Truck Accident - The Sakala

Arunachal road accident: ଅରୁଣାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା: ୧୦୦୦ ଫୁଟ ଗଭୀର ଖାଇକୁ ଖସିଲା ଟ୍ରକ୍, ୨୨ ଶ୍ରମିକ ମୃତ
ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା। ୧୦୦୦ ଫୁଟ ଖାଇକୁ ଟ୍ରକ୍ ଖସି ୨୨ ଶ୍ରମିକ ମୃତ । ଅଞ୍ଜୱା ଜିଲ୍ଲାର ଚଗ୍ଲଗାମ ଅଞ୍ଚଳରେ ଶ୍ରମିକମାନେ କାମ କରିବାକୁ ଗଲା ବେଳେ ଘଟିଛି ଏହି ଦୁର୍ଘଟଣା । ମୃତ ସମସ୍ତ ଶ୍ରମିକ ଆସାମର ହୋଇଥିବା ସୂଚନା । ସୂଚନା ଅନୁସାରେ, ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ବିପଜ୍ଜନକ ପାହାଡ଼ିଆ ରାସ୍ତାରୁ ଖସି ହଜାର ଫୁଟ ଗଭୀର ଖାଲରେ ପଡ଼ିଛି । ଟ୍ରକରେ ଥିବା ସମସ୍ତ ଶ୍ରମିକ ତିନସୁକିଆର ଗେଲାପୁଖୁରୀ ଚା’ ବଗିଚାର ବୋଲି ଜଣାପଡିଛି । ଏପର୍ଯ୍ୟନ୍ତ କେବଳ ଜଣେ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ପୋଲିସ, ଜିଲ୍ଲା ପ୍ରଶାସନ, ଏସଡିଆରଏଫ ଏବଂ ସେନା ଟିମ୍ ମିଳିତ ଭାବେ ଏହି ଅପରେସନ ଚଲାଇଛନ୍ତି । ଉଦ୍ଧାର ହୋଇଥିବା ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଆସାମ ଏବଂ ଅରୁଣାଚଳ ପ୍ରଦେଶର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏକ କଣ୍ଟ୍ରାକ୍ଟ ପାଇଁ ଅରୁଣାଚଳ ପ୍ରଦେଶର ଏକ ପ୍ରୋଜେକ୍ଟ ସାଇଟକୁ ଯାଉଥିଲେ ସମସ୍ତ ଶ୍ରମିକ । କିନ୍ତୁ ବିପଜ୍ଜନକ ଘାଟି ରାସ୍ତାରେ ଟ୍ରକଟି ଯିବାବେଳେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । କିଛି ଶ୍ରମିକଙ୍କ ପରିଚୟ ମିଳିଥିବା ବେଳେ ଏପର୍ଯ୍ୟନ୍ତ ୩ ଜଣ ଶ୍ରମିକଙ୍କ ପରିଚୟ ମିଳିନାହିଁ । ବାକି ଲୋକଙ୍କୁ ଖୋଜା ଚାଲିଛି । ମୃତକଙ୍କ ପରିବାରକୁ ଏନେଇ ସୂଚନା ମଧ୍ୟ ଦିଆଯାଇଛି । ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ଏବଂ ଖରାପ ରାସ୍ତା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବହୁତ ଅସୁବିଧା ହେଉଛି ।

ଟ୍ରକ ଚାପରେ ଚାଲିଗଲା ତିନିଜଣଙ୍କ ଜୀବନ, ଜଣେ ଜୀବନ ସହ କରୁଛି ସଂଘର୍ଷ
ବିଶୋଇ : ଟ୍ରକ ଧକ୍କାରେ ଚାଲିଗଲା ୩ ଜଣଙ୍କ ଜୀବନ ଜଣେ ଜୀବନ ସହ କରୁଛି ସଂଘର୍ଷ। ଏପରି ଦୁଃଖଦନିୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ନୂଆ ୪୯ନଂ ଜାତୀୟ ରାଜପଥର ନୂଆଗାଁ ଛକ ନିକଟରେ । ସୂଚନାଯୋଗ୍ୟ  ରବିବାର ବିଳମ୍ବିତ ରାତ୍ରି  ପ୍ରାୟ ୨ ଟା ସମୟରେ ୭ଜଣ ବ୍ୟକ୍ତି ରାସ୍ତା କଡରେ ଛିଡା ହୋଇଥିବା ସମୟରେ ଏକ ମାଲବାହୀ  ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୩ ଜଣଙ୍କ ପ୍ରାଣବାୟୁ ଉଡିଯାଇଥିବା ବେଳେ ଜଣକର ଅବସ୍ଥା ଅତି ଗୁରୁତ୍ୱପୂର୍ଣ୍ଣ ଅଛି। ତେବେ ମୃତକଙ୍କ ଗ୍ରାମ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ପଳାଶବଣି ଗ୍ରାମର ସାଲଖୁ ହାନ୍ସଦା, ସୁଶାନ୍ତ ମହନ୍ତ, ଶୁକ୍ରା ମାଝୀ। ଘଟଣା ସ୍ଥଳରେ ବିଶୋଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ବିଶୋଇ ମଣଦା  ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ  ଏବଂ ଅବସ୍ଥା ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇଥିଲା।

ଓଲଟିଲା ଆଳୁ ବୋଝେଇ ଟ୍ରକ୍ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
ଯାଜପୁର: ଓଲିଟିଲା ଆଳୁ ବୋଝେଇ ଟ୍ରକ୍। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଛତିଆ ନିକଟରେ ଏକ ଆଳୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍ ଟି କଟକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ସିମେଣ୍ଟ ବୋଝୋଇ ଟ୍ରକ୍କୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍ ଟି ରାସ୍ତା ତଳକୁ ଖସି ପଡ଼ିଥିଲା।  ତେବେ ଟ୍ରକ୍ ଡ୍ରାଇଭର ଜଣକ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଅନ୍ୟପକ୍ଷରେ ରାସ୍ତା କଡ଼ରେ ଆଳୁ ଢାଳି ହୋଇଯାଇଥିବାରୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଆଳୁ ବୋହି ନେଇଯାଇଥିଲେ। ଏପରିକି ଆଳୁ ନେବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡ଼ାଇବା ସହ ଘଟଣାର ତଦନ୍ତ ଚଳାଇଛି।

ଭଦ୍ରକ ବିଧାୟକଙ୍କ ଗାଡିକୁ ପିଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ବିଧାୟକ ସଞ୍ଜୀବ ମଲ୍ଲିକ
ଭଦ୍ରକ : ଆଜି ସକାଳ ଭୁବନେଶ୍ୱର ରୁ ନିଜ ଏନଡ଼ିଓଭର କାର(OD22-R-0001)ରେ ଭଦ୍ରକ ଆସୁଥିଲେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ । ସକାଳ ପ୍ରାୟ ୭ଟା୪୦ ସମୟରେ ଧର୍ମଶାଳା ଥାନା ଜାରକା ନିକଟ ରତିଆ ଜାତୀୟ ୧୬ନମ୍ବର ରାଜପଥରେ ଏକ ଟ୍ରକ ଅତର୍କିତ ଭାବେ ବିଧାୟକ ଙ୍କ କାର ର ଡାହାଣ ପଟକୁ ପ୍ରବଳ ବେଗରେ ଧକ୍କା ମାରିଥିଲା । ଏହି ଦୁର୍ଘଟଣାରେ ବିଧାୟକଙ୍କ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲେ ବି ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକ ଶ୍ରୀ ମଲ୍ଲିକ ଓ ତାଙ୍କ ଡ୍ରାଇଭର । ଖବର ପାଇ ଧର୍ମଶାଳା ବିଧାୟକ ତଥା ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଲବନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେଠାକାର ସରକାରୀ ଡାକ୍ତରଖାନାରରେ ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

ବାଙ୍ଗରିପୋଷି ଦ୍ୱାରଶୁଣି ଘାଟିରେ ୧୦୦ଫୁଟ ତଳକୁ ଖସିଲା ପିଆଜ ଟ୍ରକ : ଦୁଇ ମୃତ, ଦୁଇ ଆହତ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ମା ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା। ଦୁର୍ଘଟଣା ରେ ପ୍ରାୟ ଶହେ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ। ଟ୍ରକ ରେ ଥିବା ଦୁଇ ଜଣଙ୍କ ମୃତ ହୋଇଥିବାର ସୂଚନା ମିଳୁଥିବା ବେଳେ ଦୁଇ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ନାସିକରୁ ପିଆଜ ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା ରେ ଟ୍ରକର ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକରେ ଥିବା ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଅଗ୍ନିଶମ ବିଭାଗ ର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଡ୍ରାଇଭର ଓ ହେଲପର ଙ୍କୁ ଉଦ୍ଧାର କରିଥିଲେ ତେବେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ବାଙ୍ଗରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମା ଦ୍ୱାରଶୁଣି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟି ଗତ କିଛି ମାସ ମଧ୍ୟରେ ଅନେକ ଙ୍କ ଜୀବନ ଗଲାଣି ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ଜୋର ଧରିଛି।

ରାସ୍ତାରେ ଶୋଇଥିବା ଶ୍ରମିକମାନଙ୍କ ଉପରେ ଟ୍ରକ୍ ଚଢି ଯାଇ 18 ଜଣଙ୍କର ମୃତ୍ୟୁ
ଉତ୍ତରପ୍ରଦେଶର ବାରବାଙ୍କିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ଶୋଇଥିବା ଶ୍ରମିକମାନଙ୍କ ଉପରେ ଟ୍ରକ୍ ଚଢି ଯାଇ 18 ଜଣଙ୍କର ମୃତ୍ୟୁ ୧୯ ଜଣ ଆହତ ହୋଇଛନ୍ତି । ଏଠାରେ ଏକ ସଡ଼କ ଉପରେ ରାତିରେ କିଛି ଶ୍ରମିକ ଶୋଇଥିଲେ । ଏକ ଡବଲ ଡେକର ବସ୍ ସହ ଏକ ଟ୍ରକର ଧକ୍କା ହେବା ପରେ ସେମାନଙ୍କ ଉପରକୁ ଚଢିଯାଇଥିଲା । ଘଟଣାସ୍ଥଳରେ ୧୮ ଜଣଙ୍କ ପ୍ରାଣହାନୀ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ଅପରପକ୍ଷରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ଆହତଙ୍କ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘାେଷଣା କରିଛନ୍ତି ।

PM @narendramodi announced an ex-gratia of Rs. 2 lakh each from PMNRF for the next of kin of those who lost their lives in the tragic accident in Barabanki. The injured would be given Rs. 50,000 each.

— PMO India (@PMOIndia) July 28, 2021

ଦୁର୍ଘଟଣା ପରେ ଟ୍ରକ୍‌ ସହ ଜିଅନ୍ତା ଜଳିଗଲେ ଚାଳକ
ଦେବଗଡ : ଦେବଗଡ଼ ବାରକୋଟ ଥାନା କଲା ଗ୍ରାମଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଏକ ପୋଲ ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯିବାସହ ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରି ପ୍ରାୟ ୧୦ଟା ୧୫ମିନିଟ ସମୟରେ କେନ୍ଦୁଝର ପଟୁ ଏକ ଲୁହାପଥର ବୋଝେଇ ଟ୍ରକ(ନଂ-ଓଡି-୦୯-୫୮୧୯୦) ବାରକୋଟ ଆଡକୁ ଆସୁଥିବା ସମୟରେ ବିପରୀତ ଦିଗରୁ ଯାଉଥିବା ଅନ୍ୟଏକ ମାଲ ବୋଝେଇ ଟ୍ରକ କଲା-ଗୋପପୁର ପୋଲ ନିକଟରେ କଟ୍‍ ମାରିଥିଲା। ଫଳରେ ଲୁହାପଥର ବୋଝେଇ ଟ୍ରକର ଚାଳକ ଭାରସାମ୍ୟ ହରାଇବାରୁ ଟ୍ରକଟି ରାସ୍ତା ତଳକୁ ଓଲଟି ପଡ଼ିବାସହ ସେଥିରେ ନିଆଁ ଲାଗିଯାଇଥିଲା। ସୂଚନା ପାଇ ବାରକୋଟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଟ୍ରକର ଚାଳକ ଟ୍ରକ କ୍ୟାବିନରୁ ବାହାରକୁ ବାହାରିନପାରି ଜିଅନ୍ତା ଜଳି ଯାଇଥିଲେ। ମୃତ ଟ୍ରକ ଚାଳକଙ୍କ ନାମ ସିପୁନ ନାୟକ(୨୨)ଓ ତାଙ୍କ ଘର ଦେବଗଡ ଜିଲା ବାରକୋଟ ଥାନା ସରୁଆଳି ଗ୍ରାମରେ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।