Kiara Kaur - The Sakala

୫ ବର୍ଷ ଶିଶୁକନ୍ଯାର ବିଶ୍ବ ରେକର୍ଡ, ୧୦୫ ମିନିଟ୍‌ରେ ପଢ଼ିଲେ ୩୬ ଖଣ୍ଡ ବହି
ପିଲାମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ ଅଭିଭାବକମାନେ ସବୁବେଳେ ଚେଷ୍ଟା ଚଳାଇଥାନ୍ତି। ଆଉ ଅନେକ ପିଲା ଏମିତି ଅଛନ୍ତି ଯେଉଁମାନଙ୍କୁ ପରିବାର ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲେ ମଧ୍ୟ ସେମାନଙ୍କର ପାଠରେ ଧ୍ୟାନ ନ ଥାଏ। ପରିବାର ସହିତ ଆବୁଧାବିରେ ରହୁଥିବା ପାଞ୍ଚ ବର୍ଷର କିଆରା କୌର ବହି ପଢି ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ମାତ୍ର ୧୦୫ ମିନିଟ୍‌ରେ ୩୬ ଖଣ୍ଡ ବହି ପଢ଼ି ସେ ‘ଲଣ୍ଡନ ବୁକ୍‌ ଅଫ୍ ରେକର୍ଡସ’ ଏବଂ ‘ଏସିଆ ବୁକ୍‌ ଅଫ୍‌ ରେକର୍ଡସ’ରେ ସାମିଲ ହୋଇଛନ୍ତି। ଭାରତୀୟ ବଂଶୋଦ୍ଭବ ଏହି ବିସ୍ମୟ ବାଳିକା ବହି ପଢିବାକୁ ଏତେମାତ୍ରାରେ ପସନ୍ଦ କରନ୍ତି ଯେ, କି ଘର ହେଉ କି କାର୍‌ ଯେଉଁଠି ତାଙ୍କୁ ସମୟ ମିଳେ ସେ ଏହି କାମରେ ଲାଗି ପଡନ୍ତି।