EID 2021 - The Sakala
ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍-ଉଲ୍-ଫିତର । ଦୀର୍ଘ ୧ମାସ ଧରି ରୋଜା ଅର୍ଥାତ ଉପବାସ ରଖିଥିବା ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନ ଉପବାସ ଭଙ୍ଗକରି ନିରାଡମ୍ବର ଭାବେ ଏହି ପର୍ବକୁ ପାଳନ କରୁଛନ୍ତି । ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଛନ୍ତି । ଖୁସିରେ ଆଳିଙ୍ଗନ କରି କହିବେ ଇଦ ମୁବାରକ୍‌ । କରୋନା ପାଇଁ ଚଳିତ ବର୍ଷ ଫିକା ପଡିଛି ପର୍ବ । ଚାରିଆଡ଼େ ମହାମାରୀ କରୋନାର ପ୍ରକୋପ ଆଉ କଟକଣା । ସମୂହ ନମାଜ ପାଠ ତ ଦୂରର କଥା କେହି ଘରୁ ବାହାରିପାରିବେ ନାହିଁ । ଘରେ ରହି ନମାଜ ପାଠ କରିବେ । ଡିଜିଟାଲ୍‌ ମାଧ୍ୟମରେ ମୋବାଇଲ୍‌ ଓ ଇଣ୍ଟେରନେଟ୍‌ ମାଧ୍ୟମରେ ଇଦ୍‌ ଶୁଭେଚ୍ଛା ଜଣାଇବେ ।
ପବିତ୍ର ରମଜାନ ମାସରେ, ମୁସଲମାନ ଭାଇ ଭଉଣୀମାନେ ରୋଜା ପାଳନ କରନ୍ତି ଏବଂ ନିୟମିତ ଭାବେ ଆଲ୍ଲାଙ୍କୁ ପ୍ରାର୍ଥନା ଓ ପ୍ରଣାମ କରନ୍ତି । ଇମ-ଉଲ-ଫିତର ପର୍ବର ଶୁଭ ଅବସର, ଯାହା ରମଜାନର ସମାପ୍ତିକୁ ଦର୍ଶାଇବା ସହିତ ଭ୍ରାତୃଭାବ ଓ ସୌହାର୍ଦ୍ଦ୍ୟର ଭାବନାକୁ ଦୃଢୀଭୂତ କରିବା ପାଇଁ ଏହାକୁ ଏକ ଉତ୍ସବ ଭାବରେ ପାଳନ କରାଯାଏ । ଇଦ୍-ଉଲ୍-ଫିତର ମଧ୍ୟ ଆମମାନଙ୍କୁ ମାନବ ସମାଜର ସେବାରେ ନିଜକୁ ପୁନଃ ଉତ୍ସର୍ଗ କରିବା ଏବଂ ଆବଶ୍ୟକ କରୁଥିବା ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଏକ ସୁଯୋଗ ଦେଇଥାଏ ।
ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ଓ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି ମୁସଲମାନ ଭାଇ ଭଉଣୀମାନେ । ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି । ମୁସଲମାନ ଭାଇ ଭାଉଣୀଙ୍କୁ ଆଜିର ଦିନରେ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି କହିଛନ୍ତି ଇଦ୍-ଉଲ୍-ଫିତର ଅବସରରେ ମୁଁ ସମସ୍ତ ଦେଶବାସୀ ବିଶେଷ କରି ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଛା ଜଣାଇଛନ୍ତି ।
ରିଲିଜ୍ ହେଲା ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର୍, ସଲମାନ୍‌ କହିଲେ, ଆଇ ୱିଲ୍‌ କ୍ଲିନ୍‌ ଦ ସିଟି
ମୁମ୍ବାଇ : ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର ରିଲିଜ୍ ହୋଇଛି । ସଲମାନ ଇଦ୍ ଅବସରରେ ତାଙ୍କ ଫ୍ୟାନ୍ସମାନଙ୍କୁ ଉପହାର ଦେବେ । ଚଳିତ ବର୍ଷ ଇଦ୍‌ରେ ଫିଲ୍ମ ‘ରାଧେ’ ରିଲିଜ୍ ହେବ ବୋଲି ସେ ଘୋଷଣା କରିଛନ୍ତି । ଏହି ଟ୍ରେଲର୍‌ରେ ସଲମାନ ଖାନ୍‌ ଏକଦମ୍‌ ଆକ୍ସନ ଅନ୍ଦାଜରେ ନଜର ଆସିଛନ୍ତି। ତାଙ୍କ ଫ୍ୟାନ୍‌ମାନଙ୍କୁ ଭାଇଜାନ୍‌ଙ୍କ ଏହି ଅନ୍ଦାଜ ବେଶ୍‌ ପସନ୍ଦ ଆସୁଛି। ଟ୍ରେଲରରେ ଦମ୍‌ଦାର ଆକ୍ସନ ସହ ଦମଦାର ଡାଏଲଗ୍‌ ଏବଂ ସଲମାନଙ୍କ କିଛି ରୋମାଣ୍ଟି ସିନ୍‌ ମଧ୍ୟ ରହିଛି। ଏଥିସହ ଟ୍ରେଲରରେ ସଲମାନଙ୍କ ଚିରାଚରିତ ଡାଏଲ୍‌ଗ `ଏକ୍‌ ବାର୍‌ ଜୋ ମେନେ କମିଟ୍‌ମେଣ୍ଟ କରଦି ତୋ ମେଁ ଅପନେ ଆପ୍‌ କି ଭି ନହିଁ ସୁନ୍‌ତା..’ ମଧ୍ୟ ରହିଛି।
#RadheTrailerhttps://t.co/tRc146aR8R@bindasbhidu @DishPatani @RandeepHooda @PDdancing @SKFilmsOfficial @ZeeStudios_  @SohailKhan @atulreellife @ReelLifeProdn @ZeeMusicCompany @ZeeplexOfficial @ZEE5India
— Salman Khan (@BeingSalmanKhan) April 22, 2021
ଏଥି ସହିତ ଏହି ଫିଲ୍ମରେ ବଲିଉଡର ଭାଇଜାନ୍‌ ସଲମାନ ଖାନ୍‌ ଏକ ଦମ୍‌ଦାର ଡାଏଲ୍‌ଗ  କହିଛନ୍ତି-  `ଆଇ ୱିଲ କ୍ଲିନ୍‌ ଦ ସିଟି। ପୁଲିସର ଚାକିରି, ଗିରଫ ତ କରିବାକୁ ପଡିବ ।’ ଏଥିସହ ସଲମାନ ଆହୁରି କହିଛନ୍ତି, `ସେ ଏଠୁ ଯିବାକୁ ନୁହେଁ ପଠାଇବାକୁ ଆସିଛନ୍ତି। ଆଉ ତୁମ ଭାଗର ବିରିଆନି ଖାଇ ଇଦ୍‌ ମୁକାବର କହିବା ପାଇଁ ଆସିଛନ୍ତି।’ କିଛି ଏଭଳି ହିଁ ଦମ୍‌ଦାର ଡାଏଲଗ ସହ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର।
ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା । ଏଥିରେ ସଲମାନ ଖାନଙ୍କ ସହ ଅଭିନେତ୍ରୀ ଦିଶା ପାଟନି,ରଣଦୀପ ହୁଡ୍ଡା ଓ ଜ୍ୟାକି ଶ୍ରଫ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମକୁ ସଲମାନ୍ ଖାନ୍ ଫିଲ୍ମସ୍ ଜୀ ଷ୍ଟୁଡିଓ ସହ ମିଶି ପ୍ରସ୍ତୁତ କରିଛି। ସଲମା ଖାନ୍, ସୋହେଲ୍ ଖାନ୍ ଓ ରିଲ୍ ଲାଇଫ୍ ପ୍ରଡକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଫିଲ୍ମ ମେ’ ୧୩ ତାରିଖରେ ରିଲିଜ୍ ହେବ।