Mamata Banerjee's - The Sakala

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଟିଏମସିର ନିର୍ବାଚନୀ ଇସ୍ତାହାର ଘୋଷଣା
କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ  ଟିଏମସିର ନିର୍ବାଚନୀ ଇସ୍ତାହାର ଘୋଷଣା ହୋଇଛି । ବୁଧବାର ଏହି ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୦ଟି ଶପଥ ନେଇଛନ୍ତି । ସେ କହିଛନ୍ତି ନାଗରିକ ସଂଶୋଧନ ଆଇନ, ନାଗରିକ ପଞ୍ଜିକରଣ ଆଇନ ସମାପ୍ତ କରିବା ଲାଗି ଟିଏମସି ଇସ୍ତାହାରରେ ଘୋଷଣା କରାଯାଇଛି । ଟିଏସି ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ଯଦି କେନ୍ଦ୍ରରେ ତାଙ୍କ ଦଳ ସରକାରକୁ ଆସେ ତାହେଲେ CAAକୁ ଡଷ୍ଟବିନକୁ ଫୋପଡାଯିବ। ଟିଏମସି ଏହା ମଧ୍ୟ କହିଛି ଯେ ଯଦି କ୍ଷମତାକୁ ଆସେ ତେବେ ଘରେ ଘରେ ପାଞ୍ଚ କିଲୋଗ୍ରାମ ମାଗଣା ରାସନ ଦିଆଯିବ ଏବଂ ଗୋଟିଏ ବର୍ଷରେ ବିପିଏଲ ପରିବାରକୁ ୧୦ ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ।

ଟିଏମସି ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ଦଳର ନେତା ଡେରେକ ଓ’ବ୍ରାଇନ୍ କହିଛନ୍ତି  । ଯଦି କେନ୍ଦ୍ରରେ ଟିଏମସି ସରକାର ଗଠନ ହୁଏ, ତେବେ ଶ୍ରମିକ ମାନଙ୍କ ମଜୁରି ଦିନକୁ ୪୦୦ ଟଙ୍କାକୁ ବୃଦ୍ଧି କରାଯିବ, ସମସ୍ତଙ୍କ ପାଇଁ ସ୍ଥାୟୀ ଘର ଦିଆଯିବ ।  ଶ୍ରମିକ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ମାସକୁ ୧୦୦୦ ଟଙ୍କା ପେନ୍ସନ୍, ୬୦ ବର୍ଷ ବୟସର ବ୍ୟକ୍ତିଙ୍କୁ (ବାର୍ଷିକ ୧୨ ହଜାର ଟଙ୍କା) ଦିଆଯିବ | ଇନ୍ଧନ ଏବଂ ଏଲପିଜି ମୂଲ୍ୟ ଯାଞ୍ଚ କରାଯିବ, ମୂଲ୍ୟ ସ୍ଥିରତା ପାଣ୍ଠି ସୃଷ୍ଟି ହେବ, ୨୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଛାତ୍ରଙ୍କୁ ମାସିକ ଷ୍ଟାଇପେଣ୍ଡ ମିଳିବ।  ଯେଉଁମାନେ ଅଧିକ ଉଚ୍ଚଶିକ୍ଷା ଅଧ୍ୟୟନ କରିବାକୁ ଚାହିଁବେ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଛାତ୍ର କ୍ରେଡିଟ କାର୍ଡ ଦିଆଯିବ। ବଙ୍ଗଳାର ଲକ୍ଷ୍ମୀ ଭଣ୍ଡାର ଜୋଜନାରେ ମହିଳାମାନେ ମାସିକ ରାଶି ପାଇବେ ଏବଂ ସମସ୍ତଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଚିକିତ୍ସା ବୀମା ରହିବ।