pipili by election - The Sakala
ପିପିଲିରେ ଉଡିଲା ବିଜେଡିର ବିଜୟ ବାନା, ୨୦ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ରୁଦ୍ରପ୍ରତାପ ମହାରଥୀ ବିଜୟୀ
ଭୁବନେଶ୍ବର : ପୁଣିଥରେ ପିପିଲି ଉଡିଛି ବିଜେଡିର ବିଜୟ ବାନା। ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ହେଉଥିବା ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ବିଜୟୀ ହୋଇଛନ୍ତି। ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ରୁଦ୍ର ପ୍ରାୟ ୨୦ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ନଭେମ୍ବର ୩୦ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଆଜି ହେଉଥିଲା ଭୋଟ୍‌ ଗଣତି। ଭୋଟ ଗଣନା ଆରମ୍ଭର ବିଜେଡିର ଦବଦବା ଜାରି ରହିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ।
ଅନ୍ୟପଟେ ପିପିଲିରେ ମଧ୍ୟ ବିଜେଡିର ଭୋଟ୍‌ ବ୍ୟବଧ୍ୟାନ ବୃଦ୍ଧି ପାଇଛି। ଚଳିତ ନିର୍ବାଚନରେ ଗତ ସାଧାରଣ ନିର୍ବାଚନ ଅର୍ଥାତ ୨୦୧୯ ନିର୍ବାଚନ ଠାରୁ ମଧ୍ୟ ଅଧିକ ଭୋଟ ପାଇଛନ୍ତି ବିଜେଡି ପ୍ରାର୍ଥୀ । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗୀୟ ପ୍ରଦୀପ ମହାରଥୀ ପାଇଥିଲେ ୮୮୫୧୮ ଖଣ୍ଡ ଭୋଟ । ତେବେ ତାଙ୍କ ପୁଅ ରୁଦ୍ର ଏହି ଉପନିର୍ବାଚନରେ ୯୬,୧୯୬ ଭୋଟ୍‌ ମିଳିଛି। ଏହାସହ ବିଜେଡି ଗଡ ପିପିଲି ଗଡ ଅକ୍ତିଆର କରିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଅଧୁରା ରହିଛି । ପ୍ରଥମ ପଦାର୍ପଣରେ ପିପିଲି ଭଳି ହାଇଭୋଲଟେଜ ଆସନରେ ବିଜୟଲାଭ କରି ବିଜେଡିକୁ ବଡ ଭେଟି ଦେଇଛନ୍ତି ରୁଦ୍ର । ମୋଟ୍ ୨୫ ରାଉଣ୍ଡ ଗଣତି ପରେ ବିଜେଡି ପ୍ରାର୍ଥୀ ରୁଦ୍ରଙ୍କୁ ୯୬,୧୯୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କୁ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୫୫୮୯ ଖଣ୍ଡ ଭୋଟ୍ ମିଳିଛି। ଏହି ପରି ରୁଦ୍ର ଆଶ୍ରିତଙ୍କୁ ୨୦ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି।
ପିପିଲି ଭୋଟ୍‌ ଗଣତି : ବଢି ଚାଲିଛି ବିଜେଡିର ଭୋଟ୍‌ ବ୍ୟବଧ୍ୟାନ, ୧୩ତମ ରାଉଣ୍ଡ ଶେଷ ସୁଦ୍ଧା ୧୪,୨୧୨ ଭୋଟରେ ରୁଦ୍ର ଆଗୁଆ
ଭୁବନେଶ୍ବର : ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଗଣତିରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପ୍ରତି ରାଉଣ୍ଡ ଭୋଟ୍ ଗଣତିରେ ବଢ଼ୁଛି ବିଜେଡିର ଭୋଟ୍ ବ୍ୟବଧ୍ୟାନ । ପ୍ରଥମ ରାଉଣ୍ଡରୁ ଆଗୁଆ ରହିଆସିଥିବା ବିଜେଡି ୧୩ ତମ ରାଉଣ୍ଡରେ ମଧ୍ୟ ଆଗୁଆ ରହିଛି । ୧୩ ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୧୪ହଜାର ୨୧୨ ଭୋଟରେ ଆଗୁଆ ଅଛନ୍ତି । ୧୩ ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୫୦, ୮୮୦ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୩୬,୬୬୮ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନଙ୍କୁ ମିଳିଛି ୨୭୮୨ ଭୋଟ୍ ।
ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ଭୋଟ୍ ଗଣତି ପୁରୀ ପେଣ୍ଠକଟା ଗଣତି କେନ୍ଦ୍ରରେ ଜାରି ରହିଛି। ଏଥିଲାଗି ସକାଳ ୮ଟାରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ବେଳେ, ୮ଟା ୩୦ରୁ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଥିଲା। ଗୋଟିଏ ହଲରେ ପୋଷ୍ଟାଲ ବାଲଟ୍ ଗଣତି ହୋଇଛି। ମୋଟ୍‌ ୯୨୪ଟି ପୋଷ୍ଟାଲ ବାଲଟ୍ ଭୋଟ୍‌ ରହିଥିବା ବେଳେ ସେଥିମଧ୍ୟରୁ ବିଜେଡିକୁ ୫୭୨, ବିଜେପିକୁ ୨୭୧, କଂଗ୍ରେସ ୨୪, ସ୍ବାଧିନ ୩ ଟି ଭୋଟ୍‌ ମିଳିଛି। ମୋଟ୍‌ ପୋଷ୍ଟାଲ ବାଲଟ୍ ଭୋଟ୍‌ରୁ ୫୪ଟି ଭୋଟ୍‌ ରିଜେକ୍ଟ ହୋଇଛି।
ପୁରୀ ପେଣ୍ଠକଟା ଗଣତି କେନ୍ଦ୍ରରେ ଦୁଇଟି ହଲରେ ଇଭିଏମ୍ ବାଲଟ୍ ଗଣତି ଚାଲିଛି। ଇଭିଏମ୍ ପାଇଁ ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ୍ ପଡ଼ିଛି। ସେହି ହିସାବରେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି। ଭୋଟ୍ ଗଣତି କରିବାକୁ ୬୨ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ଟେବୁଲ୍ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରହିଛନ୍ତି।
ପିପିଲି ଉପନିର୍ବାଚନ ଭୋଟ୍ ଗଣତି ଜାରି: ଆଗରେ ବିଜେଡି
ପୁରୀ: ପିପିଲି ଉପନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ୩ୟ ରାଉଣ୍ଡ ଭୋଟ ଗଣତି ସରିଛି। ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡ ଭଳି  ତୃତୀୟ ରାଉଣ୍ଡରେ ମଧ୍ଯ ଅଧିକ ଭୋଟ୍ ପାଇଛି ବିଜେଡି ।  ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମୋଟ ୫୦୪୪ ଭୋଟରେ ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡରେ ବିଜେଡିକୁ ୪୫୮୧ ଭୋଟ ମିଳିଥିବା ବେଳେ ବିଜେପିକୁ ୨୮୫୪ ଭୋଟ ମିଳିିଛି । ଏଥିସହ ବିଜେଡି ତୃତୀୟ ରାଉଣ୍ଡରେ ୧୭୨୭ ଭୋଟରେ ଆଗୁଆ ରହିଥିଲା ।
ପିପିଲି ଉପ-ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି: ଦୀର୍ଘ ବର୍ଷେ ପରେ ପିପିଲିବାସୀ ପାଇବେ ନୂଆ ନିର୍ବାଚିତ ପ୍ରତିନିଧି
ଭୁବନେଶ୍ଵର / ପୁରୀ: ଆଜି ବାହାରିବ ପିପିଲି ଫଳ। ଦୀର୍ଘ ବର୍ଷେ ପରେ ପିପିଲିବାସୀ ପାଇବେ ନୂଆ ନିର୍ବାଚିତ ପ୍ରତିନିଧି। ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ  ହୋଇଯାଇଛି। ପୁରୀ ପେଣ୍ଠକଟା ସେଣ୍ଟରରେ ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯାଇଛି। ଏହାପରେ ୮ଟା ୩୦ରୁ ଇଭିଏମ୍ ଗଣତି ଆରମ୍ଭ ହୋଇଛି।
୧୪ଟି ଟେବୁଲରେ ପ୍ରାୟ ୨୫ ରାଉଣ୍ଡ ଭୋଟ ଗଣତି ହେବ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ ସମୟରେ ଭୋଟ ଗଣତି ସ୍ଥାନରେ କୋଭିଡ୍ କଟକଣା କଡ଼ାକଡ଼ି କରାଯାଇଛି।  ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇଛି । ଗଣତି ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ୨ଟି ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି। ୩ଟି ହଲ୍‌ରେ ଭୋଟ ଗଣତି ହେବ । ଗୋଟିଏ ହଲ୍‌ରେ ପୋଷ୍ଟାଲ ବାଲାଟ୍ ଏବଂ ଅନ୍ୟ ୨ଟି ହଲ୍‌ରେ ଇଭିଏମ୍ ଭୋଟ ଗଣତି ହେବ । ଗଣତି ଜଣେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯିବ।
ଏହା ବ୍ୟତୀତ ୩ ଅତିରିକ୍ତ ଏଆରଓ ମଧ୍ୟ ନିୟୋଜିତ ହୋଇଛନ୍ତି । ଗଣତି ପାଇଁ ୧୪ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ୩୪୮ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯାଇଥିଲା | ପ୍ରତି ହଲ୍‌ରେ ୭ଟି ଲେଖାଏଁ ଗଣତି ଟେବୁଲ ରହିବ। ପ୍ରତି ଟେବୁଲ ଦାୟିତ୍ବରେ ଜଣେ ଗଣତି ସହକାରୀ (କାଉଣ୍ଡିଂ ଆସିଷ୍ଟାଣ୍ଟ), ଜଣେ ସୁପରଭାଇଜର ଏବଂ ଜଣେ ମାଇକ୍ରୋ ଅବଜରଭର ରହିବେ। ସେହିପରି ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟମାନେ ମଧ୍ୟ ଗଣତି ପ୍ରକ୍ରିୟାରେ ସାମିଲ ହେବେ। ପ୍ରତି ଟେବୁଲ ପାଖରେ ଡିସପ୍ଲେ ବୋର୍ଡ ବ୍ୟବସ୍ଥା କରାଯାଇଛି। ଏହା ଦ୍ବାରା କୌଣସି ଟେବୁଲ ପାଖରେ ଗହଳିକୁ ନିୟନ୍ତ୍ରଣ କରାଯାଇପାରିବ।
ଭୋଟ ଗଣତି ନିମନ୍ତେ ଆଇନ ଶୃଙ୍ଖଳା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଗଣତି ହଲ୍ ଏବଂ ସ୍ଥାନୀୟ ଅଞ୍ଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଣତି ହଲ୍ ବାହାରେ ରାଜ୍ୟ ପୁଲିସ୍ ମଧ୍ୟ ଭାଗରେ ରାଜ୍ୟ ସଶସ୍ତ୍ର ପୁଲିସ୍ ରହିବେ । ସେହିପରି ଗଣତି ହଲ୍‌ରେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ରହିବେ।
ଗଣମାଧ୍ୟମ ପ୍ରତିନିଧିମାନେ ଛୋଟ ଛୋଟ ଦଳ ହୋଇ ଗଣତି ହଲ୍‌କୁ ଯାଇ ସୂଚନା ସଂଗ୍ରହ କରିପାରିବେ। ମାତ୍ର ସମ୍ବେଦନଶୀଳ ନିର୍ବାଚନୀ ସାମଗ୍ରୀ (ଇଭିଏମ୍, ଡିସପ୍ଲେ) ଇତ୍ୟାଦିର ଫଟୋ ଏବଂ ଭିଡିଓ ଉତ୍ତୋଳନକୁ ବାରଣ କରାଯାଇଛି। ପିପିଲି ଆସନରେ ୧୦ ପ୍ରାର୍ଥୀ ରହିଥିଲେ ବି ମୁଖ୍ୟ ଲଢେଇ ୩ ଦଳ ମଧ୍ୟରେ ହେଉଛି । ବିଜେଡି ପକ୍ଷରୁ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସ ପକ୍ଷରୁ ବିଶ୍ବକେଶନ ହରିଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯିଏ ବି ପିପିଲିରେ ବିଜୟୀ ହୁଅନ୍ତୁ ନା କାହିଁକି ସେ ପ୍ରଥମ ଥର ନିମନ୍ତେ ନିର୍ବାଚିତ ହେବେ |
ଗଣତିର ଦିନକ ପୂର୍ବରୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ପୁରୀସ୍ଥିତ ସଦ୍‌ଭାବନା ଗୃହରେ ନିୟୋଜିତ ଅଧିକାରୀଙ୍କୁ ଗଣତି ପ୍ରକ୍ରିୟା ସମ୍ପର୍କରେ ଅବଗତି କରାଯାଇଛି। ଏହି ଉପନିର୍ବାଚନରେ ୯୫,୩୮୩ ଜଣ ପୁରୁଷ ଏବଂ ୮୪,୫୯୭ ଜଣ ମହିଳା ଭୋଟର ମତ ମତଦାନ କରିଛନ୍ତି।
ରାତି ପାହିଲେ ପିପିଲି ଭୋଟ୍‌ : ପ୍ରସ୍ତୁତ ଇଭିଏମ୍ ଓ ଭଭିପାଟ୍, ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପିଲିଲି ଭୋଟର
ଭୁବନେଶ୍ବର : କାଲି ବିଧାୟକ ବାଛିବେ ପିପିଲିବାସୀ। ରାତି ପାହିଲେ ପିପିଲି ଉପନିର୍ବାଚନ ପାଇଁ ହେବ ମତଗ୍ରହଣ । ଭୋଟ୍ ଗ୍ରହଣ ପାଇଁ ରାଜ୍ୟର ଏହି ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧିକାଂଶ ବୁଥରୁ ୱେବକାଷ୍ଟିଂ ହେଉଥିବାରୁ ମତଦାନ ମୁକ୍ତ ଓ ନିରପେକ୍ଷ ହେବ । ୨୩ଟି ବୁଥରେ ମାଇକ୍ରୋ ଅବଜରଭର ରହିଥିବା ବେଳେ ୧୨ଟି ବୁଥରେ ଭିଡିଓଗ୍ରାଫି କରାଯିବ । ଭୋର ୫ଟା ୩୦ରେ ସମସ୍ତ ରାଜନୈତିକ ଦଳର ଏଜେଣ୍ଟଙ୍କ ଆଗରେ ଇଭିଏମ୍‌, ଭିଭିପାଟ୍‌ ଖୋଲାଯାଇ ପ୍ରଥମେ ମକ୍‌ ଭୋଟିଂ ହେବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ମତଦାନ।
କୋରୋନା ମହାମାରୀ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଗାଇଡଲାଇନ ଅନୁସାରେ ଭୋଟ୍ ଗ୍ରହଣ ହେବ। ମତଦାନ କେନ୍ଦ୍ରରେ ଗ୍ଲୋବସ, ମାସ୍କ ଦିଆଯିବ। ତେବେ କୋଭିଡ୍ ଲକ୍ଷଣ ଥିବା ଭୋଟରଙ୍କୁ ଶେଷ ଏକ ଘଣ୍ଟାରେ ମତଦାନର ସୁଯୋଗ ମିଳିବ। ସେ ସମୟରେ ଭୋଟିଂ ଅଧିକାରୀ ପିପିଇ କିଟ୍‌ ପିନ୍ଧିବେ । ସୁରକ୍ଷା, ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ପିପିଲିରେ ମୋଟ ୨୫ ପ୍ଲାଟୁନ୍ ଫୋର୍ସ ସହ ୩ କମ୍ପାନୀ ସିଏପିଏଫ୍ ମୁତୟନ ହୋଇଛନ୍ତି । ଏସପି, ଅତିରିକ୍ତ ଏସପି, ଡିଏସପି ଓ ଇନ୍ସପେକ୍ଟର ରାଙ୍କର ୩୫ ଅଧିକାରୀ ତଦାରଖ କରିବେ । ୩୪୮ଟି ବୁଥକୁ ୪ଟି ଜୋନରେ ବିଭକ୍ତ କରାଯାଇଛି । ୪ ଜଣ ଡେପୁଟି ଏସପିଙ୍କ ସହାୟତାରେ ୩ ଜଣ ଅତିରିକ୍ତ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି ।
ସମସ୍ତ ମତଦାନ କେନ୍ଦ୍ରରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସମଗ୍ର ନିର୍ବାଚନମଣ୍ଡଳୀର ୧୦ଟି ପ୍ରବେଶ ପଥରେ ପୁଲିସ ପକ୍ଷରୁ କଡା ଯାଞ୍ଚର ବ୍ୟବସ୍ଥା କରାଯାଇଛି। ବିନା କାରଣରେ ବାହାର ଅଞ୍ଚଳ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ନିର୍ବାଚନମଣ୍ଡଳୀ ମଧ୍ୟରେ ଭୋଟରଙ୍କ ବ୍ୟତୀତ କୌଣସି ବାହାର ଅଞ୍ଚଳ ଲୋକଙ୍କ ରହିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାଇ ଏହି ନିର୍ବାଚନ ପାଇଁ ୨୮ ତାରିଖ ସଂନ୍ଧ୍ୟା ୬ଟାରୁ ଜିଲାର ସମସ୍ତ ମଦଦୋକନକୁ ବନ୍ଦ ରଖାଯାଇଛି। ଉପର୍ନିବାଚନ ପାଇଁ ମୋଟ ୩୪୮ଟି ବୁଥରେ ମତଦାନ ହେବ। ସେଥିରୁ ୧୭୫ଟି ସମ୍ବେଦନଶୀଳ ତାଲିକାରେ ରହିଛ। ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ତାଲିକାରେ ରହିଛି। ୧୭୫ ବୁଥରୁ ମତଦାନର ସିଧାପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ସେହିପରି ପୋଲିଂ ବୁଥ୍‌ ଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଛି। ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ୧୯୮୩ ସୁରକ୍ଷାକର୍ମୀ ଓ ୩୨ ମୋବାଇଲ୍‌ ଟିମ ନିୟୋଜିତ ହୋଇଛନ୍ତି। ସମ୍ବେଦନଶୀଳ କେନ୍ଦ୍ର ଓ ଅତିସମ୍ବେଦନଶୀଳ କେନ୍ଦ୍ର ଗୁଡିକରେ ଅର୍ଦ୍ଧସାମରିକ ବାହିନୀ ଓ ସଶସ୍ତ୍ର ପୋଲିସ ମୂତୟନ କରାଯାଇଛି।
୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର। ଉପନିର୍ବାଚନରେ ମୋଟ୍‍ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରୀତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ସିପିଆଇ(ଏମ୍‍ଏଲ୍‍)ରୁ ଅଶୋକ କୁମାର ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ, କଳିଙ୍ଗ ସେନାରୁ ପିଙ୍କଲିନ୍‍ ମହାନ୍ତି, ରିପବ୍ଲିକାନ ପାର୍ଟି ଅଫ୍‍ ଇଣ୍ଡିଆରୁ ମହମ୍ମଦ ଇମ୍ମାମ୍‍ଉଦ୍ଦିନ ଓ ସ୍ୱାଧିନ ପ୍ରାର୍ଥୀଭାବେ ନଗେନ୍ଦ୍ର ନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ୱପ୍ନେଶ୍ୱର ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି।
ପିପିଲି ଉପ ନିର୍ବାଚନ: ବୁଥକୁ ଗଲେ ପୋଲିଂ ପାର୍ଟି
ପୁରୀ: ଦିନକ ପରେ ପିପିଲି ଉପନିର୍ବାଚନ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି। ଏହି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସୋମବାର ପ୍ରଚାର ଶେଷ ହୋଇଥିଲା ବେଳେ ମଙ୍ଗଳବାର ବୁଥ୍ କେନ୍ଦ୍ରକୁ ଯାତ୍ରା କରିଛନ୍ତି ପୋଲିଂ ଅଧିକାରୀ। ଏଥିନିମନ୍ତେ ପେଣ୍ଠକଟା ସ୍ଥିତ ୱେର ହାଉସଠାରେ ସମସ୍ତ ପ୍ରସ୍ତୁତି କରାଯାଇଛି। ପୋଲିଂ ପାର୍ଟିଙ୍କ ସୁବିଧା ନିମନ୍ତେ ୧୦ଟି କାଉଣ୍ଟର ସହ ଇଭିଏମ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ନେବା ଲାଗି ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା କରାଯାଇଛି। କୋଭିଡ଼ କଟକଣା ପାଇଁ ତିନୋଟି ପର୍ୟ୍ୟାୟରେ ଅଧିକାରୀଙ୍କୁ ପଠାଯିବା ଲାଗି ନିଷ୍ପତ୍ତି ନିଆଯାଇଥିବା ବେଳେ ସକାଳୁ ପୋଲିଂ ପାର୍ଟି ଯିବା ଆରମ୍ଭ କରିଛନ୍ତି। ଏହି ଉପନିର୍ବାଚନ ନିମନ୍ତେ ପ୍ରାୟ ୨ ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେହିପରି ୫୦୦ ଗାଡି ମଧ୍ୟ ଲାଗିଛି। ପ୍ରତି ପୋଲିଂ ପାର୍ଟିରେ ସୁରକ୍ଷା କର୍ମୀଙ୍କୁ ମିଶାଇ ମୋଟ ୫ ଜଣ ରହିଛନ୍ତି। ପ୍ରାୟ ୭୦ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି। ଆସନ୍ତା ୩୦ ତାରିଖରେ ୩୪୮ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ଯନ୍ତ ମତଦାନ ହେବ । ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।
ପିପିଲି ଉପନିର୍ବାଚନ: ବୟସ୍କ, ଦିବ୍ୟାଙ୍ଗ ଓ କୋଭିଡ ଆକ୍ରାନ୍ତ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ଗାଡିର ହେଲା ଶୁଭାରମ୍ଭ
ପୁରୀ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ପିପିଲି ବିଧାନସଭା ଉପନିର୍ବାଚନ ନିମନ୍ତେ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଶୁକ୍ରବାର ପତାକା ଦେଖାଇ ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ କରିଛନ୍ତି । ପୋଲିଂ ଅଧିକାରୀମାନେ ସେମାନଙ୍କ ଘରକୁ ଯାଇ ମତଦାନ କରାଇବେ । ଡେଲାଙ୍ଗ ବ୍ଲକର ୭୧୨ ଓ ପିପିଲି ବ୍ଲକର ୩୬୫ ମୋଟ ୧୦୭୭ ଜଣ ମତଦାନ ସାବ୍ୟସ୍ତ କରିବେ । ଡେଲାଙ୍ଗ ବ୍ଲକରେ ୮୦ ବର୍ଷରୁ ଉର୍ଦ୍ଧ୍ବ ୬୧୪ ଏବଂ ଦିବ୍ୟାଙ୍ଗ ୯୮ ଜଣ ଏବଂ ପିପିଲିର ୨୯୫ ଜଣ ବରିଷ୍ଠ ନାଗରିକ ଓ ୭୦ ଜଣ ଦିବ୍ୟାଙ୍ଗ ସାମିଲ ଅଛନ୍ତି । ପୂର୍ବରୁ ଏମାନଙ୍କ ମଧ୍ୟରୁ ଗତ ମେ ୩ ତାରିଖରେ ପୋଷ୍ଟାଲ ବାଲଟ ମାଧ୍ୟମରେ ପିପିଲିର ୬୩ ଓ ଡେଲାଙ୍ଗର ୭୫ ଜଣ ଏହିପରି ମୋଟ ୧୩୮ ଜଣଙ୍କଠାରୁ ମତଦାନ ନିଆଯାଇ ସରିଛି । ଏଥିନିମନ୍ତେ ୭ଟି ଗାଡି ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଟିମରେ ୨ ଜଣ ପୋଲିଂ ଅଧିକାରୀ, ମାଇକ୍ରୋ ଅବଜରଭର, ପୁଲିସ ଓ ଭିଡିଓଗ୍ରାଫରଙ୍କୁ ମିଶାଇ ୫ ଜଣ ସାମିଲ ରହିବେ । ବୁଥ ସ୍ତରୀୟ ଅଧିକାରୀମାନେ ଏଥିନିମନ୍ତେ ସହଯୋଗ କରିବେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ତହସିଲଦାର ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର ସୁମନ୍ତ କର, ଜିତେନ୍ଦ୍ର କୁମାର ପାତ୍ରଙ୍କ ସମେତ ପୋଲିଂ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜିଠୁ ଜମିବ ପିପିଲି ପ୍ରଚାର
ଭୁବନେଶ୍ୱର: ଆଜିଠାରୁ ପିପିଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେବ। କଟକଣା ମଧ୍ୟରେ ପ୍ରଚାର ନେଇ ସବୁ ରାଜେନୖତିକ ଦଳ କସରତ କରୁଛନ୍ତି । ବିଜେଡିର ଏକ ନମ୍ବର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇବା ନେଇ ଦଳ ବେଶ୍‌ ଆଶାବାଦୀ ଅଛି। ସେପଟେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ପ୍ରଚାରରେ ସାମିଲ କରିବାର ରୋଡ୍‌ମ୍ୟାପ ପ୍ରସ୍ତୁତ କରିଛି ବିଜେପି । ରେସ୍‌ରେ ସାମାନ୍ୟ ପଛରେ ଥିବା କଂଗ୍ରେସ ଏକ୍‌ ହୋଇ ପ୍ରଚାର କରିବାକୁ ସମନ୍ୱୟ ବୈଠକ କରିଛି ।
ଉପନିର୍ବାଚନ ସ୍ଥଗିତ ରହିବା ପୂର୍ବରୁ ପିପିଲିବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ସମ୍ବୋଧନ କରିଥିଲେ । ଯାହା ଭୋଟରଙ୍କୁ ବେଶ୍ ପ୍ରଭାବିତ କରିଥିବାର ଆତ୍ମବିଶ୍ୱାସ ଦେଖାଇଛି ବିଜେଡି । ଏଥର ବି ଭର୍ଚୁଆଲରେ ପ୍ରଚାର କରିବା ପାଇଁ ନବୀନଙ୍କୁ ନେତା ଓ କର୍ମୀ ଅନୁରୋଧ କରିବେ । ନେତାମାନେ ପ୍ରଚାରକୁ ଯିବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ଯକ୍ରମ ସରିଛି । ୱାର୍ଡସ୍ତରରେ ତିନି-ଚାରି ଜଣଙ୍କୁ ନେଇ ଦଳ ପ୍ରଚାର କରିବ । କରୋନା କଟକଣା ମାନି ଛୋଟ ଛୋଟ ସଭା କରିବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ବିଜେପି ଡିଜିଟାଲ ମୋଡ୍‌ରେ ପ୍ରଚାର ସହ ଘର ଘର ବୁଲିବ। କେନ୍ଦ୍ର ମନ୍ତ୍ରୀମାନଙ୍କ ସମେତ ସମସ୍ତ ଷ୍ଟାର ପ୍ରଚାରକ ପିପିଲିରେ ପ୍ରଚାର କରିବେ । ସେପଟେ ଏକଜୁଟ ହୋଇ ପ୍ରଚାର କରି ଭଲ ଲଢ଼େଇର ଆକଳନ କରିଛି କଂଗ୍ରେସ। ଦଳର ବାର୍ତ୍ତା ପିପିଲିର ଘରେ ଘରେ ପହଞ୍ଚାଇବାକୁ ସମନ୍ବୟ କମିଟି ବୈଠକରେ ଆଲୋଚନା ହୋଇଛି । ପିସିସି ପ୍ରଭାରୀଙ୍କ ସମେତ ସବୁ ଷ୍ଟାର କ୍ୟାମ୍ପେନର ମଇଦାନକୁ ଓହ୍ଲାଇବେ । କର୍ମୀମାନେ ପାଣ୍ଠି ଦେଇ ପ୍ରାର୍ଥୀଙ୍କୁ ସହଯୋଗ କରିବେ ବୋଲି କଂଗ୍ରେସ କହିଛି ।
ପିପିଲି ଉପନିର୍ବାଚନ ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ। କାରଣ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏହା ପ୍ରାକ ପ୍ରସ୍ତୁତି ସଦୃଶ । ଫଳାଫଳରୁ ଜଣାପଡ଼ିବ, କେଉଁ ଦଳ ପ୍ରତି ଭୋଟର ଆକର୍ଷିତ ହେଉଛନ୍ତି।
ଭୁବନେଶ୍ବର: ପାଖେଇ ଆସୁଛି ପୁରୀ ଜିଲ୍ଲା ପିପିଲି ବିଧାନସଭା ନିର୍ବାଚନ। ଆସନ୍ତା ୨୦ ତାରିଖ ଠାରୁ ଆନୁଷ୍ଠାନିକ ପ୍ରଚାର କାର୍ଯ୍ୟ ଆରମ୍ଭ ହେବ। ରାଜନୈତିକ ଦଳମାନେ ରାଜ୍ୟ ଓ କେନ୍ଦ୍ର ସରକାର ନିଜ ନିଜ ଯୋଜନାର ସୁଫଳ ବଖାଣିବେ । ବିରୋଧୀ ଯୋଜନାରେ ଥିବା ଦୋଷ ତ୍ରୁଟିକୁ ଦେଖାଇବେ | ହେଲେ ଯୋଜନା ଦ୍ବାରା ଲୋକେ କେତେକ ସୁଫଳ ଏହା କେତେମାତ୍ରାରେ ଭୋଟରେ ପ୍ରଭାବ ପକାଇଛି ତାହା ବଖାଣିଛନ୍ତି ସ୍ଥାନୀୟ ଭୋଟର। ପୁରୁଷ ପ୍ରଧାନ ସମାଜରେ ମହିଳାମାନଙ୍କୁ ଆର୍ଥିକ ସ୍ବାଚ୍ଛନ୍ଦ୍ୟ ଦେଇଥିବା ଓ ସ୍ବାବଲମ୍ବୀ କରିଥିବା ମିଶନ ଶକ୍ତି ପିପିଲି ଉପନିର୍ବାଚନରେ ‘ଗେମ୍ ଚେଞ୍ଜର ସାବ୍ୟସ୍ତ ହେବାର ସମ୍ଭାବନା ସୃଷ୍ଟି କରିଛି।
ଦିନ ଥିଲା ନିଜ ଘର, ବାରଣ୍ଡା ଡେଉଁ ନ ଥିବା ମହିଳାମାନେ ଗାଁରେ ସ୍ଵତନ୍ତ୍ର ଗୋଷ୍ଠୀ କେନ୍ଦ୍ର ତଥା ସଭା ଗୃହରେ ବସିପାରୁଛନ୍ତି। ବିଗତ ଦଶନ୍ଧିରେ ଏହା ବହୁ ପରିମାଣରେ ଦେଖିବାକୁ ମିଳିଛି। ପିପିଲି ନିର୍ବାଚନମଣ୍ଡଳୀରେ ମଧ୍ୟ ତାହାର ପ୍ରଭାବ ପଡ଼ିଛି। ମହିଳାମାନେ କେବଳ ବାହାରକୁ ବାହାରି ନାହାନ୍ତି ନିଜ ପରିବାରର ସମୃଦ୍ଧି ବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ପିପିଲି ଅଞ୍ଚଳର ଗାଁ ଗାଁରେ ହଜାର ହଜାର ମହିଳା ମହିଳା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ମିଶନଶକ୍ତି ହାରା ଉପକୃତ ହୋଇଥିବା ମତ ରଖୁଛନ୍ତି । ପିପିଲି ବ୍ଲକ ପୋପରଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅର୍ଜୁନ ଗୋଦା ଗାଁର ଦୀପ୍ତିମୟ ପାଣ୍ଡେ କହିଛନ୍ତି ଯେ, ପ୍ରାୟ ୫ ବର୍ଷ ହେବ ସ୍ଥାନୀୟ ଆଖଣ୍ଡଳମଣି ମହିଳା ସମିତିରେ ଯୋଡି ହୋଇଛି। ପ୍ରଥମେ ପ୍ରଥମେ ସ୍ଵଳ୍ପ ସଞ୍ଚୟରୁ ଖାତା ଖୋଲିବା ଆରମ୍ଭ କରୁଥିଲି। ଧୀରେଧୀରେ ଆଗ୍ରହ ବଢ଼ିଲା I ମହିଳା ସମିତିକୁ ଏକକାଳୀନ ୩ ଲକ୍ଷ ରୁ ୫ ଲକ୍ଷ ଟଙ୍କା ଅନୁଦାନ ଆସିଲା। ସଦସ୍ୟା ପିଛା ୫୦ ହଜାର ଟଙ୍କା ମିଳିଲା। ବିନା ସୁଧରେ ଚାଷ ଓ ଗୋପାଳନରେ ଲଗାଇବା ସହ ହାତଉଧାର ଶୁଝି ପାରିଥିଲୁ। ମିଶନ୍ ଶକ୍ତି ଆମକୁ ସାହା ହୋଇଥିବା ଶ୍ରୀମତୀ ପାଣ୍ଡେ କହିଛନ୍ତି। ପିପିଲି ବ୍ଲକ ଏବଂ ଏନ୍‌ଏସି ଅଞ୍ଚଳରେ ମିଶନ୍ ଶକ୍ତି କାର୍ଯ୍ୟ ତଦାରଖ କରୁଥିବା ନିରୂପମା ମହାପାତ୍ର କହିଛନ୍ତି ଯେ, ମିଶନ୍ ଶକ୍ତି ପିପିଲି ମା’ ଭଉଣୀମାନଙ୍କ ପରିଚୟ ହୋଇ ଗଲାଣି। ଦିନ ଥିଲା ଗାଁ ଦାଣ୍ଡରେ ସ୍ତ୍ରୀ ଲୋକ ଟିଏ ଅକାରଣରେ ଯିବା ଆସିବା କରୁ ନ ଥିଲା। ଟଙ୍କା, ପଇସା ହାନି ଲାଭ ପୁରୁଷଙ୍କ ବ୍ୟାପାର ଥିଲା। ହେଲେ ମିଶନ୍ ଶକ୍ତି ଏସଏଚଜି ଆଜି ଆମମାନଙ୍କୁ ସ୍ବାବଲମ୍ବୀ କରିଛି । ବିଗତ ଦଶନ୍ଧିରେ ଏହାର ଦ୍ରୁତ ଅଭିବୃଦ୍ଧି ହୋଇଥିବା ଶ୍ରୀମତୀ ମହାପାତ୍ର କହିଥିଲେ। ୮୨ଟି ଏସ୍ଏଚଜିକୁ ଚଳିତ ବର୍ଷ ଜାର ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିଥିଲା। ଏହାକୁ ସେମାନେ ବିଭିନ୍ନ ସାମୂହିକ ପ୍ରକଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଓ ଅନ୍ୟ ସାମଗ୍ରୀ ପ୍ରସ୍ତୁତିରେ ବିନିଯୋଗ କରିଥିଲେ।
ଏହି ୮୨ ଏସଏଚଜିକୁ ବାଦ୍ ଦେଇ ପିପିଲି ବ୍ଳକ ଓ ପୌରାଞ୍ଚଳର ପ୍ରାୟ ୨୫୦ ଏସଏଚ୍‌ଜିଙ୍କୁ ୫୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସ୍ଥାନୀୟ ବ୍ୟାଙ୍କ୍‌ଗୁଡିକ ଦ୍ବାରା ପ୍ରଦାନ କରାଯାଇଛି। ଲକ୍‌ଡାଉନ୍‌ରେ ଅଣ ସଙ୍ଗଠିତ ରୋଜଗାର ବନ୍ଦ ହୋଇଯାଇଥିବା ବେଳେ ମିଶନ୍ ଶକ୍ତି ମା’ ଭଉଣୀମାନେ ପ୍ରାୟ ୫ ଲକ୍ଷ ମାସ୍କ ପ୍ରସ୍ତୁତି ସହ ବଣ୍ଟନ ବି କରିଥିଲେ। ଏହା କେବଳ ମହାମାରୀରୁ ରକ୍ଷା କରି ନ ଥିଲା। ସେମାନଙ୍କୁ ଆର୍ଥିକ ସମୃଦ୍ଧ କରିଥିବା ନିରୂପମା କହିଛନ୍ତି।
ତେଇଶିପୁର ଅଞ୍ଚଳର ଉମାମଣି ରଥ ନିକଟରେ ରାଜ୍ୟ ସରକାର ବ୍ଲକୱାରୀ ମିଶନ୍ ଶକ୍ତି ଗୃହ ନେଇ ଅନୁଦାନ ପ୍ରଦାନ ବ୍ୟବସ୍ଥାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଶ୍ରୀମତୀ ରଥ କହିଛନ୍ତି ଯେ, ପିପିଲି ଆଇସିଡିଏସ୍ ପରିସର ନିକଟରେ ନୂଆ ମିଶନ୍ ଶକ୍ତି ଗୃହ ହୋଇଛି। ଏଥିପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ବ୍ଲକୱାରୀ ଏହି ଗୃହ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସାମଗ୍ରୀ ରଖିବା ଏବଂ ମହିଳାମାନଙ୍କ ସଭାସମିତି ନେଇ ଉପାଦେୟ ହେବ । ଅନୁରୂପ ଭାବେ ପୋପରଙ୍ଗାର ସତ୍ୟଭାମା ବେହେରା କୁହନ୍ତି ଯେ, ମିଶନ୍ ଶକ୍ତି ଖାଲି ଋଣ କିମ୍ବା ଅନୁଦାନ ଦେଉନାହିଁ । କେତେକ ଚାଷ ଏବଂ କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ଦେଉଛି । ଏହି ପ୍ରଶିକ୍ଷଣ ମହିଳାଙ୍କୁ ଅଧୂକ ସ୍ବାବଲମ୍ବୀ କରୁଛି। ନିକଟରେ ପିପିଲି ଅଞ୍ଚଳର ୪୦ଟି ଏସ୍ଏଚଜିକୁ ସ୍ଵତନ୍ତ୍ର ଭାବେ ଚିହ୍ନଟ କରାଯାଇ ଛତୁ ଚାଷ ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିପାଇଁ ଆବଶ୍ୟକ ଜ୍ଞାନ କୌଶଳ ଏବଂ ଆର୍ଥିକ ସହାୟତା ନେଇ ମଧ୍ୟ ବ୍ୟାଙ୍କ୍ ଗୁଡିକ ସହ ଆଲୋଚନା କରାଯାଇଥିବା ଶ୍ରୀମତୀ ବେହେରା କହିଛନ୍ତି। ସେହିପରି କୁକୁଡ଼ା ଚାଷ କ୍ଷେତ୍ରରେ ମହିଳାମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପମସରାର ଜ୍ୟୋତ୍ସ୍ନା ପୃଷ୍ଟି କହିଛନ୍ତି ଯେ ନିକଟରେ ୨୦୦ ଏସଏଚଜି ମହିଳାମାନଙ୍କୁ କୁକୁଡା ପାଳନ ନିମିତ୍ତ ସହାୟତା ଓ ପ୍ରଶିକ୍ଷଣ ଦିଆଯାଇଛି। ଉଣା ଅଧିକେ ଆଗରୁ କୁକୁଡା ପାଳିବା ଅଭିଜ୍ଞତା ରହିଥିଲା। ହେଲେ ପ୍ରଶିକ୍ଷଣ ବଡ ଓ ମଧ୍ୟମ ଧରଣର ଫାର୍ମ କରି କୁକୁଡା ପାଳନକୁ କିପରି ସମୃଦ୍ଧ କରିହେବ, ତାହା ଶିଖିବାକୁ ମିଳିଥିଲା | କୁକୁଡା ପାଳନ ସହ ଗ୍ରାମାଞ୍ଚଳରେ ଫାଷ୍ଟଫୁଡ୍ ଦୋକାନ ଓ ଅଣ୍ଡା ଦୋକାନ ଲାଗି ମିଶନ ଶକ୍ତି “ପ୍ରୋତ୍ସାହିତ କରିଛି ବୋଲି ଶ୍ରୀମତୀ ପୃଷ୍ଟି କହିଛନ୍ତି।
ପିପିଲି ଉପ-ନିର୍ବାଚନ: ନିଜ ଅସ୍ତ୍ର ବିଜେପିକୁ ବୁମେରାଂ
ଭୁବନେଶ୍ୱର: ସମୟ ବଡ଼ ବଳବାନ। ସମୟ ନିଜ ସ୍ରୋତରେ କେତେ ଚରିତ୍ର, ଘଟଣାବଳିକୁ ପାସୋରି ଦେଇଥାଏ। କିଛି ଦିନ, ମାସର ବ୍ୟବଧାନ ରାଜନୈତିକ ଦୃଶ୍ୟପଟକୁ ବହୁଳ ଭାବେ ପ୍ରଭାବିତ କରିଥାଏ। ଯାହାର ଉଦାହରଣ ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ଗତ ମାର୍ଚ୍ଚ-ଏପ୍ରିଲରେ ଯେତେବେଳେ ପିପିଲିରେ ନିର୍ବାଚନ ପ୍ରଚାର ହେଉଥିଲା। ସେତେବେଳେ ବିଜେପି ଅସ୍ତ୍ର କରୁଥିବା ପ୍ରସଙ୍ଗ ଆଜି ସେମାନଙ୍କ ପାଇଁ ବୁମେରାଂ ହେବାରେ ଲାଗିଛି। ମହଙ୍ଗା ପେଟ୍ରୋଲିୟମ ସାମଗ୍ରୀ, ରନ୍ଧନ ଗ୍ୟାସ ସହ ଖାଦ୍ୟ ସାମଗ୍ରୀ ସହ ‘ଆବାସ’, ଫନି ସହାୟତା ଏବେ ବିଜେପି ପାଇଁ ଆତ୍ମଘାତୀ ସାବ୍ୟସ୍ତ ହୋଇଛି।
ଫନୀ ସହାୟତା ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ ନିଶାଣ କରିବାକୁ ଯାଇ ନିଜେ ଅଡ଼ୁଆରେ ପଡ଼ିଛି। ଦିନକ ପୂର୍ବରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଫନୀ ସହାୟତା ପ୍ରସଙ୍ଗ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ। ଯଦି ପିପିଲି ଉପନିର୍ବାଚନରେ ବିଜେପି ବିଜୟୀ ହୁଏ, ତେବେ ମାତ୍ର ୧୫ ଦିନ ମଧ୍ୟରେ ସମସ୍ତଙ୍କୁ ଫନୀ ସହାୟତା ଦିଆଯିବ ବୋଲି ଘୋଷଣା କରି ବିବାଦକୁ ଡ଼ାକି ଆଣିଛନ୍ତି। ତାଙ୍କରି ଦଳର ଦୁଇ ବିଧାୟକ ଥିବା ପୁରୀ ଓ ବ୍ରହ୍ମଗିରି ବାସିନ୍ଦାଙ୍କୁ ଫନି ସହାୟତା ୨ ବର୍ଷ ହେଲା ମିଳି ନ ଥିବା ପ୍ରସଙ୍ଗ ଉଠାଇ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଏବଂ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ବିଜେପି ଓ ସମୀରଙ୍କୁ ଅଡ଼ୁଆରେ ପକାଇଛନ୍ତି।
ରୁଦ୍ର ମହାରଥୀ କହିଛନ୍ତି ଯେ, ବିଜେପି ସଭାପତି ପିପିଲି ବାସୀଙ୍କୁ ୧୫ ଦିନରେ ସହାୟତା ଦେବା କଥା କହୁଛନ୍ତି। ହେଲେ ସେ ଭୁଲିଯାଉଛନ୍ତି ପୁରୀ ଏବଂ ବ୍ରହ୍ମଗିରିରେ ବିଜେପି ବିଧାୟକ ୨ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ରହିଲେଣି। ସେହି ୨ ନିର୍ବାଚନମଣ୍ଡଳୀରେ ଫନୀ ସହାୟତା ସମସ୍ତଙ୍କୁ ମିଳିପାରି ନାହିଁ। ତେଣୁ ବିଜେପି ନେତାମାନେ ମିଥ୍ୟା ଓ ଫମ୍ପା ରାଜନୀତିରୁ ଦୂରେଇ ରୁହନ୍ତୁ ବୋଲି ରୁଦ୍ର ଉଲ୍ଲେଖ କରି ଆସନ୍ତା ୩ ତାରିଖରେ ବିଜେପି ନିଜର ପ୍ରକୃତ ସ୍ଥିତି କ’ଣ ଜାଣିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ସତ୍ୟବାଦୀ ବିଧାୟକ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ, ବିଜେପିର ଶୀର୍ଷ ନେତୃବୃନ୍ଦ ଏପରିକି ପ୍ରଧାନମନ୍ତ୍ରୀଙ୍କ କଥାର ମଧ୍ୟ ଓଜନ ରହୁନାହିଁ। ଅଚ୍ଛେଦିନ କହି ମହଙ୍ଗାର ଦିନ ଆଣିସାରିଲେଣି। ସେ ଭିତରେ ରାଜ୍ୟ ବିଜେପି ନେତାଙ୍କ କଥା କିଏ ପଚାରେ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି। ପିପିଲି ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ ବିଜେପିକୁ ପିପିଲି ବାସୀ କାହିଁକି ଭୋଟ ଦେବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ପେଟ୍ରୋଲ ଡ଼ିଜେଲ ୧୦୦ ଟଙ୍କାରେ ପହଞ୍ଚିଛି। ଖାଇବା ତେଲ, ଡ଼ାଲି ମହରଗ ହୋଇଛି। ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା ପରି ଉଜ୍ଜ୍ୱଳା ଯୋଜନା ସିଲିଣ୍ଡର ୫୦୦ ଟଙ୍କା ହେଉଥିଲା ବେଳେ ଗ୍ୟାସ ଭରିଲା ବେଳକୁ ୯୦୦ କି ୧୦୦୦ ଗଣିବାକୁ ପଡୁଛି। ତେଣୁ ବିଜେପି ପିପିଲିବାସୀଙ୍କ ଠାରୁ ଭୋଟ୍‍ ଆଶା ନ ରଖୁ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।
ଅନ୍ୟପକ୍ଷରେ ନିର୍ବାଚନ ସ୍ଥଗିତ ରହିଥିଲେ ବି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ବିଜେଡି ଲୋକଙ୍କ ସହ ରହିଛି। ଗତ ସପ୍ତାହ ମଧ୍ୟରେ ଘୋରଡିଆ, ଚନ୍ଦ୍ରାଦେଇପୁର ଆଦି ଅଞ୍ଚଳରେ ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଆସନ୍ତା ୧୧ ଏବଂ ୧୨ ତାରିଖରେ ଓଡ଼ିଶା ମୋ ପରିବାର ଏବଂ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ହେବାର ରହିଛି। ଏଥିରେ ମହିଳା ଜନତା ଦଳ, ଛାତ୍ର ଓ ଯୁବ କର୍ମକର୍ତ୍ତା ଯୋଗ ଦେବେ। ତେଣୁ ସ୍ଥାନୀୟ ଅଞ୍ଚଳରେ ବିଜେଡିର ପ୍ରଚାରର ଆବଶ୍ୟକତା ନ ଥିବା ତୃଣମୂଳ କର୍ମୀ ଦାବି କରିଛନ୍ତି। ସେହିପରି ଆଉ ୪ ମାସ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ପିପିଲିରେ ୪ଟି ଜିଲ୍ଲା ପରିଷଦ ଜୋନ୍‍, ଗୋଟିଏ ବିଜ୍ଞପିତ ଅଞ୍ଚଳ,୨ଟି ବ୍ଲକ ଏବଂ ୪୬ଟି ପଞ୍ଚାୟତ ରହିଛି। ତେଣୁ ତୃଣମୂଳସ୍ତରରେ କର୍ମୀମାନଙ୍କ ସକ୍ରିୟତା ବହୁଳ ଭାବେ ବୃଦ୍ଧି ପାଇଛି। ଯାହା ଗତ ଏପ୍ରିଲ-ମେ ମାସ ତୁଳନାରେ ବିଜେଡି ପାଇଁ ଅଧିକ ସହଜ ସ୍ଥିତି ସୃଷ୍ଟି କରିଛିି। ଅନୁରୂପ ଭାବରେ ରାଜ୍ୟ ସରକାର ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି। ପିପିଲି ଅଞ୍ଚଳରେ ଚଷା, ଖଣ୍ଡାୟତ,କମାର, ଭଣ୍ଡାରୀ, ତେଲୀ ଇତ୍ୟାଦି ବହୁଳ ଭାବେ ରହିଛନ୍ତି। ଏମାନେ ସମସ୍ତେ ପଛୁଆବର୍ଗର ପ୍ରତିନିଧିତ୍ୱ କରିଥାନ୍ତି। ତେଣୁ ନିକଟରେ ନିଆଯାଇଥିବା ନିଷ୍ପତ୍ତିକୁ ବିଜେଡିକୁ ୨ ପାଦ ଆଗରେ ରଖିବ ବୋଲି ରାଜନୈତିକ ସମୀକ୍ଷକମାନେ ମନେକରୁଛନ୍ତି।
ପିପିଲି ନିର୍ବାଚନରେ ସମସ୍ତ ପ୍ରାର୍ଥୀ ଓ କର୍ମଚାରୀ ଉଭୟ ଡୋଜ୍‍ ଟିକା ନେବା ଜରୁରୀ
ପିପିଲି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ସମସ୍ତ ପ୍ରାର୍ଥୀ ଓ କମର୍ଚାରୀମାନେ ଉଭୟ ଡୋଜ୍‍ କୋଭିଡ୍‍ ଟିକା ନେବା ଜରୁରୀ। ମଙ୍ଗଳବାର ପୁରୀ ଏଡିଏମ୍‍ ତଥା ରିଟର୍ଣ୍ଣିଂ ଅଧିକାରୀ ସମସ୍ତ ପ୍ରାର୍ଥୀଙ୍କୁ ପତ୍ର ଲେଖି କହିଛନ୍ତି ଯେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରାର୍ଥୀ, ନିର୍ବାଚନ ଏଜେଣ୍ଟ, ପୁଲିଂ ଏଜେଣ୍ଟ, ଗଣତି ଏଜେଣ୍ଟ, ଗାଡ଼ି ଚାଳକ ଏବଂ ନିର୍ବାଚନ ପରିଚାଳନା ସହ ଜଡ଼ିତ ସମସ୍ତ କର୍ମଚାରୀ ଦୁଇ ଡୋଜ୍‍ କୋଭିଡ୍‍ ଟିକା ନେବା ଜରୁରୀ। ତେଣୁ ପିପିଲି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ସମସ୍ତ ପ୍ରାର୍ଥୀ ଏବଂ କର୍ମଚାରୀମାନେ ଦୁଇଟି ଯାକ ଡୋଜ୍‍ ନେବା ସହ ନିର୍ବାଚନ ଦିବସ, ଗଣନା ଦିବସ ଓ ବୈଠକ ସ୍ଥଳରେ ଆବଶ୍ୟକ ହେଲେ ଚୂଡ଼ାନ୍ତ ଟିକା ପ୍ରମାଣପତ୍ର ଦେଖାଇବା ଜରୁରୀ।
ଘୋଷଣା ହେଲା ପିପିଲି ଉପ-ନିର୍ବାଚନ ପାଇଁ ତାରିଖ; ସେପ୍ଟେମ୍ଵର ୩୦ରେ ଭୋଟ, ଅକ୍ଟୋବର ୩ରେ ଗଣତି
ପିପିଲି: ପିପିଲି ଉପ-ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଏ ନେଇ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ସେପ୍ଟେମ୍ଵର ୩୦ରେ ଅନୁଷ୍ଠିତ ହେବ ପିପିଲି ଉପ-ନିର୍ବାଚନ । ଅକ୍ଟୋବର ୩ରେ ହେବ ଭୋଟ ଗଣତି । ପିପିଲି ଉପ-ନିର୍ବାଚନ ପାଇଁ ଆସନ୍ତା ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୧୩ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୧୪ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ସେହିଭଳି ୧୬ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ପିପିଲି ସମେତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ। ଉପ-ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ତାରିଖ ଘୁଞ୍ଚାଯାଇଥିଲା । ପରେ ମହାମାରୀ କରୋନାର ଦ୍ଵିତୀୟ ଲହର ପାଇଁ ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା।
ସୂଚନା ଯୋଗ୍ୟ ଯେ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ଏବଂ ଏନେଇ ରାଜ୍ୟର ପ୍ରମୁଖ ଦଳ ସମେତ ଅନ୍ୟମାନେ ନିର୍ବାଚନ ନେଇ ପ୍ରାର୍ଥୀ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟବସତଃ କଂଗ୍ରେସ ପ୍ରାର୍ଥୀ ପ୍ରଚାର ସମୟରେ କରୋନା ସଂକ୍ରମିତ ହୋଇଥିଲେ ।  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିଲା । ଏଣୁ ସେହି ସମୟରେ ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ତେବେ ଆଜି ପୁଣି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ।
ପିପିଲି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ ହେବ ବୋଲି ଜଣାପଡୁଛି ।
ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ : ଭାରତୀୟ ନିର୍ବାଚନ କମିଶନ
ଭୁବନେଶ୍ୱର : ପିପିଲି ଉପନିର୍ବାଚନ ସ୍ଥଗିତ । ସାରା ରାଜ୍ୟରେ କୋଭିଡ ଲକ୍‌ଡାଉନ୍‌ କାରଣରୁ ସ୍ଥଗିତ ରହିଲା ପିପିଲି ଉପିନର୍ବାଚନ। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢୁଥିବାରୁ ପିପିଲିରେ ଉପନିର୍ବାଚନ ହେବା ନହେବା ନେଇ ଦାୟର ହୋଇଥିଲା ଅଭିଯୋଗ । ଏନେଇ ଆଜି ଶୁଣାଣି କରିଥିଲେ ହାଇକୋର୍ଟ । ଶେଷରେ ରାଜ୍ୟ ନିର୍ବାଚନ କମିସନରଙ୍କ ସହ କଥା ହୋଇ ପିପିଲିରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖିଥିବା ନେଇ ନିଷ୍ପତି ନେଇଛନ୍ତି । ଆସନ୍ତା ମେ’୧୬ ତାରିଖରେ ହୋଇଥାଆନ୍ତା ପିପିଲି ଉପନିର୍ବାଚନ।