dmet-cbk-mohanty - The Sakala
ସରିଲା ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ: ଡାକ୍ତର ରମାରମଣ ମହାନ୍ତି ନୂଆ ଡିଏମ୍‍ଇଟି ନିଯୁକ୍ତ
ଭୁବନେଶ୍ବର : ସରିଲା ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ । ଆଜି ତାଙ୍କର ଶେଷ କାର୍ଯ୍ୟଦିବସ ରହିଥିଲା । କରୋନା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇଥିଲେ ସିବିକେ ମହାନ୍ତି । ମହାମାରୀର ଆରମ୍ଭରୁ ଭୂତାଣୁ ବିରୋଧି ଯୁଦ୍ଧରେ ସିବିକେ ସାଜିଥିଲେ ଆଗଧାଡିର ସିପାହୀ । ଦୀର୍ଘ ୨ବର୍ଷ ଧରି ଲୋକଙ୍କ ସେବାରେ ସେ ନିୟୋଜିତ ହୋଇଥିଲେ । ଯେତେବେଳେ କରୋନା କହରରେ ସାରା ଦେଶ ଛଟପଟ ହେଉଥିଲା ସେତେବେଳେ ଓଡ଼ିଶାବାସୀଙ୍କୁ ଦମ୍ଭ ଦେଇ ପ୍ରତିଦିନ ଲୋକଙ୍କୁ ସଚେତନ କରୁଥିଲେ ସିବିକେ ମହାନ୍ତି ।
କରୋନାର ଭୟଙ୍କର ରୂପଠୁ ସଚେତନ ଓ ସତର୍କ ରହିବାର ବାଟ ବତାଉଥିଲେ ସିବିକେ । କରୋନାର ପରିବର୍ତ୍ତିତ ରୂପ ହେଉ ବା ବଢୁଥିବା ସଂକ୍ରମଣର କାରଣ । ଏସବୁର ଟିକନିକ୍ ଅପଡେଟ୍ ଦେଇ ସେ ଲୋକଙ୍କ ମନରେ ଆଶ୍ୱସ୍ତ ଭରୁଥିଲେ । ରାଜ୍ୟ ସରକାରଙ୍କର ସଫଳ କୋଭିଡ ମୁକାବିଲାରେ ସେ ଥିଲେ ଆଗଧାଡ଼ିର ଯୋଦ୍ଧା । କେବଳ କରୋନା ମୁକାବିଲା ନୁହେଁ ଜନସାଧାରଣ କିପରି ସଠିକ ସମୟରେ ଭ୍ୟାକସିନ୍ ନେବେ ଏଥିପାଇଁ କିପରି ବ୍ୟବସ୍ଥା ହେବ ଏସମ୍ବଦ୍ଧରେ ମଧ୍ୟ ସିବିକେଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା । ଆସନ୍ତା ୩୧ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ତେବେ ଆଜି ଥିଲା ତାଙ୍କର ଶେଷ କାର୍ଯ୍ୟକାଳ ଦିବସ । ଏହି ଅବସରରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଦନା ଦିଆଯାଇଛି । ଏହି ସମୟରେ ଭାବବିହ୍ୱଳ ହୋଇପଡିଥିଲେ ଡିଏମଇଟି ସିବିକେ ମହାନ୍ତି ।
ତେବେ ବାରିପଦା ପିଆରଏମ୍‍ ମେଡିକାଲ କଲେଜର ଭାରପ୍ରାପ୍ତ ଡିନ୍‍ ଓ ଅଧ୍ୟକ୍ଷ ଡାକ୍ତର ରମାରମଣ ମହାନ୍ତି ରାଜ୍ୟର ନୂଆ ଭେଷଜ ଶିକ୍ଷା ଓ ପ୍ରଶିକ୍ଷଣ (ଡିଏମ୍‍ଇଟି) ନିଯୁକ୍ତ ହୋଇଛନ୍ତି। ଏବେ ଡିଏମ୍‍ଇଟି ଭାବେ କାର୍ଯ୍ୟରତ ଡିଏମଇଟି ଡାକ୍ତର ସିବିକେ ମହାନ୍ତଙ୍କ ଠାରୁ ଡା. ରମାରମଣ ମହାନ୍ତି ଚଳିତ ମାସ ୩୧ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିବେ। ଏ ନେଇ ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ ଯେ ଡିଏମ୍‍ଇଟି ଡା ସିବିକେ ମହାନ୍ତି ଗତ ଏପ୍ରିଲ ୩୦ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ତେବେ କୋଭିଡ୍‍ ମହାମାରୀ ସକ୍ରିୟ ଥିବା ଦୃଷ୍ଟିରୁ ରାଜ୍ୟ ସରକାର ଦୁଇ ଦଫାରେ ତାଙ୍କର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଥିଲେ। କୋଭିଡ୍‍ ମହାମାରୀ ପରଠାରୁ ଆଜି ପର୍ଯ୍ୟନ୍ତ ଡା ମହାନ୍ତି ରାଜ୍ୟରେ କୋଭିଡ୍‍ ସ୍ଥିତି ସମ୍ପର୍କରେ ସବୁଦିନ ବିବୃତ୍ତି ରଖି ଆସୁଥିଲେ।
ବର୍ତ୍ତମାନ ପୁରା ଖୋଲା ଛଡାଯାଇ ପାରିବନାହିଁ -ଡିଏମଇଟି
ଭୁବନେଶ୍ୱର: ରାଜ୍ୟରେ ଏବେ ଆଂଶିକ ଲକଡାଉନ ଜାରି ରହିଛି । ଆସନ୍ତା ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଏହି ଆଂଶିକ ଲକଡାଉନ ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅଗଷ୍ଟ ୧ ପରେ ରାଜ୍ୟ ସମ୍ପୂର୍ଣ ଅନଲକ୍ ହେବ କି ନାହିଁ ସେ ନେଇ ମତ ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି ।
ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ଯେ; ଅନଲକ ହେବ ନାହିଁ , ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ । ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡ଼ଲାଇନ ଘୋଷଣା ହେବ । ସେ ନେଇ କମିଟି ନିଷ୍ପତ୍ତି ନେବେ । କଟକ ଭୁବନେଶ୍ଵରରେ କରୋନା ସ୍ଥିତି ସ୍ଥିର ରହିଛି ।  ଆଗରୁ ୫ ଶହ ଉପରେ ରହୁଥିଲା ପିଜିଟିଭ ସଂଖ୍ୟା। ଏବେ ୪ ଶହରେ ରହିଛି ପଜିଟିଭ ସଂଖ୍ୟା। ବର୍ତ୍ତମାନ ପୁରା ଖୋଲା ଛଡାଯାଇ ପାରିବନାହିଁ  ବୋଲି ସି.ବି.କେ ମହାନ୍ତି କହିଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଏବେ ଆଂଶିକ ଲକଡାଉନ ଜାରି ରହିଛି । ଆସନ୍ତା ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଏହି ଆଂଶିକ ଲକଡାଉନ ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅଗଷ୍ଟ ୧ ପରେ ରାଜ୍ୟରେ ଆଂଶିକ ଲକଡାଉନ ହେବ କି ସମ୍ପୂର୍ଣ ଅନଲକ୍ ହେବ ସେ ନେଇ ମତ ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି । ସେ କହିଛନ୍ତି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସମ୍ପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ନାହିଁ । ସ୍ଥିତି, ସମୟ, ସଂକ୍ରମଣକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ । ବିଶେଷଜ୍ଞ କମିଟି ଟିମ୍ ଯାହା କହିବେ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି । ଏବେ ରାଜ୍ୟରେ ସଂକ୍ରମଣର ସ୍ଥିତି ସ୍ଥିର ରହିଛି । ଗତ କିଛି ଦିନ ହେବ ୧୬ଶହରୁ ୧୭ଶହ ଭିତରେ ହିଁ ଟ୍ରେଣ୍ଡ ରହୁଛି । ଵିଶେଷ ବଢ଼ି ନାହିଁ । ତେଣୁ ସଂକ୍ରମଣ ହାର, ବିଭିନ୍ନ ଜିଲ୍ଲାର ସ୍ଥିତିକୁ ସମୀକ୍ଷା କରି ରାଜ୍ୟ ସରକାର ଅନଲକ ପ୍ରକ୍ରିୟାକୁ ଯିବେ । ଆମ ରାଜ୍ୟରେ ଦୈନିକ ସଂକ୍ରମଣ ହାରାହାରି ୧୮ ଶହ ରହୁଛି । ଜାତୀୟ ହାର ତୁଳନାରେ ଆମ ସଂଖ୍ୟା ନଗଣ୍ୟ ବୋଲି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ।
ପରିସ୍ଥିତି ସୁଧୁରିଲେ ଆଗକୁ ହୋଇପାରେ ସମ୍ପୂର୍ଣ୍ଣ ଅନ୍‌ଲକ୍‌
ଭୁବନେଶ୍ୱର: ପରିସ୍ଥିତି ସୁଧୁରିଲେ ଆଗକୁ ହୋଇପାରେ ସମ୍ପୂର୍ଣ୍ଣ ଅନ୍‌ଲକ୍‌ । ଭୁବନେଶ୍ୱରରେ ଲୋକଙ୍କ ଯାତାୟାତ ଅଧିକ ରହୁଥିବାରୁ ଏଠାରେ ସଂକ୍ରମଣ ଅଧିକ ରହୁଛି। ତେଣୁ ଭୁବନେଶ୍ୱରରେ ସର୍ଭେଲାନ୍ସ ବଢ଼ାଯାଇଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ସେହିପରି ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଅନଲକ କରାଯିବ। ଯଦି ସେମିତି ଆବଶ୍ୟକ ନ ହୁଏ ତେବେ ଅନଲକ ହେବ ନାହିଁ। ପରିସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ। ତରବରିଆ ନିଷ୍ପତ୍ତି ନେଲେ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଏହାସହ ମେଡ଼ିକାଲ କଲେଜକୁ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ।
ପ୍ଲାଟୋ ଷ୍ଟେଜରେ ରହିଛି କରୋନା ଭାଇରସ୍, ଆଗକୁ ସୁଧୁରିବ ସ୍ଥିତି- ଡିଏମଇଟି
ଭୁବନେଶ୍ୱର: ଏବେ ପ୍ଲାଟୋ ଷ୍ଟେଜରେ ରହିଛି କରୋନା ଭାଇରସ୍। ଯେହେତୁ ଗତ ୫ ଦିନ ହେଲା ଗୋଟିଏ ଲେବଲରେ ରହୁଛି, ତେଣୁ ଏହାକୁ ସମାନ୍ତରାଳ ସ୍ଥିତି ବୋଲି କୁହାଯାଉଛି । ଆଗକୁ ଏହି ସ୍ଥିତି ବା ପରିସଂଖ୍ୟାନ କମିପାରେ ବୋଲି ଆଶା ରହିଛି ବୋଲି କହିଛନ୍ତି ଡିଏମଇଟି  ନିର୍ଦ୍ଦେଶକ।
ପ୍ଲାଟୋ ଷ୍ଟେଜରେ ଥିବା ଏହି ଭାଇରସ୍ ଆଗକୁ କ’ଣ ହେବ ନିର୍ଦ୍ଦିଷ୍ଟ ଭାବେ କହି ହେବନି ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି। ପଜିଟିଭ ସଂଖ୍ୟା ଏହିପରି ଜାରି ରହିବ ବୋଲି ଆଶା କରାଯାଉଛି। ସେପଟେ ଟିକା ନେବା ପରେ ଯଦି ଅଧିକ ଦିନ ଯାଏ ଜ୍ୱର ଛାଡ଼ୁନି, ତାହେଲେ ଏହାର ବିଭିନ୍ନ କାରଣ ହୋଇପାରେ। ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ଡିଏମଇଟି ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି।
ଲୋକଙ୍କ ଭିତରେ ସନ୍ଦେହ ହେଉଛି ଯେ ରାଜ୍ୟରେ ଆଇସିୟୁ ବେଡ୍ କମି କମି ଯାଉଛି। ମାତ୍ର ଆମର ଅନେକ ବେଡ୍‌ ଅଛି। ବେଡ୍‌ର ମାତ୍ର ୨୫ରୁ ୩୦ ପ୍ରତିଶତ ବ୍ୟବହାର ହେଉଛି । ଆଗକୁ ଯଦି ପରିସଂଖ୍ୟାନ ବଢେ, ସେହି ଅନୁପାତରେ ଭେଣ୍ଟିଲେଟର ବି ବଢ଼ାଯିବ ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି।
ସେପଟେ ଦୁଇ ୩ ଜିଲ୍ଲାକୁ ମିଶାଇ ଗୋଟିଏ ଗୋଟିଏ କ୍ଲଷ୍ଟର କରାଯାଇଛି । ଯେଉଁ ହସ୍ପିଟାଲରେ ବେଡ୍‌ ଫିଲଅପ ହୋଇଯାଉଛି, ଅନ୍ୟ ଜିଲ୍ଲାକୁ ରୋଗୀମାନଙ୍କୁ ପଠାଯାଉଛି । ରାଜ୍ୟରେ ଏବେ ବି ପ୍ରାୟ ୭୦ ପ୍ରତିଶ୍ରତ ବେଡ୍‌ ଖାଲି ରହିଛି। ଓଡିଶା ହେଉଛି ଅକ୍ସିଜେନ ବଳକା ରାଜ୍ୟ । ରାଜ୍ୟରେ ଅକ୍ସିଜେନ ଅଭାବ ନରହିବା ପାଇଁ ସବୁ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତିର ମୁକାବିଲା ପାଇଁ ବେଡ୍‌, ଅକ୍ସିଜେନ ଓ ମେଡିସିନ ସମ୍ପୂର୍ଣ୍ଣ ମହଜୁଦ ଅଛି । ରାଜ୍ୟରେ ଯାହା ଟିକା ପହଞ୍ଚିବ ତାକୁ ଲୋକମାନଙ୍କୁ ଦେବା ପାଇଁ ଆମର ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ କରାଯାଇଛି।
ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ସ୍ଥିତି ଭଲ ଅଛି, କିନ୍ତୁ ଢିଲା ଛାଡ଼ିବା ଉଚିତ ନୁହେଁ
ଭୁବନେଶ୍ବର : ଓଡ଼ିଶାରେ କରୋନା ଗ୍ରାଫ ଉପର ମୁହାଁ। ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ‘ଆଗକୁ ବଢ଼ିପାରେ କରୋନା ସଂକ୍ରମଣ। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଭଲ ଅଛି । ତାମାନେ ନୁହେଁ ଆମେ ଏହାକୁ ଢିଲା ଛାଡ଼ିଦେବା । ଆଗାମୀ ଦିନରେ ସଂକ୍ରମଣ ସଂଖ୍ୟା ଆହୁରି ବଢିବ । ସେଥିପାଇଁ ଆମେ ପ୍ରସ୍ତୁତ ରହିବା ଦରକାର’।
ଡିଏମ୍ଇଟି ସିବିକେ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ ଗୋଷ୍ଠୀ ସଂକ୍ରମଣ ଭଳି ଦ୍ରୁତ ଗତିରେ ସଂକ୍ରମଣ ବଢୁଛି। ଏହା ମେ’ ମାସରେ ପିକକୁ ଆସି, ମେ’ ମାସରେ ସଂକ୍ରମଣ କମିପାରେ । ତେବେ ବର୍ତ୍ତମାନ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟା ଆଗକୁ ଆହୁରି ବଢିବ। ସମସ୍ତ ଜିଲ୍ଲାର ଟୋଲ ଫ୍ରି ନମ୍ବରକୁ ଆକ୍ଟିଭ କରାଯିବ। ସେଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। କେବଳ ସରକାରଙ୍କର ଦାୟିତ୍ୱ ନୁହେଁ ରୋଗୀଙ୍କୁ ଖୋଜିବା, ସାଧାରଣ ଲୋକଙ୍କର ବି କିଛି ଦାୟିତ୍ୱ ରହିବା ଦରକାର। ଲୋକଲ ସ୍ତରରେ ଯିଏ ବି ସଂକ୍ରମିତ ହେଉଛନ୍ତି ସେମାନେ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀମାନଙ୍କୁ ବି ଯୋଗାଯୋଗ କରନ୍ତୁ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି।