UGC NET June 2024 - The Sakala

୧୫ ଯାଏଁ ବଢ଼ିଲା ନେଟ୍‌‌ ଆବେଦନ ଅବଧି
ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି-ନେଟ୍‌‌ ପରୀକ୍ଷା ପାଇଁ ଆବେଦନ ଅବଧିକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଫି’ ଦାଖଲ କରିପାରିବେ। ଆବେଦନ ପତ୍ରରେ ତ୍ରୁଟି ଥିଲେ ୧୮ରୁ ୨୦ ତାରିଖ ମଧ୍ୟରେ ସେଥିରେ ସଂଶୋଧନ କରିପାରିବେ। ପରୀକ୍ଷା ସଞ୍ଚାଳନ କରୁଥିବା ନ୍ୟାସନାଲ୍‌‌ ଟେଷ୍ଟିଂ ଏଜେନ୍ସି (ଏନ୍‌‌ଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଜୁନ୍‌‌ ୧୮ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ନେଟ୍‌‌ରେ ଉର୍ତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଜୁନିଅର ରିସର୍ଚ୍ଚ ଫେଲୋସିପ୍‌‌(ଜେଆର୍‌‌ଏଫ୍‌‌) ପାଇବାକୁ ଯୋଗ୍ୟବିବେଚିତ ହେବେ। ଏହାସହ ପ୍ରଥମଥର ପାଇଁ ନେଟ୍‌‌ ପରୀକ୍ଷା ମାଧ୍ୟମରେ ପିଏଚ୍‌‌ଡି ପଢ଼ିବାକୁ ମଧ୍ୟ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ। ସମୁଦାୟ ୮୩ଟି ବିଷୟରେ ପିଏଚ୍‌‌ଡି ପଢ଼଼ିବାକୁ ଏହି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀ ସୁଯୋଗ ପାଇବେ। ଚଳିତଥର ପରୀକ୍ଷା ଅଫ୍‌‌ଲାଇନ୍‌‌ରେ ହେବ।

ଜୁନ୍‌‌ ୧୬ରେ ନେଟ୍‌‌ ପରୀକ୍ଷା
ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ନେଟ୍‌‌ ପରୀକ୍ଷା ପାଇଁ ଆବେଦନ ରବିବାର ଠାରୁ ଆରମ୍ଭ ହୋଇଛି। ଆସନ୍ତା ମେ ୧୦ ତାରିଖ ପର୍ଯ୍ୟନ୍ତ ଏଥିନିମନ୍ତେ ଆବେଦନ କରାଯାଇ ପାରିବ। ଜୁନ୍‌‌ ୧୬ ତାରିଖରେ ନେଟ୍‌‌ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପରୀକ୍ଷା ସଞ୍ଚାଳନ କରୁଥିବା ନ୍ୟାସନାଲ୍‌‌ ଟେଷ୍ଟିଂ ଏଜେନ୍ସି(ଏନ୍‌‌ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀମାନେ ଅନ୍‌‌ଲାଇନ୍‌‌ରେ https://ugcnet.nta.ac.in/ ୱେବ୍‌‌ସାଇଟ୍‌‌ରେ ଆବେଦନ କରିବେ। ନେଟ୍‌‌ରେ ଉର୍ତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜୁନିଅର ରିସର୍ଚ୍ଚ ଫେଲୋସିପ (ଜେଆର୍‌‌ଏଫ୍‌‌) ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏହାସହ ପ୍ରଥମଥର ପାଇଁ ନେଟ୍‌‌ ପରୀକ୍ଷା ମାଧ୍ୟମରେ ପିଏଚ୍‌‌ଡି ପଢ଼଼ିବାକୁ ମଧ୍ୟ ଛାତ୍ରଛାତ୍ରୀମାନେ ଯୋଗ୍ୟତା ଅର୍ଜନ କରିବେ। ସମୁଦାୟ ୮୩ ଟି ବିଷୟରେ ପିଏଚ୍‌‌ଡି କରିବା ନିମନ୍ତେ ଏହି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ। ପୂର୍ବରୁ ଏହି ପରୀକ୍ଷା ଅନ୍‌‌ଲାଇନ୍‌‌ରେ କରାଯାଉଥିବାବେଳେ ଚଳିତ ଥର ଏହା ଅଫ୍‌‌ଲାଇନ୍‌‌ ବା କାଗଜ କଲମରେ ହେବ ବୋଲି ଏନ୍‌‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।