Amar Patnaik - The Sakala

ଓଡ଼ିଶାର କ୍ଷତି ହେବାକୁ ଯାଉଛି, ବିଜେପି ସରକାର ଚୁପ୍‌ ବସି ରାଜନୀତି କରୁଛି : ବିଜେଡି
ଭୁବନେଶ୍ବର : ଲୋକସଭା ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି। ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗ ନେଇ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ସେ କହିଛନ୍ତି, ବିଜେପି ଓଡ଼ିଶାରେ ସରକାର କରିଛି। ହେଲେ ଓଡ଼ିଶାର କ୍ଷତି ହେବାକୁ ଯାଉଛି। ରାଜନୈତିକ ପ୍ରତିନିଧିତ୍ୱ କମିବାକୁ ଯାଉଛି। ଏପରିକି ଜନସଂଖ୍ୟା ଆଧାରରେ ଡିଲିମିଟେସନ ହେଲେ ଅର୍ଥ କମିଶନରୁ ଅର୍ଥ କମ ମିଳିବ। କିନ୍ତୁ ବିଜେପି ସରକାର ଚୁପ ହୋଇ ବସିଛନ୍ତି। ପାର୍ଟିଠୁ ବଡ଼ ମାଟି କିନ୍ତୁ ବିଜେପି ମାଟି କଥା ନ ଭାବି ଯଦି ଏ ପ୍ରସଙ୍ଗକୁ ରାଜନୈତିକ ରଙ୍ଗ ଦେବ କେମିତି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

ନବୀନ ସବୁବେଳେ ମାଟି କଥା ଭାବୁଛନ୍ତି। ସେଥିପାଇଁ ତାମିଲନାଡୁ ବୈଠକକୁ ବିଜେଡିକୁ ପଠାଇଥିଲେ। ଓଡ଼ିଶାରେ ଶାସକ ଦଳ ହୋଇ ବି ଓଡ଼ିଶାର ସ୍ୱାର୍ଥ କଥା ନ ଭାବି ଚୁପ ରହିବା ଓ ଉପରୁ ନିର୍ଦେଶ ଆସୁ ନାହିଁ ବୋଲି ମୁହଁ ବନ୍ଦ ଅଛି। କିନ୍ତୁ ଓଡିଶାବାସୀଙ୍କ ସ୍ୱାର୍ଥ କଥା ତ ଭାବିବା ଦରକାର। ବିଜେପିର ଓଡିଶା ନେତା ତ କିଛି କହିବାର ଥିଲା। ତେଣୁ ଏ ପ୍ରସଙ୍ଗରେ କିଛି ନ କହିବା ହାସ୍ୟାସ୍ପଦ କଥା ବୋଲି କହି କଟାକ୍ଷ କଲେ ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ଡିଲିମିଟେସନ ପ୍ରତି ୧୦ ବର୍ଷରେ ହେବା କଥା ଯାହା ସମ୍ବିଧାନରେ ଅଛି। କିନ୍ତୁ ୧୯୭୧ ପରେ ଆଉ ହେଲା ନାହିଁ। ଦକ୍ଷିଣ ରାଜ୍ୟ ଓ ପୂର୍ବ ରାଜ୍ୟ ଓଡିଶା ଓ ପଞ୍ଜାବ ମଧ୍ୟ ଯଦି ଜନସଂଖ୍ୟା ହିସାବରେ ଡିଲିମିଟେସନ ହେଲେ ଏମପି ଓ ଏମଏଲଏ ସିଟ କମିବାର ଆଶଙ୍କା ରହିଛି। ଯାହା ଫଳରେ ରାଜ୍ୟ ଗୁଡିକର ରାଜନୈତିକ ପ୍ରତିନିଧିତ୍ୱ କମିବାର ଆଶଙ୍କା ଅଛି। ଯଦି ବଢ଼ାଇ ଦିଆଯାଏ ତାହେଲେ ଅନ୍ୟ ରାଜ୍ୟରେ ବହୁ ଅଧିକ ବଢିଯିବ।ଆନୁପାତିକ ଭାବେ ସଂସଦରେ ବହୁ ରାଜ୍ୟର କ୍ଷମତା କମିଯିବ। ଯଦି ଜନସଂଖ୍ୟା ହିସାବରେ କରାଯାଏ ତାହେଲେ ଓଡ଼ିଶାର ଅନେକ କ୍ଷତି ହେବ।

ଲୋକସଂଖ୍ୟା ଆଧାରରେ ସୀମା ପୁନଃନିର୍ଦ୍ଧାରଣ କରାଯାଇ ପାରିବ ନାହିଁ। ଯେଉଁ ରାଜ୍ୟ କେନ୍ଦ୍ରର ପଲିସି ଅନୁଯାୟୀ ଜନସଂଖ୍ୟା ନିୟନ୍ତ୍ରଣ କଲେ ସେମାନଙ୍କୁ କଣ ଏଥିପାଇଁ ପେନାଲଟି ଦେବାକୁ ପଡିବ କି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ସେହି ବିଷୟକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁତ୍ଵାରୋପ କରିଛନ୍ତି। ଏଥିଲାଗି ବରଂ ଓଡିଶା ପୁରସ୍କୃତ ହେବା କଥା।ଏହି ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ନିୟମାବଳୀ କଣ ରହିବ ସବୁ ଦଳ ଓ ଅଂଶୀଦାରଙ୍କ ସହ ଆଲୋଚନା କରି ସ୍ଥିର ହେବା କଥା ବୋଲି କହିଛନ୍ତି। ସ୍ଵଚ୍ଛ ଡିଲିମିଟେସନ ପାଇଁ ବୈଠକ ଥିଲା। ଯଥାର୍ଥ ଡିଲିମିଟେସନ ହେବା ହିଁ ଉଦେଶ୍ୟ। ଓଡ଼ିଶାର ଗ୍ରୋଥ ପପୁଲେସନ କମି କମି ଚାଲିଛି।ଟୋଟାଲ ଫଟିଲିଟି ରେଟ ମଧ୍ୟ କମିଛି। ଜନସଂଖ୍ୟା କମି କମି ଚାଲିଛି। ତେଣୁ ଓଡ଼ିଶାର ସ୍ୱାର୍ଥ କଥା ନଭାବି ରାଜନୈତିକ ରଙ୍ଗ ଦିଆଯିବ ତାହେଲେ ରାଜ୍ୟର କ୍ଷତି ହେବ। ଯେଉଁ ରାଜ୍ୟ ଭଲ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବା କଥା।

ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇଛନ୍ତି ରେଳମନ୍ତ୍ରୀ: ବିଜେଡି
ଭୁବନେଶ୍ବର: ରେଳ ଅନୁଦାନ କ୍ଷେତ୍ରରେ ଓଡ଼ିଶା ପୁଣି ଉପେକ୍ଷିତ। ଓଡ଼ିଶାବାସୀ ହତାଶ । ଧୋକା ଦିଆଯାଇଛି। ଗତକାଲି ରେଳ ବଜେଟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ ଓଡ଼ିଶା ପାଇଁ ବିଜେପି ସରକାର ନୂତନ ସ୍ବପ୍ନ ଦେଖିଛି। ଓଡ଼ିଶାକୁ ଏ ବର୍ଷ ୧୦ ହଜାର ୫୯୯  କୋଟି ଦିଆଯାଇଛି। ପ୍ରତି ବର୍ଷ ୧୦ ହଜାର କୋଟି ଅଧିକ ଦିଆଯାଉଛି ବୋଲି ସେ କହିଲେ। ହେଲେ ଓଡ଼ିଶାରୁ କେତେ ନେଉଛି କେନ୍ଦ୍ର ଓ କେତେ ଦେଉଛି, ସତସାହସ ଅଛି ଯଦି ଉତ୍ତର ଦିଅନ୍ତୁ ବୋଲି ବିଜେଡ଼ି କହିଛି। ଓଡ଼ିଶା ରେକର୍ଡ ରାଜସ୍ୱ ଦେଉଛି। ହେଲେ ପାଉଛି କେତେ ବୋଲି ବିଜେଡ଼ି ପ୍ରଶ୍ନ କରିଛି।

ପୂର୍ବତଟ ରେଳବାଇରୁ ବର୍ଷକୁ ୨୫ ହଜାର କୋଟି ନେଉଛି ଓଡ଼ିଶାରୁ। ଅର୍ଥାତ ଗତ ୧୦ ବର୍ଷରେ ଅଢେଇ କୋଟି ଦେଇଛି। ଏଥର ମାତ୍ର ୧୩ ପ୍ରତିଶତ ଅଧିକ ବଜେଟ ମିଳିଛି। ଡବଲ ଇଞ୍ଜିନ ଡବଲ କଲାନି କାହିଁକି। ରାଜସ୍ୱ ନେବା ଆକାରରେ ଏହା ନଗଣ୍ୟ । ଓଡ଼ିଶାକୁ ବୈମାତୃକ ମନୋଭାବ ଜାରି ଅଛି।  ୨୦ ସାଂସଦ, ୩ ମନ୍ତ୍ରୀ ଓ ଡବଲ ଇଞ୍ଜିନ ସରକାର ଥାଇ ବି ଓଡ଼ିଶା ହତାଶ। ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ, କିଛି ମିଳିଲା ନାହିଁ ସାଧାରଣ ବଜେଟରେ।

ରେଳ ମନ୍ତ୍ରୀ କହିଲେ, ଗତ ୧୦ ବର୍ଷରେ ଓଡ଼ିଶାରେ ୨୦୪୬ କିଲୋମିଟର ନୂଆ ଟ୍ରାକ କରାଯାଇଛି। ଯାହା ମାଲେସିଆର ସମ୍ପୂର୍ଣ୍ଣ ରେଳ ନେଟୱର୍କ ସହ ସମାନ। ୩.୪୫ କୋଟି ମାଲେସିଆର ଜନସଂଖ୍ୟ। ଓଡ଼ିଶା ଜନସଂଖ୍ୟା ଅଧିକ। କାହିଁକି ସ୍ପଷ୍ଟ ଦିବାଲୋକରେ ଓଡ଼ିଶାକୁ ବିଜେପି  ଲଣ୍ଠନ ଦେଖାଯାଉଛି ବୋଲି ଅଭିଯୋଗ କରିଛି ବିଜେଡ଼ି। ଲୋକେ ସୁଯୋଗ ଦେଲେ ଡବଲ ଇଂଜିନ ସରକାର ହେଲା।  ହେଲେ ଓଡ଼ିଶାକୁ ଭ୍ରମିତ କରାଯାଉଛି। ସାଂସଦ ଚୁପ ନ ହେଲେ ସେମାନଙ୍କ କଥା ରହୁନି।

ବିଜେପି ୨୦୧୪ ପରଠାରୁ କଣ କରୁଛି। ୭୮ ହଜାର କୋଟିର ବାହୋସ୍ପଟ ମରୁଛନ୍ତି। ରାୟଗଡା ନୂଆ ଜୋନ ହେଲେ। ୱାଲଟିଅର ଡିଭିଜନରୁ ୧୦ ହଜାର କୋଟି ଆସୁଥିଲା। ତାକୁ ଆନ୍ଧ୍ରକୁ ଖୁସି କରିବାକୁ ଦିଆଗଲା ।  ଚକ୍ରାନ୍ତ ହେଉଛି ତାହା ପୁଣି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବାକୁ। ଝାଡ଼ଖଣ୍ଡରେ ରେଳ ଡେନସିଟି ୩୨.୬। ଓଡ଼ିଶାରେ ୧୭ । ଡବଲ ଇଂଜିନ ଆସିବା ପରେ ଅଧିକ ଭୁଆଁ ବୁଲାଇବାକୁ ପ୍ରୟାସ ଚାଲିଛି। ରାଜନୈତିକ ଉଦ୍ଦେଶ୍ୟରୁ ଆବଣ୍ଟନ ହେଉଛି ବଜେଟ।

ରେଳ ମନ୍ତ୍ରୀ ଆହୁରି କହିଲେ ଯେ, ଓଡ଼ିଶାରେ କାମ ଭଲ ସେ ଚାଲିଛି । ୧୯୯୪ରୁ ଖୋର୍ଦ୍ଧା ବଲାଙ୍ଗୀର କାମ ଚାଲିଛି। ୨୦୨୪-୨୫ରେ ସରିବାର ଥିଲା। ହେଲେ ସରିଲା ନାହିଁ।  କେବେ ସରିବ ବୋଲି ବିଜେଡ଼ି ପ୍ରଶ୍ନ କରିଛି। ଅନ୍ୟ ପ୍ରକଳ୍ପ କେବେ ସରିବ ବି କହୁ ନାହାନ୍ତି। ଶୀତଳା ପ୍ଲଲି ଷ୍ଟୋରେଜ କାରଖାନା ଏଠୁ ମହାରାଷ୍ଟ୍ର ପଳେଇଲା । କଳାହାଣ୍ଡି ରେଳ ଇଲେକ୍ଟ୍ରି ଫ୍ୟାକ୍ଟ୍ରି ପାଇଁ ୧୦୦ ଏକର ଜମି ନେଲେ। ହେଲେ କାମ ହେଲାନି। ୭ ଜିଲ୍ଲାରେ ରେଳ ସଂଯୋଗ ନାହିଁ।  କେବେ ରେଳ ଲାଇନ ମିଳିବ ବୋଲି ବିଜେଡ଼ି ପ୍ରଶ୍ନ କରିଛି।

ଯଦି ବିଜେପି ଭାବୁଛି, ଓଡ଼ିଶା ଏ ସବୁ ଭୁଲି ଯିବ। ସେମାନେ ଭୁଲ।  ୫୯ରେଳ ଷ୍ଟେସନ ନବୀକରଣରେ ଭୁବନେଶ୍ୱର ଅଛି ବୋଲି ଆଶା । ୨୦୧୫ ରେ କାମ ଆରମ୍ଭ ହୋଇଥିଲା। କେବେ ସରିବ, ଗୋଟେ ଷ୍ଟେସନ ତ ନବୀକରଣ ହୋଇ ପାରୁନି। ବାକି କେମିତି ହେବ ବୋଲି ବିଜେଡ଼ି ପ୍ରଶ୍ନ କରିଛି।

ଆଉ ଗୋଟେ ରାଜ୍ୟକୁ ଖୁସି କରିବାକୁ କାମ ଚାଲିଛି। ପୂର୍ବତଟ ରେଳବାଇର ରୋଜଗାର କମାଇବାକୁ ଷଡଯନ୍ତ୍ର। ଗୋଟେ ଭ୍ରମ ସୃଷ୍ଟି ହେଉଛି ଯେ ଓଡ଼ିଶାରେ ଅଧିକ ରେଳ ବଜେଟ ଅଛି। ହେଲେ କାମ ସରିବା କଥା କହୁ ନାହାନ୍ତି। ଡବଲ ଇଂଜିନ ସରକାର ସମ୍ପୂର୍ଣ୍ଣ ଫମ୍ପା ଆବାଜ ଦେଉଛନ୍ତି। ଓଡ଼ିଶାର ରେଳ ଡେନସିଟି ଆନ୍ଧ୍ର କି ପଶ୍ଚିମବଙ୍ଗ ପାଖାପାଖି ହେବା ଦରକାର ବୋଲି ବିଜେଡି ନେତା ଅମର ପଟ୍ଟନାୟକ କହିଛନ୍ତି।

ଟ୍ରିପଲ୍ ଇଞ୍ଜିନ ସରକାର ଟ୍ରିବ୍ୟୁନାଲକୁ ବାଦ ଦେଇ ମହାନଦୀ ସମସ୍ୟାର ସମାଧାନ କରିବା ଦରକାର: ଅମର ପଟ୍ଟନାୟକ
ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଓଡିଶାବାସୀଙ୍କୁ ବଡ ଧୋକା ଦେଇଛି ବିଜେପି । ଟ୍ରିପଲ୍ ଇଞ୍ଜିନ ସରକାର ଯଦି ଚାହିଁବେ ତେବେ ମହାନଦୀରେ ବିବାଦ ରହିବନି । ଟ୍ରିପଲ୍ ଇଞ୍ଜିନ ସରକାର ଟ୍ରିବ୍ୟୁନାଲକୁ ବାଦ୍ ଦେଇ ସମସ୍ୟାର ସମାଧାନ କରିବା ଦରକାର । ଯଦି ବିଜେପି ସରକାର ତାହା ନ କରେ ତେବେ ତାହା ହେବ ଓଡ଼ିଶାବାସୀଙ୍କୁ ବିଜେପିର ସବୁଠାରୁ ବଡ଼ ଧୋକା ବୋଲି ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ ।

ମହାନଦୀ ହେଉଛି ଓଡିଶାର ଜୀବନରେଖା । ଓଡ଼ିଶା ବଞ୍ଚିବା ପାଇଁ ମହାନଦୀ ଦରକାର । ମହାନଦୀ ଟ୍ରିବ୍ୟୁନାଲ ଏ ବିବାଦରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ମହାନଦୀରେ ଆବଶ୍ୟକ ମୁତାବକ ପାଣି ଆସିବା ଦରକାର ବୋଲି ଜୋର ଦେଇଛନ୍ତି ଅମର । ସେପଟେ ମହାନଦୀ ଜଳ ବିବାଦ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ଏଯାଏଁ ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ପ୍ରସଙ୍ଗରେ ବୈଠକ କଲେ ନାହିଁ । ମାର୍ଚ୍ଚ ମାସକୁ ଓଡ଼ିଶାରେ ଭୟଙ୍କର ଜଳ ସଂକଟ ଦେଖାଦେବ । ସରକାର ଏବେଠାରୁ ପଦକ୍ଷେପ ନେବା ଆବଶ୍ୟକ । କେବଳ ଭାଷଣ ଦେଲେ ଚଳିବନି ବୋଲି ସମାଲୋଚନା କରିଛନ୍ତି ବିଜୟ ।

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଭିମୁଖ୍ୟ କ’ଣ ତାହା ସମସ୍ତେ ଜାଣନ୍ତି: ସାଂସଦ ଅମର ପଟ୍ଟନାୟକ
ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ସମାଲୋଚନା । ସୌମ୍ୟରଞ୍ଜନ ପଟ୍ଟନାୟକ କ’ଣ, ତାହା ସମସ୍ତେ ଜାଣିଛନ୍ତି ବୋଲି କହି ଆକ୍ଷେପ କରିଛନ୍ତି ଅମର । ସେ କହିଛନ୍ତି, ‘ସୌମ୍ୟଙ୍କ ଆଭିମୁଖ୍ୟ କ’ଣ ସମସ୍ତେ ଜାଣନ୍ତି ? ଦଳ ବିରୋଧରେ ସୌମ୍ୟ ବାରମ୍ବାର କ’ଣ ପାଇଁ ମନ୍ତବ୍ୟ ଦେଉଛନ୍ତି ? ବିଜେଡିରେ ରହି ବିଜେଡିକୁ ବଦନାମ କରିବା ପାଇଁ ସୌମ୍ୟ ଅପଚେଷ୍ଟା କରୁଛନ୍ତି । ଏହା ଗ୍ରହଣୀୟ ନୁହେଁ, ଓଡ଼ିଶାବାସୀ କେବେ ବି ସୌମ୍ୟଙ୍କୁ ବରଦାସ୍ତ କରିବେ ନାହିଁ ।’

କେନ୍ଦ୍ର ସରକାରଙ୍କ ୫ଜିକୁ ସ୍ୱାଗତ କରୁଛି, ହେଲେ ଏହା ପ୍ରଚାରସର୍ବସ୍ବ ହୋଇ ନରହୁ : ସାଂସଦ ଅମର ପଟ୍ଟନାୟକ
ଭୁବନେଶ୍ବର: 4G ରୁ 5G ହେଲା ଓଡ଼ିଶା। ଆଜିଠୁ ଓଡ଼ିଶାରେ ଶୁଭାରମ୍ଭ ହେଲା 5G ସେବା। ୫ଜି ସେବା ନାଁରେ ଦିନରେ ଲଣ୍ଠନ ଦେଖାଯାଉଛି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୫ଟି ମଡେଲ ଅଛି। ଏହାର ବଡ଼ ଅଙ୍ଗ ହେଉଛି ଟେକ୍ନୋଲୋଜି, ଯାହା ଦ୍ୱାରା ଲୋକଙ୍କ ପାଖରେ ସବୁ କ୍ଷେତ୍ରରେ ସେବା ପହଞ୍ଚାଯାଇଛି। କେନ୍ଦ୍ର ସରକାରଙ୍କ ୫ଜିକୁ ସ୍ୱାଗତ କରୁଛି, ହେଲେ ଏହା ପ୍ରଚାରସର୍ବସ୍ବ ହୋଇ ନ ରହୁ। ଓଡ଼ିଶାର ଟେଲି ଡେନସିଟି ୭୫ ପ୍ରତିଶତ। କିନ୍ତୁ ଜାମ୍ମୁ କାଶ୍ମୀରରେ ଅଧିକ ଅଛି। ଆମେ ଏଥିରେ ବହୁ ପଛରେ ଓ ଅବହେଳିତ। ଗାଁରେ ଏହା ୬୨ ପ୍ରତିଶତ। ଏହି ପରିପ୍ରେକ୍ଷୀରେ କେମିତି ୫ଜି ପହଞ୍ଚିବ।

ସାଂସଦ ଆହୁରି କହିଛନ୍ତି, ୬୨୭୮ ଗାଁରେ ଇଣ୍ଟରନେଟ୍ ସୁବିଧା ନାହିଁ। ସଂସଦରେ ଉତ୍ତରରେ ଆସିଥିଲା ଓଡ଼ିଶାରେ ୨୫୦୦ ଟାୱାର୍ ଦରକାର। ହେଲେ ୪୮୮ ଟାୱାର୍ ପାଇଁ ଅନୁମୋଦନ ହୋଇଛି। ବାକି ୨ ହଜାର ହୋଇନି। ଭାରତ ନେଟ୍ କାମ କେବେ ସରିବ, ସେନେଇ ତଥ୍ୟ ଦେଇ ନାହାନ୍ତି କେନ୍ଦ୍ର ସରକା। ଅନଲାଇନ୍ ଶିକ୍ଷା କିପରି ବାଧାପ୍ରାପ୍ତ ହୋଇଥିଲା, ତାହା ସମସ୍ତେ ଜାଣନ୍ତି। ଏପରି ସ୍ଥିତିରେ ୫ଜି ସେବା କେମିତି ପହଞ୍ଚିବ।

ଦିଲ୍ଲୀ ସଂସଦ ପାଖରେ ମୁଁ ଏହି ସୁବିଧା ପାଇ ପାରୁ ନାହିଁ. ଓଡ଼ିଶାର ୨୫ ପ୍ରତିଶତ ଲୋକଙ୍କ ପାଖରେ ମୋବାଇଲ ଫୋନ ନାହିଁ। ଆମର ଏଥିରେ ସହଯୋଗ କରିବାରେ କିଛି ଅସୁବିଧା ନାହିଁ. ହେଲେ ଗାଁକୁ କେମିତି ସୁବିଧା ନାହିଁ, କେବେ ପହଞ୍ଚିବ, ତା ଜବାବ ନାହିଁ. ଏପରିକି ସଂସଦରେ ବି ନାହିଁ। ନକ୍ସଲ ଉପଦ୍ରଵ ଅଞ୍ଚଳରେ ଏହା କରିବା ଦରକାର। ଓଡ଼ିଶାକୁ ଭଲ ଇଣ୍ଟରନେଟ ସୁବିଧା ଦରକାର। ଆଦିବାସୀ ଅଞ୍ଚଳକୁ ଭଲ ଇଣ୍ଟରନେଟ ଦରକାର। ୫ଜି ସେବା ନାଁରେ ଦିନରେ ଲଣ୍ଠନ ଦେଖାଯାଉଛି।

ସାଂସଦ ଅମର ପଟ୍ଟନାୟକଙ୍କ ଲିଖିତ ପୁସ୍ତକ ‘ପାଣ୍ଡେମିକ୍ ଡିସରପସନ୍ସ ଏଣ୍ଡ ଓଡ଼ିଶାଜ୍ ଲେସନ ଇନ୍ ଗଭର୍ଣ୍ଣାନ୍ସ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ପାଣ୍ଡେମିକ୍ ଡିସରପସନ୍ସ ଏଣ୍ଡ ଓଡ଼ିଶାଜ୍ ଲେସନ ଇନ୍ ଗଭର୍ଣ୍ଣାନ୍ସ’ର ଉନ୍ମୋଚନ କରିଛନ୍ତି। ବୁଧବାର ସନ୍ଧ୍ୟାରେ ନବୀନ ନିବାସରେ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ପୁସ୍ତକଟିରେ ମୁଖ୍ୟତଃ କରୋନା ମହାମାରୀ ସମୟରେ ବିଭିନ୍ନ ପ୍ରସଙ୍ଗ ସହ ଓଡ଼ିଶା ସରକାର କିପରି କରୋନା ମହାମାରୀର ସଫଳ ମୁକାବିଲା କରିଛନ୍ତି ସେନେଇ ଉଲ୍ଲେଖ ରହିଛି।

CM @Naveen_Odisha released the book titled ‘Pandemic Disruptions and Odisha’s Lessons in Governance’ by @Amar4Odisha, MP, Rajya Sabha. The book is a culmination of essays on pertinent contemporary issues emerged in India during pandemic years of 2020-21 & 2021-2022. pic.twitter.com/GnOoKkTHgV

— CMO Odisha (@CMO_Odisha) October 12, 2022

ପୁସ୍ତକଟିରେ ମୁଖ୍ୟତଃ ମହାମାରୀ ବର୍ଷ ଅର୍ଥାତ୍ ୨୦୨୦-୨୧ରୁ ୨୦୨୧-୨୨ ମଧ୍ୟରେ ସମସାମୟିକ ବିଭିନ୍ନ ପ୍ରସଙ୍ଗଗୁଡ଼ିକୁ ନେଇ ପ୍ରବନ୍ଧ ଗୁଡ଼ିକ ରଚନା କରାଯାଇଛି। ଯେବେଠାରୁ କରୋନା ମହାମାରୀ ଦୁନିଆକୁ ପ୍ରଭାବିତ କରିଛି, ସେବେଠାରୁ ବିଭିନ୍ନ ପ୍ରକାରର ଅସୁବିଧା ବିଶ୍ୱବ୍ୟାପୀ ଦେଖାଦେଇଛି। ଏହାର ଅନୁଶୀଳନ ହେବା ଆବଶ୍ୟକ ଥିବାବେଳେ ବର୍ତ୍ତମାନ ବିଶ୍ୱ ଦୃଶ୍ୟପଟରେ ଭାରତର ସ୍ଥାନ କେଉଁଠି ତାହା ଜାଣିବାର ଆବଶ୍ୟକତା ରହିଛି ବୋଲି ପୁସ୍ତକଟିରେ ଡ. ପଟ୍ଟନାୟକ ମତପ୍ରକାଶ କରିଛନ୍ତି। ବିଶେଷକରି ସ୍ୱାସ୍ଥ୍ୟସେବା, ଟୀକା, ପିଲାମାନଙ୍କ ପାଇଁ ଅନଲାଇନ ଶିକ୍ଷା ଏବଂ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ବର୍ତ୍ତମାନ ଜ୍ଞାନକୌଶଳର ଅଧିକ ବ୍ୟବହାର ଫଳରେ ଡାଟା ଗୋପନୀୟତା ଏବଂ ନାଗରିକମାନଙ୍କର ବ୍ୟକ୍ତିଗତ ଗୋପନୀୟତା ପରି ପରି ପ୍ରସଙ୍ଗ ସମ୍ପର୍କରେ ପୁସ୍ତକରେ ଆଲୋଚନା ହୋଇଥିବା ବେଳେ ବିପର୍ଯ୍ୟୟ ପରିଚାଳନାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି।

Grateful to Hon’ble CM @Naveen_Odisha for launching my book “Pandemic disruptions and Odisha’s lessons in governance” at Naveen Niwas today & for his encouraging words. Hope the book serves well to explain the Odisha Model.
Thank @renuvitasta for publishing the book.@bjd_odisha https://t.co/SoKCbrsbpK pic.twitter.com/x8Yu4eUXPn

— Dr. Amar Patnaik (@Amar4Odisha) October 12, 2022

ଅନ୍ୟପକ୍ଷରେ ପୁସ୍ତକଟିରେ ଓଡ଼ିଶା ସରକାରଙ୍କ ସଫଳତା ସମ୍ପର୍କେର ବିଶଦ୍ ଭାବେ ଆଲୋଚନା କରାଯାଇଛି। ରାଜ୍ୟ ସରକାର ୫-ଟି ଉପକ୍ରମକୁ ଉପଯୋଗ କରି କିପରି ବିକାଶ ରାସ୍ତାରେ ଅଗ୍ରସିତ ହୋଇପାରିଛନ୍ତି ଏବଂ ଉନ୍ନୟନ ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ କିପରି ଓଡ଼ିଶା ମଡେଲ ଅନ୍ୟଙ୍କ ପାଇଁ ଗ୍ରହଣୀୟ ହୋଇପାରିଛି ସେନେଇ ଡ. ପଟ୍ଟନାୟକ ବିସ୍ତୃତ ଭାବେ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

କେନ୍ଦ୍ରର IAS ଏବଂ IPS ଅଫିସର ଡେପୁଟେସନ ନିୟମ ସଂଶୋଧନ ପ୍ରସ୍ତାବକୁ ଓଡ଼ିଶାର ବିରୋଧ
ଭୁବନେଶ୍ୱର: କେନ୍ଦ୍ରର ଆଇଏଏସ କ୍ୟାଡର ରୁଲ ସଂଶୋଧନ ପ୍ରସ୍ତାବକୁ ଓଡିଶା ବିରୋଧ କରିଛି । ସର୍ବଭାରତୀୟ ପ୍ରଶାସନିକ ସେବା କ୍ୟାଡର ରୁଲ୍‌ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ଓଡ଼ିଶା ସହମତ ନୁହେଁ । ଏନେଇ ଟ୍ୱିଟ୍‌ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଏହାଦ୍ୱାରା ଆଇଏଏସ ଏବଂ ଆଇପିଏସ୍‌ ଅଫିସରଙ୍କ ମନୋବଳ ଓ କାର୍ଯ୍ୟ ଦକ୍ଷତା ପ୍ରଭାବିତ ହେବ । କେନ୍ଦ୍ର ସରକାର ଚାହିଁଲେ, ଯେ କୌଣସି IAS ଏବଂ IPS ଅଫିସରଙ୍କୁ ଡେପୁଟେସନରେ ନେଇ ପାରିବେ ବୋଲି ପ୍ରସ୍ତାବ ଦେଇଛନ୍ତି । ଫଳରେ ରାଜ୍ୟ ସରକାରଙ୍କ ସହ ଥିବା ଯୁଗ୍ମ ଅଧିକାର ବଳରେ କେନ୍ଦ୍ର ସରକାର ଯେକୌଣସି ସମୟରେ ଆଇଏଏସ ଅଫିସରମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇ ପାରିବେ । ଯଦିଓ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସେ ଉଲ୍ଲେଖ କରିଛନ୍ତି, କିନ୍ତୁ ଓଡିଶା ସରକାର ମଧ୍ୟ ସମାନ ଆଭିମୁଖ୍ୟ ରଖି କେନ୍ଦ୍ରକୁ ଚିଠିଲେଖି ଆପତି କରିଥିବା ଜଣାପଡିଛି । ଏନେଇ ସମସ୍ତ ରାଜ୍ୟଙ୍କୁ ଜାନୁଆରୀ ୨୫ ତାରିଖ ସୁଦ୍ଧା ମତାମତ ମଗାଯାଇଥିଲା ।

କିନ୍ତୁ ପୂର୍ବ ପ୍ରଚଳିତ ନିୟମ ସପକ୍ଷରେ ରାଜ୍ୟ ସରକାର ମତ ଦେଇଛନ୍ତି । ଏହା IPS ଏବଂ IPS ଅଫିସରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ ବୋଲି ଓଡ଼ିଶା ଜଣାଇଛି । କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟ ଏହାଦ୍ୱାରା ବାଧା ପ୍ରାପ୍ତ ହେବ ବୋଲି କହିଛି ଓଡ଼ିଶା । ଡେପୁଟେସନରେ ଯିବା ପାଇଁ ସମ୍ପୃକ୍ତ ଅଫିସରଙ୍କ ଇଚ୍ଛା ଥିବା ମଧ୍ୟ ଦରକାର । କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ କୌଣସି ଆଇଏଏସ ଏବଂ ଆଇପିଏସ୍‌ ଅଫିସରଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍‌ କରିଛନ୍ତି ।

RACକୁ ମନୋନୀତ ହେଲେ ଡକ୍ଟର ଅମର ପଟ୍ଟନାୟକ
ଭୁବନେଶ୍ବର: ରାଜ୍ୟସଭା RACକୁ ଡକ୍ଟର ଅମର ପଟ୍ଟନାୟକ ମନୋନୀତ ହୋଇଛନ୍ତି । ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ରିସର୍ଚ୍ଚ ଆଡଭାଇଜରୀ କମିଟି-RACକୁ ମନୋନୀତ ହୋଇଛନ୍ତି ।

ଡକ୍ଟର ଅମର ପଟ୍ଟନାୟକଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କେୟା ନାଇଡୁ RACକୁ ମନୋନୀତ କରିଛନ୍ତି । ପୂର୍ବରୁ ପ୍ରଶାସନିକ ସ୍ଥରରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି ଅମର ପଟ୍ଟନାୟକ । ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ବେଳେ ଗୃହରେ ନିଜର ମୂଲ୍ୟବାନ ପ୍ରଶ୍ନ ତାଙ୍କ ପାରଦର୍ଶିତାକୁ ପ୍ରମାଣିତ କରିଛି ।