Shri Vijay Amruta Kulange - The Sakala

ଟିକାକରଣକୁ ଗୁରୁତ୍ୱ ଦେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ନିଷ୍ପତ୍ତି: ଟିକା ନେଇ ନଥିଲ ଦୋକାନ ଖୋଲିବା ମନା
ବ୍ରହ୍ମପୁର: ଟିକାକରଣକୁ ଗୁରୁତ୍ୱ ଦେଇ ଅଭିନବ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ତାଲାବନ୍ଦ କଟକଣା ଭିତରେ ଯେତିକି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ଟିକା ନନେଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ।

ଜିଲ୍ଲାର ସମସ୍ତ ଦୋକାନ, ଭେଣ୍ଡର ଏବଂ ଅନ୍ୟାନ୍ୟ ସମସ୍ତ ବୄତ୍ତିଧାରୀଙ୍କୁ ଅନୁରାଧ କରାଯାଉଛି ଯେ ଦୋକାନରୁ ସାମଗ୍ରୀ ଆଣିବା ସମୟରେ କୋଭିଡ ଭ୍ୟାକସିନେସନ ସାର୍ଟିଫିକେଟ ( ପ୍ରଥମ/ଫାଇନାଲ) ଦେଖାନ୍ତୁ

ଏହା ଗ୍ରାହକଙ୍କ ଆତ୍ମବିଶ୍ବାସ ବୄଦ୍ଧି ସହ ସଂକ୍ରମଣ ରୋକିବାରେ ସହାୟକ ହେବ
ଏହାକୁ ପ୍ରଶାସନ ଦ୍ୱାରା ନିୟୋଜିତ ଟିମ ତଦାରଖ କରିବ।

— Collector & District Magistrate, Ganjam (@Ganjam_Admin) June 22, 2021

ସେ କହିଛନ୍ତି ଯେ, ଜିଲାରେ ଟ୍ୟାକ୍ସି ଡ୍ରାଇଭର, ଅଟୋ ଡ୍ରାଇଭର, ହାଟ ବଜାରରେ ବିକ୍ରି କରୁଥିବା ବିକ୍ରେତାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟକା ଦିଆଯିବ। ଏଥିସହିତ ବୃହତ ବଜାର ଏବଂ ପର୍ଯ୍ୟଟନ ସ୍ଥଳରେ ରହିଥବା ଦୋକାନୀମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଟିକାକରଣ କରାଯିବ। ବ୍ୟବସାୟୀମାନେ ନିଜେ ଟିକା ନେବା ସହିତ ସେମାନଙ୍କ ଦୋକାନରେ କାର୍ୟ୍ୟରତ କର୍ମଚାରୀଙ୍କୁ ଟିକା ଦେଇ ସେ ସମ୍ପର୍କି ପ୍ରମାଣପତ୍ର ନିଜ ଦୋକାନ ସମ୍ମୁଖରେ ଦର୍ଶାଇବେ, ଯଦ୍ଦ୍ୱାରା ଗ୍ରାହକମାନେ ଉକ୍ତ ଦୋକାନୀ ଟିକା ନେଇଥିବା ଜାଣିପାରିବେ। ଯଦି ଦୋକାନ ଟିକା ନେଇନଥିବେ ଏବଂ ତତ୍‍ ସମ୍ପର୍କିତ ପ୍ରମାଣପତ୍ର ଦୋକାନ ସମ୍ମୁଖରେ ପ୍ରଦର୍ଶନ ନକରିବେ ତେବେ ସେମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଏଥିସହିତ ଜିଲାରେ ଦୈନିକ ଟିକାକରଣ ଲକ୍ଷ୍ୟ ପୂରଣ କରିବା ଦିଗରେ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରଚେଷ୍ଟା କରିବାକୁ ଜିଲାପାଳ ସୋମବାର ଅନୁଷ୍ଠିତ କୋଭିଡ ପରିଚାଳନା ଭିଡିଓ କନଫରେନ୍ସିଂରେ ଜଣାଇଛନ୍ତି।

କରୋନା କଟକଣା; ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡିବା ମନା
ଗଞ୍ଜାମ: ରାଜ୍ଯରେ କରୋନା ସଂକ୍ରମଣ ମାମଲା ବୃଦ୍ଧିକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଲାଗି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବାକୁ ମନା କରାଯାଇଛି । ଜରୁରୀ କାମରେ ଯିବାକୁ ଥିଲେ ବିଭାଗୀୟ ଅନୁମତି ନେବା ଦରକାର ବୋଲି ଜିଲ୍ଲାପାଳ ହିଛନ୍ତି । କଟକଣା ଉଲ୍ଲଂଘନ କଲେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଟ୍ବିଟ ମାଧ୍ଯମରେ ଜଣାଇଛନ୍ତି।

ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡିବା ମନା ହୋଇଛି

ଜରୁରୀ କାମ ଥିଲେ ବିଭାଗୀୟ ଅନୁମତି ଦରକାର

କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ @CMO_Odisha

— Collector & District Magistrate, Ganjam (@Ganjam_Admin) April 18, 2021

ଅନ୍ୟପଟେ ବାହାର ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ପୁଣି ଥରେ ଘରମୁହାଁ ହେଉଛନ୍ତି ପ୍ରବାସୀ । ଏସବୁକୁ ଦୃଷ୍ଟିରେ ରଖି ସଦର ମହକୁମାରେ ରହିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।