DEAD BODY - The Sakala
ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଦେଉଳା ପଞ୍ଚାୟତ ବିନ୍ଧାଣୀ ସାହି ଗ୍ରାମରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ।। ଶବକୁ ଅସମ୍ମା । ପୁଲିସ କି ପ୍ରଶାସନ ବୁଝିଲାନି। ଶେଷରେ ଟଲି ରିକ୍ସାରେ ବୁହାହେଲା ଶବ। ଅର୍ଥ ଅଭାବରୁ ଟଲି ମାଗି ଝିଅର ଶବକୁ ଡାକ୍ତରଖାନା ନେଲା ଗରିବ ବାପା। ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୌଣସି ବ୍ୟବସ୍ଥା ନ କରି ପରିବାରଲୋକଙ୍କୁ ଦାୟିତ୍ୱ ଦେଇ ନିଜର ଦାୟିତ୍ୱ ସାରିଦେଲା ପୁଲିସ।  ଅନ୍ୟପଟେ ଗରିବ ଆଦିବାସୀ ବାପା ପାଖରେ ଆମ୍ବୁଲାନସରେ ଶବ ନେବା ପାଇଁ ଅର୍ଥ ନ ଥିବାରୁ ଗାଁରୁ ଏକ ଟଲି ରିକ୍ସା ମାଗି ଝିଅର ଶବକୁ ସେଥିରେ ଧରି ଘରଠାରୁ ୬ କିଲୋମିଟର ଦୂର ବାଲିଆପାଳ ଡାକ୍ତରଖାନ ପର୍ଯ୍ୟନ୍ତ ବୋହି କରି ନେଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ମୁତାବକ, ଦେଉଳା ପଞ୍ଚାୟତ ବିନ୍ଧାଣୀ ସାହି ଗ୍ରାମର ମଧୁବିନ୍ଧାଣୀ ଝିଅ ନନ୍ଦିନୀ ଘରୁ ରାଗିଯାଇ ନିକଟସ୍ଥ ଗ୍ରାମରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପରିବାର ଲୋକଙ୍କୁ ଦାୟିତ୍ୱ ଦେଇ ପଳାଇ ଆସିଥିଲେ । ତେବେ ବାପା ମଧୁ ଅତ୍ୟନ୍ତ ଗରିବ ଦିନ ମଜୁରିଆ ହୋଇଥିବାରୁ ଆମ୍ବୁଲାନସରେ ଶବକୁ ନେବାକୁ ୧୨ଶହ ଟଙ୍କା ବ୍ୟବସ୍ଥା କରିପାରି ନ ଥିଲେ। ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଠାରୁ ଟଲି ମାଗି ଝିଅର ଶବକୁ ଡାକ୍ତରଖାନାକୁ ନେବାର ବ୍ୟବସ୍ଥା କରିଥିଲେ। ତେବେ ଡାକ୍ତରଖାନକୁ ଶବଟି ଟଲିର ଯାଉଥିବା ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ତେବେ ଗରିବ ଅସହାୟ ଆଦିବାସୀଙ୍କ ପ୍ରତି ପୁଲିସ ପ୍ରଶାସନର ମାନବିକତା ନ ଦେଖାଇବା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଗୋଟିଏ ଡାଳରେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବାରିପଦା: ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବ ଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି । ସକାଳେ ସ୍ଥାନୀୟ ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଇଥିଲେ । ମୃତକ ଦ୍ବୟ ହେଲେ ସେହି ଗ୍ରାମର ସାଲଖାନ ମାରାଣ୍ଡି(୧୪) ଓ ମୁନୀ ମୁଖି(୧୮) । ଭିନ୍ନ ଭିନ୍ନ ଜାତିର ତଥା ବୟସ ତାରତମ୍ୟ ଏକ ବିଫଳ ପ୍ରେମର କରୁଣ ପରିଣତି ବୋଲି ଚର୍ଚ୍ଚା ହେଉଛି । ଘଟଣାରେ ପୁଲିସ ପୃଥକ ଅପମୃତ୍ୟୁ ମାମଲା ରୁଜୁ ପୂର୍ବକ ମୃତଦେହ ଦୁଇଟି ବ୍ୟବଛେଦ ପାଇଁ ପଠାଇ ପୁଲିସ ଅଧିକ ତଦନ୍ତ କରୁଛି ।