Alexei Navalny - The Sakala

ଜେଲ୍‌ରେ ପୁତିନ୍‌ ବିରୋଧୀ ନଭ୍‌ଲନିଙ୍କ ମୃତ୍ୟୁ
ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଦୃଢ଼ ବିରୋଧୀ ନେତା ଆଲେକ୍ସି ନଭଲନି (୪୭)ଙ୍କ ମୃତ୍ୟୁ ହୋଇଛି। ସେ ରୁଷ୍‌ର ସବୁଠାରୁ ଥଣ୍ଡା ସହର ସାଇବେରିଆର ଏକ ଜେଲ୍‌ କଲୋନୀରେ ଥିଲେ। ତାଙ୍କୁ ୧୯ବର୍ଷ ଜେଲ୍‌ ଦଣ୍ଡାଦେଶ ମିଳିଥିଲା। ରିପୋର୍ଟ ଅନୁଯାୟୀ ସେ ଚାଲବୁଲା କରୁଥିବା ବେଳେ ହଠାତ ଅଚେତ ହୋଇପଡ଼ିଥିଲେ। ପରେ ଚିକିତ୍ସାଧୀନ ସମୟରେ ପ୍ରାଣ ହରାଇ ଥିଲେ। ଏହି ମାମଲାର ତଦନ୍ତ କରାଯିବ ବୋଲି ରୁଷ୍‌ ପକ୍ଷରୁ କୁହାଯାଇଛି। ପୁତିନଙ୍କ ଶାସନରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ନଭଲନି ସ୍ବର ଉତ୍ତୋଳନ କରୁଥିଲେ। ୨୦୨୧ରେ ସେ ଜର୍ମାନୀରୁ ଫେରିବା ପରେ ତାଙ୍କୁ ବିଭିନ୍ନ ଅଭିେଯାଗରେ ଗିରଫ କରାଯାଇଥିଲା। ପରେ ତାଙ୍କୁ ୧୯ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।