Youth World Weightlifting Championships - The Sakala

ବିଶ୍ୱ ଯୁବ ଚାମ୍ପିଅନସିପରେ ଚମକିଲେ ଦୁଇ ଓଡ଼ିଆ ଝିଅ: ଭାରତ ପାଇଁ ଆଣିଲେ ସ୍ବର୍ଣ୍ଣ ଓ ରୌପ୍ୟ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ପୁଣି ଚମକିଲେ ଓଡ଼ିଆ ଝିଅ। ଲିମା (ପେରୁ)ରେ ଆଇଡବ୍ଲୁଏଫ୍ ବିଶ୍ୱ ଯୁବ ଚାମ୍ପିଅନସିପର ପ୍ରଥମ ଅଧିବେଶନରେ ବିଶ୍ୱ ରେକର୍ଡ କରିଛି ଭାରତ।  ମହିଳା ବର୍ଗରେ ଭାରୋତ୍ତୋଳନକାରୀ ଦୁଇ ଓଡ଼ିଆ ଝିଅ ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ପରେ ପ୍ରୀତିସ୍ମିତା ଭୋଇ ଏବଂ ଜ୍ୟୋତ୍ସ୍ନା ସବରଙ୍କୁ ଅଭିନନ୍ଦନ ଜଣାଇଛନନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କର  ସଫଳତା ଓଡ଼ିଶା ଏବଂ ଦେଶକୁ ଗର୍ବିତ କରିଛି। ସେମାନେ ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Congratulate #Odisha weightlifters, Preetismita Bhoi and Jyoshna Sabar on clinching gold and silver medals respectively, at the IWF World Youth Championships in Lima, Peru. Their sporting achievement has made Odisha and the nation proud. May they keep shining and inspiring young… pic.twitter.com/gaPKRyjMau

— Naveen Patnaik (@Naveen_Odisha) May 23, 2024

ମହିଳା ୪୦ କିମି ବର୍ଗରେ ଭାରତର ଭାରୋତ୍ତୋଳନକାରୀ ପ୍ରୀତିସ୍ମିତା ଭୋଇ ୭୬ କିଲୋଗ୍ରାମରେ  ସଫଳ ପ୍ରୟାସ ସହିତ କ୍ଲିନ୍ ଆଣ୍ଡ ଜର୍କରେ ଏକ ନୂତନ ବିଶ୍ୱସ୍ତରୀୟ ରେକର୍ଡ କରିଛନ୍ତି। ତାଙ୍କ ଘର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ। ତାଙ୍କର ବୟସ ୧୫ ବର୍ଷ। ସେହିପରି ଜ୍ୟୋତ୍ସ୍ନା ସାବର ମଧ୍ୟ ସମାନ କାଟାଗୋରୀରେ ରୌପ୍ୟ ପଦକ ହାସଲ କରିଛନ୍ତି। ଜ୍ୟୋତ୍ସ୍ନାଙ୍କ ଘର ରାୟଗଡ଼ା ଜିଲ୍ଲାରେ ହୋଇଥିବା ବେଳେ ତାଙ୍କର ବୟସ ୧୬ ବର୍ଷ ବୋଲି ଜଣାପଡ଼ିଛି।