16th odisha legislative assembly - The Sakala

ଷୋଡଶ ବିଧାନସଭାର ଶେଷ ଅଧିବେଶନରେ ଫଟୋ ସେସନ୍, ଗୋଟିଏ ଫ୍ରେମରେ ଶାସକ ଓ ବିରୋଧୀ
ଭୁବନେଶ୍ବର: ଆଜି ଷୋଡଶ ବିଧାନସଭାର ୧୫ତମ ଅଧିବେଶନ। ବିଧାନସଭା ବିଧି ଅନୁସାରେ ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଫୋଟୋ ଉଠାଇଥିଲେ। ଏହି ମୁହୂର୍ତ୍ତ ଥିଲା ଅତି ଭାବବିହ୍ବଳ। ଅନେକ ବରିଷ୍ଠ ରାଜନୀତିରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିବାରୁ ସମସ୍ତଙ୍କ ହାତ ମିଶାଇ ଆଗାମୀ ଦିନ ପାଇଁ ଶୁଭେଚ୍ଛା ଦେଇଥିଲେ। ସେହିପରି ୬୫ନବ ନିର୍ବାଚିତ ବିଧାୟକ ଅନେକ କିଛି ଶିକ୍ଷା ଲାଭ କରି ନିର୍ବାଚନମଣ୍ଡଳୀର ବିକାଶ ପାଇଁ କାମ କରିବାର ପ୍ରେରଣା ପାଇଥିବା କହିଛନ୍ତି। ଏହା ଭିତରେ ଓଡ଼ିଶା ପାଇଥିଲା ପ୍ରଥମ ମହିଳା ବାଚସ୍ପତି। ଗୃହ ପରିଚାଳନା ଅନୁଭୂତି ବି ତାଙ୍କ ପାଇଁ ଥିଲା ବେଶ ନିଆରା। ସେହିପରି ଅନେକ ବିଧାୟକ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି। କେବଳ ହାଇକମାଣ୍ଡଙ୍କ ନିର୍ଦେଶକୁ ସେମାନେ ଅପେକ୍ଷା କରିଛନ୍ତି। ୨୦୧୯ ରୁ ୨୦୨୪ ଭିତରେ ଅନେକ ଉପନିର୍ବାଚନ ବି ହୋଇଛି। ଦୁଇ ବର୍ଷ ଉପରେ କୋଭିଡର ବି ପ୍ରଭାବ ପଡିଥିଲା । ହେଲେ ସାମାଜିକ ଦୂରତା ଓ ଅନ୍ୟ ନିୟମରେ ଚାଲିଥିଲା ଗୃହ କାର୍ଯ୍ୟ।