YouTube server down - The Sakala
ଭୁବନେଶ୍ବର : ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଛି। ଆଜି ଅପରାହ୍ନ ୩ଟାଠୁ ଏପରି ସମସ୍ୟା ଦେଖାଦେଇଛି ବୋଲି ସୋସିଆଲ ମିଡିଆରେ ଉପଭୋକ୍ତା ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଥିବା ଯୋଗୁ ଅନେକ ଉପଭୋକ୍ତା ସମସ୍ୟାରେ ପଡିଛନ୍ତି। ‘ୟୁଟ୍ୟୁବ୍‌’ରେ କୌଣସି ଭିଡ଼ିଓ ପୋଷ୍ଟ କଲେ ତାହା ନିଜ ଆକାଉଣ୍ଟରେ ଦୃଶ୍ୟମାନ ହେଉନି କି କୌଣସି ଦର୍ଶକ ମଧ୍ୟ ଏହାକୁ ଦେଖିପାରୁନାହାନ୍ତି।
ଡାଉନ୍‌ଡିଟେକ୍ଟର  ଅନୁଯାୟୀ, ପ୍ରାୟ ୮୦ ପ୍ରତିଶତ ଉପଭୋକ୍ତା ଭିଡିଓ ଦେଖିବା ଏବଂ ୟୁଟ୍ୟୁବରେ ଅପଲୋଡ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ କେବଳ ଭାରତୀୟ ବ୍ୟବହାରକାରୀମାନେ ୟୁଟ୍ୟୁବରେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ନା ବିଶ୍ବର ସବୁ ଉପଭୋକ୍ତାମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବହୁ ଉପଭୋକ୍ତା ପୋଷ୍ଟ କରିଛନ୍ତି। ଉପଭୋକ୍ତା ୟୁଟ୍ୟୁବ୍ ଡାଉନ୍, ୟୁଟ୍ୟୁବ୍ କ୍ରିଏଟର୍ସ ଏବଂ ୟୁଟ୍ୟୁବ୍ ଇଣ୍ଡିଆର ହ୍ୟାସଟ୍ୟାଗକୁ ହାଇଲାଇଟ୍ କରିଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ‘ୟୁଟ୍ୟୁବ୍‌’ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ବିବୃତ୍ତି ଏପର୍ଯ୍ୟନ୍ତ ଦେଇନାହିଁ।