fire break covid hospital - The Sakala

କରୋନା ସଙ୍କଟ ମଧ୍ୟରେ ଅଘଟଣ: କୋଭିଡ୍ ହସ୍ପିଟାଲ ICUରେ ନିଆଁ ଲାଗି ୧୩ ରୋଗୀ ମୃତ
ମୁମ୍ବାଇ: ମହାରାଷ୍ଟ୍ର ପିଛା ଛାଡ଼ୁନି ସଂକଟ । ଦିନକ ତଳେ ଅକ୍ସିଜେନ ଟ୍ୟାଙ୍କ୍ ଲିକ୍ ପରେ ଅକ୍ସିଜେନ୍ ଅଭାବରୁ ନାସିକର ଏକ ହସ୍ପିଟାଲରେ ୨୪ କରୋନା ଆଖି ବୁଜିଥିଲେ । ଆଜି ଆଉ ଅଘଟଣ ଘଟିଛି ମହାରାଷ୍ଟ୍ରରେ । ପାଲଘର ଜିଲ୍ଲାରେ ଥିବା ଭସାଇ କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରାଥମିକ ସୂଚନା ଅନୁସାରେ, କୋଭିଡ୍ ହସ୍ପିଟାଲର ଆଇସିୟୁରେ ଥିବା ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Maharashtra: Fire breaks out at a COVID Center in Vasai of Palghar district. Affected patients are being shifted to nearby hospitals. Details awaited. pic.twitter.com/QfclEgBvvj

— ANI (@ANI) April 23, 2021

#UPDATE 13 people have died so far in fire at COVID hospital in Virar, in Vasai Virar municipal limits, Palghar district

(Earlier visuals)#Maharashtra pic.twitter.com/KHTiSqbLMY

— ANI (@ANI) April 23, 2021

ହସ୍ପିଟାଲରେ ଥିବା ଅନ୍ୟ କରୋନା ଆକ୍ରାନ୍ତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଖବର ଅନୁସାରେ ଅଗ୍ନିକାଣ୍ଡ ବେଳେ ଆଇସିୟୁରେ ୧୭ ଜଣ କରୋନା ଆକ୍ରାନ୍ତ ଥିଲେ । ଅଗ୍ନିକାଣ୍ଡର କାରଣ ଏସିରେ ସଟ ସର୍କିଟ୍ ବୋଲି କୁହାଯାଉଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି ।

Deeply saddened by the loss of lives in the tragic fire accident at a #COVID19 hospital in #Virar, Maharashtra. My thoughts and prayers are with the bereaved families in this hour of grief and pray for the speedy recovery of those who have sustained injuries.

— Naveen Patnaik (@Naveen_Odisha) April 23, 2021

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିରାର ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କୁ ନେଇ ଶୋକବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଅନ୍ୟମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।