Delhi Lockdown - The Sakala

ଦିଲ୍ଲୀରେ ପୁଣି ଆଉ ସପ୍ତାହେ ବଢିଲା ଲକଡାଉନ ଅବଧି
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ଚେନରେ ବ୍ରେକ ଲଗାଇବା ପାଇଁ ବିଭିନ୍ନ ରାଜ୍ୟ ଲକଡାଉନ ପନ୍ଥା ଆପଣାଇଛନ୍ତି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରବିବାର ଦିନ ପୂର୍ବରୁ ଲାଗୁ ହୋଇଥିବା ଲକଡାଉନକୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି। ମେ ୨୩ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ ହେବ। ଏହି ସମୟରେ ସମସ୍ତ କଟକଣାକୁ କଠୋର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହିତ ଏହି ଅବଧି ମଧ୍ୟରେ ପୂର୍ବ ପରି ମେଟ୍ରୋ ସେବା ବନ୍ଦ ରହିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।

ଦିଲ୍ଲୀରେ ଆଉ ସପ୍ତାହେ ବଢିଲା ଲକଡାଉନ ଅବଧି, ଆସନ୍ତାକାଲିଠୁ ମେଟ୍ରୋ ସେବା ବନ୍ଦ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ଚେନରେ ବ୍ରେକ ଲଗାଇବା ପାଇଁ ବିଭିନ୍ନ ରାଜ୍ୟ ଲକଡାଉନ ପନ୍ଥା ଆପଣାଇଛନ୍ତି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରବିବାର ଦିନ ପୂର୍ବରୁ ଲାଗୁ ହୋଇଥିବା ଲକଡାଉନକୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି। ମେ ୧୭ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ ହେବ। ଏହି ସମୟରେ ସମସ୍ତ କଟକଣାକୁ କଠୋର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହିତ ଏହି ଅବଧି ମଧ୍ୟରେ ମେଟ୍ରୋ ସେବା ବନ୍ଦ ରହିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।

ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍ ଅବଧି
ନୂଆଦିଲ୍ଲୀ: ଦେଶେର କରୋନା କାୟା ବିସ୍ତାର କରିଥିବା ବେଳେ। ଦିଲ୍ଲୀରେ ପରିସ୍ଥିତ ଅଣାୟତ୍ତ ହୋଇପଡ଼ିଛି। ବିଭିନ୍ନ ହସ୍ସିଟାଲରେ ଅକ୍ସିଜେନ ଅଭାବ ଦେଖାଦେଇଥିବା ବେଳେ ଆଉ କେଉଁଠି ବେଡ଼ ନ ଥିବା ଚ୍ଚିତ୍ର ସାମ୍ନକୁ ଆସିଛି। କରୋନା ମୁକାବିଲା ପାଇଁ ଦିଲ୍ଲୀକୁ ୬ ଦିନ ଲକଡାଉନ ଘୋଷଣା କରାଯାଇଥିଲା। ଏହି ଲକଡାଉନ ଅବଧିକୁ ପୁଣି ଥରେ ବୃଦ୍ଧି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ମେ’ ୩ ସକାଳ ୫ଟା ଯାଏ ଜାତୀୟ ରାଜଧାନୀ ଦିଲ୍ଲୀରେ ଲକଡାଉନ୍ କଟକଣା ବଳବତ୍ତର ରହିବ ବୋଲି କେଜ୍ରିୱାଲ୍ ଘୋଷଣା କରିଛନ୍ତି ।  ।

ଏଥିସହ ଦିଲ୍ଲୀରେ ଏବେବି ଅକ୍ସିଜେନ୍ ଅଭାବ ଲାଗି ରହିଥିବା କହିଛନ୍ତି କେଜ୍ରିୱାଲ୍ । କରୋନା ସଂକ୍ରମଣରୁ ମୁକୁଳିବା ଲାଗି ଲକଡାଉନ୍ ହିଁ ଏକମାତ୍ର ଶେଷ ବିକଳ୍ପ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସଂକ୍ରମଣ ବଢ଼ୁଥିବା ବେଳେ ଲକଡାଉନ୍ ଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ ବୋଲି କେଜ୍ରିୱାଲ୍ କହିଛନ୍ତି।  ଗତ ଦୁଇ ତିନିଦିନରେ ସଂକ୍ରମଣ ଅଳ୍ପ ଖସିଥିବା ବେଳେ ଆଜି ଦୈନିକ ସଂକ୍ରମଣ ମାମଲା ୩୦ ପ୍ରତିଶତ ତଳକୁ ଖସିଛି ।

କେଜ୍ରିୱାଲ୍ କହିଛନ୍ତି, ଦିଲ୍ଲୀକୁ ୭୦୦ ଟନ୍ ଅକ୍ସିଜେନ୍ ଆବଶ୍ୟକ । ଆମକୁ କେନ୍ଦ୍ର ସରକାର କେବଳ ୪୮୦ ଟନ୍ ଅକ୍ସିଜେନ୍ ଦେଉଛନ୍ତି । କାଲି କେନ୍ଦ୍ର ୧୦ ଟନ୍ ଦେଇଥିବା ବେଳେ ଏବେ ଯାଏଁ ଦିଲ୍ଲୀକୁ ୪୯୦ ଟନ୍ ଅକ୍ସିଜେନ୍ ମିଳିଛି । ତେବେ ସମସ୍ତ ଆବଣ୍ଟନ ଦିଲ୍ଲୀକୁ ଆସୁନାହିଁ । ଗତକାଲି ୩୩୦ରୁ ୩୩୫ ଟନ୍ ଅକ୍ସିଜେନ୍ ଦିଲ୍ଲୀ ଆସିଛି । ଅକ୍ସିଜେନର ଉତ୍ତମ ଯୋଗାଣ ପାଇଁ ସରକାର ପୋର୍ଟାଲ ପ୍ରସ୍ତୁତ କରିଛନ୍ତି । ଉତ୍ପାଦକଙ୍କ ଠାରୁ ନେଇ ହସ୍ପିଟାଲ୍ ସମସ୍ତେ ପ୍ରତି ୨ ଘଣ୍ଟାରେ ଅକ୍ସିଜେନ୍ ସ୍ଥିତି ନେଇ ସୂଚନା ଦେବେ । କେନ୍ଦ୍ର ସରକାରଙ୍କ ସହ ମିଶି ରାଜ୍ୟ କାମ କରୁଥିବା କହିଛନ୍ତି କେଜ୍ରିୱାଲ୍ ।