shutdown - The Sakala
ଆଜି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ, ପ୍ରଭୁ ଶ୍ରୀରାମଙ୍କ ଫୋଟୋକୁ ଅପମାନ ଅଭିଯୋଗ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି । ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିରେ ଗାଡ଼ି ମଟର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଗତ ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଦିନ ଭୀମ ଆର୍ମି ଦ୍ୱାରା ପ୍ରଭୁ ଶ୍ରୀରାମଙ୍କ ଫୋଟୋକୁ ଅପମାନକୁ ନେଇ ଏହି ବନ୍ଦ ପାଳନ। ଏନେଇ ଵଜରଙ୍ଗ ଦଳ ପକ୍ଷରୁ ଏହାକୁ ନିନ୍ଦା କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବୀରମହାରାଜପୁର ଥାନାରେ ଏକ ମାମଲା ମଧ୍ୟ ଦାୟର କରାନେଇଥିଲା ଲ
ଆଜି ଵଜରଙ୍ଗ ଦଳ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l ବନ୍ଦ ଡାକରାର ପ୍ରଭାବରେ ବୀରମହାରାଜପୁର ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ସମେତ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି l ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରୁଥିବା ଦେଖିବାକୁ ମିଳିଛି l
ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି, ଲକ ଡ଼ାଉନ- ସଟ ଡ଼ାଉନ ଭଳି ସ୍ଥିତି ଆସିନାହିଁ -ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ଗତକିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ସଂକ୍ରମଣ ହାର ଅଧିକ ରହୁଛି ତେଣୁ କିଛି ସ୍ଥାନରେ ଆର ଭ୍ୟାଲୁ ଅଧିକ ରହିବ । ମାତ୍ର ଏଥି ପାଇଁ ଭୟବିତ ହେବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଲୋକମାନଙ୍କୁ ବାରମ୍ବାର ଆମେ ନିବେଦନ କରୁଚୁ କି ସାମାନ୍ୟ ଲକ୍ଷଣ ଆସିଲେ ଟେଷ୍ଟିଂ କରାନ୍ତୁ। ଟେଷ୍ଟିଂ କ୍ରାଇଟେରିଆକୁ ମାନି କେତେ ଟେଷ୍ଟିଂ ବଢ଼ା ଯାଇ ପାରିବି ସ୍ୱାସ୍ଥ୍ୟ ବିଭାଗ ସେ ଉପରେ ବିଚାର ବିମର୍ଷ କରୁଛି । କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ ଟେଷ୍ଟିଂ ବଢାଇବା ପାଇଁ କାର୍ଯ୍ୟ କରୁଛୁ। ଲକ ଡ଼ାଉନ କି ସଟ ଡ଼ାଉନ କରିବା ଭଳି ସ୍ଥିତି ରାଜ୍ୟରେ ଆସିନାହିଁ  ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ସଟଡାଉନ୍ ବେଳେ ତାସ୍ ଖେଳୁଥିବା ଯୁବକ ମାନେ ଦୌଡ଼ି ପଳାଇବାରୁ ଜଙ୍ଗଲରୁ ଫେରୁଥିବା ଯୁବକଙ୍କୁ ପୋଲିସର ମାଡ
ବାଲେଶ୍ଵର : ଗୋପାଳପୁର ଫାଣ୍ଡି ଅନ୍ତର୍ଗତ ଫତେପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଛି। ଶନିବାର ସଟଡାଉନ୍ ଥିବା ବେଳେ ସନ୍ଧ୍ୟାବେଳେ କିଛି ଯୁବକ ଛକରେ ତାସ୍ ଖେଳୁଥିଲେ। ସେତେବେଳେ ଗୋପାଳପୁର ଫାଣ୍ଡି ପୁଲିସ ପାଟ୍ରୋଲିଂ କରୁଥିଲେ। ହଠାତ ପୁଲିସକୁ ଦେଖି ତାସ୍ ଖେଳୁଥିବା ଯୁବକମାନେ ଦୌଡି ପଳାଇଥିଲେ। ତେବେ ସେହି ସମୟରେ ରତ୍ନାକର ପାତ୍ର(୧୭) ନାମକ ଯୁବକ ଜଙ୍ଗଲରୁ ଫେରୁଥିବା ବେଳେ ପୁଲିସ ହାବୁଡ଼ରେ ପଡିଥିଲେ। ପୁଲିସର ବାଡି ତାଙ୍କ ଜଙ୍ଘରେ ମାଡ ହୋଇଥିଲା। ଫଳରେ ଅଧିକ ଗୁରୁତର ହେବାରୁ ତାଙ୍କୁ ରବିବାର ଦିନ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ତେବେ ଅନପଟେ ପୁଅର କିଛି ଭୁଲ ନଥିବା ତାଙ୍କ ବାପା ରମାକାନ୍ତ ପାତ୍ର କହିଛନ୍ତି।
୩୦୦ ଟଙ୍କା ଦିଅନ୍ତୁ ଲକ୍‌ଡାଉନ୍‌ରେ ମନଇଚ୍ଛା ବୁଲନ୍ତୁ
ଭୁବନେଶ୍ୱର: ଫେକ୍ ଆଇଡି କାର୍ଡ ତିଆରି କରି ବନ୍ଧା ହେଲେ ଯୁବକ । ଲକଡାଉନ ଓ ସଟଡାଉନରେ ୩୦୦ଟଙ୍କା ବିନିମୟରେ ଅମାନିଆଙ୍କୁ ବାହାରେ ବୁଲିବା ପାଇଁ ଯୁବକ ଜଣକ ବିଭିନ୍ନ କମ୍ପାନୀର ନକଲି ଆଇକାର୍ଡ ଯୋଗାଉଥିଲେ। ଏଭଳି ନକଲି ଆଇକାର୍ଡ ବିକି ଧରାପଡିଲେ ଯୁବକ । ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଓ ମିଡିଆ ହାଉସ ନାଁରେ ଆଇକାର୍ଡ କରି ବ୍ୟକ୍ତି ଜଣଙ୍କ ବିକୁଥିଲା । ଯୁବକଙ୍କ ନିକଟରୁ ୧୦୦ରୁ ଅଧିକ ନକଲି ଆଇକାର୍ଡ ଜବତ କରିଛି ଚନ୍ଦ୍ରଶେଖର ପୋଲିସ । ଯେଉଁ ଆଇ କାର୍ଡ ଜରୁରୀ କାଳୀନ ସେବାରେ ଲାଗି ପାରିବ ସେହିପରି ଆଇ କାର୍ଡ ଅମାନିଆଙ୍କୁ ଯୁବକ ଜଣକ ଯୋଗାଉ ଥିଲେ । ଡମଣା ଅଞ୍ଚଳର ଏଭଳି ଜଣେ ଯୁବକଙ୍କୁ ଗିରଫ କରିଛି ଚନ୍ଦ୍ରଶେଖର ପୋଲିସ ।
ଡମଣା ଅଞ୍ଚଳର ଏହି ଯୁବକ ଜଣକ ଏକ ଦୋକାନ ଦେଇ ସେଠାରେ ବିଭିନ୍ନ କମ୍ପାନୀର ନକଲି ଆଇକାର୍ଡ ପ୍ରସ୍ତୁତ କରୁଥିଲେ । ଗୋଟିଏ ଆଇ କାର୍ଡକୁ ୩୦୦ ରୁ ୫୦୦ ଟଙ୍କାରେ ଅମାନିଆଙ୍କୁ ବିକ୍ରି କରୁଥିଲେ । ସେଠାରେ ବିଭିନ୍ନ କମ୍ପାନୀର ନକଲି ଆଇ କାର୍ଡ ପ୍ରସ୍ତୁତ କରି ଅମାନିଆଙ୍କୁ ବାହାରେ ବୁଲିବା ପାଇଁ ଦେଉଥିଲେ ।
ସଟ୍‍ଡାଉନ୍‍ରେ ସଟର୍‍ ତଳେ ବେପାର
କୋଭିଡ୍‍ ସଂକ୍ରମଣ ରୋକିବା ପାଇଁ ପୁଲିସ ଦୋକାନ ଖୋଲିବା ଉପରେ ଶନିବାର, ରବିବାର ସପ୍ତାହାନ୍ତ ସଟଡାଉନ୍‍ କଟକଣା ଜାରି କରିଛି । କିନ୍ତୁ ଦୋକାନୀମାନେ ସିନା ଦୋକାନ ବନ୍ଦ କରିଛନ୍ତି ହେଲେ ସଟର୍‍ ତଳେ ଚାଲିଛି ବେପାର। ଅନେକ ମଧ୍ୟ ଦୋକାନ କ୍ୟାବିନ୍‍ ପଛପଟେ ଖୁଲମଖୁଲା ପାନ୍‍, ଗୁଟୁଖା, ଚା, ସିଗାରେଟ ସବୁ ବିକ୍ରି କରୁଛନ୍ତି। ଏପରିକି ପୁଲିସ ମଧ୍ୟ ନିଜେ ଗ୍ରାହକ ହୋଇ ନେଉଛନ୍ତି। କେବଳ ପାନ, ସିଗାରେଟ ନୁହେଁ ମଦ ଠାରୁ ଆରମ୍ଭ କରି ଗଞ୍ଜେଇ ମଧ୍ୟ ସଟର୍‍ ତଳେ ବେପାର ହେଉଛି। ଲୋକଙ୍କୁ ଦୋକାନ ପଛକୁ ଗଲେ ସବୁ କିଛି ମିଳି ଯାଉଛି।
ଆଗରେ ଦୋକାନ ବନ୍ଦ ଥିବା ଦେଖି ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀ ପଳାଇ ଯାଉଛନ୍ତି। ବିଶେଷକରି ବସ୍ତିର ଗଳିକନ୍ଦିରେ ବରା, ପକୁଡ଼ି ଆଦି ଛଣା ମଧ୍ୟ ଚାଲିଛି। ଅନେକ ମଧ୍ୟ ସଟର ପକାଇ ଦୋକାନ ଭିତରେ ଖାଇବାକୁ ମଧ୍ୟ ଦେଉଛନ୍ତି। କହିବାକୁ ଗଲେ କେବଳ ନାମକୁ ମାତ୍ର ଏବେ ସଟ୍‍ଡାଉନ୍‍ ଏବଂ ଲକ୍‍ଡାଉନ୍‍ ଚାଲିଛି। କିନ୍ତୁ ସବୁ କିଛି ଗଳା ବାଟରେ ଚାଲିଛି। ଅନେକ ସ୍ଥାନରେ ପୁଲିସ ସହରର ବିଭିନ୍ନ ସ୍ଥାନରେ ନାକା କରି ଜଗିଛି। ସେପଟରେ ଅନେକ ପଡ଼ିଆରେ ପିଲା ବିନା ମାସ୍କରେ କ୍ରିକେଟ ଖେଳୁଛନ୍ତି। ଯଦି ଜଣଙ୍କୁ କୋଭିଡ୍‍ ହୋଇଥିବ ତେବେ ଖେଳୁଥିବା ସମସ୍ତ ପିଲାଙ୍କୁ ଏହା ସଂକ୍ରମଣ କରିବ। ତେଣୁ ପୁଲିସକୁ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ ବୋଲି ଅନେକ ମତ ଦେଲେଣି। ଅନ୍ୟପଟରେ ଦେଖିବାକୁ ଗଲେ ଯେଉଁଠି ଅନ୍‍ଲାଇନ୍‍ କାରବାର ହେଉଛି ସେଠାରେ ମଧ୍ୟ ଅଫ୍‍ଲାଇନ୍‍ ବେପାର ଚାଲିଛି। ଅଫ୍‍ଲାଇନ୍‍ ବେପାର ଉପରେ କଟକଣା ଥିଲେ ମଧ୍ୟ ଦୋକାନୀମାନେ ଏହାକୁ ମାନୁନାହାନ୍ତି। ସେମାନେ ଅଫ୍‍ଲାଇନ୍‍ରେ ଖୁଲମଖୁଲା ବେପାର କରୁଛନ୍ତି। ପୁଲିସ ପହଞ୍ଚି ପଚାରିଲେ ଅନ୍‍ଲାଇନ୍‍ରେ ଅର୍ଡର ଆସିଛି ଆମେ ଦେଉଛୁ। ତେଣୁ ଏବେ ସବୁ କିଛି ଗଳାବାଟରେ ଚାଲିଛି। ତେଣୁ ଏହା ଉପରେ ଯଦି ରୋକ ଲଗା ନ ଯାଏ ତେବେ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି କୁହାଯାଉଛି।
ସଟଡାଉନ୍ ସମୟରେ ଟ୍ବିନ୍ ସିଟିର ୬୮ ଜାଗାରେ ହେବ ନାକାବନ୍ଦୀ, ନିୟମ ଭାଙ୍ଗିଲେ ଦୃଢ କାର୍ଯ୍ଯାନୁଷ୍ଠାନ
ଭୁବନେଶ୍ବର: ଆସନ୍ତାକାଲିଠୁ ଅର୍ଥାତ ଶନିବାର ସକାଳୁ ରାଜ୍ଯର ସମସ୍ତ ସହରାଞ୍ଚଳରେ ଲାଗୁ ହେବାକୁ ଯାଉଛି ସଟଡାଉନ୍ ।  ଏହି ସଟଡାଉନ ସମୟରେ ଟ୍ବିନସିଟିରେ ମଧ୍ଯ ନିୟମ କଡ଼ାକଡ଼ି କରାଯାଇଛି। ଏନେଇ ଆଜି ଜନସାଧାରଣଙ୍କୁ ସତର୍କ କରାଇବା ସହିତ ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୁଲିସ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ । ଏହି ସଟଡାଉନ ସମୟରେ ଚେକିଂ ଜୋରଦାର କରାଯିବ । ତେଣୁ ସମସ୍ତେ ନିୟମ ଅନୁପାଳନ କରିବା ସହିତ ପୁଲିସଙ୍କୁ ସାହାଯ୍ୟ କରିବାକୁ ସିପି ଅନୁରୋଧ କରିଛନ୍ତି । କଟକରେ ୨୫ ଜାଗାରେ ନାକା କରାଯିବ। ସେହିପରି ଭୁବନେଶ୍ୱରରେ ୪୩ ଜାଗାରେ ନାକାବନ୍ଦୀ କରାଯିବ ବୋଲି ସିପି କହିଛନ୍ତି।
ଅନ୍ୟପଟେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସକାଳ ୫ଟାରୁ ୬ ଯାଏଁ ଲୋକମାନେ ମଣ୍ଣିଂ ୱାକ୍ କରିପାରିବେ । ସଟଡାଉନରୁ ବାଦ ପଡିଥିବା ଲୋକମାନେ ମଧ୍ୟ ସେମାନଙ୍କର ଆବଶ୍ୟକୀୟ ପରଚୟ ପତ୍ର ଦେଇ ଯା ଆସ କରିପାରିବେ ବୋଲି ପୁଲିସ କମିଶନର କହିଛନ୍ତି ।
କଟକରେ ୧୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବାକୁ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଚେକିଂ କଡାକଡି ପାଇଁ ୨୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧୫୦ ଅଫିସର ନିଯୁକ୍ତ ହେବେ।
ଭୁବନଶ୍ବର: ରାଜ୍ଯର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଆସନ୍ତାକାଲି ଅର୍ଥାତ ଶନିବାରରୁ ଆରମ୍ଭ ହେବାକୁ ଯାଉଛି। ଏହି ସଟଡାଉନ ସମୟରେ  କାହାକୁ ମିଳିଛି ଅନୁମତି ଜାଣନ୍ତୁ….
୧-ସପ୍ତାହନ୍ତ ସଟଡାଉନ୍ ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଏହା ସହ ଜଡ଼ିତ ସମସ୍ତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ।
୨- ଜିଲ୍ଲା, ମହାନଗର ନିଗମ, ପୋଲିସ ଓ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ବ୍ୟକ୍ତି ଯାତାୟତ କରିପାରିବେ ।
୩-ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ।
୪- ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ୍ପ, ଏଲପିଜି ବିତରଣ ଉପରେ କଟକଣା ରହିବ ନାହିଁ ।
୫- ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ ।
୬- ପାନୀୟ ଜଳ ଯୋଗାଣ, ସାନିଟାଇଜେସନ୍ ଓ ସ୍ୱେରେଜ୍ ୱାର୍କରଙ୍କୁ ଅନୁମତି ।
୭- ବିଦ୍ୟୁତ୍ ବିତରଣ, ମାଲପରିବହନ ଉପରେ କଟକଣା ରହିବ ନାହିଁ ।
୮- ଶିଳ୍ପ ଉଦ୍ୟୋଗ, ନିର୍ମାଣ କାର୍ଯ୍ୟ ଜାରି ରହିବ ।
୯- କୃଷି, ପଶୁପାଳନ, ମଣ୍ଡିରେ ଫସଲ କ୍ରୟ ଜାରି ରହିବ ।
୧୦- ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସ ଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରି ହେବ ।
୧୧- ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ କରାଯାଇ ପାରିବ ।
୧୨- ଆରବିଆଇ ଓ ଅନ୍ୟ ଆର୍ଥିକ ସଂସ୍ଥା କାର୍ଯ୍ୟ ଜାରି ରହିବ ।
୧୩- ଅନଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ରହିବ ନାହିଁ ।
୧୪- ରାଜପଥ କଡ଼ରେ ଥିବା ହୋଟେଲ ଓ ଢାବା କେବଳ ପାର୍ସଲ ଦେଇପାରିବେ ।
୧୫- କ୍ଷୀର ଦୋକାନ ଖୋଲା ରହିବ । ଫୁଡ୍ ଓ ଗ୍ରସରୀ ସାମଗ୍ରୀର ହୋମ୍ ଡେଲିଭରି ଦେଇ ହେବ ।
୧୬-ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବଣ୍ଟନ ଲାଗି ଅନୁମତି ।
୧୭-   ସକାଳ ୫ଟାରୁ ୬ଟା  ମର୍ଣ୍ଣିଂ ୱାକ୍‌ ଓ ସାଇକ୍ଲିଂ ପାଇଁ  କୋହଳ
ସଟଡାଉନ ସମୟରେ ଘଣ୍ଟାଏ କୋହଳ- ଏସଆରସି
ଭୁବନେଶ୍ବର: ରାଜ୍ଯରେ ସହରାଞ୍ଚଳରେ ନାଇଟ କର୍ଫ୍ଯୁ ଜାରି ରହିଥିବା ବେଳେ ସପ୍ତାହାନ୍ତ ସଟଡାଉନ ଆସନ୍ତା କାଲି ଅର୍ଥାତ ଶନିବାରରୁ ଆରମ୍ଭ ହେବାକୁ ଯାଉଛି। ଆଜି ରାତିର ନାଇଟ୍‌ କର୍ଫ୍ୟୁ ଶେଷ ହେବା ପରେ କାଲି ସକାଳୁ ସପ୍ତାହାନ୍ତ ସଟ୍‌ଡାଉନ୍ ଆରମ୍ଭ ହୋଇଯିବ। ଏହି ସଟଡାଉନ ଶନିବାରରୁ ଆରମ୍ଭ ହୋଇ ସୋମବାର ସକାଳ ୫ଟା ପର୍ଯ୍ଯନ୍ତ ଜାରି ରହିବ। ଏହି ସମୟରେ କେବଳ ଜରୁରୀସେବାକୁ  ଅନୁମତି ମିଳିଥିଲା। ଏବେ ଏଥିରେ ସାମାନ୍ଯ ପରିବର୍ତ୍ତନ କରିଛନ୍ତି ଏସଆରସି ପ୍ରଦୀପ ଜେନା। ଶନିବାର ଓ ରବିବାର ସଟଡାଉନ ସମୟରେ ଘଣ୍ଟାଏ ଲେଖାଏଁ କୋହଳ କରାଯାଇଛି। ସାଇକେଲିଂ, ଜଗିଂ ଓ ମର୍ଣ୍ଣିଂ ୱାର୍କ କରିପାରିବେ ଲୋକେ । ସକାଳ ୫ଟାରୁ ୬ଟା ଯାଏଁ କଟକଣା କୋହଳ ରହିବ ବୋଲି ଏସଆରସି  କହିଛନ୍ତି।
ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ନାଇଟ୍ କର୍ଫ୍ଯୁ ଶନିବାର ଦିନ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଏହା ପରବର୍ତ୍ତୀ ସମୟରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ସପ୍ତାହନ୍ତ ସଟ୍‌ଡାଉନ୍ ଜାରି ରହିବ।
ଅର୍ଥାତ୍: ଶନିବାର ସକାଳ ଠାରୁ ରବିବାର ସମ୍ପୂର୍ଣ୍ଣ ଦିନ ଓ ରାତିରେ ସଟ୍‌ଡାଉନ୍ ବଳବତ୍ତର ରହିବ। pic.twitter.com/7SjBBRWn2N
— I & PR Department, Odisha (@IPR_Odisha) April 23, 2021