Subhashish Khuntia - The Sakala

କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌
ପୁରୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ମହିଳା ବିଜେଡି ପକ୍ଷରୁ ପୁରୀ ରୋଟାରୀ କ୍ଲବ୍‌ ସଭାଗୃହରେ ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟସଭା ସାଂସଦ ଶୁଭାଶିଷ୍‌ ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର। ସେମାନେ ଜାୟା, ଜନନୀ, ଭଗିନୀ ସବୁ ଭୂମିକାରେ ପୁରୁଷ ସମାଜ ପ୍ରତି ଗୁରୁଦାୟିତ୍ୱ ତୁଲାଇ ଆସୁଛନ୍ତି। ପ୍ରତ୍ୟେକ ସଫଳ ପୁରୁଷ ପଛରେ ଜଣେ ମହିଳାଙ୍କ ହାତ ଥିବା ଯାହା କୁହାଯାଏ, ଏହା ଅପ୍ରାସଙ୍ଗିକ ନୁହେଁ। କିନ୍ତୁ ଆଜି ଆମ ରାଜ୍ୟରେ ମହିଳାମାନେ ନିର୍ଯାତିତ ଓ ନିଷ୍ପେସିତ। ମହିଳାମାନଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ ବଢୁଥିବାବେଳେ ଅନେକ ସମୟରେ ଏମାନେ ହତ୍ୟାର ଶିକାର ହେଉଛନ୍ତି। ତେଣୁ ମହିଳାଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସମ୍ମାନ ଦେବା ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଦରକାର।

ମହିଳାଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସେପର୍ଯ୍ୟନ୍ତ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଐତିହାସିକ ନିଷ୍ପତ୍ତି ନେଇଥିଲେ। ନବୀନ ପଟ୍ଟନାୟକଙ୍କ ସରକାର ମଧ୍ୟ ମା’କୁ ସମ୍ମାନ ଗାଁକୁ କାମ ଉପରେ ବିଶ୍ୱାସ କରୁଥିଲା ବୋଲି କହିଥିଲେ ସାଂସଦ ଶ୍ରୀ ଖୁଣ୍ଟିଆ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ପଣ୍ଡା, ଗୌରହରି ପ୍ରଧାନ, ରବି ଶଙ୍କର ପ୍ରତିହାରୀ ଯୋଗଦେଇଥିଲେ। ସଭାରେ ସନ୍ଧ୍ୟାରାଣୀ ଭଟ୍ଟ, ବିନୋଦିନୀ ଦାସ, ଅରୁଣିମା ନନ୍ଦ, ରୋଜାଲିନ୍‌ ନାୟକ, ପ୍ରିୟଙ୍କା ମହାନ୍ତି, ଲିପ୍ସା ମିଶ୍ର, ଯୋଗମାୟା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସୋନି ଟିଭି ଫୁଡ୍‌ ରିଏଲିଟି ଶୋ’ର ରନର୍ସ ଅପ୍‌ ଅଞ୍ଜୁ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା।

ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମ୍ମିଳନୀ: 'ରତ୍ନ ଅଳଙ୍କାରର ଗଣତିମଣତି କରାଯାଉ ଓ ଏହାର ହିସାବ ସର୍ବ ସମ୍ମୁଖରେ ବିଜେପି ସରକାର ରଖନ୍ତୁ'
ଭୁବନେଶ୍ବର: ବିଜେପି ସରକାର ଉପରେ ବିଜେଡି ଆଣିଲା ସାଙ୍ଘାତିକ ଅଭିଯୋଗ। ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ବିଜେପି ସରକାର ରତ୍ନ ଅଳଙ୍କାର ଲୁଟ କରିଛନ୍ତି ବୋଲି ଅଭିଯୋଗ କଲେ ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ I

ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କରିବେ ବୋଲି ବିଜେପି ତାର ଇସ୍ତାହାରରେ କହିଥିଲା ଓ ଏହାର ଚିଠା ପ୍ରସ୍ତୁତ କରିବେ ବୋଲି କହିଥିଲେ। ଚାବି ଭାଙ୍ଗିଲେ ରତ୍ନ ଅନ୍ୟତ୍ର ନେଲେ ପୁଣି ରତ୍ନ ଗଣତିମଣତି କଲେନି, ପୁଣି ନେଇ ରତ୍ନଭଣ୍ଡାରରେ ପୁରେଇ ଚାବି ପକାଇ ରଖିଦେଲେ। ହେଲେ ଯେଉଁ କଥା କହିଥିଲେ ତାହା ହେଲାନି। ଏଥିରୁ ସ୍ପଷ୍ଟ ଯେ ରତ୍ନଭଣ୍ଡାରରୁ ରତ୍ନ ବିଜେପି ସରକାର ଲୁଟ କରିଛନ୍ତି। ସରକାରଙ୍କୁ ଅନୁରୋଧ ତୁରନ୍ତ ଜନସାଧାରଣଙ୍କ ସାମ୍ନାରେ ରତ୍ନ ଅଳଙ୍କାରର ଗଣତିମଣତି କରାଯାଉ ଓ ଏହାର ହିସାବ ସର୍ବ ସମ୍ମୁଖରେ ବିଜେପି ସରକାର ରଖନ୍ତୁ। ଯଦି ତାହା ନକରିବେ ତାହେଲେ ରତ୍ନ ଅଳଙ୍କାର ଶ୍ରୀମନ୍ଦିରରୁ ଲୁଟ ହୋଇଛି ଓ ଏହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ ବୋଲି ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି।

ଆଜି ଶପଥ ନେଲେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ
ଭୁବନେଶ୍ବର: ଓଡ଼ିଶାର ୩ ଜଣ ରାଜ୍ୟସଭା ସାଂସଦ ଆଜି ଶପଥ ନେଇଛନ୍ତି । ବିଜେଡିର ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ରାଜ୍ୟସଭାରେ ବିଧିବଦ୍ଧ ଭାବେ ସଭ୍ୟ ରୂପେ ଶପଥ ନେଇଛନ୍ତି। ସେହିପରି ବିଜେପିର ଅଶ୍ବିନୀ ବୈଷ୍ଣବ ମଧ୍ୟ ଶପଥ ନେଇଥିଲେ।  ରାଜ୍ୟସଭା ଚେୟାରମ୍ୟାନ୍ ତଥା ଉପରାଷ୍ଟ୍ରପତି ତାଙ୍କୁ ଶପଥ ପାଠ କରାଇଛନ୍ତି । ବିଜେପି ସାଂସଦ ଅଶ୍ବିନୀ ବୈଷ୍ଣବ,ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ ଓଡ଼ିଆରେ ଶପଥ ଗ୍ରହଣ କରିଥିଲେ ।

#WATCH | Rajya Sabha Chairman #JagdeepDhankhar administers Oath/ Affirmation to the newly- elected member Debashish Samantaray in the Parliament House.#RajyaSabha @VPIndia @debashish_mla @harivansh1956 pic.twitter.com/xc6okdHjK0

— SansadTV (@sansad_tv) April 4, 2024

#WATCH | Rajya Sabha Chairman #JagdeepDhankhar administers Oath/ Affirmation to the newly- elected member Subhashish Khuntia in the Parliament House#RajyaSabha @VPIndia @harivansh1956 pic.twitter.com/gjy9QnlMSR

— SansadTV (@sansad_tv) April 4, 2024

#WATCH | Rajya Sabha Chairman #JagdeepDhankhar administers Oath/ Affirmation to the re- elected member Ashwini Vaishnaw in the Parliament House#RajyaSabha @VPIndia @AshwiniVaishnaw @harivansh1956 pic.twitter.com/0y4VQcl07h

— SansadTV (@sansad_tv) April 4, 2024

ଚଳିତ ରାଜ୍ୟସଭା ନିର୍ବାଚନ ୨୦୨୪ରେ ଓଡ଼ିଶାରେ ତିନି ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ୨୦୨୪ ଏପ୍ରିଲରେ ଅବସର ଗ୍ରହଣ କରିଥିବା ସଦସ୍ୟଙ୍କ ଆସନ ପୂରଣ ପାଇଁ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ଫେବ୍ରୁଆରୀ ୨୭ତାରିଖରେ ହବାର ଥିଲା, ଯାହା ଏବେ ପୂରଣ ହୋଇଛି । ସମସ୍ତ ନିର୍ବାଚିତ ପ୍ରାର୍ଥୀଙ୍କୁ ଆଜି ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସାର୍ଟିଫିକେଟ୍ ଦିଆଯାଇଥିଲା ।