whatsapp news rule - The Sakala
ହ୍ବାଟସଆପରେ ଆସୁଛି ନୂଆ ଫିଚର, ୧୦ ଗ୍ରୁପକୁ ଯୋଡିପାରିବେ ଗୋଟିଏ ଗ୍ରୁପରେ
ନୂଆଦିଲ୍ଲୀ: ହ୍ବାଟସଆପ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଏହି ଫିଚରକୁ କମ୍ଯୁନିଟି ଫଚିର ବୋଲି କୁହାଯାଉଛି। ଏହାର ଫିଚର ପ୍ରଥମ ଲୁକ ମଧ୍ଯ ସାମ୍ନାକୁ ଆସିଛି। ଏହି ଫିଚରରେ ୧୦ଟି  ହ୍ବାଟସଆପ ଗ୍ରୁପ  ଗୋଟିଏ କମ୍ଯୁନିଟା ବୋ ଗୋଷ୍ଠୀରେ ଯୋଡି ହୋଇପାରିବେ।
ଏହି ଫିଚର ପ୍ରଥମ ଆଇଓଏସର ମେଟା ଭର୍ସନରେ ଦେଖିବାକୁ ମିଳିଛି। ଖୁବ ଶୀଘ୍ର ଏହି ଫିଚର ଆଣ୍ଡ୍ରଏଡରେ ମଧ୍ଯ ଉପଲ୍ବ୍ଧ ହେବ। ହ୍ବାଟସଆପ  ଗ୍ରୁପ ଭଳି ଏହି ଗ୍ରୁପରେ ଜଣେ ଆଡମିନ ରହିବେ। ଆଡମିନ ହିଁ ନିଷ୍ପତ୍ତି ନେବେ କିଏ ଗ୍ରୁପରେ ମେସେଜ କରିପାରିବେ ଆଉ କିଏ କରିପାରିବେନି। ଏଥିସହିତ ଜଦି କୌଣସି ବ୍ଯକ୍ତି ଉକ୍ତ କମ୍ଯୁନିଟି ଛାଡୁଛନ୍ତି ତେବେ କମ୍ଯୁନିଟି ସହିତ ଅନ୍ଯଗ୍ରୁପର ମେସେଜ ମଧ୍ଯ ଦେଖି ପାରିବେ ନାହିଁ।
ହ୍ବାଟସଆପର ନୂଆ ନୂଆ ଫିଚରକୁ ଟ୍ରାକ କରୁଥିବା WABetaInfo  ଏହି ଫିଚରେ ବିଷୟରେ ସୂଚନା ଦେଇଛି। ରିପାର୍ଟ ଅନୁଯାୟୀ, ଏହି କମ୍ଯୁନିଟିର ଏକ ନାମ ଦେଇପାରିବେ। ଏଥିସହିତ ଉକ୍ତ କମ୍ଯୁନିଟି ବିଷୟରେ ଆପଣଙ୍କ ହିସାବରେ ଡେସକ୍ରିପସନରେ ଲେଖିପାରିବେ।  ଏହି କମ୍ଯୁନିଟି ଫିଚରର ବିଶେଷତ୍ବ ହେଉଛି ଏକାଧିକ ଗ୍ରୁପକୁ ନିଜ ସହ ଜୋଡିବା । କାରଣ ଉପଭୋକ୍ତାମାନେ ଏକା ସାଙ୍ଗରେ ଅନେକ ଗ୍ରୁପ ସହ ଯୋଡି ହୋଇଥାନ୍ତି। ଏହି ଫିଚର ଆସିବା ଦ୍ବାରା ସମସ୍ତ ଗ୍ରୁପକୁ ଏକ ସାଙ୍ଗରେ ମେସେଜ କରିପାରିବେ।
କିଛି ଦିନ ପୂର୍ବରୁ WhatsApp Busines ଆପର ମେଟା ସଂସ୍କରଣେ quickly ଫିଚର ଦେଖିବାକୁ ମିଳିଥିଲା । ଏହି ନୂତନ ଫିଚର ସାହାଯ୍ଯରେ ତୁରନ୍ତ ସମସ୍ତ ମେସେଜର ଉତ୍ତର ଦେଇପାରିବେ। ରିପୋର୍ଟ ଅନୁଯାୟୀ, ଆଣ୍ଡ୍ରଏଡ୍ ଏବଂ ଆଇଓଏସର କିଛି ବିଟା ଉପଭୋକ୍ତା କୁଇକ୍ ରିପ୍ଲାଇର ସର୍ଟକଟ୍ ଫିଚର ପାଇଛନ୍ତି।
ଫେସବୁକ୍ ମାଲିକାନାରେ ଥିବା ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଆସନ୍ତା ନଭେମ୍ବରରୁ କିଛି ଆଣ୍ଡ୍ରଏଡ୍ ଏବଂ ଆଇଫୋନରେ କାମ କରିବନାହିଁ । କାରଣ ହ୍ୱାଟ୍ସଆପ୍ ନଭେମ୍ବର ପହିଲାରୁ କିଛି ପୁରୁଣା ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ମଡେଲ୍‌ ପାଇଁ କାମ କରିବା ବନ୍ଦ କରିଦେବ । କାଇଓଏସ୍ ଚଳାଉଥିବା କିଛି ପୁରୁଣା ଫୋନ୍ ମଧ୍ୟ ନଭେମ୍ବରରୁ ମେସେଜିଂ ପ୍ଲାଟଫର୍ମକୁ ସପୋର୍ଟ କରିବା ବନ୍ଦ କରିବ । ବାସ୍ତବରେ ହ୍ୱାଟ୍ସଆପ୍ ପୂର୍ବରୁ ପୁରୁଣା ମଡେଲ ଏବଂ ଓଏସ୍ ପାଇଁ ସେବା ବନ୍ଦ କରି ଦେଇଛି । ଏଥିରେ କୁହାଯାଇଛି ଯେ ପୁରୁଣା ଫୋନ୍ ପାଇଁ ସେବା ବନ୍ଦ କରିବା ହେଉଛି ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ଅଭିଜ୍ଞତା ପ୍ରଦାନ କରିବା ।
ହ୍ୱାଟ୍ସଆପ୍ ଅଫିସ୍ ବ୍ଲଗ ପୋଷ୍ଟ ଅନୁଯାୟୀ, ସର୍ବୋତ୍ତମ ଅଭିଜ୍ଞତା ପାଇଁ ଆପଣ ଆଣ୍ଡ୍ରଏଡ୍ କିମ୍ବା ଆଇଓଏସର ସର୍ବଶେଷ ସଫ୍ଟୱେର୍ ସଂସ୍କରଣ ଏବଂ ଅନ୍ୟାନ୍ୟ ସୁସଂଗତ ସଫ୍ଟୱେର ବ୍ୟବହାର କରନ୍ତୁ।
ଆପଣଙ୍କ ଫୋନର ଓଏସ୍ ଭର୍ସନ୍‌ ଯାଞ୍ଚ କରିବାକୁ, ସେଟିଙ୍ଗ ସମୂହ ମେସେଜିଂ ମେନୁ>ଏବାଉଟ୍ ସେକ୍‌ସନ୍> କୁ ଯାଆନ୍ତୁ ଏବଂ ସଫ୍ଟୱେର୍ ଭର୍ସନ୍ ଯାଞ୍ଚ କରନ୍ତୁ।
ହ୍ୱାଟ୍ସଆପ୍ ଏହି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଏବଂ ଆଇଫୋନରେ କାମ କରିବ ନାହିଁ -:
-ଆଇଓଏସ୍‌୧୦ ଏବଂ ତଦୁର୍ଦ୍ଧ ଚାଲୁଥିବା ସମସ୍ତ ଆଇଫୋନ୍
-ସମସ୍ତ ଆଣ୍ଡ୍ରଏଡ୍ ଫୋନ୍ ୪.୦.୪ ଏବଂ ତାଠାରୁ ପୁରୁଣା ଭର୍ସନ୍
– ଆଇଓଏଏସ୍ ୨.୫.୦ ଠାରୁ ଅଧିକ ପୁରାତନ ଭର୍ସନ୍ ରେ ଚାଲୁଥିବା ଫୋନ୍
ୱାବେଟାଲଇନଫୋର ସର୍ବଶେଷ ରିପୋର୍ଟ ଅନୁଯାୟୀ, ସଂସ୍କରଣ ୪.୦.୪ ଏବଂ ଏହାଠାରୁ ପୁରୁଣା ଭର୍ସନରେ ଚାଲୁଥିବା ଆଣ୍ଡ୍ରଏଡ଼ ଫୋନ ମେସେଜିଂ ଆପ୍ଲିକେସନକୁ ସପୋର୍ଟ କରିବା ବନ୍ଦ କରିବ ।
ସାମସଙ୍ଗ-:
Samsung Galaxy Trend Lite
Galaxy SII
Galaxy Trend II
Galaxy S3 mini
Galaxy Core
Galaxy Xcover 2
Galaxy Ace ୨
ଏଲଜି (LG)
LG Lucid 2
Optimus L5 Dual
Optimus L4 II Dual
Optimus F3Q
Optimus F7
Optimus F5
Optimus L3 II Dual
Optimus F5
Optimus L5
Optimus L5 II
Optimus L3 II
Optimus L7
Optimus L7 II Dual
Optimus L7 II
Optimus F6
Enact
Optimus F3
Optimus L4 II
Optimus L2 II
Optimus Nitro HD and 4X HD
ZTE
ZTE Grand S Flex
Grand X Quad V987
ZTE V956
Grand Memo
Huawei
Huawei Ascend G740
Ascend D Quad XL
Ascend Mate
Ascend P1 S
Ascend D2
Ascend D1 Quad XL
ସେହିଭଳି, ସମସ୍ତ ଆଇଫୋନ୍ ପୁରୁଣା ଆଇଓଏସ୍ ଭର୍ସନ୍ ସଂସ୍କରଣ ଚଳାଉଥିବା ନଭେମ୍ବରରୁ ହ୍ବାଟ୍ସଆପ୍ ଆପ୍‌କୁ ସମର୍ଥନ କରିବା ବନ୍ଦ କରିବ। ଆଇଫୋନରେ ହ୍ୱାଟ୍ସଆପ୍ ଆପ୍ ଚଳାଇବା ପାଇଁ ନୂତନ ସର୍ବନିମ୍ନ ଆବଶ୍ୟକତା ହେଉଛି ଆଇଓଏସ୍‌୧୦ ଏବଂ ନୂତନ ସଫ୍ଟୱେର୍ ଭର୍ସନ୍ । ପୁରାତନ ସଫ୍ଟୱେର୍ ସଂସ୍କରଣ ଚଳାଉଥିବା ସମସ୍ତ ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ କାଇଓଏସ୍ ଫୋନ ନଭେମ୍ବର ୧ ରୁ ତତକ୍ଷଣାତ୍ ମେସେଜିଂ ପ୍ଲାଟଫର୍ମ ଚଳାଇବାକୁ ଅସମର୍ଥ ହେବେ। ଏଥିପାଇଁ ବ୍ୟବହାରକାରୀ ତାଙ୍କର ପୁରୁଣା ଡିଭାଇସକୁ ଅତ୍ୟାଧୁନିକ ମଡେଲକୁ ଅପଡେଟ୍ କରିବା ଉଚିତ୍‌।