Wednesday Horoscope (21-04-2021) - The Sakala

ବୁଧବାର ରାଶିଫଳ (୨୧-୦୪-୨୦୨୧)
ମେଷ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବନ୍ଧୁବାନ୍ଧବଙ୍କ ସଙ୍ଗେ ମନାନ୍ତର ଦେଖାଦେବ। ଚାକିରୀରେ ଅସହଯୋଗ ରହିବ। କଳା,ବିଜ୍ଞାନ ଓ ବାଣିଜ୍ୟରେ ଅସଫଳ ହୋଇପାରନ୍ତି।

ଶୁଭ ଅଙ୍କ-୩,ଶୁଭ ରଙ୍ଗ-ସିଲଭର୍

ବୃଷ: କର୍ମକ୍ଷେତ୍ରରେ ସୁଯୋଗ ଓ ପ୍ରଶଂସା ପାଇବେ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ମହିଳାମାନେ ଆଦରସମ୍ମାନ ପାଇବେ। ବାଣିଜ୍ୟରେ ଆୟ ଦ୍ବିଗୁଣିତ ହେବ।

ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ମିଥୁନ: ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବ। ପ୍ରଶାସନିକ କର୍ମତତ୍ପର ରହିବେ। ଚାକିରିରେ ସମ୍ମାନ ପ୍ରାପ୍ତି ହେବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ।

ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

କର୍କଟ: ଚନ୍ଦ୍ରଙ୍କ ସ୍ବ-ପାରଗମନ ହେତୁ ଆର୍ଥିକ ଦୁରାବସ୍ଥା ସୁଧୁରିବ। ସାଂସାରିକ ହର୍ଷୋଲାସରେ କଟିବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ପ୍ରସାର ହେବ।

ଶୁଭ ଅଙ୍କ-୯,ଶୁଭ ରଙ୍ଗ-କମଳା

ସିଂହ: ମାତ୍ରାଧିକ ଖର୍ଚ୍ଚ ପାଇଁ ମନସ୍ତାପରେ ରହିବେ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ପ୍ରତିନ୍ଦ୍ବନ୍ଦ୍ବିତା ଦେଖାଦେବ। ବାଣିଜ୍ୟରେ ପ୍ରତିକୂଳ ରହିବ।

ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କନ୍ୟା: ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। ପ୍ରଶାସନିକ ମାନମର୍ଯ୍ୟଦା ପ୍ରାପ୍ତି ହେବ। ମହିଳାମାନେ ଉଚ୍ଚାଭିଳାଷୀ ହେବେ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ।

ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ତୁଳା: ଦଶମସ୍ଥ ଚନ୍ଦ୍ରଙ୍କ ହେତୁ କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଦାମ୍ପତ୍ୟ ସୁଖମୟ ରହିବ। ଚାକିରିରେ ପଦୋନ୍ନତି ହୋଇପାରେ। ବାଣିଜ୍ୟରେ ଆୟବୃଦ୍ଧି ହେବ।

ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବିଛା : ଦିନଟି ଅନୁଶାସନ ଭିତରେ କଟିବ। ଚାକିରିରେ ଦାୟିତ୍ବବୋଧ ରହିବ। ମହିଳାମାନେ ସମ୍ମାନ ପାଇବେ। କଳା,ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ପାଇବେ।

ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ଧନୁ:କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ଚାକିରିରେ ସମସ୍ୟା ରହିବ। ପ୍ରଶାସନିକ ଅଭିଯୋଗ ଆସିପାରେ। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ଆଳସ୍ୟ ପରାୟଣ ହେବେ।

ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ମକର:ସମାଜରେ ସୁନାମ ପାଇବେ। ଚାକିରିରେ ପ୍ରଶଂସିତ ହେବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବାଣିଜ୍ୟରେ ଶୁଭ ହେବ।

ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

କୁମ୍ଭ:କଠିନ ପରିଶ୍ରମ କରି ସୁଫଳ ପାଇବେ। ଚାକିରିରେ ନିଷ୍ଠା ରହିବ। ମହିଳାମାନେ ଉଦଯୋଗୀ ହେବେ। ବାଣିଜ୍ୟରେ ଲାଭଜନକ ରହିବ।

ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମୀନ:ଶୃଙ୍ଖଳିତ ଧାରାରେ କର୍ମ କରି ସଫଳ ସଫଳତା ପାଇବେ। ସନ୍ତାନସନ୍ତତିମାନେ ଉନ୍ନତି କରିବେ। ଚାକିରିରେ ସହଯୋଗ ମିଳିବ। ବାଣିଜ୍ୟରେ ଲାଭ ମିଳିବ।

ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ