Bhakta Charan Das - The Sakala

ଏସସିବି ଅଗ୍ନିକାଣ୍ଡ ଘଟଣା: ଚିକିତ୍ସାଧିନ ଆହତଙ୍କୁ ଭେଟିଲେ ପିସିସି ସଭାପତି, କହିଲେ କର୍ତ୍ତୃପକ୍ଷ କର୍ତ୍ତବ୍ୟରେ ଅବହେଳା କରିଛନ୍ତି
କଟକ: କଟକ ଏସସିବି ଅଗ୍ନିକାଣ୍ଡ ଘଟଣା ଅନୁଧ୍ୟାନ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଚିକିତ୍ସାଧିନ ଆହତଙ୍କୁ ଭେଟିଲେ। ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି ଭକ୍ତ । ସରକାରଙ୍କ ଉପରେ ଜୋରରେ ବର୍ଷିଛନ୍ତି ପିସିସି ସଭାପତି । ତେବେ ଏତେ ବଡ଼ ଚରମ ଅବହେଳା ପାଇଁ କିଏ ଦାୟି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।

ସେ ପ୍ରତିକ୍ରିୟା ରଖି କହିଛନ୍ତି କି, ଆଇ.ସି.ୟୁ ଟି ଦେଖିଲା ଭଳି ପରିସ୍ଥିତିରେ ନାହିଁ। ତତ୍ତ୍ୱାବଧାନ ଅଭାବରୁ ଏଭଳି ଘଟଣା ଘଟିଲା। ଆଇସିୟୁ ରେ ଯେଉଁ ସବୁ ଯନ୍ତ୍ରାଂଶ ଲାଗି ଥିଲା ତାହାର ତର୍ଜମା ହେବା ଆବଶ୍ୟକ। ଏଗୁଡ଼ିକ ପ୍ରତି ତିନି ମାସରେ ଥରେ ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ଥିଲା। ଯାହା ଜଣାପଡୁଛି ବୈଷୟିକ ଯାଞ୍ଚ କରାଯାଉ ନ ଥିଲା। କର୍ତ୍ତୃପକ୍ଷ କର୍ତ୍ତବ୍ୟରେ ଅବହେଳା କରିଛନ୍ତି।୨୪ ଘଣ୍ଟା ସ୍ୱାସ୍ଥ୍ୟ ସେବା ଉପରେ ନଜର ରଖିବା  ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାମ । ଅଧିକ୍ଷକ ମୁଖ୍ୟମନ୍ତ୍ରୀଙ୍କ ଲୋକ ବୋଲି ମୁଁ ଶୁଣୁଛି। ସିଏ ଫୋନ ଉଠାଉ ନାହାଁନ୍ତି। ଆମେ ତାଙ୍କ ଦେଖା ପାଉ ନାହୁଁ। କାହାର ଜୀବନର ମୂଲ୍ୟ ପାଞ୍ଚ ଲକ୍ଷ ଦଶ ଲକ୍ଷ ଟଙ୍କା ନୁହେଁ। ଏକ କୋଟି ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଉ। ଏପରି ବୃହତ୍ତର ଅଘଟଣ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେବା ଉଚିତ୍।

ମୋକିମ୍ ଓ ଭକ୍ତ କଳି ଦିଲ୍ଲୀରେ ହେବ ସମାଧାନ: ରାମଚନ୍ଦ୍ର କାଡାମ
ଭୁବନେଶ୍ବର: ଓଡ଼ିଶା କଂଗ୍ରେସ କଳୀ ଦିଲ୍ଲୀରେ ସମାଧାନ ହେବ। ଓଡ଼ିଶା ସଂଗଠନକୁ ଏଆଇସିସି ଫୋକସ କରିଛି। ନେତାଏ ଦିଲ୍ଲୀ ଯାଉଥିବାରୁ ସେଠାରେ ସଂଗଠନ ଉପରେ ଆଲୋଚନା କରାଯିବ । ଦଳରେ ଯେଉଁ ଅସନ୍ତୋଷ ରହିଛି ତାହା ଦୂର କରାଯିବ । ନେତାମାନେ କିପରି ଏକଜୁଟ ହୋଇ କାମ କରିବେ ତାହା ଉପରେ ଆଲୋଚନା ହେବ। ବହୁ ବର୍ଷ ପରେ ଓଡ଼ିଶା ଲୋକ କଂଗ୍ରେସ କୁ ଚାହିଁବା ଆରମ୍ଭ କରିଛନ୍ତି । ଲୋକଙ୍କ ଆଶିର୍ବାଦ ମଧ୍ୟ କଂଗ୍ରେସ ଉପରେ ରହିଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି।

ଖବର ଅନୁଯାୟୀ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ । ଏନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ମୋକିମ । ମୋକିମ ଚିଠିରେ ଉଲ୍ଲେଖ କରିଥିଲେ ଯେ , ଓଡିଶାରେ କଂଗ୍ରେସ ନେତୃତ୍ୱ ଦୁର୍ବଳ ସ୍ଥିତିରେ ଅଛି। ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମୟରେ ଦଳ ସାଧାରଣ ନିର୍ବାଚନରେ ମାତ୍ର ୧୩ ପ୍ରତିଶତ ଭୋଟ ପାଇଥିଲା। ପରେ ୨୦୨୫ରେ ଭକ୍ତ ଦାସଙ୍କୁ ଦାୟିତ୍ବ ଦିଆଗଲା । ଏବେ ଦଳ ଆହୁରି ଦୁର୍ବଳ ହେବାରେ ଲାଗିଛି । ଭକ୍ତ ଦାସ କଂଗ୍ରେସର ସଭାପତି ରହିଲେ, ଦଳ ଓଡ଼ିଶାରେ ଉଧାଇ ପାରିବନି ବୋଲି ଚିଠିରେ ଉଲ୍ଲେଖ ଥିଲା। ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ସେ ଅଭିଯୋଗ ଆଣିଥିଲେ।

ଆମ ପାଖରେ ପଇସା ନାହିଁ, ଲୋକଙ୍କ ଟଙ୍କାରେ କଂଗ୍ରେସ ରାଜନୀତି କରିବ: ପିସିସି ସଭାପତି ଭକ୍ତ ଦାସ
ଭୁବନେଶ୍ବର: ଆଜି ପିସିସି ସଭାପତି ଭାବେ ବିଧିବଦ୍ଧ ଦାୟିତ୍ବ ନେଇଛନ୍ତି ଭକ୍ତ ଚରଣ ଦାସ। ଏହାପରେ ସେ କଂଗ୍ରେସ ଭବନରେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ଏକଜୁଟ ହୋଇ ଲଢ଼ିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଛନ୍ତି ପିସିସି ସଭାପତି ଓ କଂଗ୍ରେସ ପ୍ରଭାରୀ । ଗିରିଧର ଗମାଙ୍ଗ, ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଅମର ପ୍ରଧାନ ପ୍ରମୁଖ ନେତା ସାମିଲ ଥିଲେ।

ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ ଯେ, ସଂଗଠନକୁ ତିଆରି କରିବା ପାଇଁ ଆମେ କିଛି ନୂଆ କରିବାକୁ ଚେଷ୍ଟା କଲୁ। ସମର୍ପଣ ପାଇଁ ଜଗନ୍ନାଥଙ୍କ ଆଶୀର୍ବାଦ ନେଲୁ । ତେଣୁ ପଦଯାତ୍ରା ଭୁବନେଶ୍ଵର ବିମାନ ବନ୍ଦରରୁ ପୁରୀ ଯାଏ କଲୁ। ଓଡ଼ିଶାରେ ନୂଆ ଚିନ୍ତାଧାରରେ ରାଜନୀତି ହେବ। ଲୋକଙ୍କ ଠାରୁ ପଇସା ନେଇ କଂଗ୍ରେସ ରାଜନୀତି କରିବ। ଅନ୍ୟଦଳ ଭଳି ଆମ ପାଖରେ ପଇସା ନାହିଁ। ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ କିଏ ମତେ ଅପମାନ କଲେ ମୁଁ ସହିଯିବି। କଂଗ୍ରେସକୁ ତିଆରି କରିବାକୁ ଜୀବନ ଦେବି ବୋଲି ସେ କହିଛନ୍ତି। ସୋନିଆ ଗାନ୍ଧ ଓ ରାହୁଲ ଗାନ୍ଧୀ ବିଭିନ୍ନ ରାଜ୍ୟରେ ମୋତେ ବହୁ ବଡ଼ ଦାୟିତ୍ୱ ଦେଇଛନ୍ତି। ରାଜ୍ୟରେ ଦଳକୁ ସଂଗଠିତ କରି ତାଙ୍କ ଋଣ ଶୁଝିବି। ଜଣେ ପିସିସି ସଭାପତି ହେଲା ମାନେ ସିଏ ହିଁ ସବୁକିଛି, ତାହା ନୁହେଁ। ମତେ ଯିଏ ଯାହା କହୁ ସବୁ ଶୁଣିବାକୁ ମୁଁ ପ୍ରସ୍ତୁତ। ଲହୁ ଲୁହ ଦେଇ ଦଳକୁ ଆଗକୁ ନେବି।

ଏଥିସହ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ମଧ୍ୟ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି, ଜଣେ ସଂଘର୍ଷକାରୀ ନେତାଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଛି। ସଶକ୍ତ ବିରୋଧୀ ଭାବେ କଂଗ୍ରେସ କାମ କରିବ। କିଷାନ, ଗରିବଙ୍କ କଥା କଂଗ୍ରେସ ଉଠାଇବ। ଏଥିସହ ଜିଲ୍ଲା କଂଗ୍ରେସ, ବ୍ଲକ କଂଗ୍ରେସକୁ ଗତିଶୀଳ କରାଯିବ।ଲୋକଙ୍କ ସମସ୍ୟାକୁ ନେଇ ସଡ଼କରୁ ସଦନ ଯାଏ କଂଗ୍ରେସ ଲଢ଼େଇ କରିବ ବୋଲି ସେ କହିଛନ୍ତି।

ରାଜ୍ୟ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ପଦ ଛାଡ଼ିଲେ ଭକ୍ତ ଦାସ
ଭୁବନେଶ୍ବର: ଦଳର ଖରାପ ପ୍ରଦର୍ଶନ ପରେ ପଦ ଛାଡ଼ିଲେ ଭକ୍ତ ଦାସ । ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡ଼ିଲେ । ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଏଆଇସିସି ସଭାପତିଙ୍କୁ ସେ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ସେ ମାର୍ଚ୍ଚ ୨୨ରେ ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବ ନେଇଥିଲେ।