Kamalnath - The Sakala
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ରାଜନୀତିରେ ହେବ କି ବଡ ପରିବର୍ତ୍ତନ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ସେ ତାଙ୍କ ସାଂସଦ ପୁଅ ନକୁଲନାଥ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଚାଲିଥିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି କମଳନାଥ । କମଳନାଥ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି ଏମିତି କିଛି କଥା ଥାଏ, ତେବେ ମୁଁ ଜଣାଇବି ।
ସୂଚନାଯୋଗ୍ୟ, ବିଜେପି ମୁଖପାତ୍ର ତଥା କମଳନାଥଙ୍କ ପୂର୍ବତନ ଗଣମାଧ୍ୟମ ଉପଦେଷ୍ଟା ନରେନ୍ଦ୍ର ସାଲୁଜା ବାପପୁଅଙ୍କ ଫଟୋରେ ଜୟ ଶ୍ରୀରାମ କ୍ୟାପସନ ଦେଇ ପୋଷ୍ଟ କରିବା ପରେ କଂଗ୍ରେସ ଛାଡ଼ିବା ଚର୍ଚ୍ଚା ଜୋର ଧରିଛି । କେବଳ କମଳ ନୁହେଁ ବରଂ ତାଙ୍କ ସହିତ ୧୦ରୁ ୧୨ ବିଧାୟକ କଂଗ୍ରେସ ଛାଡିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଏହା ସହ ନକୁଳନାଥ ମଧ୍ୟ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରୁ କଂଗ୍ରେସ ଶବ୍ଦକୁ ହଟାଇ ଦେଇଛନ୍ତି । ଏହାକୁ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ ରହିଛି । ଅନ୍ୟପଟେ ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏହାକୁ ଖଣ୍ଡନ କରିଛନ୍ତି ।