world record - The Sakala

ବିଶ୍ବ ରେକର୍ଡରେ ସବୁଠାରୁ ବଡ଼ ଷ୍ଟ୍ରବେରୀ
ଅନେକ ସମୟରେ ଏମିତି କିଛି ଫଳ କିମ୍ବା ପନିପରିବା ଆମ ଦୃଷ୍ଟିକୁ ଆସିଥାଏ, ଯାହାର ଆକାର ଏବଂ ଓଜନ ସାଧାରଣଠାରୁ ବହୁତ ଅଧିକ କିମ୍ବା ବହୁତ କମ୍ ହୋଇଥାଏ। ଏହି ଧାରାରେ ଏବେ ଇସ୍ରାଏଲ୍‌ର ଗୋଟିଏ ଷ୍ଟ୍ରବେରୀ ବିଶ୍ବ ରେକର୍ଡ କରିଛି। ଷ୍ଟ୍ରବେରୀ ସାଧାରଣ ଭାେବ ଛୋଟ ଓ ଲାଲ୍‌ ରଙ୍ଗର ହୋଇଥାଏ। କିନ୍ତୁ ଏବେ ଇସ୍ରାଏଲ୍‌ର ଜଣେ କୃଷକ ଏରିୟଲ୍‌ ଚାହିଙ୍କ କ୍ଷେତରେ ଏମିତି ଏକ ଷ୍ଟ୍ରବେରୀ ହୋଇଛି, ଯାହା ଏବେ ସମ୍ପୂର୍ଣ୍ଣ ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି। ଏହି ଷ୍ଟ୍ରବେରୀର ଆକାର ଓ ଓଜନ ସାଧାରଣଠାରୁ ଅପେକ୍ଷାକୃତ ବେଶ୍‌ ବଡ଼। ଇଲାନ୍‌ ପ୍ରଜାତିର ଏହି ଷ୍ଟ୍ରବେରୀର  ଓଜନ ୨୮୯ ଗ୍ରାମ୍‌ ହେବ। ତେଣୁ ଏହାକୁ ଗିନିଜ୍‌ ବିଶ୍ବ ରେକର୍ଡରେ ସାମିଲ୍‌ କରାଯାଇଛି। ଗିନିଜ୍‌ ୱାଲର୍ଡ ରେକର୍ଡର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏହାର ଏକ ଭିଡିଓକୁ ସେୟାର୍‌ କରାଯାଇଛି। ଏହାପୂର୍ବରୁ ୨୦୧୫ରେ ଜାପାନର ଫୁକୁଓକାଠାରେ ମିଳିଥÒବା ସବୁଠାରୁ ବଡ଼ ଷ୍ଟ୍ରବେରୀ ରେକର୍ଡକୁ ଭାଙ୍ଗିବାରେ ଏହା ସକ୍ଷମ ହୋଇଛି।

ମୁଣ୍ଡ ଉପରେ ବେଲ୍‌ଚା ରଖି ବିଶ୍ବ ରେକର୍ଡ
ବିଶ୍ବରେକର୍ଡ଼ କରିବା ନିଶାରେ କେହି କେହି ସବୁ ସୀମା ପାର୍‌ କରିଦିଅନ୍ତି। ଏହାର ଏକ ଉଦାହରଣ ହେଉଛନ୍ତି ଡେଭିଡ୍‌ ରସ୍। ବଗିଚାରେ ମାଟି ଖୋଳିବା ପାଇଁ ବ୍ୟବହାର କରାଯାଉଥିବା ବେଲ୍‌ଚାକୁ ସେ ନିଜ ମଥା ଉପରେ ୨ ଘଣ୍ଟା ୩୬ ମିନିଟ୍‌ ୬ ସେକେଣ୍ଡ୍‌ ପର୍ଯ୍ୟନ୍ତ ବାଲାନ୍ସ କରି ରଖିଥିଲେ। ଏହି ବେଲ୍‌ଚାର ଓଜନ ୨ ପାଉଣ୍ଡ୍‌ ଓ ୩ ଆଉନ୍ସ ବୋଲି ଜଣାପଡ଼ିଛି। ଡେଭିଡ୍‌ଙ୍କ ଏହି କାରନାମା ବିଶ୍ବ ରେକର୍ଡରେ ସାମିଲ ହୋଇଛି। ଡେଭିଡ୍‌ ପୂର୍ବରୁ ମଥା ଉପରେ ବିଭିନ୍ନ ପ୍ରକାର ଜିନିଷକୁ ଅଧିକ ସମୟ ରଖିବାରେ ୧୫୦ଟି ବିଶ୍ବ ରେକର୍ଡ କରିବାରେ ସମର୍ଥ ହୋଇଛନ୍ତି। ଏ ସମ୍ପର୍କରେ ସେ କହିଛନ୍ତି ଯେ, ଏଭଳି ସନ୍ତୁଳନ ରକ୍ଷା ପାଇଁ ଶାରୀରିକ ଓ ମାନସିକ ସ୍ଥିରତା ବହୁତ ଜରୁରୀ।

୫ ବର୍ଷ ଶିଶୁକନ୍ଯାର ବିଶ୍ବ ରେକର୍ଡ, ୧୦୫ ମିନିଟ୍‌ରେ ପଢ଼ିଲେ ୩୬ ଖଣ୍ଡ ବହି
ପିଲାମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ ଅଭିଭାବକମାନେ ସବୁବେଳେ ଚେଷ୍ଟା ଚଳାଇଥାନ୍ତି। ଆଉ ଅନେକ ପିଲା ଏମିତି ଅଛନ୍ତି ଯେଉଁମାନଙ୍କୁ ପରିବାର ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲେ ମଧ୍ୟ ସେମାନଙ୍କର ପାଠରେ ଧ୍ୟାନ ନ ଥାଏ। ପରିବାର ସହିତ ଆବୁଧାବିରେ ରହୁଥିବା ପାଞ୍ଚ ବର୍ଷର କିଆରା କୌର ବହି ପଢି ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ମାତ୍ର ୧୦୫ ମିନିଟ୍‌ରେ ୩୬ ଖଣ୍ଡ ବହି ପଢ଼ି ସେ ‘ଲଣ୍ଡନ ବୁକ୍‌ ଅଫ୍ ରେକର୍ଡସ’ ଏବଂ ‘ଏସିଆ ବୁକ୍‌ ଅଫ୍‌ ରେକର୍ଡସ’ରେ ସାମିଲ ହୋଇଛନ୍ତି। ଭାରତୀୟ ବଂଶୋଦ୍ଭବ ଏହି ବିସ୍ମୟ ବାଳିକା ବହି ପଢିବାକୁ ଏତେମାତ୍ରାରେ ପସନ୍ଦ କରନ୍ତି ଯେ, କି ଘର ହେଉ କି କାର୍‌ ଯେଉଁଠି ତାଙ୍କୁ ସମୟ ମିଳେ ସେ ଏହି କାମରେ ଲାଗି ପଡନ୍ତି।