Narasinghpur - The Sakala

ମଣିଷ ସହ ଲଢ଼େଇରେ କଲରାପତରିଆ ବାଘର ମୃତ୍ୟୁ, ଯୁବକ ଗୁରୁତର
ନରସିଂହପୁର: ବାଘ-ମଣିଷ ଲଢ଼େଇରେ କଲରାପତରିଆ ବାଘର ମୃତ୍ୟୁ । କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନନ୍ତପ୍ରସାଦ ଗାଁରେ କଲରା ପତାରିଆ ବାଘ ମଣିଷ ଲଢେଇରେ ବାଘ ମୃତ। ନିଜ ଜୀବନ ବଞ୍ଚାଇବାକୁ ଯାଇ କଲରାପତରିଆ ବାଘ ସହ ସଂଘର୍ଷ କରିଥିଲେ ଯୁବକ । ବାଘ ଓ ମଣିଷ ଲଢେଇରେ ବାଘର ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ହେଲେ ଶୁଭ୍ରାଂଶୁ ଭୋଳ । ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଶୁଭ୍ରାଂଶୁଙ୍କ ଜୟପୁର ଫାର୍ମରେ ପଶିଥିଲା ବାଘ। ଫାର୍ମ ଭିତରେ ଶୁଭ୍ରାଂଶୁଙ୍କୁ ଝାମ୍ପି ଥିଲା ବାଘ। ଜୀବନ ବଞ୍ଚାଇବାକୁ ବାଘ ସହ ସଂଘର୍ଷ କରିଥିଲେ ଯୁବକ । କିଛି ସମୟର ସଂଘର୍ଷ ପରେ ଛୁରାମାଡ଼ରେ ବାଘର ମୃତ୍ୟୁ ହୋଇଥିଲା । ଖବର ପାଇ ବନବିଭାଗ ଟିମ୍‌ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ କଲରାପତରିଆ ବାଘକୁ ଜବତ କରିଛି ବନ ବିଭାଗ।

ବରଯାତ୍ରୀ ବସ ଧକ୍କାରେ ଚାଲିଗଲା ବାପାଙ୍କର ଜୀବନ
କଟକ: ପୁଅ ବରଯାତ୍ରୀରେ ବାପାଙ୍କର ମୃତ୍ୟୁ। କଟକ ଜିଲ୍ଲା ନରସିଂହପୁର ଚତରାପଦାରେ ଅଭାବନୀୟ ଘଟଣା। ତଗିଲୋ ଗାଁକୁ ବାହାଘର ପାଇଁ ଯାଉଥିଲା ବେଳେ  ବରଯାତ୍ରୀ ବସ ଧକ୍କାରେ ବର ବାପାଙ୍କର ଜୀବନ ଚାଲିଯାଇଛି। ଚତରାପଦା ଗାଁର ବିମ୍ବାଧର ନାୟକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପୁଅ ବବୁଲ ନାୟକଙ୍କର  ବାହାଘର ଥିଲା। ଘରୁ ବାହାଘର ବରଯାତ୍ରୀ ବାହାରି ସାରିଥିଲା।   ବରଯାତ୍ରୀଙ୍କୁ ନେଉଥିବା ଶକ୍ତିମୟୀ ନାମକ ବସ୍ ହଠାତ ୭ ରୁ ୮ ଜଣ ଙ୍କୁ ଚଢାଇ ଦେଇଥିଲା।। ବସ ଧକ୍କାରେ ଗୁରୁତର ଆହତ ହୋଇଥିବା ବରର ବାପାଙ୍କୁ ପ୍ରଥମେ ନରସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ପରିବାର ପକ୍ଷରୁ ନରସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ନରସିଂହପୁର ପୁଲିସ ମେଡିକାଲରେ ପହଞ୍ଚି ଅଧିକ ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀ ବିକ୍ରମ କେଶରୀ ଜେନା ।