Vitamin - The Sakala
ଭିଟାମିନ୍ ଅଭାବ ଆଣେ ଆତ୍ମହତ୍ୟା ପ୍ରବଣତା
ଆଜିର ସମୟରେ ଅନେକ ଲୋକ ଅବସାଦ ଓ ଚିନ୍ତା ଦେଇ ଗତି କରୁଛନ୍ତି। ଏଥି ଯୋଗୁଁ କେହି କେହି ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇଥାନ୍ତି। ତେବେ ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଶରୀରରେ ଏକ ବିଶେଷ ପ୍ରକାର ଭିଟାମିନ୍‌ର ଅଭାବ ହେଲେ ଏହା ଅବସାଦ ସ୍ତରକୁ ବଢ଼ାଇ ଦିଏ। ଫଳରେ ଏହା ଯୋଗୁଁ ଜଣେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ। ମିଶିଗନ ଷ୍ଟେଟ୍ ବିଶ୍ବବିଦ୍ୟାଳୟର କଲେଜ ଅଫ୍ ହ୍ୟୁମାନ ମେଡିସିନ୍‌ ଏବଂ ସ୍ବିଡେନର ଲୁଣ୍ଡ ୟୁନିର୍ଭସିଟିର ଗବେଷକମାନେ କରିଥିବା ଏକ ଗବେଷଣାରୁ ଏହି କଥା ପ୍ରକାଶ କରିଛନ୍ତି।
ଉକ୍ତ ଗବେଷଣାରେ ୫୯ ସ୍ବିଡେନ ନାଗରିକଙ୍କୁ ସାମିଲ କରାଯାଇଥିଲା। ଯେଉଁମାନେ କି ନିକଟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ଉପରେ ଗବେଷଣା କରାଯିବା ସହ ସେମାନଙ୍କର ମାନସିକ ଏବଂ ଶାରୀରିକ ପରୀକ୍ଷା କରାଯାଇଥିଲା। ସମସ୍ତ ସ୍ବାସ୍ଥ୍ୟ ଭିତ୍ତିକ ତଥ୍ୟକୁ ତିନିଟି ଗ୍ରୁପ୍‌ ମଧ୍ୟରେ ତୁଳନା କରାଯାଇଥିଲା। ଏଥିରୁ ଗୋଟିଏ ଗ୍ରୁପ୍‌ ମାନସିକ ସ୍ତରରେ ସୁସ୍ଥ ଥିବା ବେଳେ ଅବସାଦକୁ ସାମ୍ନା କରୁଥିଲେ। ଅନ୍ୟ ଏକ ଗ୍ରୁପ୍ ଅବସାଦରେ ପୀଡ଼ିତ ଥିଲେ ହେଁ ଆତ୍ମହତ୍ୟା କରିବାକୁ ପ୍ରୟାସ କରି ନ ଥିଲେ। ସେହିପରି ତୃତୀୟ ଗ୍ରୁପ୍‌ ଆତ୍ମହତ୍ୟା କରିବା ଲୋକେ ଥିଲେ। ତେବେ ଯେଉଁମାନେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ, ସେମାନଙ୍କଠାରେ ଭିଟାମିନ୍- ଡିର ଅଭାବ ଥିଲା। ତେଣୁ ଏହି ଅଭାବ ଦୂର କରିବା ଲାଗି ଭିଟାମିନ୍- ଡି ସପ୍ଲିମେଣ୍ଟର ଆବଶ୍ୟକତା ଅଛି। ଏହାଦ୍ବାରା ଅବସାଦ ଏବଂ ଆତ୍ମହତ୍ୟା ପ୍ରବଣତାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଉକ୍ତ ଗବେଷଣାରେ କୁହାଯାଇଛି।
ଶରୀରରକୁ ସୁସ୍ଥ ରହିବା ପାଇଁ ଖାଦ୍ୟରୁ ମିଳୁଥିବା ‘ଭିଟାମିନ୍-ପି’ର ଆବଶ୍ୟକତା ରହିଛି। ‘ପି’ର ଅର୍ଥ ଫ୍ଲେବର, ଯାହାକି ସ୍ବାଦିଷ୍ଟ ଖାଦ୍ୟ ସେବନ କରିବା ପରେ ଖୁସି ପ୍ରଦାନ କରେ। ଏହା ଆଣ୍ଟିଅକ୍ସିଡାଣ୍ଟ ପରି କାମ କରିଥାଏ। ଏହି ଭିଟାମିନ୍ ଚିଡ଼ିଚିଡ଼ା, ପାଚନ ଆଦି ବିକାର ଲକ୍ଷଣକୁ କମ୍ କରିବାରେ ସାହାଯ୍ୟ ହୋଇଥାଏ।
ଦୃଢ ରୋଗ ପ୍ରତିରୋଧକ ଶକ୍ତି: ଭିଟାମିନ୍ ପି ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ। ତେଣୁ ବିଭିନ୍ନ ସଂକ୍ରମଣ କାରଣରୁ ହେଉଥିବା ରୋଗ
ନିୟନ୍ତ୍ରଣରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଭିଟାମିନ୍‌- ପି ଯୁକ୍ତ ବ୍ଲୁବେରୀ, ବ୍ଲାକବେରୀ, ଲେମ୍ବୁ, ପାଳଙ୍ଗ, ବ୍ରୋକଲି ଆଦି ସେବନ ଦ୍ବାରା ହୃଦ୍‌ରୋଗ, ମଧୁମେହ ତଥା କର୍କଟ ପରି  ଗମ୍ଭୀର ରୋଗ ନିୟନ୍ତ୍ରଣ ରୁେହ। ଦୃଷ୍ଟିଶକ୍ତି ବୃଦ୍ଧିରେ ସହାୟକ ହୁଏ।
ତ୍ବଚାକୁ ସୁସ୍ଥ ରଖେ: ଭିଟାମିନ୍ ପି ତ୍ବଚା ସମ୍ବନ୍ଧୀୟ ସମସ୍ୟା ଦୂର କରେ। ମୁହଁରେ ଦାଗ କିମ୍ବା ବ୍ରଣ ଆଦି ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ। ଚେହେରାରେ ଭାଙ୍ଗ ପଡ଼ିନଥାଏ।
ଓଜନ ନିୟନ୍ତ୍ରଣକାରୀ: ନିୟନ୍ତ୍ରଣ ପାଇଁ ଏହା ସବୁଠୁ ଉତ୍ତମ ବିକଳ୍ପ। ପାଚନ ଏବଂ ପୋଷକତତ୍ତ୍ବକୁ ଅବଶୋଷଣରେ ସୁଧାର ଆଣୁଥିବାରୁ ଏହା ଶରୀରରୁ ଅଧିକ ଚର୍ବିକୁ କମାଇଥାଏ।  ମୋଟାପା ସମସ୍ୟାର ଭୟ ରୁହେ ନାହିଁ।