youtube - The Sakala
ନୋରା ଫତେହୀଙ୍କ ବିବାଦୀୟ ଗୀତ 'ସରକେ ଚୁନର ତେରୀ' ୟୁଟ୍ୟୁବରୁ ହଟିଲା, NHRC ପକ୍ଷରୁ ନୋଟିସ ଜାରି
ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହୀ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନୀତ ଆଗାମୀ ପ୍ୟାନ ଇଣ୍ଡିଆ ଫିଲ୍ମର ଏକ ଆଇଟମ୍ ଗୀତ ବର୍ତ୍ତମାନ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ବିବାଦୀୟ ଗୀତ 'ସରକେ ଚୁନର ତେରୀ' (Sarke Chunar Teri) ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୀତରେ ଅଶ୍ଳୀଳତା ଏବଂ ଖରାପ ବିଷୟବସ୍ତୁ ଥିବା ଅଭିଯୋଗ ହେବା ପରେ ଜାତୀୟ ମାନବାଧିକାର ଆୟୋଗ (NHRC) ପକ୍ଷରୁ ନୋଟିସ ଜାରି କରାଯାଇଛି। ଅନ୍ୟପଟେ କ୍ରମାଗତ ବିରୋଧ ପରେ ମେକର୍ସ ଏହି ଗୀତର ହିନ୍ଦୀ ଭର୍ସନକୁ ସମସ୍ତ ପ୍ଲାଟଫର୍ମରୁ ହଟାଇ ଦେଇଛନ୍ତି। ନୋରା ଫତେହୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମଧ୍ୟ ଏହି ଗୀତର ଭିଡିଓକୁ ଡିଲିଟ୍ କରିଦେଇଛନ୍ତି।
ୟୁଟ୍ୟୁବରୁ ହଟିଲା ହିନ୍ଦୀ ଭର୍ସନ
ସୂଚନା ଅନୁଯାୟୀ, ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ 'କେଡି- ଦ ଡେଭିଲ୍' (KD- The Devil) ର ଏହି ଆଇଟମ୍ ଗୀତ ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଥିଲା। ଫିଲ୍ମ ଜଗତରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ଏହାକୁ ନେଇ କଡ଼ା ସମାଲୋଚନା କରାଯାଇଥିଲା। ସିଙ୍ଗର ଅରମାନ ମଲ୍ଲିକ ଏବଂ ପୂର୍ବତନ କ୍ରିକେଟର ହରଭଜନ ସିଂହ ମଧ୍ୟ ଏହି ଗୀତର ସମାଲୋଚନା କରିଥିଲେ। ବ୍ୟାପକ ବିରୋଧ ପରେ ନିର୍ମାତାମାନେ ଏହାର ହିନ୍ଦୀ ଭର୍ସନକୁ ୟୁଟ୍ୟୁବ୍ରୁ ଅଫିସିଆଲ୍ ଭାବେ ହଟାଇ ଦେଇଛନ୍ତି। ବର୍ତ୍ତମାନ ଏହି ଗୀତକୁ ସର୍ଚ୍ଚ କଲେ 'କଣ୍ଟେଣ୍ଟ ଉପଲବ୍ଧ ନାହିଁ' ବୋଲି ଦେଖାଉଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଗୀତର ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ ଭର୍ସନ ଏବେ ବି ୟୁଟ୍ୟୁବରେ ବିନା କୌଣସି ପରିବର୍ତ୍ତନରେ ଦେଖିବାକୁ ମିଳୁଛି। ମେକର୍ସଙ୍କ ଏହି ଅଧା-ଅଧୁରା ପଦକ୍ଷେପକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ସାଇବର ସେଲରେ ଅଭିଯୋଗ ଓ NHRC ନୋଟିସ
ଗୀତର ଖରାପ ଲିରିକ୍ସ ଏବଂ ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଜାତୀୟ ମାନବାଧିକାର ଆୟୋଗ (NHRC) ଏକ ନୋଟିସ୍ ଜାରି କରିଛନ୍ତି। ANI ରିପୋର୍ଟ ଅନୁଯାୟୀ, ଜଣେ ସାମାଜିକ କର୍ମୀ ଏବଂ ଆଇନଜୀବୀ ଦିଲ୍ଲୀ ପୋଲିସର ସାଇବର ସେଲରେ ଏହି ଗୀତ ବିରୋଧରେ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗରେ ଦର୍ଶାଯାଇଥିଲା ଯେ ଗୀତଟି ସମାଜରେ ଯୌନତାକୁ ପ୍ରୋତ୍ସାହିତ କରୁଛି ଏବଂ ଯୁବପିଢ଼ିଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ।
କେବଳ ସେତିକି ନୁହେଁ, ଗୀତ ସହିତ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷ ଯେପରିକି ଗୀତିକାର ରକୀବ ଆଲମ, ନିର୍ଦ୍ଦେଶକ ପ୍ରେମ, କମ୍ପୋଜର ଅର୍ଜୁନ ଜନ୍ୟା ଏବଂ ଗାୟିକା ମଙ୍ଗଲୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଏହା ସହିତ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (CBFC) ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି। ତେବେ ଏହି ସମ୍ପୂର୍ଣ୍ଣ ବିବାଦ ଉପରେ ଫିଲ୍ମର ନିର୍ମାତା, ସଞ୍ଜୟ ଦତ୍ତ କିମ୍ବା ନୋରା ଫତେହୀଙ୍କ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ମାଗଣା ୟୁଜରଙ୍କୁ ୟୁଟ୍ୟୁବର ବଡ଼ ଝଟକା! ଏବେ ବ୍ରାଉଜରରେ ଚାଲିବନି ବ୍ୟାକଗ୍ରାଉଣ୍ଡ ପ୍ଲେ, ଦେବାକୁ ପଡ଼ିବ ଟଙ୍କା
ୟୁଟ୍ୟୁବ୍ ଏହାର ନନ୍-ପ୍ରିମିୟମ୍ (Non-Premium) ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିଛି। ବର୍ତ୍ତମାନ ଗୁଗୁଲ୍ Samsung Internet, Brave ଏବଂ Vivaldi ଭଳି ଥାର୍ଡ ପାର୍ଟି ମୋବାଇଲ୍ ବ୍ରାଉଜର୍‌ଗୁଡ଼ିକରେ ‘ବ୍ୟାକଗ୍ରାଉଣ୍ଡ୍ ପ୍ଲେବ୍ୟାକ୍’ (Background Playback) ସୁବିଧାକୁ ବନ୍ଦ କରିଦେଇଛି। ପୂର୍ବରୁ ବ୍ୟବହାରକାରୀମାନେ ବିନା ସବସ୍କ୍ରିପସନ୍‌ରେ ମଧ୍ୟ ଏହି ବ୍ରାଉଜର୍ ଜରିଆରେ ମୋବାଇଲ୍ ସ୍କ୍ରିନ୍ ଅଫ୍ କରି ଗୀତ ଶୁଣି ପାରୁଥିଲେ, କିନ୍ତୁ ଏବେ ଏହା ସମ୍ଭବ ହେବ ନାହିଁ।
ଗୁଗୁଲ୍‌ର ସ୍ପଷ୍ଟୀକରଣ
ଏହି ନୂତନ ଅପଡେଟ୍ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ଗୁଗୁଲ୍ କହିଛି ଯେ, ବ୍ୟାକଗ୍ରାଉଣ୍ଡ୍ ପ୍ଲେବ୍ୟାକ୍ ଫିଚର କେବଳ YouTube Premium ସଦସ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ। କମ୍ପାନୀ ଅନୁଯାୟୀ, କିଛି ବ୍ରାଉଜର୍‌ରେ ଏହା ପୂର୍ବରୁ କାମ କରୁଥିଲା, କିନ୍ତୁ ଏବେ ସମସ୍ତ ପ୍ଲାଟଫର୍ମରେ ସମାନତା ରକ୍ଷା କରିବା ପାଇଁ ଏହି ତ୍ରୁଟିକୁ ସୁଧାରି ଦିଆଯାଇଛି। ଏହାର ଅର୍ଥ ହେଲା, ଯଦି ଆପଣ ପ୍ରିମିୟମ୍ ଗ୍ରାହକ ନୁହନ୍ତି, ତେବେ ସ୍କ୍ରିନ୍ ଅଫ୍ କଲେ କିମ୍ବା ଅନ୍ୟ ଆପ୍ ଖୋଲିଲେ ଅଡିଓ ବନ୍ଦ ହୋଇଯିବ।
ବ୍ୟବହାରକାରୀଙ୍କ ଅଭିଯୋଗ
Reddit ଏବଂ X (ପୂର୍ବରୁ Twitter) ରେ ଅନେକ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି ଯେ, ସେମାନେ ବ୍ରାଉଜର୍ କ୍ୟାଚ୍ କ୍ଲିୟର୍ କରିବା କିମ୍ବା ପିକ୍ଚର୍-ଇନ୍-ପିକ୍ଚର୍ (PiP) ସେଟିଂ ବଦଳାଇବା ସତ୍ତ୍ୱେ ମଧ୍ୟ ଏହି ସୁବିଧା ପାଇପାରୁ ନାହାନ୍ତି। ମିଡିଆ କଣ୍ଟ୍ରୋଲ୍ ସମ୍ପୂର୍ଣ୍ଣ ଅଦୃଶ୍ୟ ହେବା ପୂର୍ବରୁ ବ୍ୟବହାରକାରୀଙ୍କୁ “MediaOngoingActivity” ନୋଟିଫିକେସନ୍ ଦେଖାଉଛି। ବିଶେଷଜ୍ଞଙ୍କ ମତରେ, ୟୁଟ୍ୟୁବ୍ ପ୍ରିମିୟମ୍ ସବସ୍କ୍ରିପସନ୍ ବୃଦ୍ଧି କରିବା ପାଇଁ ଗୁଗୁଲ୍ ଏହି ପଦକ୍ଷେପ ନେଇଛି।
ଭାରତରେ ୟୁଟ୍ୟୁବ୍ ପ୍ରିମିୟମ୍ ମୂଲ୍ୟ
ଭାରତରେ YouTube Premium ପ୍ଲାନ୍ ମାସିକ ୧୪୯ ଟଙ୍କାରୁ ଆରମ୍ଭ ହେଉଛି, ଯେଉଁଥିରେ ବିଜ୍ଞାପନ-ମୁକ୍ତ ଭିଡିଓ ଏବଂ ବ୍ୟାକଗ୍ରାଉଣ୍ଡ୍ ପ୍ଲେ ସୁବିଧା ମିଳିଥାଏ। ଏହା ବ୍ୟତୀତ ପରିବାର ପାଇଁ (୫ ଜଣ ସଦସ୍ୟ) ମାସିକ ପ୍ଲାନ୍ ୨୯୯ ଟଙ୍କା ଏବଂ ଦୁଇଜଣଙ୍କ ପାଇଁ ୨୧୯ ଟଙ୍କା ରହିଛି। ଶସ୍ତା ବିକଳ୍ପ ଭାବରେ ‘ପ୍ରିମିୟମ୍ ଲାଇଟ୍’ ସବସ୍କ୍ରିପସନ୍ ମାସିକ ୮୯ ଟଙ୍କାରେ ମଧ୍ୟ ଉପଲବ୍ଧ।
ୟୁଟ୍ୟୁବ୍ ଭିଡିଓ ଦେଖି ମହିଳାଙ୍କର ଅସ୍ତ୍ରୋପଚାର କଲେ କ୍ଲିନିକ୍‌ ମାଲିକ ଓ ଭଣଜା, ମହିଳା ମୃତ....
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ ତାଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।
ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ବୈଧ ଅନୁମତି ବିନା ଏହି କ୍ଲିନିକ୍ ଚଳାଉଥିଲେ। ଷ୍ଟୋନ ଜନିତ ରୋଗରେ ପୀଡ଼ିତା ମୁନିଶ୍ରା ରାୱତଙ୍କ ସ୍ୱାମୀ ତେଜବାହାଦୂର ରାୱତ ଡିସେମ୍ବର ୫ ତାରିଖରେ ତାଙ୍କୁ କୋଠିରେ ଥିବା ‘ଶ୍ରୀ ଦାମୋଦର ଔଷଧାଳୟ’କୁ ନେଇଥିଲେ। କ୍ଲିନିକ୍ ସଞ୍ଚାଳକ ଜ୍ଞାନ ପ୍ରକାଶ ମିଶ୍ର ପେଟରେ ପଥର ଥିବା କହି ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ଜ୍ଞାନ ପ୍ରକାଶ ମିଶ୍ର ଓ ତାଙ୍କ ଭଣଜା ବିବେକ କୁମାର ମିଶ୍ର ମିଶି ଏହି ପ୍ରକ୍ରିୟା କରିଥିଲେ। ପୁଲିସ କହିଛି ଯେ ବିବେକ କୁମାର ମିଶ୍ର ରାଏବରେଲିର ଏକ ଆୟୁର୍ବେଦିକ ହସ୍ପିଟାଲରେ କାମ କରୁଥିବାବେଳେ ତାଙ୍କ ସରକାରୀ ଚାକିରି ଆଢୁଆଳରେ ଏହି ଅବୈଧ କ୍ଲିନିକ୍ ବର୍ଷ ବର୍ଷ ଧରି ଚାଲିଥିଲା।
ମହିଳାଙ୍କ ମୃତ୍ୟୁ ପରେ ପୋଲିସ୍ ‘ଶ୍ରୀ ଦାମୋଦର ଔଷଧାଳୟ’କୁ ସିଲ୍ କରି ଦେଇଛି। କ୍ଲିନିକ୍ ସଞ୍ଚାଳକ ଜ୍ଞାନ ପ୍ରକାଶ ମିଶ୍ର ଓ ତାଙ୍କ ଭଣଜା ବିବେକ କୁମାର ମିଶ୍ରଙ୍କ ବିରୋଧରେ ଅବହେଳା ଯୋଗୁଁ ମୃତ୍ୟୁ ଏବଂ SC/ST (ନିର୍ଯାତନା ନିବାରଣ) ଆଇନ, ୧୯୮୯ ଅନୁଯାୟୀ ମାମଲା ରୁଜୁ ହୋଇଛି।
ୟୁଟ୍ୟୁବ୍ କ୍ରିଏଟରଙ୍କ ପାଇଁ ଏକ ନୂଆ ଫିଚର୍‌ ଲଞ୍ଚ୍ କରିଛି। ଏହା ଦ୍ବାରା କ୍ରିଏଟରମାନେ ସେମାନଙ୍କ ଭିଡିଓକୁ ଅନେକ ଭାଷାରେ ଡବିଂ କରିପାରିବେ। ଫଳରେ ଏଣିକି କଣ୍ଟେଣ୍ଟ କେବଳ ଗୋଟିଏ ଦେଶରେ ସୀମିତ ରହିବ ନାହିଁ, ବରଂ ବିଶ୍ବ ତମାମ ଲୋକଙ୍କ ପାଖରେ ଏହା ପହଞ୍ଚିପାରିବ। ସେହିପରି ଏହି ଫିଚର ଦ୍ବାରା ୟୁଟ୍ୟୁବର ୱାଚ୍ ଟାଇମ୍ ଏବଂ ଭିୟୁ ମଧ୍ୟ ଶୀଘ୍ର ବୃଦ୍ଧି ପାଇବ।
ୟୁଟ୍ୟୁବ୍‌ ମଲଟିଂ ଲାଙ୍ଗୁଏଜ୍ ଅଡିଓ ଫିଚର୍‌ ସବୁ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ୍ କରିଛି। ଏହି ଫିଚର୍‌ କ୍ରିଏଟରଙ୍କୁ ଗୋଟିଏ ଭିଡିଓକୁ ଅନେକ ଭାଷାରେ ଡବିଂ କରିବାର ସୁବିଧା ପ୍ରଦାନ କରିବ। ତେବେ ୟୁଟ୍ୟୁବ୍‌ ଏହି ଫିଚର୍‌ର ଆରମ୍ଭ ୨୦୨୩ ମସିହାରେ କରିଥିଲା। ଏଥିରେ କେବଳ କିଛି ବଛା ବଛା କ୍ରିଏଟରଙ୍କୁ ଅଲଗା ଅଲଗା ଭାଷାରେ ଅଡିଓ ଟ୍ରାକ୍ ଅପଲୋଡ୍ କରିବାର ସୁବିଧା ମିଳିଥିଲା। ହେଲେ ଏବେ ଏହାକୁ ସମସ୍ତଙ୍କ ପାଇଁ ଲଞ୍ଚ୍‌ କରାଯାଇଛି। ଏହି ଟୁଲ୍‌ ଗୁଗଲର ଜେମିନି ଟେକ୍ନୋଲୋଜି ଉପରେ ଆଧାରିତ। ସେହିପରି ଯେଉଁ କ୍ରିଏଟରମାନେ ଏହି ଫିଚର୍‌କୁ ବ୍ୟବହାର କରିଛନ୍ତି, ସେମାନଙ୍କ ଭିଡିଓକୁ ୨୫ ପ୍ରତିଶତ ଅଧିକ ୱାଚ୍ ଟାଇମ୍ ନନ୍‌-ପ୍ରାଇମେରି ଭାଷାରୁ ଆସିଛି। ଏହାବାଦ୍ କ୍ରିଏଟରଙ୍କ ବିକାଶକୁ ବିଶ୍ବ ସ୍ତରରେ ପହଞ୍ଚାଇବାରେ ସାହାଯ୍ୟ କରିବ।
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି ସମୟରେ କେନ୍ଦ୍ର ସରକାର ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାରୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ କରିଦେଇଛନ୍ତି। ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ, ମରିୟମ ନୱାଜ, ବିଲାୱାଲ ଭୁଟ୍ଟୋଙ୍କ ସମେତ ଅନେକ ପାକିସ୍ତାନୀ ନେତା ଏବଂ ମନ୍ତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ନିଷିଦ୍ଧ କରାଯାଇଛି। ଏହା ପୂର୍ବରୁ ଭାରତ ସରକାର ୧୬ଟି ପ୍ରମୁଖ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରିଥିଲେ।
ନିଜ ଭିତରେ ଦୃଢ଼ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ବାସ ଥିଲେ, ଯେକୌଣସି କାର୍ଯ୍ୟରେ ସଫଳତା ହାସଲ କରିବା ସହଜ। ଏକଥାକୁ ସତ କରି ଦେଖାଇଛନ୍ତି ବିହାରର ସଚିନ କୁମାର। ସେଲ୍‌ଫ ଷ୍ଟଡି ଏବଂ ୟୁଟ୍ୟୁବ୍‌ ମାଧ୍ୟମରେ ପାଠପଢ଼ି ସେ ଗୋଟିଏ ନୁହେଁ, ତିନିଟି ସରକାରୀ ଚାକିରିରେ ସଫଳତା ହାସଲ କରିଛନ୍ତି। ତାଙ୍କର ମନୋନୟନ ଜିଡି, ବିହାର ପୁଲିସ୍‌ ଏବଂ ଦିଲ୍ଲୀ ପୁଲିସ୍‌ରେ ହୋଇଛି। ତାଙ୍କର ଏହି ସଫଳତା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
ଚନ୍ଦପୁର ଗାଁର ବାସିନ୍ଦା ହେଲେ ସଚିନ କୁମାର। ତାଙ୍କ ବାପା ସେନାରୁ ଅବସର ନେଇଛନ୍ତି। ବାପାଙ୍କଠାରୁ ସଚିନ ଖୁବ୍ ପ୍ରଭାବିତ ହୋଇଥିବା କହନ୍ତି। ପିଲାବେଳୁ ହିଁ ସେ ତାଙ୍କ ବାପାଙ୍କ ଭଳି ପୋଷାକ ପିନ୍ଧିବା ସ୍ବପ୍ନ ଦେଖି ଆସୁଥିଲେ। ସେ ତାଙ୍କର ଏହି ସ୍ବପ୍ନକୁ ପୂରଣ କରିବା ପାଇଁ ପରିଶ୍ରମ କରିବା ଛାଡ଼ି ନ ଥିଲେ। ଦିନକୁ ସେ ୮-୧୦ ଘଣ୍ଟା ପାଠ ପଢ଼ୁଥିଲେ। ତେବେ ପଢ଼ିବା ଲାଗି ସେ କୋଚିଂ କିମ୍ବା ଅନ୍ୟ କୌଣସି ସହରକୁ ଯିବାକୁ ଚାହିଁ ନ ଥିଲେ। ସେ ଘରେ ନିଜେ ପଢ଼ୁଥିଲେ। ଏହାସହ ସେ ଏ ଲାଗି ୟୁଟ୍ୟୁବ୍‌ର ସାହାଯ୍ୟ ନେଉଥିଲେ। ଏ ବାବଦରେ ତାଙ୍କୁ ବେଶୀ କିଛି ଖର୍ଚ୍ଚ ବହନ କରିବାକୁ ପଡ଼ି ନ ଥିବା ସେ କହିଛନ୍ତି। ସେହିପରି ସେ ଘରେ ଯେଭଳି ଭାବେ ନିଜକୁ ପ୍ରସ୍ତୁତ କରୁଥିଲେ, ଅନ୍ୟ କେହି ବି ଚାହିଁଲେ, ସେଭଳି ନିଜକୁ ପ୍ରସ୍ତୁତ କରିପାରିବେ ବୋଲି ସେ ପରାମର୍ଶ ଦେଇଛନ୍ତି।
ଶେଷରେ ତାଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଥିଲା। ସେ ତିନିଟି ସରକାରୀ ଚାକିରି ପାଇଁ ଚୟନ ହୋଇଛନ୍ତି। ତାଙ୍କର ମନୋନୟନ ଜିଡି, ବିହାର ପୁଲିସ ଏବଂ ଦିଲ୍ଲୀ ପୁଲିସ୍‌ରେ ହୋଇଛି। ଏହାକୁ ନେଇ ସେ ଖୁବ୍ ଖୁସି ଅଛନ୍ତି। ତା’ସହ ତାଙ୍କ ପରିବାର ସଚିନଙ୍କ ପାଇଁ ଗର୍ବ କରୁଛନ୍ତି। କେବଳ ସେତିକି ନୁହେଁ, ବରଂ ଏକକାଳୀନ ତିନିଟି ସରକାରୀ ଚାକିରି ହେବାରୁ ଗାଁ ଲୋକମାନେ ତାଙ୍କ ଉପରେ ବେଶ୍ ଖୁସି ଅଛନ୍ତି। ଅନ୍ୟପଟେ ତାଙ୍କର ଏଭଳି ପ୍ରସ୍ତୁତି ଏବେ ଅନ୍ୟ ଯୁବପିଢ଼ିଙ୍କୁ ପ୍ରେରିତ କରିଛି। ସେଥିପାଇଁ ଏବେ ଅନ୍ୟମାନେ ପଢ଼ା ଲାଗି ଟିପ୍ସ ନେବା ପାଇଁ ତାଙ୍କ ପାଖକୁ ଆସୁଛନ୍ତି। ସଚିନଙ୍କ ମତରେ ସବୁବେଳେ ନିଜ ଭିତରେ ଆତ୍ମବିଶ୍ବାସ ରଖିବା ଜରୁରି। କୌଣସି କାମ ହୋଇପାରିବ ନାହିଁ ଭାବିବା ଅନୁଚିତ। ଏଣୁ ଲକ୍ଷ୍ୟପଥରେ ଅଟଳ ରହି ଆଗକୁ ବଢ଼ିବା ପାଇଁ ସେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି।
ଭୁବନେଶ୍ବର : ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଛି। ଆଜି ଅପରାହ୍ନ ୩ଟାଠୁ ଏପରି ସମସ୍ୟା ଦେଖାଦେଇଛି ବୋଲି ସୋସିଆଲ ମିଡିଆରେ ଉପଭୋକ୍ତା ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଥିବା ଯୋଗୁ ଅନେକ ଉପଭୋକ୍ତା ସମସ୍ୟାରେ ପଡିଛନ୍ତି। ‘ୟୁଟ୍ୟୁବ୍‌’ରେ କୌଣସି ଭିଡ଼ିଓ ପୋଷ୍ଟ କଲେ ତାହା ନିଜ ଆକାଉଣ୍ଟରେ ଦୃଶ୍ୟମାନ ହେଉନି କି କୌଣସି ଦର୍ଶକ ମଧ୍ୟ ଏହାକୁ ଦେଖିପାରୁନାହାନ୍ତି।
ଡାଉନ୍‌ଡିଟେକ୍ଟର  ଅନୁଯାୟୀ, ପ୍ରାୟ ୮୦ ପ୍ରତିଶତ ଉପଭୋକ୍ତା ଭିଡିଓ ଦେଖିବା ଏବଂ ୟୁଟ୍ୟୁବରେ ଅପଲୋଡ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ କେବଳ ଭାରତୀୟ ବ୍ୟବହାରକାରୀମାନେ ୟୁଟ୍ୟୁବରେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ନା ବିଶ୍ବର ସବୁ ଉପଭୋକ୍ତାମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ ‘ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବହୁ ଉପଭୋକ୍ତା ପୋଷ୍ଟ କରିଛନ୍ତି। ଉପଭୋକ୍ତା ୟୁଟ୍ୟୁବ୍ ଡାଉନ୍, ୟୁଟ୍ୟୁବ୍ କ୍ରିଏଟର୍ସ ଏବଂ ୟୁଟ୍ୟୁବ୍ ଇଣ୍ଡିଆର ହ୍ୟାସଟ୍ୟାଗକୁ ହାଇଲାଇଟ୍ କରିଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ‘ୟୁଟ୍ୟୁବ୍‌’ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ବିବୃତ୍ତି ଏପର୍ଯ୍ୟନ୍ତ ଦେଇନାହିଁ।
ୟୁଟ୍ୟୁବ୍‌ ଦେଖାଇଲା ରାସ୍ତା; କଳାହାଣ୍ଡିରେ ହିମାଚଳ ସେଓ
ପାଠ ପଞ୍ଚମ; କିନ୍ତୁ କୃଷି ଜ୍ଞାନ ଉତ୍ତମ। କେଉଁ ମାଟି ଓ ପରିବେଶରେ କେଉଁ ଚାଷ ଭଲ ହେବ ତାଙ୍କୁ ଜଣା। ଇଣ୍ଟରନେଟରୁ କୃଷି ଜ୍ଞାନ ପାଇବା ସହ ଏହାକୁ ସେ କାମରେ ଲଗାଇଛନ୍ତି। ସାଧାରଣତଃ ହିମାଚଳପ୍ରଦେଶ ଭଳି ଶୀତଳ ଜଳବାୟୁରେ ସବୁଜ ସେଓ ଫଳେ। କିନ୍ତୁ କଳାହାଣ୍ଡିର ଗରମ ପରିବେଶରେ ବି ଏ ସେଓ ଫଳାଇବାରେ ସଫଳ ହୋଇଛନ୍ତି କାଲେଶ୍ୱର।
ଇଣ୍ଟରନେଟ୍‌‌ରେ ଜ୍ଞାନ ବଣ୍ଟାହେଉଛି। ଖାଲି ଭଲ ଜ୍ଞାନ ଖୋଜି କାମରେ ଲଗାଇବା ଦରକାର। କଳାହାଣ୍ଡି ଧର୍ମଗଡ଼ ବ୍ଲକ କଦଳୀମୁଣ୍ଡା ଗାଁର କାଳେଶ୍ୱର କାଣ୍ଡ। ବେଶୀ ପାଠ ପଢ଼଼଼଼ି ନ ଥିଲେ ବି ଇଣ୍ଟରନେଟରୁ ବିଭିନ୍ନ ପ୍ରସଂଗରେ ଜାଣିବା ପାଇଁ ତାଙ୍କର ପ୍ରବଳ ଆଗ୍ରହ। ଇଣ୍ଟରନେଟ୍‌‌ ଦେଖୁ ଦେଖୁ ତାଙ୍କୁ ସବୁଜ ସେଓ ଚାଷ କରିବାର ପ୍ରେରଣା ମିଳିଥିଲା। ବାସ୍‌‌ ତା ପରେ ସେ ଏ କ୍ଷେତ୍ରରେ ଆଗେଇ ଚାଲିଥିଲେ।
ପ୍ରଥମେ କାଳେଶ୍ୱର ହିମାଚଳପ୍ରଦେଶର ଚାଷୀଙ୍କ ସହ ଯୋଗାଯୋଗ କରି ସେଓ ଚାଷ ସମ୍ପର୍କରେ ବୁଝିଥିଲେ। ଚାରାପିଛା ୩୫୦ଟଙ୍କା ଦେଇ ୧୫୦ଟି ଗଛ ସେଠାରୁ ମଗାଇଥିଲେ। ୟୁଟ୍ୟୁବରୁ ଚାଷ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ପରେ ସେହି ଚାରାସବୁକୁ ଗୋଟେ ଏକର ଜମିରେ ଲଗାଇଥିଲେ। ଏଥିପାଇଁ ପ୍ରାୟ ୨ଲକ୍ଷ ଟଙ୍କା ଦୁଇ ବର୍ଷରେ ବିନିଯୋଗ କରିଥିବା ସେ ପ୍ରକାଶ କରନ୍ତି। ବର୍ତ୍ତମାନ ଗଛରେ ସେଓ ଫଳ ଫଳିବା ଆରମ୍ଭ ହୋଇଛି। ବର୍ଷକୁ ୨୦ କ୍ୱିଣ୍ଟାଲ ସେଓ ଅମଳ ହେବା ଆଶା ରଖିଥିବାବେଳେ ଭବିଷ୍ୟତରେ ୧୦୦ରୁ ଊର୍ଦ୍ଧ୍ବ କ୍ୱିଣ୍ଟାଲ ପାଇବାର ପ୍ରୟାସ ଜାରି ରଖିଛନ୍ତି।
ଅନ୍ୟପଟେ ତାଙ୍କ ପତ୍ନୀ ମଧ୍ୟ ଏହି ଚାଷରେ ସହଯୋଗ କରିଥିବା କହିଛନ୍ତି। ନିଜ ଗାଁରେ ପ୍ରଥମଥର ଏହି ଚାଷକୁ ଦେଖି ଗାଁ ଲୋକେ ମଧ୍ୟ ଖୁସିବ୍ୟକ୍ତ କରିବା ସହ ଗରିବ କ୍ଷୁଦ୍ର ଚାଷୀକୁ ପ୍ରୋତ୍ସାହନ ଯୋଗାଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଆମ ଦେଶର ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶରେ ଦେଖିବାକୁ ମିଳିଥାଏ ସେଓ ଚାଷ। ଏହି ରାଜ୍ୟ ତୁଳନାରେ ଆମ ରାଜ୍ୟର ତାପମାତ୍ରା ଅଧିକ ଥିଲେ ହିଁ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି କାଳେଶ୍ୱର। ୪୦-୪୫ଡିଗ୍ରୀ ସେଲସିୟସ ତାପମାତ୍ରା ଭିତରେ ଗ୍ରୀନ ସେଓ ଚାଷ କରି ସଫଳ ହୋଇଛନ୍ତି। ସବୁଦିନ ସେଓ ଚାଷ ଦେଖିବାକୁ ଦୂରଦୁରାନ୍ତରୁ ଲୋକଙ୍କ ସୁଅ ଛୁଟୁଛି। ଏପରିକି ଦିଲ୍ଲୀରୁ ଏକ ଟିମ୍‌‌ ପରିଦର୍ଶନ କରି ଫେରିଥିବା ଜଣାପଡ଼ିଛି। ଧର୍ମଗଡ଼ରୁ ଆକାଶ କୁମାର ଜଗତ।
ଉଠିଲା ବ୍ୟାନ, ଦୀର୍ଘ ଦୁଇ ବର୍ଷ ପରେ ଫେସବୁକ ଓ ୟୁଟ୍ୟୁବକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ୍
ଓ୍ୱାଶିଂଟନ: ଫେସବୁକ୍ ଓ ୟୁଟ୍ୟୁବକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ବିଭିନ୍ନ ବିବାଦୀୟ ବୟାନବାଜି କାରଣରୁ ତାଙ୍କୁ ଦୁଇ ବର୍ଷ ତଳେ ଫେସବୁକ ଓ ୟୁଟ୍ୟୁବରୁ ହଟାଇଦିଆଯାଇଥିଲା । ଗତ ୨୦୨୧ ଜାନୁଆରୀରେ ଓ୍ବାଶିଂଟନରେ ହଙ୍ଗାମା ସୃଷ୍ଟି କାରଣରୁ ତାଙ୍କୁ ହଟାଇ ଦେଇଥିଲେ ଦୁଇ କମ୍ପାନୀ । ଆଜି ଫେସବୁକ୍କୁ ଫେରି ‘ଆଇ ଆମ୍ ବ୍ୟାକ୍’ ବୋଲି ୧୨ ସେକଣ୍ଡର ଏକ ଭିଡିଓ କ୍ଲିପ ଜାରି କରିଛନ୍ତି ଟ୍ରମ୍ପ ।
ସୂଚନାଯୋଗ୍ୟ, ଆମେରିକାର କ୍ୟାପିଟାଲ ହିଲସ ଆକ୍ରମଣ ପରେ ଟ୍ରମ୍ପଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଉପରେ ଲାଗିଥିଲା ବ୍ୟାନ୍ । ୨୦୨୧ ଜାନୁଆରୀ ୬ ତାରିଖରେ କ୍ୟାପିଟଲ ଦଙ୍ଗା ଘଟଣା ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ଅଚଳ କରାଯାଇଥିଲା । ଏହି ଘଟଣାକୁ ନେଇ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ବ୍ଲକ କରିଦିଆଯାଇଥିଲା । ଟ୍ୱିଟରରେ ତାଙ୍କ ଫଲୋୟରଙ୍କ ସଂଖ୍ୟା ରହିଥିଲା ୮୭ ନିୟୁତ । ତେବେ ଗତବର୍ଷ ନଭେମ୍ବରରେ ଏଲନ ମସ୍କଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଟ୍ୱିଟରରେ ଅନବ୍ଲକ କରାଯାଇଥିଲା । ତେବେ ଫେସବୁକ ଓ ୟୁଟ୍ୟୁବରୁ ଆଜି ବ୍ୟାନ ଉଠିବା ପରେ ନୂଆ କଣ୍ଟେଣ୍ଟ ଅପଲୋଡ୍‌ କରିପାରିବେ ଡୋନାଲ୍ଡ ଟ୍ରମ୍ପ ।
ୟୁଟ୍ୟୁବର ସିଇଓ ହେବେ ଭାରତୀୟ ବଂଶୋଦ୍ଭବ ନୀଲ ମୋହନ
ନୂଆଦିଲ୍ଲୀ: ୟୁଟ୍ୟୁବର ସିଇଓ ହେବେ ଭାରତୀୟ।  ଭାରତୀୟ ବଂଶୋଦ୍ଭବ ନୀଲ ମୋହନ ହେବେ ୟୁଟ୍ୟୁବର ନୂଆ ସିଇଓ । ସୁସାନ ଓଜେସିକିଙ୍କ ଇସ୍ତଫା ଘୋଷଣା ପରେ ନୀଲ ମୋହନ ପିନ୍ଧିବେ ମୁକୁଟ । ପ୍ରାୟ ୯ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ସୁସାନ ଦେଇଛନ୍ତି ଇସ୍ତଫା । ୧୯୯୬ରେ ନୀଲ ମୋହନ ଆସେଣ୍ଟ୍ୱରରେ ଆରମ୍ଭ କରିଥିଲେ କ୍ୟାରିୟର । ୨୦୧୫ରୁ ସେ ୟୁଟ୍ୟୁବର ଚିଫ୍ ପ୍ରଡକ୍ଟ ଅଫିସର ଭାବେ ଦାୟିତ୍ବ ତୁଲାଉଥିଲେ । ୪୯ ବର୍ଷ ବୟସ୍କ ଷ୍ଟାନଫୋର୍ଡ ଗ୍ରାଜୁଏଟ ନୀଲ ମୋହନ କିଛି ଦିନ ଲାଗି ନେଟଗ୍ରାଭିଟି ଷ୍ଟାର୍ଟଅପରେ କାର୍ଯ୍ଯ କରିଥିଲେ । ନେଟଗ୍ରାଭିଟିକୁ ପରବର୍ତ୍ତୀ ପର୍ଯ୍ଯାୟରେ ଡବଲ କ୍ଲିକ ଅଧିଗ୍ରହଣ କରିଥିଲା । ୨୦୦୭ରେ ଡବଲକ୍ଲିକକୁ କିଣିଥିଲା ଗୁଗୁଲ । ଗୁଗୁଲର ଆଡଭର୍ଟାଇଜିଂ ପ୍ରଡକ୍ଟର ଆଡଓ୍ବାର୍ଡସ, ଆଡସେନ୍ସ ଆଦିର ପ୍ରଚାର ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନୀଲ ମୋହନ ।
୧୦ଟି ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବ୍ଲକ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ
ନୂଆଦିଲ୍ଲୀ: ୧୦ଟି ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବ୍ଲକ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ । ଗୁଇନ୍ଦା ଏଜେନ୍ସିମାନଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର ଏହି ଭିଡିଓ ଗୁଡିକୁ ବ୍ଲକ କରି ଦିଆଯାଇଛି।  ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥତା ମାର୍ଗଦର୍ଶିକା ଏବଂ ଡିଜିଟାଲ ଗଣମାଧ୍ୟମ ଆଚରଣ ସଂହିତା) ନିୟମାବଳୀ ୨୦୨୧ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ଲକ୍‌ ହୋଇଥିବା ଭିଡିଓଗୁଡ଼ିକୁ ପ୍ରାୟ ୧ କୋଟି ୩୦ ଲକ୍ଷରୁ ଅଧିକ ଦର୍ଶକ ଦେଖିଥିଲେ।
ସୂଚାନା ଅନୁଯାୟ, ଉକ୍ତ ଭିଡିଓ ଗୁଡିକ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ବେଷ ସୃଷ୍ଟି କରିବାର ମନ୍ଦ ଉଦ୍ଦେଶ୍ୟ ନେଇ ଏସବୁ ଭିଡିଓରେ ମିଥ୍ୟା ଖବର ଏବଂ ଜାଣିଶୁଣି ବଦଳା ଯାଇଥିବା ଭିଡିଓ ପ୍ରସାରିତ କରାଯାଉଥିଲା। ଏଥିରେ କେତେକ ମିଥ୍ୟା ଦାବି କରାଯାଇଥିଲା । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଯେଉଁ ସବୁ ୟୁଟ୍ୟୁବ ଚାନେଲର ବିଷୟବସ୍ତୁକୁ ବନ୍ଦ କରାଯାଇଛି ସେସବୁ ଦେଶର ସାର୍ବଭୌମତ୍ବ ଏବଂ ଅଖଣ୍ଡତା, ଦେଶର ସୁରକ୍ଷା, ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଭାରତର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ପ୍ରତି କ୍ଷତିକାରକ ଥିଲା। ଏହା ଦ୍ବାରା ଦେଶରେ ସାର୍ବଜନୀନ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ନଷ୍ଟ ହେବାର ଆଶଙ୍କା ରହିଥିଲା। ତଦନୁଯାୟୀ, ଏସବୁ ବିଷୟବସ୍ତୁ ସୂଚନା ପ୍ରଯୁକ୍ତି ଆଇନ, ୨୦୦ର ଧାରା ୬୯ ଏ ପରିଧି ମଧ୍ୟରେ ଆସୁଥିଲା।
ପ୍ରିମିୟମ୍ ସବସ୍କ୍ରାଇବରଙ୍କ ପାଇଁ ୟୁଟ୍ୟୁବ୍‌ ଆଣିଲା ନୂଆ ଫିଚର୍‌
ନୂଆଦିଲ୍ଲୀ:  ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଏକ ନୂଆ ମୋବାଇଲ ଆପ୍‌ ଫିଚର୍‌ ଟେଷ୍ଟିଂ କରୁଛି। ଏହି ଫିଚର୍‌ ମାଧ୍ୟମରେ ୟୁଟ୍ୟୁବ୍‌ର ପ୍ରିମିୟମ୍ ସବସ୍କ୍ରାଇବର ଯେକୌଣସି ଭିଡିଓକୁ ଜୁମ୍ ଇନ୍ କରିପାରିବେ। ଅର୍ଥାତ୍ ଏ ଫିଚର କେବଳ ପ୍ରିମିୟମ୍ ମେମ୍ବରଙ୍କ ପାଇଁ ହିଁ ଉଦ୍ଦିଷ୍ଟ। ସେହିପରି ଏହି ଫିଚର୍‌କୁ ବ୍ୟବହାର କରିବା ପାଇଁ ବ୍ୟବହାରକାରୀଙ୍କୁ ସ୍କ୍ରିନ୍ ଉପରେ ପିନ୍ଚ କରିବାକୁ ହେବ। କମ୍ପାନି ଅନୁସାରେ, ସେପ୍ଟେମ୍ବର ୧ ସୁଦ୍ଧା ଏହାର ଟେଷ୍ଟିଂ କରାଯିବ। ନୂଆ ଫିଚର ଲାଗି ବ୍ୟବହାରକାରୀ ଟ୍ରାଏ ନ୍ୟୁ ଫିଚର୍ସ ସେକ୍ସନରେ ଏହାକୁ ସର୍ଚ୍ଚ କରିପାରିବେ। ଆଉ ଏହିଠାରେ ଜୁମ୍ ଅପସନ୍ ଦେଖାଇବ। ସେହିପରି ଉକ୍ତ ଫିଚର୍‌ ଥରେ ଜାରି ହୋଇଯିବା ପରେ ବ୍ୟବହାରକାରୀ ଜୁମ୍ କରି ପ୍ରତିଟି ଭିଡିଓର ମଜା ନେଇପାରିବେ।