Red alert for heatwave - The Sakala

ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ଭୁବନେଶ୍ବର ଓ କଟକକୁ ରେଡ୍ ଆଲର୍ଟ ଜାରି
ଭୁବନେଶ୍ୱର:ପ୍ରତିଦିନ ନିଜ ରେକର୍ଡ ଭାଙ୍ଗୁଛି ତାତି। ତେବେ ଏହି ତାପମାତ୍ରା ଆହୁରି ବୃଦ୍ଧି ପାଇବ ଓ ୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆଉ ୨ ଡ଼ିଗ୍ରୀ ଯାଏ ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪-୬ ଡିଗ୍ରୀ ଉପରେ ରହିବ। । ଫଳରେ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ପରିସ୍ଥିତି ଅନୁଭୂତ ହେବ। ଏଭଳି ସ୍ଥିତି ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସ୍ଥିତି ସବୁଠୁ ସମ୍ବେଦନଶୀଳ ରହିବ। ଯାହାକୁ ଦୃଷ୍ଟିରେ ରଖି ଟ୍ବିନସିଟିକୁ ଆଜି ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ଭୁବନେଶ୍ବର ଓ କଟକ ସହରରେ ଭୀଷଣଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

#ଗ୍ରୀଷ୍ମପ୍ରବାହ ପାଇଁ #ଟ୍ୱିନସିଟି କୁ #ରେଡ ଆଲର୍ଟ !!

ଆଜି ଉଭୟ #ଭୁବନେଶ୍ୱର ଏବଂ #କଟକ ସହର ପାଇଁ ଭୀଷଣଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ #ରେଡଆଲର୍ଟ ଜାରିକରଯାଇଛି pic.twitter.com/dng97pZyik

— Meteorological Centre, Bhubaneswar (@mcbbsr) April 27, 2024