Capital Region Urban Transport - The Sakala
କ୍ରମାଗତ ଭାବେ ୫ମ ଥର ପାଇଁ କ୍ରୁଟକୁ ମିଳିଲା ଜାତୀୟ ଉତ୍କର୍ଷ ପୁରସ୍କାର
ଭୁବନେଶ୍ୱର:‘ମୋ ବସ୍‌’ ସେବା ଯୋଗାଉଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ସଫଳତାର ପାହାଚ ଚଢିବା ସହିତ ପୁଣି ଜାତୀୟ ପୁରସ୍କାର ହାତେଇଛି। ସର୍ବୋତ୍ତମ ନଗର ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କ୍ରୁଟକୁ ୫ମ ଥର ପାଇଁ ଏହି ଜାତୀୟ ଉତ୍କର୍ଷ ପୁରସ୍କାର ମିଳିଛି। ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆନ୍‌ କନ୍‌ଫରେନ୍ସ ସମ୍ମିଳନୀରେ ପୁରସ୍କୃତ କରାଯାଇଛି। ସଠିକ ପରିଚାଳନା, ସରକାରୀ ସବସିଡି କମ୍ କରିବା ଓ ଯାତ୍ରୀଙ୍କ ସଂଖ୍ୟାକୁ ବୃଦ୍ଧି କରିବା ଦିଗରେ ସଫଳତା ପାଇଛି। ସମୟାନୁସାରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ‘କ୍ରୁଟ’ ସେବାକୁ ଆହୁରି ତ୍ୱରାନ୍ୱିତ କରିଛି।
Congratulations to @CRUT_BBSR on winning Award of Excellence from @MoHUA_India at 16th Urban Mobility India Conference for implementing the Best Urban Transport Project. CRUT won the award for undertaking strategic initiatives & efficient operational plan to minimise Govt… pic.twitter.com/Cvw9eGWr9D
— CMO Odisha (@CMO_Odisha) October 27, 2023
ରାଜ୍ୟର ସହରାଞ୍ଚଳ ପରିବହନ କ୍ଷେତ୍ରରେ କ୍ରୁଟ୍ ଅନନ୍ୟ ଭୂମିକା ଗ୍ରହଣ କରିଛି । ପ୍ରତ୍ୟେକ ପଦକ୍ଷେପରେ ‘ଦି ୱେ ୱି ମୁଭ୍‌’ (ଆମେ ଯେଉଁ ଭାବରେ ଗତି କରୁ)କୁ ପୁନଃ ବ୍ୟାଖ୍ୟା କରି କ୍ରୁଟ୍‌ ଏହାର ସମସ୍ତ ଯାତ୍ରୀଙ୍କୁ ‘ରାଇଡ୍‌ ୱିଥ୍‌ ପ୍ରାଇଡ୍‌ ବା ଗର୍ବର ସହିତ ଯାତ୍ରା’କୁ ନିଶ୍ଚିତ କରି ଦେଶର ଗଣପରିବହନ ସେବା ପ୍ରଦାନକାରୀଙ୍କ ପାଇଁ ଏକ ମାନଦଣ୍ଡ ସ୍ଥିର କରିବାରେ ସଫଳ ହୋଇଛି। ମୋ ଇ-ରାଇଡ୍‌ ଏବଂ ଇ-ବସ୍‌ ଯାତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଛି।
ଏପ୍ରିଲ ୧ରୁ ଶ୍ରୀକ୍ଷେତ୍ରରେ ଗଡ଼ିବ ମୋ ବସ୍
ଭୁବନେଶ୍ୱର: ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରେ ଗଡ଼ିବ ମୋ ବସ। ପୁରୀର ପ୍ରତି ଗଳି କନ୍ଦିରେ ଗଡିବ ରାଜ୍ୟ ସରକାରଙ୍କ ମୋ ବସ। ଏପ୍ରିଲ ୧ତାରିଖରୁ ଶ୍ରୀକ୍ଷେତ୍ର ପୁରୀରେ ଏହି ସେବା ଆରମ୍ଭ ହେବା ନେଇ କ୍ରୁଟ ପକ୍ଷରୁ ସୂଚନା ଜାରି ହୋଇଛି। ଭୁବନେଶ୍ୱର ଓ କଟକ ପରେ ପୁରୀରେ ଆରମ୍ଭ ହେବାକୁ ଯାଉଛି ସାଧାରଣ ଯାତ୍ରୀଙ୍କ ନିମନ୍ତେ ଏହି ବସ ସେବା। କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦୀର୍ଘ ୪ବର୍ଷ ଧରି କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଭଳି ପ୍ରମୁଖ ସହରାଞ୍ଚଳରେ ମୋ ବସ୍ ସେବା ଯୋଗାଇଆସୁଛି। ଯାହାଦ୍ୱାରା ଜନସାଧାରଣଙ୍କ ନିତିଦିନିଆ ଯାତ୍ରାରେ ବେଶ୍ ସହାୟକ ହେଉଛନ୍ତି। ପୂର୍ବରୁ ପୁରୀ ଜିଲ୍ଲାରେ ୨ଟି ରୁଟ୍‌ରେ ଏକ୍ସପ୍ରେସ୍ ସେବା ଜାରୀ ରହିଛି କିନ୍ତୁ ଏଥର ପୁରୀ ସହର ମଧ୍ୟରେ ମୋ ବସ୍ ଚଳାଚଳ ଆରମ୍ଭ ହେବ।
#MoBus is now in Puri! We bring you comfortable, safe & affordable ride in your city from 1st April, 2022. Ride joyfully with us.#NewRoutes#MoBusInPuri #MoBusForBetterYou#hoponamobus pic.twitter.com/iLMEbLnGNf
— Capital Region Urban Transport (@CRUT_BBSR) March 29, 2022
ରୁଟ୍ ନଂ- ୫୨ ପୁରୀ ବସ୍ ଷ୍ଟାଣ୍ଡ୍‌ରୁ ରେଳ ଷ୍ଟେସନ୍‌, ସସୁଦ୍ର କୂଳ, ସ୍ୱର୍ଗଦ୍ୱାର ଦେଇ ଲାଇଟ୍ ହାଉସ୍ ପର୍ଯ୍ଯନ୍ତ ଚାଲିବାକୁ ଥିବାବେଳେରୁଟ୍ ନଂ-୫୩ ମାଳତୀପାଟପୁରଠୁ ଅଠରନଳା ରୋଡ଼୍ ଦେଇ ପୁରୀ ବସ୍‌ଷ୍ଟାଣ୍ଡ ଯାଏ ଗତି କରିବ । ଏହାଦ୍ୱାରା ପୁରୀବାସୀଙ୍କସମେତପୁରୀ ପର୍ୟ୍ୟଟକଙ୍କ ପାଇଁ ଯାତ୍ରା କରିବା ଦିଗରେ ସହାୟକ ହେବ। ଜଗନ୍ନାଥ ଧାମ ପୁରୀରେ ଏହି ସେବା ଅପ୍ରେଲ ୧ତାରିଖରୁ ଆରମ୍ଭହେବ । ଏଥିରେ ମୁଖ୍ୟତଃ ୫୨ ଏବଂ ୫୩ ନମ୍ବର ଦୁଇଟି ନୁଆ ରୁଟ୍ ଯୋଡ଼ା ହୋଇଛି । ଯାତ୍ରୀଙ୍କ କ୍ରମାଗତ ଅନୁରୋଧପରେକ୍ରୁଟ୍ ପକ୍ଷରୁ ପ୍ରଥମଥର ସହର ମଧ୍ୟରେ ମୋ ବସ୍ ସେବା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସିଂ କହିଛନ୍ତି ଯେ, “ପୁରୀ ଭଳି ଏକ ପର୍ଯ୍ଯଟକ ବହୁଳ ସ୍ଥାନରେକ୍ରୁଟ୍ ପକ୍ଷରୁ ମୋ ବସ୍ ସେବା ଆରମ୍ଭ ହେଉଛି ଏହା ନିଶ୍ଚୟ ଖୁସିର ଖବର । ଆଶା କରୁଛୁ ଯେ, ପୁରୀ ଜିଲ୍ଲା ଏବଂ ପୁରୀକୁ ଆସୁଥିବା ଦୈନିକହଜାର ହଜାର ପର୍ଯ୍ଯଟକମାନଙ୍କ ପାଇଁ ମୋ ବସ୍ ସେବା ବେଶ୍ ସହାୟକ ହେବ।“ପୁରୀ ଓ କୋଣାର୍କ ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ ତିର୍ଥକ୍ଷେତ୍ର ଭାବେ ବିଶ୍ୱବିଦିତ । ଏହି ରୁଟ୍‌ମାନଙ୍କରେ ମୋ ବସ୍ ସେବା ପାଇଁ ବହୁଦିନରୁ ସ୍ଥାନୀୟ ଲୋକମାନେ ଅନୁରୋଧ କରିଆସୁଥିଲେ ।
ଭୁବନେଶ୍ୱରରୁ ସିଧାସଳଖ ପୁରୀ ଏବଂ କୋଣାର୍କକୁ ମୋ ବସ୍ ସେବା ଆରମ୍ଭ ହୋଇଥିଲା । ଓଡ଼ିଶାର ବିଭିନ୍ନ ସହର ଏବଂ ବାହାର ରାଜ୍ୟରୁ ଆସୁଥିବା ଲକ୍ଷାଧିକ ପର୍ଯ୍ଯଟକ ଦୈନିକ ଯାତାୟତରେ ଏହି ସେବା ଦ୍ୱାରା ଲାଭାନ୍ୱିତ ହେବେ। ପୁରୀରେ ଏହି ସାଧାରଣ ବସ୍‌ସେବା ଅପ୍ରେଲ ୧ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ ବୋଲି କ୍ରୁଟ୍ ଜେନେରାଲ୍ ମ୍ୟାନେଜର୍ ଶ୍ରୀମତି ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି। ଏହି ରୁଟ ଦ୍ୱୟରେ ଯାତ୍ରୀମାନେ ସହଜ ଯାତାୟତ ପାଇଁ ମୋ ବସ୍ କାର୍ଡ଼ ବ୍ୟବହାର କରିପାରିବେ। ପ୍ରତ୍ୟେକ ବସ୍ ଯାତ୍ରା ପୂର୍ବରୁ ପ୍ରତିଥର ସାନିଟାଇଜ୍ କରାଯିବାର ବ୍ୟବସ୍ଥା ରହିଛି । ଉଭୟ ରୁଟ୍‌ର ବସ୍‌ଗୁଡ଼କି ମାଳତୀପାଟପୁରରୁ ବାହାରି ନିର୍ଣ୍ଣୟ କରାଯାଇଥିବା ରୁଟ୍ ଦେଇ ଗତି କରିବ ବୋଲି ସୂଚନା ଦିଆଯାଇଛି।
ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି କ୍ରୁଟ୍‍ର ପଦକ୍ଷେପ: ୩ ନୂଆ ରୁଟ୍‍ରେ ଗଡ଼ିବ ‘ମୋ ବସ୍‍’
ଭୁବନେଶ୍ୱର: ପୁଣି ୩ ଟି ନୂଆ ରୁଟ୍‍ରେ ମୋ ବସ୍‍ ସେବା ଆରମ୍ଭ ହେବ। ନୂତନଭାବେ ୭୧ ନମ୍ବର ରୁଟ୍‍ ଆରମ୍ଭ କରିବାକୁ ମୋ ବସ୍‍ ପରିଚାଳନା ସଂସ୍ଥା କ୍ରୁଟ୍‍ ନିଷ୍ପତ୍ତି ନେଇଛି। ଏହି ରୁଟ୍‍ରେ ରସୁଲଗଡ଼ରୁ ବରମୁଣ୍ଡା ଦେଇ କୋଣାର୍କ ପର୍ଯ୍ୟନ୍ତ ଯିବାକୁ ଯୋଜନା କରାଯାଇଛି। ସେହିପରି ଆଉ ଏକ ୩୫ ନମ୍ବର ରୁଟ୍‍ରେ ମାଷ୍ଟରକ୍ୟାଣ୍ଟିନରୁ ଜୟଦେବ ପୀଠ ଯାଏ ନୂଆ ବସ ସେବା ଆରମ୍ଭ ହେବ। ସେହିପରି ଭୁବନେଶ୍ୱରର ଆଚାର୍ଯ୍ୟ ବିହାରରୁ ନୀଳାଦ୍ରି ବିହାର ରୋଡ୍‍ ମଧ୍ୟ ଦେଇ ପଟିଆ ପର୍ଯ୍ୟନ୍ତ ପ୍ରମୁଖ ଡାକ୍ତରଖାନାଗୁଡ଼ିକ ରହୁଥିବାରୁ ଏହି ୯ ନମ୍ବର ରୁଟ୍‍ରେ ମଧ୍ୟ ବସ୍‍ ଚଳାଚଳ ଆରମ୍ଭ ହେବ। ଫଳରେ ସାଧାରଣ ଲୋକ ଅଧିକ ଉପକୃତ ହୋଇପାରିବେ ବୋଲି କ୍ରୁଟ୍‍ ପକ୍ଷରୁ କୁହାଯାଇଛି। ଏହି ୩ ଟି ନୂଆ ରୁଟ୍‍ରେ ସେପ୍ଟେମ୍ବର ୧ ତାରିଖରୁ ବସ ସେବା ଆରମ୍ଭ ହେବ।
We are happy to announce that Mo Bus will move in 3 new routes from 1/9/2021 to make the commute of Mo Bus BFFs easier.
Due to extremely low ridership Route No. 51 will be discontinued from 1st September.#NoMaskNoEntry #StandingNotAllowed #NewRoutes@MOBBY_MoBus pic.twitter.com/GZyn3eYUjX
— Capital Region Urban Transport (@CRUT_BBSR) August 29, 2021
ବିଭିନ୍ନ ସମୟରେ ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି କ୍ରୁଟ୍‍ ପକ୍ଷରୁ ନୂତନ ରୁଟ୍‍ରେ ମୋ ବସ୍‍ ସେବା ଆରମ୍ଭ କରାଯାଇଥାଏ। ବସ୍‍ ସେବା ଦ୍ୱାରା ଲୋକଙ୍କ ଯାତାୟାତକୁ ସହଜ କରିବା ପାଇଁ ଆରମ୍ଭ ହୋଇଥିବା ଏହି ସେବା ମହାମାରୀ ସମୟରେ ମଧ୍ୟ ଯାତ୍ରୀଙ୍କ ପାଇଁ ବେଶ୍‍ ଉପଯୋଗୀ ହୋଇପାରିଥିଲା। ବର୍ତ୍ତର୍ମାନ ପରିସ୍ଥିତିକୁ ଅନୁଧ୍ୟାନ କରି ପୁଣି କ୍ରୁଟ୍‍ ପକ୍ଷରୁ ଆଉ ୩ଟି ନୂଆ ରୁଟ୍‍ରେ ମୋ ବସ୍‍ ସେବା ଆରମ୍ଭ ହେବ। ସହରାଞ୍ଚଳରେ ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ପ୍ରତି ୩୦ ମିନିଟ୍‍ ବ୍ୟବଧାନରେ ଉପଯୁକ୍ତ ଯାତ୍ରୀଙ୍କୁ ନେଇ ବସ୍‍ ଯାତାୟାତ ହେବ। ସେଭଳି ବରମୁଣ୍ଡାଠୁ ପୁରୀ ଯିବାପାଇଁ ରୁଟ୍‍ ନମ୍ବର ୫୧ରେ ଯାତ୍ରୀଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‍ ରହୁଥିବାରୁ ଆସନ୍ତା ୧ ତାରିଖରୁ ଏହି ରୁଟ୍‍ରେ ମୋ ବସ୍‍ ସେବା ବନ୍ଦ ରହିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମାଷ୍ଟର କ୍ୟାଣ୍ଟିନ୍‍ରୁ ପୁରୀ ଜାରି ରହିଥିବା ବସ ସେବା ପୂର୍ବ ପରି ଜାରିରହିବ ବୋଲି କ୍ରୁଟ୍‍ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ।
ଭୁବନେଶ୍ବର: ବଦଳିଲା ‘ମୋ ବସ’ ଚଳାଚଳ ସମୟ । ରାଜ୍ଯରେ କରୋନା ବୃଦ୍ଧି ପାଇଁ ନାଇଟ କର୍ଫ୍ଯୁ ଜାରି ହୋଇଛି। ନାଇଟ କର୍ଫ୍ଯୁ ପାଇଁ ‘ମୋ ବସ’ ଚଳାଚଳ ସମୟ ବଦଳିଥିବା ଜଣାପଡ଼ିଛି। ସକାଳ ୭ଟାରୁ- ସନ୍ଧ୍ଯା ୭ଟା ଯାଏଁ  ଚାଲିବ ‘ମୋ ବସ’ । ଏ ନେଇ କୃଟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
📢 𝐍𝐨𝐭𝐢𝐜𝐞
Here is the new time table of #MoBus w.e.f 18.04.21.👇
While the first bus will leave from origin point at 7 AM,the last bus will leave at 7 PM.
➡️ 𝑺𝒕𝒂𝒏𝒅𝒊𝒏𝒈 𝒏𝒐𝒕 𝒂𝒍𝒍𝒐𝒘𝒆𝒅
➡️ 𝑵𝒐 𝑴𝒂𝒔𝒌 𝑵𝒐 𝑬𝒏𝒕𝒓𝒚
Together let’s ensure travelling is safe. pic.twitter.com/aP692ps7nl
— Capital Region Urban Transport (@CRUT_BBSR) April 17, 2021