Electoral Bond - The Sakala

ଇଲେକ୍ଟୋରାଲ ବଣ୍ଡ ସାର୍ବଜନୀନ କଲା ଭାରତୀୟ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ସୂଚନା ସାର୍ବଜନୀନ କରିଛନ୍ତି। ଆୟୋଗ ପକ୍ଷରୁ ୱେବସାଇଟରେ ଇଲେକ୍ଟୋରାଲ ବଣ୍ଡ ଡାଟା ଅପଲୋଡ୍ କରାଯାଇଛି।  https://www.eci.gov.in/disclosure-of-electoral-bonds ୱେବସାଇଟକୁ ଯାଇ ଦେଖିପାରିବେ।

ନିର୍ବାଚନ ଆୟୋଗ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୧୨ ମାର୍ଚ୍ଚ ୨୦୨୪ରେ ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟୋରାଲ ବଣ୍ଡ ଡାଟା ଉପଲବ୍ଧ କରାଇଥିଲା। ଗୁରୁବାର ନିର୍ବାଚନ ଆୟୋଗ ଏହି ଡାଟାକୁ ଅପଲୋଡ୍ କରିଛନ୍ତି।

ଇଲେକ୍ଟୋରାଲ ବଣ୍ଡ ଅସାମ୍ବିଧାନିକ କହିବା ସହ ଏହାକୁ ରଦ୍ଦ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଇଲେକ୍ଟୋରାଲ ବଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିବା ସହ ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ନିର୍ବାଚନୀ ବଣ୍ଡ ସ୍କିମ୍ ଲୋକଙ୍କର ସୂଚନା ଅଧିକାରକୁ କ୍ଷୂର୍ଣ୍ଣ କରୁଛି। ସୂଚନା ଅଧିକାର ଆଇନକୁ ଉଲ୍ଲଙ୍ଘନ କରୁଛି ଏହି ଯୋଜନା । ରାଜନୈତିକ ଦଳମାନଙ୍କୁ ଆସୁଥିବା ନିର୍ବାଚନୀ ଅର୍ଥରାଶି ବାବଦରେ ଭୋଟରଙ୍କର ଜାଣିବାର ଅଧିକାରୀ ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଏହା ସହ ବଣ୍ଡ୍ କ୍ରେତାଙ୍କ ତାଲିକାକୁ ସାର୍ବଜନୀନ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ରାଜନୈତିକ ଦଳ ଦ୍ୱାରା ଗ୍ରହଣ କରାଯାଇଥିବା ସମସ୍ତ ଇଲେକ୍ଟୋରାଲ ବଣ୍ଡର ତଥ୍ଯ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ଲାଗି ଷ୍ଟେଟବ୍ଯାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରମିକୋର୍ଟ।

ତିନି ଦିନ ଧରି ଲଗାତାର ଶୁଣାଣି ପରେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଗତବର୍ଷ ନଭେମ୍ବର ୨ରେ ରାୟ ସଂରକ୍ଷିତ ରଖିଥିଲେ। ଇଲେକ୍ଟୋରାଲ ବଣ୍ଡ୍ ସ୍କିମର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ୨୦୧୯ରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲା ।

୨୦୧୮ ଜାନୁଆରୀ ୨ର ଏହି ଯୋଜନା ଅନୁସାରେ ଆର୍ଥିକ ପ୍ରତିଷ୍ଠାନ କିମ୍ବା ବ୍ଯକ୍ତିବିଶେଷ ବ୍ୟାଙ୍କରୁ ବଣ୍ଡ କ୍ରୟ କରି କୌଣସି ରାଜନୈତିକ ଦଳକୁ ତାର ବ୍ୟବହାର ଉଦ୍ଦେଶ୍ୟରେ ଦେଇପାରିବେ। ରାଜନୈତିକ ଦଳଗୁଡିକୁ ପାଣ୍ଠି ପ୍ରଦାନରେ ସ୍ବଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ରାଜନୈତିକ ଦଳକୁ ନଗଦ ଅର୍ଥ ପ୍ରଦାନ ବଦଳରେ ଏହି ବ୍ୟବସ୍ଥା ଏକ ବିକଳ୍ପ ଥିଲା । ବିଭିନ୍ନ ଆବେଦନର ୩ ଦିନ ଧରି ଶୁଣାଣି କରି ସୁପ୍ରିମକୋର୍ଟ ଗତ ୨୦୨୩ ନଭେମ୍ବର ୨ରେ ନିଜ ରାୟ ସଂରକ୍ଷିତ ରଖିଥିଲେ।