chhatishgadh-and-odisha - The Sakala

ଛତିଶଗଡ଼କୁ ସମସ୍ତ ରେଳ ଚଳାଚଳ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା
ଭୁବନେଶ୍ବର: କରୋନା ସଂକ୍ରମଣକୁ ମାତ ଦେବା ପାଇଁ ରାଜ୍ଯ ସରାକର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରି ପରିସ୍ଥିତରେ ଛତିଶଗଡ ଏବଂ ଓଡିଶା ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ୍‌ ବାତିଲ ପାଇଁ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି। ପଡୋଶୀ ଛତିଶଗଡ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଥିବାରୁ ଟ୍ରେନ୍ ଚଳାଚଳ ବାତିଲ ପାଇଁ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ। ଛତିଶଗଡ-ଓଡିଶା ମଧ୍ୟରେ ଅତିକମରେ ୧୫ ଦିନ ଟ୍ରେନ୍ ବାତିଲ ପାଇଁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ।