Paris Olympics 2024 - The Sakala
ଆଜି ପଡ଼ିବ ‘ପ୍ୟାରିସ୍‌ ମହାକୁମ୍ଭ’ର ଯବନିକା, ମହାସମାରୋହରେ ହେବ ଉଦ୍‌ଯାପିତ
ପ୍ୟାରିସ୍‌: ଦୀର୍ଘ ଦୁଇ ସପ୍ତାହର ଘମାଘୋଟ ଲଢେ଼ଇ ପରେ ବିଶ୍ୱର ସର୍ବବୃହତ କ୍ରୀଡ଼ା ପ୍ରତିଯୋଗିତା ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ୩୩ତମ ସଂସ୍କରଣ ଆଜି ମହାସମାରୋହରେ ଉଦ୍‌ଯାପିତ ହେବ। ଏଥିଲାଗି ଅଲିମ୍ପିକ୍‌ ଆୟୋଜକ କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଉଦଘାଟନୀ ଉତ୍ସବ ସେନ୍‌ ନଦୀରେ ଏକ ଅଭିନବ ଉପାୟରେ ଆୟୋଜିତ ହୋଇଥିଲାବେଳେ ସମାପ୍ତି ସମାରୋହ ଫ୍ରାନ୍ସର ସବୁଠାରୁ ବଡ ଷ୍ଟାଡିୟମ୍‌ ଷ୍ଟେଡ୍‌ ଡି ଫ୍ରାନ୍ସରେ ୮୦,୦୦୦ ଦର୍ଶକଙ୍କ ସମ୍ମୁଖରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି ୧୨ଟା ୩୦ରେ ଆରମ୍ଭ ହେବାକୁ ଥିବା ଏହି ଉତ୍ସବ ରାତି ୨.୪୫ରେ ଶେଷ ହେବ । ଏଥିରେ ଶହ ଶହ ଆକ୍ରୋବାଟ, ନୃତ୍ୟ, ସଙ୍ଗୀତ ଶିଳ୍ପୀ ଏବଂ ସର୍କସ କଳାକାରମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଉଦ୍‌ଯାପନୀ ଉତ୍ସବର ଥିମ୍‌ ରହିଛି ‘ରେକର୍ଡସ’ ଓ ଏଥିରେ ଫ୍ରାନ୍ସ ଓ ଆମେରିକାର କଳାକୃତି ପ୍ରଦର୍ଶିତ ହେବ।
ପାରମ୍ପରିକ ଭଙ୍ଗୀରେ ହୋଇଆସୁଥିବା ଆଥ୍‌ଲେଟ୍‌ଙ୍କ ପରେଡ, ବିଭିନ୍ନ ଦେଶର ଜାତୀୟ ପତାକା, ଅଲିମ୍ପିକ୍‌ ପତାକାର ଅବତରଣ ଭଳି କାର୍ଯ୍ୟକ୍ରମ ସମ୍ପାଦିତ ହେବ। ଏହା ବ୍ୟତୀତ ଅଲିମ୍ପିକ୍‌ ପତାକା ପ୍ୟାରିସ୍‌ରୁ ଲସ ଏଞ୍ଜେଲ୍ସ ମେୟରଙ୍କୁ ହସ୍ତାନ୍ତର କରାଯିବ। ୨୦୨୮ରେ ଆମେରିକାର ଲସ୍‌ ଏଞ୍ଜେଲ୍ସ ସହର ତୃତୀୟଥର ଲାଗି ବିଶ୍ୱର ଏହି କ୍ରୀଡ଼ା ମହାକୁମ୍ଭକୁ ଆୟୋଜନ କରିବ। ଏଣୁ ପ୍ୟାରିସ୍‌ର ମେୟର ଆନ୍ନେ ହିଡାଲଗୋ ଅଲିମ୍ପିକ୍‌ ପତାକାକୁ ଲସ୍‌ ଏଞ୍ଜେଲ୍ସ ମେୟର କାରେନ ବାସ୍‌ଙ୍କୁ ହସ୍ତାନ୍ତର କରିବେ। ଆର୍ଟିଷ୍ଟିକ୍‌ ନିର୍ଦ୍ଦେଶକ ଥୋମାସ ଜଲି ଉଦଘାଟନୀ ଉତ୍ସବ ଭଳି ଉଦ୍‌ଯାପନୀ ଉତ୍ସବ ସମାରୋହର ନିର୍ଦ୍ଦେଶନାରେ ଏହା ଆୟୋଜିତ ହେବ। ମୋଟା ମୋଟି ଭାବେ କହିବାକୁ ଗଲେ ଯେଉଁ ଷ୍ଟାଡିୟମ୍‌ରେ ଗତ ଦୁଇ ସପ୍ତାହ ଧରି ଆଥଲେଟଙ୍କ ମଧ୍ୟରେ ଉଚ୍ଚକୋଟୀର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଥିଲା ସେଠାରେ ଅର୍ଥାତ୍‌ ଷ୍ଟେଡ୍‌ ଡି ଫ୍ରାନ୍ସରେ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ।
ଉଦ୍‌ଯାପନୀ ଉତ୍ସବ ଶେଷରେ ପତାକା ଅବତରଣ କରାଯିବ ଓ ପାରା ଅଲିମ୍ପିକ୍‌ କ୍ରୀଡ଼ା ଲାଗି ମଶାଲ ଷ୍ଟକ୍‌ ମାଣ୍ଡେଭିଲେରେ ପ୍ରଜ୍ଜ୍ୱଳନ କରାଯିବ। ଷ୍ଟକ୍‌ ମାଣ୍ଡେଭିଲେକୁ ପାରାଅଲିମ୍ପିକ କ୍ରୀଡ଼ାର ଜନ୍ମସ୍ଥାନ ଭାବେ ବିବେଚନା କରାଯାଇଥାଏ। ଏହି ପ୍ରତିଯୋଗିତା ମଧ୍ୟ ଏଠାରେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ଯାଏ ଅନୁଷ୍ଠିତ ହେବ। ଅଗଷ୍ଟ ୨୫ରୁ ୨୮ ତାରିଖ ଯାଏ ଫ୍ରାନ୍ସର ୫୦ଟି ସହରରେ ପାରାଅଲିମ୍ପିକ୍ସ ଲାଗି ଟର୍ଚ୍ଚ ରିଲେ ଆୟୋଜିତ ହେବ।
ଉଦ୍‌ଯାପନୀ ସମାରୋହରେ ଅନେକ ସିଲେବ୍ରିଟି ଭାଗନେବେ। ସମସ୍ତଙ୍କ ନାମ ଜଣା ପଡ଼ି ନ ଥିଲେ ମଧ୍ୟ ହଲିଉଡ ସୁପରଷ୍ଟାର ଟମ୍‌ କ୍ରୁଇଜ୍‌, ଆମେରିକାର ରାପ୍ପର ସ୍ନୁପ୍‌ ଡଗ, ବିଲି ଏଲିସ୍‌, ଜିମ୍ମି ଫାଲିଅନଙ୍କୁ ଦେଖିବାକୁ ମିଳିବ। ରେଡ ହଟ ଚିଲି ପିପରର୍ସ ମଧ୍ୟ କାର୍ଯ୍ୟକ୍ରମ ପରିବେଷଣ କରିବ। କ୍ରୁଇଜ୍‌ ମୋଟରସାଇକଲରେ ଷ୍ଟଣ୍ଟ କରିବାର ଯୋଜନା ରହିଛି। ବିଲି ଓ ସ୍ନୁପ ସଙ୍ଗୀତ ପରିବେଷଣ କରିବେ।
ଭାରତୀୟ ସମୟ ଅନୁସାରେ ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବ ରବିବାର ରାତି ୧୨.୩୦ ମିନିଟ୍‌ରେ ଆରମ୍ଭ ହେବ। ଭାରତରେ କ୍ରୀଡ଼ା ପ୍ରଶଂସକମାନେ ସ୍ପୋର୍ଟ୍ସ ୧୮ ନେଟ୍‌ୱର୍କରେ ଏହି ଉତ୍ସବର ସିଧାପ୍ରସାରଣ ଟିଭିରେ ଦେଖିପାରିବେ। ସେହିପରି ଜିଓ ସିନେମା ଆପ୍‌ରେ ମଧ୍ୟ ଏହି ଉତ୍ସବକୁ ଦର୍ଶକ ଦେଖିପାରିବେ।
ପ୍ୟାରିସ୍‌ ଅଲିମ୍ପିକ୍ସ: ହକିରେ ଭାରତକୁ ବ୍ରୋଞ୍ଜ୍ ପଦକ, ସ୍ପେନକୁ ୨-୧ ଗୋଲରେ ହରାଇଲା ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସଫଳତା। ହକିରେ ଭାରତକୁ ମିଳିଲା ବ୍ରୋଞ୍ଜ୍ ପଦକ । ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିଲା ପୁରୁଷ ହକି ଦଳ। ସ୍ପେନକୁ ୨-୧ ଗୋଲରେ ହରାଇ ବ୍ରୋଞ୍ଜ ମେଡାଲ ହାତେଇଛି ଭାରତୀୟ ପୁରୁଷ ହକି ଦଳ। ପ୍ରଥମ କ୍ୱାର୍ଟରରେ ସ୍ପେନ ଗୋଲ କରିଥିବା ବେଳେ ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ ଗୋଲ ଦେଇଥିଲେ ଭାରତୀୟ ପୁରୁଷ ହକି ଦଳ। ଅଧିନାୟକ ହରମନପ୍ରିତ ସିଂଙ୍କ ଡବଲ ଗୋଲ ଏବଂ ଗୋଲ କିପର ଶ୍ରୀଜେଶଙ୍କ ଦମଦାର ପ୍ରଦର୍ଶନ ଭାରତକୁ ବ୍ରୋଞ୍ଜ୍ ପଦକ ଜିତାଇବାରେ ସାହାଯ୍ୟ କରିଛି । ତେବେ ଦ୍ୱିତୀୟ ଥର ପାଇଁ ବ୍ରୋଞ୍ଜ ମେଡାଲ ହାତେଇଛି ହକି ଇଣ୍ଡିଆ। ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ବି ବ୍ରୋଞ୍‌କ ମେଡାଲ ଜିତିଥିଲା ଦଳ। ତେବେ ୫୨ ବର୍ଷ ପରେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ ।
ପ୍ୟାରିସ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଫାଇନାଲକୁ ପ୍ରବେଶ କରିଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ ଡିସକ୍ୱାଲିଫାଏଡ୍ ହୋଇଛନ୍ତି। ବିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ପରେ ବାଦବିବାଦ ଆରମ୍ଭ ହୋଇଛି। ବିନେଶ ଫୋଗଟଙ୍କ ସହ ପ୍ରତ୍ୟେକ ଭାରତୀୟ ଠିଆ ହୋଇଛନ୍ତି। ବିନେଶ ଫାଇନାଲ ପୂର୍ବରୁ ଡିସ୍‌କ୍ୱାଲିଫାଏଡ୍ ହେବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଖବର ଆସିଛି। ଏହାରି ମଧ୍ୟରେ #Boycott_Paris_Olympic ସୋସିଆଲ ମିଡିଆ ‘ଏକ୍ସ’ରେ’ ଟ୍ରେଣ୍ଡ କରୁଛି।
ସୂଚନା ଅନୁଯାୟୀ, ପ୍ୟାରିସ୍‌ ଅଲିମ୍ପିକ୍ସରେ ଫାଇନାଲକୁ ପ୍ରବେଶ କରିଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତ ଡିସକ୍ୱାଲିଫାଏଡ୍ ହୋଇଥିଲେ। ଧାର୍ଯ୍ୟ ଠାରୁ ଅଧିକ ଓଜନ ପାଇଁ ବିନେଶ ଫୋଗତଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଭିନେଶ ଫୋଗଟ୍ ଡିସ୍‌କ୍ୱାଲିଫାଏଡକୁ ନେଇ ୱାର୍ଲଡ ରେସଲିଂ ମହାସଂଘରେ ପୁନର୍ବିଚାର ପାଇଁ ଆବେଦନ କରିଥିଲା ଭାରତ। ୟୁନାଇଟେଡ୍ ୱାର୍ଲଡ ରେସଲିଂ (UWW) ମୁଖ୍ୟ ନେନାଡ ଲାଲୋଭିକ୍ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଏହି ଘଟଣାକୁ ନେଇ କହିଛନ୍ତି ଯେ, ନିୟମ ସମସ୍ତଙ୍କ ପାଇଁ ସମାନ ଏବଂ କିଛି କରାଯାଇପାରିବ ନାହିଁ। ।
ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ଆଜି ଜାଭେଲିନ୍ ଥ୍ରୋରେ ନୀରଜଙ୍କ ସହ ମୈଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା
ପ୍ୟାରିସ: ଚଳିତ ଅଲିମ୍ପିକ୍ସର ଅନ୍ୟତମ ଆକର୍ଷଣୀୟ ଇଭେଣ୍ଟ ପୁରୁଷ ଜାଭେଲିନ୍‌ ଥ୍ରୋ ମଙ୍ଗଳବାରଠାରୁ ଆରମ୍ଭ ହେବ। ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନ ନୀରଜ ଚୋପ୍ରାଙ୍କ ସହ ତାଙ୍କ ସାଥୀ ଭାରତୀୟ କ୍ରୀଡ଼ାବିତ୍‌ କିଶୋର ଜେନା ଏହି ଇଭେଣ୍ଟରେ ଗ୍ରାଉଣ୍ଡକୁ ଓହ୍ଲାଇବେ। ପ୍ୟାରିସର ଷ୍ଟେଡ୍‌ ଡି ଫ୍ରାନ୍ସ ଷ୍ଟାଡିୟମରେ ଏହି ଇଭେଣ୍ଟ ଅନୁଷ୍ଠିତ ହେବ। ଗତ ଟୋକିଓ ଅଲିମ୍ପିକ୍ସ ଫାଇନାଲରେ ୮୬.୬୫ ମିଟର ଜାଭେଲିନ୍‌ ଫିଙ୍ଗି ନୀରଜ ଭାରତ ଲାଗି ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଏବେ ସେ ପ୍ୟାରିସରେ ଟାଇଟଲ୍‌ ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି। ସେହିଭଳି ଓଡ଼ିଆର କିଶୋରଙ୍କ ଉପରେ ମଧ୍ୟ ସାରା ରାଜ୍ୟବାସୀଙ୍କ ନଜର ମଧ୍ୟ ରହିବ। ପୁରୀ ବ୍ରହ୍ମଗିରି ଜନ୍ମିତ ୨୮ ବର୍ଷୀୟ କିଶୋର ଏସୀୟ କ୍ରୀଡ଼ାରେ ଐତିହାସିକ ରୌପ୍ୟ ପଦକ ସଫଳତା ପାଇ ପ୍ୟାରିସକୁ ଯୋଗ୍ୟତା ଅର୍ଜନ କରିଥିଲେ। ସାରା ବିଶ୍ୱର ୩୨ଜଣ କ୍ରୀଡ଼ାବିତ୍‌ ପୁରୁଷ ଜାଭେଲିନ୍‌ ଥ୍ରୋ’ ଇଭେଣ୍ଟକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ୩୨ଜଣ ଫିଙ୍ଗାଳିଙ୍କୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇ କ୍ୱାଲିଫିକେସନ ରାଉଣ୍ଡ ମଙ୍ଗଳବାର ଅପରାହ୍ଣ ୧:୫୦ରୁ ଆରମ୍ଭ ହେବ। ଜାଭେଲିନ୍‌ର ଫାଇନାଲ ରାଉଣ୍ଡ ଅଗଷ୍ଟ ୮ରେ ଖେଳାଯିବ।
ATHLETICS Men’s
Javelin Throw (Qualification) Kishore Jena – 1.50 pm
Neeraj Chopra – 3.20 pm
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ସୁଟିଂରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ
ପ୍ୟାରିସ୍: ଆଜି ପ୍ୟାରିସ୍ ଅଲିମ୍ପିକ୍ସର ଚତୁର୍ଥ ଦିନ। ଏହି ଚତୁର୍ଥ ଦିନରେ ଭାରତକୁ ମିଳିଛି ଦ୍ବିତୀୟ ମେଡାଲ । ସୁଟିଂରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି। ମଙ୍ଗଳବାର ମନୁ ଭାକର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସରବଜୋତ ସିିଂଙ୍କ ସହ ସାଥି ହୋଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ମନୁଙ୍କ ପାଇଁ ଚଳିତ ଅଲିମ୍ପିକ୍ସରେ ଏହା ୨ୟ ପଦକ। ଏଥିସହ ମନୁ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଭାବେ ସେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିଛନ୍ତି । ସ୍ବାଧୀନତା ପରେ କୌଣସି ଭାରତୀୟଙ୍କୁ ଏପରି ସଫଳତା ମିଳିଥିବା ସୂଚନା।
ଉଲ୍ଲେଖଥାଉ କି, ମନୁ ରବିବାର ୧୦ମି ଏୟାର ପିସ୍ତଲ ଇଭେଣ୍ଟରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରି ଭାରତ ପାଇଁ ପ୍ରଥମ ପଦକ ଜିତିବା ସହ ଇତିହାସ ସୃଷ୍ଟି କରିଥିଲେ।
ପ୍ୟାରିସ୍: ୨୦୨୪ ପ୍ୟାରିସ୍ ଅଲମ୍ପିକ୍ସରେ ହକିର ଦ୍ୱାଦଶ ମ୍ୟାଚ୍‌ରେ ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଡ୍ର ରହିଛି। ସମସ୍ତ ଚେଷ୍ଟା ସ‌‌ତ୍ତ୍ବେ ଆର୍ଜେଣ୍ଟିନା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହି ଅଗ୍ରଣୀ ବଜାୟ ରଖିବାରେ ସଫଳ ହୋଇଥିଲା। ତେବେ ମ୍ୟାଚ୍ ୨ ମିନିଟରୁ କମ୍ ସମୟ ବାକି ଥିବାବେଳେ ହରମାନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତିକୁ ୧-୧କୁ ଆଣିଥିଲେ। ଏହି ମ୍ୟାଚ୍‌ରେ ଭାରତକୁ ୧୦ ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଟିମ୍ ଇଣ୍ଡିଆ କେବଳ ଗୋଟିଏ ଗୋଲ୍ ସ୍କୋର କରିପାରିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଗୋଟିଏ ଗୋଲ ସ୍କୋର କରିଥିଲ।
ପ୍ୟାରିସ ଅଲିମ୍ପିକ୍ସ-୨୦୨୪: ୧୦ ମିଟର ଏୟାର ପିସ୍ତଲର ଫାଇନାଲରେ ପ୍ରବେଶ କଲେ ମନୁ ଭାକର
ପ୍ୟାରିସ: ପ୍ୟାରିସରେ ଚାଲିଥିବା ଅଲିମ୍ପିକ୍ସରୁ ଭାରତ ପାଇଁ ଆସିଛି ଭଲ ଖବର। ଯୁବ ମହିଳା ଶୁଟର ମନୁ ଭାକର ୧ ୦ ମିଟର ଏୟାର ପିସ୍ତଲର ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ ସେ ଭାରତ ପାଇଁ ପଦକ ଜିତିବାର ସୁଯୋଗ ସୃଷ୍ଟି କରିଛନ୍ତି।
ଶନିବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ସେ ତୃତୀୟ ସ୍ଥାନରେ ରହିବାରୁ ଏପରି ସଫଳତା ପାଇଛନ୍ତି। ସେ ୨୭ଟି ଇନର ୧୦ ଶଟ ମାରିଛନ୍ତି। ଦୁଇ ଭାରତୀୟଙ୍କ ସମେତ ମୋଟ ୪୫ ଜଣ ଖେଳାଳି ଯୋଗ୍ୟତା ପର୍ଯ୍ୟାୟରେ ଭାଗ ନେଇଥିଲେ। ୨୨ ବର୍ଷୀୟ ମନୁ ଭାକରର ଦ୍ୱିତୀୟ ସିରିଜରେ ଦମଦାର ପ୍ରଦର୍ଶନ କରି ୯୭ ପଏଣ୍ଟ ହାସଲ କରିଥିଲା। ୬ ସିରିଜ ଇଭେଣ୍ଟର ହାଫ ଟାଇମ ସୁଦ୍ଧା ସେ ମୋଟ ୩୦୦ରୁ ୨୯୨ ପଏଣ୍ଟ ହାସଲ କରି ନିଜକୁ ଟପ୍‌ ୮ରେ ରଖିବାକୁ ସକ୍ଷମ ହୋଇଥିଲେ। କାରଣ ଟପ୍‌ ୮ରେ ରହୁଥିବା ଖେଳାଳିମାନେ ହିଁ ମେଡାଲ ଦୌଡ଼ରେ ରହିବେ। ହେଲେ ମନୁ ଭାକର ସିଧା ତୃତୀୟ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
କିଶୋର ଜେନା ଓ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଏହା ସେମାନଙ୍କୁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶାବ୍ୟକ୍ତ କରିଛନ୍ତି।
କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲିମ୍ପିକ୍ସ। ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଶ୍ରୀ ଜେନା ଏବଂ ଶ୍ରୀ ରୋହିଦାସ କେବଳ ନିଜର ଜନ୍ମମାଟି ନୁହେଁ ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ରାଜ୍ୟର ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ଅଛି ବୋଲି କହିବା ସହିତ ଓଡ଼ିଶାବାସୀଙ୍କ ତରଫରୁ ମୁଁ ଉଭୟଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।
ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା, ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା କରାଯାଇଛି। ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୯ ଜଣିଆ ହକି ଦଳ ଘୋଷଣା କରାଯାଇଛି। ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ମିଳିଛି ସୁଯୋଗ। ସେହିପରି ହାର୍ଦ୍ଦିକ ସିଂହଙ୍କୁ ଉପଅଧିନାୟକ କରାଯାଇଛି। ଜୁଲାଇ ୨୬ରୁ ପ୍ୟାରିସ ଅଲମ୍ପିକ୍ସ ଆରମ୍ଭ ହେବ। ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ।
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଭାରତୀୟ ହକି ଟିମ୍:
ଗୋଲକିପର୍ସ
୧.ଶ୍ରୀଜେଶ ପରତ୍ତୁ ରବୀନ୍ଦ୍ରନ
ଡିଫେଣ୍ଡର୍ସ:
୨.ଜାରମାନପ୍ରୀତ ସିଂହ।
୩.ଅମିତ ରୋହିଦାସ।
୪.ହରମନପ୍ରୀତ ସିଂ।
୫.ସୁମିତ।
୬.ସଞ୍ଜୟ।
ମିଡଫିଲ୍ଡର୍ସ:
୭.ରାଜକୁମାର ପାଲ।
୮.ଶାମଶେର ସିଂହ।
୯. ମନପ୍ରୀତ ସିଂହ।
୧୦.ହାର୍ଦ୍ଦିକ ସିଂହ।
୧୧.ବିବେକ ସାଗର ପ୍ରସାଦ।
ଫରୱାର୍ଡ୍ସ:
୧୨.ଅଭିଷେକ।
୧୩.ସୁଖଜିତ୍ ସିଂହ।
୧୪.ଲଳିତ କୁମାର ଉପାଧ୍ୟାୟ।
୧୫.ମନଦୀପ ସିଂହ।
୧୬.ଗୁରୁଜନ୍ତ ସିଂହ।
ଅଲଟରନେଟ ଆଥଲେଟ୍ସ:
୧୭.ନୀଲକାନ୍ତ ଶର୍ମା।
୧୮.ଜୁଗରାଜ ସିଂହ।
୧୯.କୃଷ୍ଣ ବାହାଦୂର ପଠକ।