find out baby’s gender - The Sakala

ପୁଅ କି ଝିଅ ଜାଣିବାକୁ ସ୍ତ୍ରୀର ପେଟ କାଟିଦେଲା ସ୍ବାମୀ
ବଦାଉଁ: ୨୨ ବର୍ଷର ବୈବାହିକ ଜୀବନ। ଗୋଟିଏ ପରେ ଗୋଟିଏ ୫ ଝିଅ ଜନ୍ମ ହୋଇଛନ୍ତି। କେବଳ ଝିଅ ଜନ୍ମ ଦେଉଥିବାରୁ ସ୍ତ୍ରୀକୁ ସର୍ବଦା ମିଳୁଥିଲା ସ୍ବାମୀଠାରୁ କ୍ରୁର ଲାଞ୍ଛନା। ଅନେକ ସମୟରେ ଭୀଷଣ କଳି ହେଉଥିଲା ଉଭୟଙ୍କ ମଧ୍ୟରେ। ତେବେ, ପୁଣି ଗର୍ଭବତୀ ହେଲା ସ୍ତ୍ରୀ। ୮ମାସର ଗର୍ଭ ଧାରଣ ଅବସ୍ଥାରେ ତା’ ପେଟରେ ବଢୁଥିବା ଶିଶୁର ଲିଙ୍ଗ ଜାଣିବାକୁ ସ୍ବାମୀ ପାନ୍ନାଲାଲ ପତ୍ନୀ ଅନିତାର ପେଟକୁ ଏକ ଦା’ରେ ଚିରିଦେଲା। କ୍ଷତ ଏତେ ଗଭୀର ଓ ଚଉଡ଼ା ଥିଲା ଯେ ଅନିତାଙ୍କ ଅନ୍ତବୁଜୁଳା ପଦାକୁ ବାହରିପଡ଼ି ଝୁଲି ରହିଥିଲା। ଅନିତାଙ୍କ ଭାଇ ନିକଟସ୍ଥ ଏକ ଦୋକାନରେ କାର୍ଯ୍ୟ କରନ୍ତି। ସେ ଅନିତାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ତାଙ୍କୁ ଦେଖି ପାନ୍ନାଲାଲ ସେଠାରୁ ଖସିଯାଇଥିଲା। ପରେ ଅନିତାଙ୍କୁ ହସ୍ପିଟାଲ ନିଆଗଲା। ଡାକ୍ତର ଅନିତାଙ୍କୁ ବଞ୍ଚାଇ ଦେଲେ ହେଲେ ତାଙ୍କ ଗର୍ଭସ୍ଥ ଶିଶୁକୁ ବଞ୍ଚାଇ ପାରି ନ ଥିଲେ। ଏ ଘଟଣା ଘଟିଥିଲା ୨୦୨୦ ସେପ୍ଟେମ୍ବରରେ। ପୁଲିସ୍ ପାନ୍ନାଲାଲକୁ ଗିରଫ କରି କୋର୍ଟରେ ହାଜର କରାଇଥିଲା। ଏହି ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।