Ramanabami - The Sakala
ଭୁବନେଶ୍ବର: ରାମନବମୀକୁ ନେଇ ପୂର୍ବାଞ୍ଚଳ ପୁଲିସର ସମୀକ୍ଷା ବୈଠକ। ଏନେଇ ପୂର୍ବଞ୍ଚଳ ଡ଼ିଆଇଜି ସତ୍ୟଜିତ ନାୟକ ଓ ଡିଆଇଜି ହେଡ କ୍ୱାଟର ବି. ଗଙ୍ଗାଧରଙ୍କ ସାମ୍ବାଦିକ ସମ୍ମିଳନୀ। ରାମନବମୀ ପାଇଁ ଭଦ୍ରକରେ ୨୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ଯେଉଁଥିରେ୩ ପ୍ଲାଟୁନ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ( CRPF, BSF ଓ RAF ) ମୁତୟନ ରହିବେ।
ସେହିପରି ବାଲେଶ୍ୱର ପାଇଁ ୧୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ତନ୍ମଧ୍ୟରୁ ୩ ପ୍ଲାଟୁନ ପରାମିଲିଟାରୀ ଫୋର୍ସ ମୁତୟନ ରହିବେ। ବାଲେଶ୍ୱର ଦାୟିତ୍ୱରେ ଡିଆଇଜି ବି.ଗଙ୍ଗାଧର ରହିବେ। ଭଦ୍ରକ ପାଇଁ ଡ଼ିଆଇଜି ସତ୍ୟଜିତ ନାୟକ ଦାୟିତ୍ବରେ ରହିବେ।
ମୁଖ୍ୟତଃ ଡିଜିଙ୍କ ନିର୍ଦ୍ଦେଶରେ ସୋସିଆଲ ମିଡିଆକୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଜଣେ ଡ଼ିଏସପିଙ୍କ ନେତୃତ୍ୱରେ ଟିମ ମନିଟରିଂ କରିବ। ସିସିଟିଭି କ୍ୟାମେରା ଓ ଡ୍ରୋନ ଲାଗିଯାଇଛି। ସମ୍ବେଦନଶୀଳ ସ୍ଥାନ ଗୁଡିକରେ RAF, BSF  ଓ CRPF ଯବାନ ମୁତୟନ ରହିବେ। ପ୍ରତି ଦଳ ଶୋଭାଯାତ୍ରା ସାମ୍ନାରେ CRPF ଯବାନ ଲିଡ଼ କରିବେ। ସୋସିଆଲ ମିଡିଆରେ କୌଣସି ଆପତ୍ତିଜନକ ପୋଷ୍ଟ ପାଇଁ ତୁରନ୍ତ ଗିରଫ ଓ ସାଇଡକୁ ବ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଆଜି ପବିତ୍ର ଶ୍ରୀରାମ ନବମୀ
ବିଶ୍ବାସ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁଧର୍ମରେ ରାମନବମୀର ରହିଛି ବିଶେଷ ମହତ୍ତ୍ବ। ଚୈତ୍ରମାସ ଶୁକ୍ଳପକ୍ଷର ନବମୀକୁ ରାମନବମୀ ଭାବରେ ପାଳନ କରାଯାଏ। ଏହିଦିନ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ। ଏହିଦିନ ପୁନର୍ବସୁ ନକ୍ଷତ୍ର ଏବଂ କର୍କଟ ଲଗ୍ନରେ ଭଗବାନ ରାମଙ୍କର ଜନ୍ମ ହୋଇଥିଲା। ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ତ୍ରେତୟା ଯୁଗରେ ରଘୁକୂଳରେ ଜନ୍ମ ହୋଇଥିଲେ ପୁରୁଷୋତ୍ତମ ଶ୍ରୀରାମ। ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ଶ୍ରୀରାମ ଅଯୋଧ୍ୟା ନରେଶ ଦଶରଥଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀରାମଙ୍କ ଜନ୍ମ ଦୁଷ୍ଟ ରାବଣର ବଧ ନିମନ୍ତେ ହୋଇଥିଲା। ସେଥିପାଇଁ ରାମନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ। ରାମନବମୀ ଉପଲକ୍ଷେ ନବଦିନବ୍ୟାପୀ ଭଜନକୀର୍ତ୍ତନ, ଅଖଣ୍ଡପାଠ ଆଦି ଚାଲେ। ବିଶେଷକରି ରାମଚରିତମାନସ ପାଠ କରାଯାଏ। ଶ୍ରୀରାମଙ୍କ ଜନ୍ମଭୂମି ଅଯୋଦ୍ଧା ସମେତ ସାରା ଦେଶରେ ବଡ଼ ଧୁମ୍‌ଧାମ୍‌ ଜାକଜମକରେ ପାଳିତ ହୋଇଥାଏ ରାମନବମୀ। ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ। ବ୍ରତଧାରୀମାନେ ଏହିଦିନ ଉପବାସ କରନ୍ତି। ସୂର୍ଯ୍ୟାସ୍ତ ପରେ ବ୍ରତ ସମାପନ କରିଥାଆନ୍ତି। ଏହି ଦିନ ପ୍ରାସାଦ ରୂପେ ଭଗବାନଙ୍କ ନିକଟରେ ପଞ୍ଚାମୃତ, ଶ୍ରୀଖଣ୍ଡ, ଖିରୀ ଓ ହାଲୁଆ ଭୋଗ ଅର୍ପଣ କରାଯାଇଥାଏ।