Payments Bank - The Sakala

ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କକୁ ବଡ଼ ଝଟକା, ଇସ୍ତଫା ଦେଲେ ପେମେଣ୍ଟ୍ସ ବ୍ୟାଙ୍କ୍‌ ଅଧ୍ୟକ୍ଷ ବିଜୟ ଶେଖର ଶର୍ମା
ନୂଆଦିଲ୍ଲୀ: ପେଟିଏମ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ପେଟିଏମ ପେମେଣ୍ଟ ବ୍ୟାଙ୍କକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ  ଏହାରି ମଧ୍ୟରେ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କକୁ ଲାଗିଛି ଆଉ ଏକ ବଡ଼ ଝଟକା। ପେମେଣ୍ଟ୍ସ ବ୍ୟାଙ୍କ୍‌ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ଶେଖର ଶର୍ମା। ଏହା ସହ ପେଟିଏମ ପେମେଣ୍ଟ ବ୍ୟାଙ୍କ ପକ୍ଷରୁ ବୋର୍ଡ ପୁର୍ନଗଠନ ନେଇ ମଧ୍ୟ ଘୋଷଣା କରାଯାଇଛି । ସୋମବାର ପେଟିଏମର ପ୍ୟାରେଣ୍ଟ କମ୍ପାନି ଓ୍ବାନ୯୭ କମ୍ୟୁନିକେସନ କହିଛି ଫାଉଣ୍ଡର ବିଜୟ ଶର୍ମା ପେମେଣ୍ଟ ବ୍ୟାଙ୍କ୍‌ ବୋର୍ଡ ଇସ୍ତାଫା ଦେଇଛନ୍ତି।

ସୂଚନାଯୋଗ୍ୟ, ପେଟିଏମରେ ସବୁଠାରୁ ଅଧିକ ଶେୟାର ଥିବା ବ୍ୟକ୍ତି ହେଉଛନ୍ତି ବିଜୟ ଶେଖର ଶର୍ମା ।