terrorists attacked - The Sakala

ପୁଞ୍ଚ୍‌ରେ ଆତଙ୍କବାଦୀ ଆକ୍ରମଣ ଘଟଣା: ଚିହ୍ନଟ ଆତଙ୍କୀଙ୍କ ମଧ୍ୟରେ ଜଣେ ପାକିସ୍ତାନ ପୂର୍ବତନ ଆର୍ମି କମାଣ୍ଡୋ
ନୂଆଦିଲ୍ଲୀ: ଶନିବାର ଜମ୍ମୁ-କାଶ୍ମୀରର ପୁଞ୍ଚ୍‌ ରେ ଭାରତୀୟ ବାୟୁସେନା ଉପରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣରେ ୪ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ଏହି ଆତଙ୍କବାଦୀଙ୍କ ବିରୋଧରେ ତଦନ୍ତ ଚାଲିଥିବାବେଳେ ୩ ଜଣଙ୍କ ନାମ ସାମନାକୁ ଆସିଛି । ଏଥିରେ ଜଣେ ପାକିସ୍ତାନର ଜଣେ ପୂର୍ବତନ କମାଣ୍ଡୋ ରହିଛନ୍ତି । ତାଙ୍କ ନାମ ହେଉଛି ଇଲିଆସ ଏବଂ କୋଡ ନାମ ଫଉଜି । ତେବେ ଏହି ଆତଙ୍କବାଦୀ ହମଲାରେ ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଛି । ଅନେକ ସନ୍ଦିଗ୍ଧଙ୍କୁ ଧରା ହୋଇଥିବାବେଳେ ଏମାନଙ୍କର ଏହି ୩ଜଣଙ୍କ ସହ ଲିଙ୍କ୍ ରହିଥିବା କୁହାଯାଉଛି ।