Sunita Kejriwal - The Sakala

ଆସନ୍ତାକାଲିଠୁ ଦିଲ୍ଲୀରେ ନିର୍ବାଚନ ପ୍ରଚାର କରିବ ଆପ୍‌, ମଙ୍ଗ ଧରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା କେଜ୍ରିୱାଲ
ନୂଆଦିଲ୍ଲୀ: ମେ’ ୨୫ ତାରିଖ ଦିନ ଦିଲ୍ଲୀରେ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହି ଦିନ ରାଜଧାନୀର ସମସ୍ତ ୭ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ତିହାର ଜେଲରେ ରହୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏପ୍ରିଲ ୨୭ ଶନିବାର ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି।  ସୁନୀତା କେଜ୍ରିୱାଲ ଶନିବାର ଦିନ ପୂର୍ବ ଦିଲ୍ଲୀ ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ରୋଡ୍ ସୋ ସହିତ ନିଜର ଅଭିଯାନ ଆରମ୍ଭ କରିବେ। ଏପ୍ରିଲ ୨୮ ରବିବାର ଦିନ ସୁନୀତା କେଜ୍ରିୱାଲ ପଶ୍ଚିମ ଦିଲ୍ଲୀରେ ଏକ ରୋଡ୍ ସୋ କରିବେ। ଦିଲ୍ଲୀ ବ୍ୟତୀତ ସୁନୀତା ପଞ୍ଜାବ, ହରିୟାଣା ଏବଂ ଗୁଜୁରାଟରେ ମଧ୍ୟ ପ୍ରଚାର କରିବେ। ସୁନୀତା କେଜ୍ରିୱାଲଙ୍କ ନିର୍ବାଚନ ପ୍ରଚାର ସମ୍ପର୍କରେ ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶୀ ସୂଚନା ଦେଇଛନ୍ତି।

କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟିଲେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସେପଟେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଜେଲରେ ଫସିଛନ୍ତି । ତେବେ ଏଭଳି ଏକ ସମୟରେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟିଛନ୍ତି ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା । ଉଭୟ ଭେଟଘାଟ କରିଥିବାବେଳେ ଆଲିଙ୍ଗନ କରିଥିଲେ । ଫୋନରେ କଥା ହେବାବେଳେ କଳ୍ପନା କହିଥିଲେ କି, ଜଣେ ବନ୍ଧୁଭାବେ ମୁଁ ତୁମ ଦୁଃଖକୁ ବୁଝି ପାରୁଛି । ତେବେ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୩୧ ତାରିଖରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ଦିଲ୍ଲୀରେ ଏକ ମେଗା ରାଲି କରାଯାଉଛି । ଏହା ପୂର୍ବରୁ ଦୁଇ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ଭେଟଘାଟ ରାଜନୈତିକ ମଇଦାନରେ ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ଦିଲ୍ଲୀର ରାମଲିଳା ମଇଦାନରେ ବିଶାଳ ଜନସମାଗମ ସହ ରାଲି ହେବାକୁ ଯାଉଛି । ଏଥିରେ ବିରୋଧୀ ନେତାଙ୍କ ମେଳି ହେବା ସହ ମୋଦି ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେବେ ।