No Oxygen - The Sakala

ବେଡ୍ ନାହିଁ; ଫେରାଇଦେଉଛନ୍ତି ହସ୍ପିଟାଲ
ଅହମଦାବାଦ : ଗୁଜରାଟରେ କରୋନା ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ସୋମବାର ୧୧୪୦୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। କରୋନା ମାମଲା ଅହେତୁକ ବୃଦ୍ଧି ପାଇଥିବାରୁ ହସ୍ପିଟାଲରେ ବେଡ ଅଭାବ ଦେଖାଦେଇଛି। ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉନାହିଁ। ଅହମଦାବାଦର ହସ୍ପିଟାଲ ବାହାରେ ରୋଗୀଙ୍କ ଲମ୍ବା ଲାଇନ ଲାଗିଛି। ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଆମ୍ବୁଲାନ୍ସରେ ରୋଗୀଙ୍କ ଜୀବନ ଯାଉଛି। ତେବେ ସହରର କୋଭିଡ ହସ୍ପିଟାଲ ଗୁଡିକରେ ୧୪ ପ୍ରତିଶତ ବେଡ ଖାଲିଅଛି ବୋଲି ସରକାର ଦାବି କରୁଛନ୍ତି। କିନ୍ତୁ ସ୍ଥିତି ଆଉ କିଛି ଜଣାଇ ଦେଉଛି। ସୂଚନା ଅନୁଯାୟୀ ବିଶ୍ରମାପୁରର ଶୁକ୍ଳା ପରିବାର ୧୨୦୦ ବେଡ ବିଶିଷ୍ଟ କୋଭିଡ ସିଭିଲ ହସ୍ପିଟାଲ ବାହାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ସେ ନିଜ ୩୫ ବର୍ଷୀୟ ପୁଅ ସହ କାରରେ ପହଞ୍ଚିଥିଲେ। ହସ୍ପିଟାଲରେ ତାଙ୍କୁ ବେଡ ମିଳିନଥିଲା। ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ କାର ଭିତରେ ତାଙ୍କୁ ଅମ୍ଳଜାନ ଦିଆଯାଇଥିଲା। ଏପରି ଅନେକ ରୋଗୀ ବେଡ ପାଇଁ ହସ୍ପିଟାଲ ବାହାରେ ଅପେକ୍ଷା କରି ରହିଛନ୍ତି।