୟାପିଟାଲ ଥାନା ଅଞ୍ଚଳରେ ୯ ଜଣ ଆତ୍ମହତ୍ୟା କରିଥିବା ବେଳେ ଖାରବେଳନଗର ଥାନା ଅଞ୍ଚଳରେ ୧୧ ଜଣ ଆତ୍ମହତ୍ୟା କରିଛନ୍ତି। ଧଉଳି ଥାନା ଅଞ୍ଚଳରେ ୩ ଜଣ ରହିଥିବା ବେଳେ ଲିଙ୍ଗରାଜ ଥାନା ଅଞ୍ଚଳରେ ୧୦ ଜଣ ଆତ୍ମହତ୍ୟା କରିଛନ୍ତି। ଏୟାରଫିଲ୍ଡ ଥାନା ଅଞ୍ଚଳରେ ୬ଜଣ ରହିଥିବା ବେଳେ ଏୟାରପୋର୍ଟ ଅଞ୍ଚଳରେ ୫ଜଣ ଆତ୍ମହତ୍ୟା କରିଛନ୍ତି। ଜଟଣୀ ଥାନା ଅଞ୍ଚଳରେ ୭ ଜଣ ଆତ୍ମହତ୍ୟା କରିଥିବା ବେଳେ ତମାଣ୍ଡେରେ ୪ଜଣ। ଭରତପୁର ଥାନ ଅଞ୍ଚଳରେ ୩୧ ଜଣ, ଇନ୍‌‌ଫୋଭ୍ୟାଲି ୪ଜଣ ଆତ୍ମହତ୍ୟା କରିଛନ୍ତି। ବଡ଼ଗଡ଼ରେ ୭ ଜଣ, ଲକ୍ଷ୍ମୀସାଗର ଅଞ୍ଚଳରେ ୯ ଜଣ, ବାଲିଅନ୍ତାରେ ୭ ଜଣ, ବାଲିପାଟଣା ୨ ଜଣ, ପାହାଳରେ ୭ ଜଣ, ନୂଆପଲ୍ଲୀରେ ୧୬ ଜଣ ଆତ୍ମହତ୍ୟା କଲେଣି। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୩୬ ଜଣ ଆତ୍ମହତ୍ୟା କରିଥିବା ବେଳେ ସହିଦନଗରରେ କେହି ଆତ୍ମହତ୍ୟା କରିନାହାନ୍ତି। ମୈତ୍ରୀବିହାରରେ ୯ଜଣ, ଚନ୍ଦକା ୬, ନନ୍ଦନକାନନ ଜଣେ, ଇନ୍‌‌ଫୋସିଟି ଥାନା ଅଞ୍ଚଳରେ ୧୯ ଜଣ ଏବଂ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୪ ଜଣ ଆତ୍ମହତ୍ୟା କଲେଣି। ୨୦୨୩ରେ ରାଜଧାନୀରେ ୪୨୭ ଜଣ ଆତ୍ମହତ୍ୟା କରିଥିବା ବେଳେ ଏଥିରେ ପୁଅଙ୍କ ସଂଖ୍ୟା ରହିଛି ୨୩୬। ସେହିଭଳି ୨୦୨୪ ଜୁଲାଇ ୨୬ ସୁଧା ୨୫୩ ଜଣ କରିଥିବା ଆତ୍ମହତ୍ୟା ମଧ୍ୟରେ ୧୮୦ ଜଣ ପୁରୁଷ ଆତ୍ମହତ୍ୟା କଲେଣି।

ପରୋକ୍ଷରେ ମୋବାଇଲ୍‌‌ ଦାୟୀ

ରାଜଧାନୀରେ ବର୍ତ୍ତମାନ ସମସ୍ତଙ୍କ ହାତରେ ୫-ଜି ମୋବାଇଲ୍‌‌ ଫୋନ୍‌‌। ଯିଏ ଯେଉଁଠି ପାଇଲା ମୋବାଇଲ୍‌‌ ଧରି ବସିପଡ଼ିଲା। ଘରକୁ ଗଲେ ବାପା, ମାଆ ଏବଂ ପିଲା ମୋବାଇଲ୍‌‌ ବ୍ୟବହାର କରୁଛନ୍ତି। ଯେଉଁଥି ପାଇଁ କେହି କାହାରିକୁ ସମୟ ଦେଇ ପାରୁନାହାନ୍ତି। ଯଦି କିଛି ଦୁଃଖ ଆସେ କେହି କାହା ପାଖରେ କହୁ ନାହାନ୍ତି। ତେଣୁ ନିଜର ଦୁଃଖ କଥା ନିଜ ଭିତରେ ଚାପି ମାନସିକ ଭାରସ୍ୟାମ ହରାଇ ଏକାଧିକ ଯୁବକ ଆତ୍ମହତ୍ୟା କରୁଛନ୍ତି। ତେଣୁ ପୂର୍ବ ପିଢୀରେ ଯେପରି ପରିବାର ଲୋକ ପରସ୍ପର ସମୟ ଦେଉଥିଲେ ସେଭଳି ବର୍ତ୍ତମାନ ସମୟ ଦେବା ଆବଶ୍ୟକ ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି।

ଆତ୍ମହତ୍ୟା ରୋକିବା ପାଇଁ କେନ୍ଦ୍ର

ଜଣେ ନିଶା ପିଉଥିଲେ ଏହି ଅଭ୍ୟାସକୁ ରୋକିବା ପାଇଁ ନିଶା ନିବାରଣ କେନ୍ଦ୍ର ଖୋଲାଯାଇଛି। ସେଠାରେ କିଛି ମାସ ନିଶାଡ଼ି ରହିବା ପରେ ସୁଧୁରି ଯାଉଛି। ପାଗଳଙ୍କ ପାଇଁ ମଧ୍ୟ ପାଗଳଖାନା ରହିଛି। ସେଠାରେ ମାନସିକ ବିକାରଗ୍ରସ୍ତଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି। ତେଣୁ ଯେଉଁମାନେ ମାନସିକ ଭାରସାମ୍ୟ ହରାଉଛନ୍ତି କିମ୍ବା ସେମାନଙ୍କ ଠାରେ ଆତ୍ମହତ୍ୟା ଉଦ୍ୟମ କରୁଥିବାର ଦେଖା ଦେଉଛି ସେମାନଙ୍କୁ ଏଭଳି ସେଣ୍ଟରରେ ଭର୍ତ୍ତି କରିବା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ମାନସିକ ଚିକିତ୍ସିକ ମତ ଦେଉଛନ୍ତି।

ପ୍ରେମରେ ମିଳିଲା ଧୋକା; ହ୍ବାଟସ୍‌ ଆପ୍‌ରେ ଦୁଃଖ ଇମୋଜିର ଷ୍ଟାଟସ୍ ରଖି ଆତ୍ମହତ୍ୟା କଲେ ପ୍ରେମିକ
କଳାହାଣ୍ଡି: ପ୍ରେମରୁ ଧୋକା, ଧୋକା ପରେ ଆତ୍ମହତ୍ୟା । ଏଭଳି ଏକ ଦୁଃଖଦ ଖବର ଆସିଛି କଳାହାଣ୍ଡିରୁ । ପ୍ରେମରେ ଧୋକା ପାଇବା ପରେ ହ୍ବାଟ୍ସଆପରେ ଦୁଃଖଭରା ଇମୋଜିର ଷ୍ଟାଟସ୍ ଦେଇ ଆତ୍ମହତ୍ୟା କରିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ଭାଲୁଚୁଆଁ ଗାଁର ହିମାଂଶୁ ଭଇଁସାଲ । ବେକରେ ରଶି ଲଗାଇ ଗଛରେ ଝୁଲି ପଡ଼ିଛନ୍ତି ହିମାଂଶୁ । ମୃତ୍ୟୁ ପୂର୍ବରୁ ହ୍ବାଟ୍ସଆପରେ ଦୁଃଖ ଇମୋଜି ଦେଇ ଗୋଟେ ଝିଅ ପାଇଁ ତାଙ୍କ ଜୀବନ ବରବାଦ ହୋଇଯାଇଛି ବୋଲି ଲେଖିଥିଲେ ।

ସୂଚନା ଅନୂସାରେ, ହିମାଂଶୁ ଜେସିବି ଚଲାଉଥିଲେ । ଏହା ଏକ ପ୍ରେମଜନିତ ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ପ୍ରେମ ନେଲା ଆଉ ଜଣେ ସୌମ୍ୟଙ୍କ ଜୀବନ, ପ୍ରେମିକାର ଧୋକା ସହିନପାରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ
ଖୋର୍ଦ୍ଧା : ପ୍ରେମ ନେଲା ଆଉ ଏକ ଜୀବନ । ପ୍ରେମରେ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ପ୍ରେମିକ । ରାତିରେ ହାତ କାଟିଦେଲେ । ଭିଡ଼ିଓ କରି ବାବା ମମିଙ୍କୁ ଭଲ ପାଉଥିବା କହିବା ସହ ସାନ ଭାଇକୁ ସେମାନଙ୍କ କଥା ବୁଝିବାକୁ କାନ୍ଦି କାନ୍ଦି କଲେ ଅନୁରୋଧ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଖୋର୍ଦ୍ଧା ସଦର ଥାନା ଧଉଳିମୁହଁର ସୌମ୍ୟରଞ୍ଜନ ପରିଡାଙ୍କ ମୃତ୍ୟୁ ପୂର୍ବର ଏ ଭିଡ଼ିଓ । ଆଜି ସକାଳୁ ରେଳ ଲାଇନ କଡ଼ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

“ ତୁ ମୋତେ ଭୁଲି ଗଲୁ, କିନ୍ତୁ ମୁଁ ତୋତେ ଭୁଲି ପାରୁ ନାହିଁ। ଯାହାକୁ ମୁଁ ଭଲ ପାଉଥିଲି, ଶେଷରେ ସେ ମୋତେ ଧୋକା ଦେଲା। ସେ ଖାଲି ମୋତେ ଧୋକା ଦେଇ ନାହିଁ, ବରଂ ବହୁତ କଷ୍ଟ ମଧ୍ୟ ଦେଇଛି। ମୁଁ ମୋ ବାବା, ମମିଙ୍କୁ ବହୁତ ଭଲ ପାଏ। ବାବା ମମି ମୋତେ କ୍ଷମା କରିଦେବ। ମୁଁ ଜାଣିପାରୁ ନାହିଁ କ’ଣ ସବୁ କରୁଛି? ଆଉ ମାତ୍ର କିଛି ସମୟ ବଞ୍ଚିବି। କେବେବି ଭାବି ନଥିଲି ଏତେ ଶୀଘ୍ର ଦୁନିଆ ଛାଡ଼ି ଚାଲିଯିବି।ମୁଁ ଜାଣିନି ମୁଁ ଏଇଟା ଠିକ୍‌ କରୁଛି କି ଭୁଲ୍‌ କରୁଛି । ଭାଇ ମୋ ବାବା-ମମିଙ୍କ ଯତ୍ନ ନେବୁ, ସେମାନଙ୍କ ଧ୍ୟାନ ରଖୁବି । ମୁଁ ଭାଇଟେ ହୋଇ ତୋପାଇଁ କିଛି କରିନି , କିନ୍ତୁ ତୁ ମୋ ବାବା-ମମିଙ୍କ ଧ୍ୟାନ ରଖିବୁ ।’’ ମୃତ୍ୟୁ ପୂର୍ବରୁ ଏଭଳି ଏକ ଭିଡିଓ କରି ନିଜ ହାତର ଶିରା କାଟି ଟ୍ରେନ୍ ଆଗକୁ ଡେଇଁ ପଡିଥିଲେ ସୌମ୍ୟରଞ୍ଜନ।

ସୂଚନାଯୋଗ୍ୟ, ସୌମ୍ୟରଞ୍ଜନ ନିଜ ପରିବାର ସହ ଖୋର୍ଦ୍ଧା ସଦର ଥାନା ଆଣ୍ଡାବାଜପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ। ସେ ବେଙ୍ଗାଲୁରରେ ଚାକିରି କରିଥିଲେ। ସାଙ୍ଗର ବିବାହ ପାଇଁ ୩ରୁ୪ ଦିନ ହେବ ଘରକୁ ଆସିଥିଲେ। ଗତକାଲି ରାତିରେ ଶିରା କାଟି ନିଜ ଭିତରେ ଥିବା ଯନ୍ତ୍ରଣାକୁ ଏକ ଭିଡ଼ିଓ କରି ନିଜ ମୋବାଇଲ ଷ୍ଟାଟସରେ ରଖିଥିଲେ। ମୃତ୍ୟୁ ପୂର୍ବରୁ ନିଜ ଭଉଣୀଙ୍କ ସହ ବହୁତ ସମୟ ଧରି କଥା ହୋଇଥିଲେ। ଭଉଣୀ ମଧ୍ୟ ନିଜ ଅବୁଝା ଭାଇକୁ ବହୁତ କିଛି ବୁଝାଇଥିଲା। ହେଲେ ସୌମ୍ୟରଞ୍ଜନ କିଛି ବୁଝି ନଥିଲେ। ପରେ ସେ ଟ୍ରେନ୍ ଆଗକୁ ଡେଁଇ ଆତ୍ମହତ୍ୟା କରିଥିବା ଜଣାଯାଇଛି।

ଆଜି ସକାଳୁ ଖୋର୍ଦ୍ଧା ଧଉଳିମୁହଁ ରେଳ ଷ୍ଟେସନ ନିକଟ ଟ୍ରେନ୍‌ ଲାଇନ୍‌କୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହୋଇଛି । ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ସୌମ୍ୟ ରଞ୍ଜନ ପରିଡା ବୋଲି ଜଣାପଡିଛି । ପ୍ରେମରେ ବିଫଳ ହେବାପରେ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ଭିଣୋଇ କହିଛନ୍ତି। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ସୌମ୍ୟରଞ୍ଜନଙ୍କ ମୋବାଇଲକୁ ଜବତ କରି ଘଟଣାର ତଦନ୍ତ କରୁଛି। ସୌମ୍ୟରଞ୍ଜନ କେଉଁ ଯୁବତୀଙ୍କୁ ଭଲ ପାଉଥିଲେ, ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

୪୪ ବର୍ଷୀୟା ପ୍ରେମିକାଙ୍କୁ ବିବାହ ପାଇଁ ମନାକଲା ୨୫ ବର୍ଷୀୟ ପ୍ରେମିକ , ଆତ୍ମହତ୍ୟା କଲେ ଇଂରାଜୀ ଶିକ୍ଷୟିତ୍ରୀ
ଭୁବନେଶ୍ୱର : ପ୍ରେମରେ ବାଧକ ସାଜିଲା ବୟସ। ପ୍ରେମିକାର ବୟସ ୪୪ ଥିବା ବେଳେ ପ୍ରେମିକର ବୟସ ମାତ୍ର ୨୫ ବର୍ଷ। ଶେଷରେ ପ୍ରେମିକ ବିବାହ କରିବା ପାଇଁ ମନାକରି ଦେବାରୁ ମାନସିକ ଭାରସାମ୍ୟ ହରାଇ ପ୍ରେମିକା କରିଛନ୍ତି ଆତ୍ମହତ୍ୟା। ଏଭଳି ଘଟଣା ଖଣ୍ଡଗିରି ଥାନା ଜାଗମରା ଶିଦ୍ଧେଶ୍ବର ନଗରରେ ଦେଖିବାକୁ ମିଳିଛି। ମୃତ ଯୁବତୀ ଜଣଙ୍କ ହେଲେ ପଶ୍ଚିମବଙ୍ଗର ସବ୍‍ନମ୍‍ ବର୍ମା (୪୪)। ରବିବାର ଅପରାହ୍ଣରେ ସବ୍‍ନମଙ୍କ ମୃତଦେହ ଜବତ କରିଛି ପୁଲିସ। ଏନେଇ ପୁଲିସ ମୃତ ସବନମଙ୍କ ପରିବାର ଲୋକଙ୍କୁ ଜଣାଇ ଦେଇଛି। ସେମାନେ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁକରି ଯୁବତୀଙ୍କ ପୁରୁଷ ବନ୍ଧୁ ପ୍ରଦ୍ୟୁମ ଓରାମକୁ ପଚରାଉଚରା କରୁଛି। ସବ୍‍ନମ ୨ବର୍ଷ ହେବ ରଙ୍ଗବଜାର ବାଲିଅନ୍ତାସ୍ଥିତ ଏକ ଘରୋଇ ସ୍କୁଲରେ ଇଂରାଜୀ ଶିକ୍ଷୟତ୍ରୀ ଭାବେ ପାଠ ପଢ଼଼ାଉଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଦ୍ୟୁମ ଓରାମଙ୍କ ଘର ଦାମନଯୋଡ଼ିରେ ହୋଇଥିବା ବେଳେ ସେ ସେଠାରେ ଯେଉଁ ସ୍କୁଲରେ ପଢ଼଼ୁଥିଲେ ସେହି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ ସବ୍‍ନମ୍‍। ସେଠାରେ ହିଁ ଉଭୟଙ୍କ ମଧ୍ୟରେ ସମ୍ପର୍କ ହୋଇଥିଲା ଓ ବୟସକୁ ଖାତିରି ନ କରି ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ। ଦାମନଯୋଡ଼ିରୁ ପ୍ରଦ୍ୟୁମ୍ନ ଭୁବନେଶ୍ୱରକୁ ପଢ଼ିବାକୁ ପଳାଇ ଆସିଥିଲେ। ପ୍ରେମିକ ପଳାଇ ଆସିବା ଦେଖି ସେଠାରୁ ମଧ୍ୟ ସବ୍‍ନମ ପଳାଇ ଆସି ଏକ ଜାଗମରାରେ ଘର ଭଡ଼ା ନେଇ ରହିବା ସହ ଏକ ଘରୋଇ ସ୍କୁଲରେ ପାଠ ପଢ଼଼ାଉଥିଲେ। ଏହି ଘରକୁ ନିୟମିତଭାବେ ପ୍ରେମିକ ପ୍ରଦ୍ୟୁମ ଆସି ରହିକି ଯାଉଥିଲେ। ଏପରିକି ଅନେକ ସମୟରେ ଘର ମାଲିକ ପ୍ରଦ୍ୟୁମ୍ନଙ୍କ କଥା ପଚାରିଥିଲେ ମଧ୍ୟ ନିଜ ଭାଇ ବୋଲି କହି କଥାକୁ ସବ୍‍ନମ ଏଡ଼ାଇ ଦେଉଥିଲେ। କିନ୍ତୁ ସବ୍‍ନମଙ୍କ ବୟସ ଅଧିକ ହୋଇଯାଇଥିବାରୁ ତାଙ୍କୁ ବିବାହ କରିବା ପାଇଁ ପ୍ରଦ୍ୟୁମ୍ନଙ୍କୁ ପରିବାର ଲୋକେ ରାଜି ହୋଇ ନ ଥିଲେ। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ରବିବାର ଦିନ ୧୨ଟା ସମୟରେ ଉଭୟ କଥା ହୋଇଥିଲେ। ପରେ ସବ୍‍ନମ୍‍ ବିବାହ ନ କଲେ ଆତ୍ମହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ। ପ୍ରଦ୍ୟୁମ୍ନ ମନା କରି ଦେବାରୁ ସେ ଆତ୍ମହତ୍ୟା କରିବାକୁ ଯାଉଥିବା ମେସେଜ କରିଥିଲେ। ଏହାର କିଛି ସମୟ ପରେ ପ୍ରଦ୍ୟୁମ୍ନ ତାଙ୍କୁ ଫୋନ୍‍ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ।

ପ୍ରଦ୍ୟୁମ୍ନ ମନରେ ସନ୍ଦେହ ହେବାରୁ ସେ ସବ୍‍ନମ ରହୁଥିବା ଜାଗମରାସ୍ଥିତ ଘରକୁ ଯାଇଥିଲେ। ସେଠାରେ ସବ୍‍ନମ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ସାଇଣ୍ଟିଫିକ୍‍ ଟିମ୍‍ ସହ ସେଠାରେ ପହଞ୍ଚି ଯାଞ୍ଚ କରିବା ପରେ ମୃତଦେହ ଜବତକରି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି।