naveen pattanik - The Sakala
ସରକାର ଆସିବ ଯିବ, ବିଜୁ ବାବୁ ସବୁବେଳେ ଓଡ଼ିଆଙ୍କ ହୃଦୟରେ ରହିବେ: ନବୀନ ପଟ୍ଟନାୟକ
ଭୁବନେଶ୍ବର: ବିଜୁବାବୁଙ୍କ ଜୟନ୍ତୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ବିଜୁ ବାବୁ ଥିଲେ ଟଲ୍ ମ୍ୟାନ, ଲାର୍ଜ ହାର୍ଟ। କିନ୍ତୁ ତାଙ୍କ ଲିଗାସିକୁ ଲିଭାଇବାକୁ ଚାହୁଁଛନ୍ତି ରାଜ୍ୟର ବିଜେପି ସରକାର। ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ୩୦ ବର୍ଷ ଧରି ରାଜ୍ୟ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରୁଛନ୍ତି। ଏବେ କିନ୍ତୁ ବିଜେପି ସରକାର ପଞ୍ଚାୟତିରାଜ ଦିବସକୁ ବଦଳାଇ ଦେଲେ। କିନ୍ତୁ ଲୋକଙ୍କ ହୃଦୟକୁ ପରିବର୍ତ୍ତନ କରିପାରିବ ନାହିଁ। ପାରାଦୀପ ପୋର୍ଟ ବଦଳାଇ ପାରିବ କି ସୁନାବେଡା ହାଲ୍ କୁ ବନ୍ଦ କରିପାରିବେ କି, ଏନଟିପିସି ବନ୍ଦ କରିପାରିବେ କି । ଏହା ଛୋଟ ଚିନ୍ତାଧାରା ବୋଲି କହିଛନ୍ତି ନବୀନ ପଟ୍ଟନାୟକ।
ଦୁର୍ଭାଗ୍ୟଜନକ ଯେ, ବିଜେପି ଶାସନକୁ ଆସିବା ପରେ କ୍ରୀଡା ସମ୍ମାନ ନାଁ ବଦଳାଇ ବାକୁ ଚେଷ୍ଟା କଲେ। ଏବେ ସେମାନେ ବିମାନ ବନ୍ଦର ନାଁ ବଦଳାଇ ବାକୁ ଚେଷ୍ଟା କରୁଛନ୍ତି। ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ, ହେଲେ ଦୋଷୀ ଧରାପଡ଼ିଲାନି।
ଏହାସହ ନବୀନ କହିଛନ୍ତି, ବିଜୁ ବାବୁ ରାଜନୀତିକୁ ଆସିଥିଲେ ଲୋକଙ୍କ ସେବା ପାଇଁ ଆସିଥିଲେ। ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା UNESCO କଳିଙ୍ଗ award କଥା ହେଉ ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଥିଲେ। ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ କରିଥିଲେ। ସରପଞ୍ଚଙ୍କୁ ପଞ୍ଚାୟତର ମୁଖ୍ୟମନ୍ତ୍ରୀ ବୋଲି କହୁଥିଲେ ବିଜୁ ବାବୁ। ତାଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବ ନାହିଁ। ଇତିହାସ ବଦଳାଇବାକୁ କିଛି ବ୍ୟକ୍ତି ଚେଷ୍ଟା କରୁଛନ୍ତି। ଲୋକେ ଏହାର ଜବାବ ଦେବେ। ଇତିହାସ ହେଉଛି ସମୟର ଖୋଲା ବହି। U CANT CHANGE GLORIOUS LEGACY । ସରକାର ଆସିବ ଯିବ, କିନ୍ତୁ ବିଜୁ ବାବୁ ସବୁବେଳେ ଓଡ଼ିଆଙ୍କ ହୃଦୟରେ ରହିବେ। ଓଡ଼ିଆ ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।
ଭୁବନେଶ୍ବର: ‘ନନ୍ଦିଘୋଷ ଟିଭି’ର ପଞ୍ଚମ ସ୍ବନକ୍ଷତ୍ର ଆଜି । ଏହି ଅବସରରେ ’ଜାତି ନନ୍ଦିଘୋଷ’ କନକ୍ଲେଭ କାର୍ଯ୍ୟକ୍ରମକୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ସଫଳ ବ୍ୟକ୍ତିବିଶେଷଙ୍କୁ ନବୀନ ସମ୍ମାନିତ କରିଥିଲେ।  ହୋଟେଲ ସ୍ବସ୍ତି ପ୍ରିମିୟମ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇଥିଲେ ।
ନିଜ ବକ୍ତବ୍ୟରେ ନବୀନ କହିଥିଲେ,  ନନ୍ଦିଘୋଷ କନକ୍ଲେଭରେ ଯୋଗଦେଇ ମୁଁ ବହୁତ ଖୁସି ଅନୁଭବ କରୁଛି । ଓଡ଼ିଆ ଜାତିର ବିକାଶ ଯାତ୍ରାକୁ ନନ୍ଦିଘୋଷ ଟିଭି ଆହୁରି ଆଗକୁ ନେବ । ମିଡ଼ିଆ ହେଉଛି ଗଣତନ୍ତ୍ରର ଏକ ପ୍ରମୁଖ ମାଧ୍ୟମ । ତେଣୁ ଲୋକଙ୍କ ସ୍ବାର୍ଥ ପାଇଁ ମିଡ଼ିଆ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ । କିଛି ସମୟ ପାଇଁ ସତକୁ ଲୁଚାଇ ହେବ, ହେଲେ ସବୁ ସମୟରେ ନୁହେଁ । ଆଜିର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ନନ୍ଦିଘୋଷ ଟିଭି ଓ ‘ସକାଳ’ ପରିବାରକୁ ଅଶେଷ ଅଶେଷ ଧନ୍ୟବାଦ । ଏଥିସହିତ ସ୍ୱରହୀନଙ୍କ ସ୍ୱର ହେବାକୁ କନକ୍ଲେଭରେ ଗଣମାଧ୍ୟମକୁ ପରାମର୍ଶ  ଦେଇଥିଲେ ନବୀନ ।
କାର୍ଯ୍ୟକ୍ରମରେ ନାଟ୍ୟକାର ଓ ଗବେଷକ ରମେଶ ପ୍ରସାଦ ପାଣିଗ୍ରାହୀ, ଫିଲ୍ମ ନିର୍ଦ୍ଦେଶକ ତଥା ଅଭିନେତା ପ୍ରଶାନ୍ତ ନନ୍ଦ, ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ସୂଚନା କମିଶନର ପୂର୍ବତନ ସଦସ୍ୟ ଦିଲ୍ଲୀପ ବିଶୋଇ, ହକି ଖେଳାଳୀ ତଥା ଅଲମ୍ପିୟାନ ନମିତା ଟପୋ, ହାଇଟେକ୍ ମେଡିକାଲର ଗ୍ରୁପ୍ ସିଇଓ ସୁରେଶ କୁମାର ପାଣିଗ୍ରାହୀ, ଗବେଷକ ତଥା ମହାକାଶ ବିଜ୍ଞାନୀ ଶୁଭେନ୍ଦୁ ମୋହନ ପଟ୍ଟନାୟକଙ୍କୁ ସମ୍ମାନିତ କରିଥିଲେ ଶ୍ରୀ ପଟ୍ଟନାୟକ ।
ସାଂସଦ ମାନସ ମଙ୍ଗରାଜ ନନ୍ଦିଘୋଷ ଟିଭିର ୫ ବର୍ଷର ସଫଳତା ବଖାଣିଥିଲେ। କାର୍ଯ୍ୟକ୍ରମରେ ନନ୍ଦିଘୋଷ ଟିଭି COO ଜବର ସିଂହ ପନଓ୍ବର, ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସକାଳର ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ ମଲ୍ଲିକ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ୫ଟି ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଜାତି ନନ୍ଦିଘୋଷ କନକ୍ଲେଭ, ବିତର୍କ: ୩୬ ପାଇଁ ବିକାଶ ନକ୍ସା, ନାରୀ: କେବଳ ଦୁଇଟି ଅକ୍ଷର ନୁହେଁ, ୟୁଟ୍ୟୁବ ରୋଜଗାରର ମାଧ୍ୟମ, ହାସ୍ୟ ଅଭିନୟ; ଦିଗବଳୟ ଯାଏ, ଏକ ରାଷ୍ଟ୍ର ଏକ ନିର୍ବାଚନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ମାନସ ମନ୍ଥନ କରାଯିବ । ରାଜନୈତିକ ପ୍ରସଙ୍ଗରେ ଅତିଥି ବକ୍ତା ଭାବେ ସି-ଭୋଟର ପ୍ରତିଷ୍ଠାତା ଯଶବନ୍ତ ଦେଶମୁଖ, ବିଶିଷ୍ଟ ଲେଖିକା ତଥା ରାଜ୍ୟସଭା ସାଂସଦ ଡ. ମହୁଆ ମାଜି ଯୋଗଦେଇଥିଲେ ।
ଅନ୍ୟାନ୍ୟ ପ୍ରସଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ପ୍ୟାନେଲ ଆଲୋଚନାରେ ବଲିଉଡ ହାସ୍ୟ ଅଭିନେତା ବରୁଣ ଶର୍ମା, ସିଓ୍ବାଇଏସଡି ସହ-ପ୍ରତିଷ୍ଠାତା ଜଗଦାନନ୍ଦ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ, ବିଏମସି ମେୟର ସୁଲୋଚନା ଦାସ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ବିଧାୟିକା ସୋଫିଆ ଫିରଦୋଶ, ଡିଜିଟାଲ କ୍ରିଏଟର ସୁଧାଂଶୁ ଶେଖର ସାହୁ, ସୁଶ୍ରୀସଙ୍ଗୀତା ମିଶ୍ର, ସତ୍ୟନାରାୟଣ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ।
ସରିଲା ବିଜେଡି ବିଧାୟକମାନଙ୍କ ବୈଠକ: ସାଙ୍ଗଠନିକ ବୃଦ୍ଧି ଓ ଦଳର ସଦସ୍ୟତା ଉପରେ ନବୀନଙ୍କ ଗୁରୁତ୍ୱ
ଭୁବନେଶ୍ବର: ସରିଲା ବିଜେଡି ବିଧାୟକମାନଙ୍କ ବୈଠକ। ନବୀନ ନିବାସରେ ପାଖାପାଖି ୪୦ ମିନିଟ ଧରି ବିଧାୟକମାନଙ୍କ ସହିତ ଆଲୋଚନା କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ଉପସଭାପତି ଦେବୀ ମିଶ୍ର, ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ବିଧାନସଭା ଶେଷ ହେବାପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ କିପରି ଆଗକୁ ଚାଲୁ ରହିବ ଏନେଇ ବୈଠକରେ ମନ୍ତ୍ର ଦେଇଛନ୍ତି ନବୀନ। ମୁଖ୍ୟତଃ ୨୧ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ସଦସ୍ୟତା ଅଭିଯାନକୁ ଆଗକୁ ବଢାଇବା ସହିତ ଯେଉଁଠି କମ ସଦସ୍ୟତା ଏପର୍ଯ୍ୟନ୍ତ ହୋଇଛି ସେହି ଅଞ୍ଚଳରେ ଅଧିକ ସଦସ୍ୟ ଯୋଡିବା ପାଇଁ ସୁପ୍ରିମୋ କହିଛନ୍ତି। ସେହିପରି ତୃଣମୂଳ ସ୍ତରରେ ସଂଗଠନର କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା କରାଯାଇଛି।ଏହି ବୈଠକ ସାଙ୍ଗଠନିକ ବୃଦ୍ଧି ଓ ଦଳର ସଦସ୍ୟତା ଉପରେ ଗୁରୁତ୍ୱ ଦେଇଥିବା କହିଛନ୍ତି ବିଜେଡ଼ି ଉପ ସଭାପତି ଦେବୀ ମିଶ୍ର।
ସୁନ୍ଦରଗଡ଼ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟଣା, ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କଲେ ନବୀନ
ଭୁବନେଶ୍ବର: ସୁନ୍ଦରଗଡ଼ ଗଏକନପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟଣା। ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ନବୀନ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନୀ ହୋଇଥିବା ଖବର ଅତ୍ୟନ୍ତ ଦୁଃଖଦାୟକ। ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ନବୀନ।
ଏଣିକି ସାଟେଲାଇଟ୍ କରିବ ଧାନକ୍ଷେତ ଚିହ୍ନଟ, ସମ୍ପୂର୍ଣ୍ଣ ଦଲାଲ ମୁକ୍ତ ହେବ ଧାନ ସଂଗ୍ରହ
ଭୁବନେଶ୍ୱର: ଦଲାଲମୁକ୍ତ ହେବ ଧାନ କିଣା ବ୍ୟବସ୍ଥା । ଆଇଭିଆର୍‌ଏସ୍-‌ ୧୯୬୭ରେ ଯୋଡ଼ି ହେଲା ନୂଆ ବ୍ୟବସ୍ଥା । ସେହିପରି ସାଟେଲାଇଟ୍‌ ମ୍ୟାପିଂ ଜରିଆରେ ଚିହ୍ନଟ ହେବ ଚାଷୀଙ୍କ ଧାନକ୍ଷେତ । ମ୍ୟାପିଂରେ ଜାଲ୍‌ ପଞ୍ଜୀକୃତ ୬୮ ହଜାର ପ୍ଲଟ୍‌ ଧରା ପଡ଼ିଛି । ଏଣିକି ଟୋକନ୍‌ ଅବଧି ୧୫ ଦିନ ବଦଳରେ ୧ ମାସକୁ ବୃଦ୍ଧି କରାଯାଇଛି । କର୍ମଚାରୀ କି ଅଧିକାରୀ ଚାଷୀଙ୍କୁ ଠକିଲେ ବା ବେନିୟମ କାମ କଲେ ଆଉ ନିସ୍ତାର ପାଇବେନି ।
ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ନବୀନ ସରକାର । ଶତ ପ୍ରତିଶତ ଦଲାଲ ମୁକ୍ତ ହେବ ଧାନ ସଂଗ୍ରହ, ଆସିବ ପୂର୍ଣ୍ଣ ସ୍ୱଚ୍ଛତା । ଚାଷୀଙ୍କୁ ଠକିଲେ କି ବେନିୟମ କାମ କଲେ ନିସ୍ତାର ପାଇବେନି ଅଧିକାରୀ । ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ ୧୯୬୭- ଆଇଭିଆର୍‌ଏସ୍‌ ବ୍ୟବସ୍ଥାରେ ୩ଟି ନୂଆ ବ୍ୟବସ୍ଥା ଯୋଡ଼ାଯିବା ଅବସରରେ ଏହି ଚେତାବନୀ ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପୂର୍ବରୁ ଚାଷୀ ନିଜ ପଞ୍ଜୀକୃତ ଫୋନରୁ ଆଇଭିଆର୍‌ଏସ୍‌ ୧୯୬୭ର ୧, ୨, ୩, ୪କୁ ଡାଏଲ କରି କେବଳ ଅଭିଯୋଗ କରିପାରୁଥିଲେ । ଟୋକନ୍‌ ନେଇ ସୂଚନା ପାଉଥିଲେ ।
ଏଣିକି ୫, ୬ ଓ ୭ ଦବାଇଲେ ପଞ୍ଜୀକୃତ ଜମିର ବିବରଣୀ, ଧାନ ସଂଗ୍ରହ ପରିମାଣ ଓ ପ୍ରାପ୍ୟ ଅର୍ଥ ନେଇ ସୂଚନା ପାଇବେ । ଧାନଜମିର ଚିହ୍ନଟ ସାଟେଲାଇଟ୍‌ ଜରିଆରେ ହୋଇପାରିବ । ଏଥିପାଇଁ ଓରସାକ୍ ସହାୟତା କରୁଛି । ଚାଷୀଙ୍କ ଅଭିଯୋଗ ସମାଧାନ ପାଇଁ କଲ୍‌ ସେଣ୍ଟର ସଂଖ୍ୟା ୧୦ରୁ ୩୦ କରାଯାଇଛି । ପଞ୍ଜୀକୃତ ଚାଷୀଙ୍କ ଦେହାନ୍ତ ହେଲେ ତାଙ୍କ ଉତ୍ତରାଧିକାରୀ ଯେପରି ଅସୁବିଧାରେ ନପଡ଼ିବେ, ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ।
ଚଳିତବର୍ଷ ଚାଷୀ ପଞ୍ଜିକରଣରେ ଶତ ପ୍ରତିଶତ ସ୍ୱଚ୍ଛତା ପାଇଁ ସାଟେଲାଇଟ୍‌ ଚିତ୍ର ବ୍ୟବହାର କରାଯାଇଛି । ଦଲାଲମାନେ ଅନ୍ୟ ଫସଲ ଓ ବାଳୁଙ୍ଗା କିଆରିକୁ ଧାନ ଜମି‌ ଦେଖାଇ ପଞ୍ଜିକୃତ କରିଦେଉଥିଲେ । ସାଟେଲାଇଟ୍‌ ଯାଞ୍ଚ ପରେ ଏବେ ସୁଦ୍ଧା ୬୮ ହଜାର ଅଣଧାନ ପ୍ଲଟକୁ ବାଦ ଦିଆଯାଇଛି । ପୂର୍ବରୁ ଟୋକନ ପ୍ରଦାନ ପରେ ଧାନ ସଂଗ୍ରହ ଅବଧି ୧୫ ଦିନ ଥିଲା । ଖରିଫ ଋତୁ ପାଇଁ ଟୋକନ୍‌ ଅବଧି ୧ ମାସ କରାଯାଇଛି । ଏପରି ବ୍ୟବସ୍ଥା କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଚଳିତବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ୧୫ ଲକ୍ଷ ୦୭୪ ହଜାର ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଯାହାକି ଗତବର୍ଷଠାରୁ ୫ ପ୍ରତିଶତ ଅଧିକ ।
ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା: ଗୋଖାଦ୍ୟ ଖର୍ଚ୍ଚ ବାବଦକୁ ମିଳିବ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା
ଭୁବନେଶ୍ବର:  ଓମ୍‌ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ଉପକୃତ ହେବେ।
ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ଓଡିଶା ସମେତ ସାରା ବିଶ୍ବରେ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି । ଅର୍ଥନୀତିର ପ୍ରାୟ ଅନ୍ୟ ସମସ୍ତ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବାବେଳେ, କେବଳ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସଂଜୀବନୀ ପରି ଆମ ଅର୍ଥନୀତିକୁ ଶକ୍ତି ଯୋଗାଇଛି । ଲକ୍‌ଡାଉନ ଏବଂ ସଟ୍‌ଡାଉନ ସମୟରେ ଆମର ଚାଷୀମାନେ ଯେପରି ସାହସର ସହ ସେମାନଙ୍କର ଉତ୍ପାଦନ କାର୍ଯ୍ୟ ଜାରି ରଖିଛନ୍ତି, ତାକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି ।
ଗ୍ରାମ୍ୟ ଅର୍ଥନୀତିରେ ଦୁଗ୍‌ଧ ଚାଷ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଛୋଟ ଓ ନାମମାତ୍ର ଚାଷୀଙ୍କ ଜୀବନଜୀବିକାରେ ବିଶେଷ ସହାୟକ ହୋଇଥାଏ । କୋଭିଡ ମହାମାରୀ ପରିପ୍ରେକ୍ଷୀରି ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଚାହିଦାରେ ବଡ ଧରଣର ହ୍ରାସ ଘଟିଥିବାରୁ, ଏହା ଦୁଗ୍ଧ ଚାଷୀଙ୍କ ଜୀବିକାକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଏହା ଚାଷୀଙ୍କ ଆର୍ଥିକ ଉନ୍ନତିରେ ସହାୟକ ହେବ ବୋଲି ଆଶାପ୍ରକାଶ କରିଛନ୍ତି ।
କୋଭିଡ୍ ସ୍ଥିତି ମସୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଯୋଜନାବଦ୍ଧ ଭାବେ କାମ କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୃଢ଼ ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାମ କରିବାକୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ। ମୁଖ୍ୟ ଶାସନ ସଚିବ ଏସବୁ କାର୍ଯ୍ଯର ତଦାରଖ କରି ପରବର୍ତ୍ତୀ ବୈଠକରେ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ କିଛି ବ୍ୟବସାୟୀ ସଙ୍ଗଠନ ବାଣିଜ୍ୟ ସମୟସୀମା ହ୍ରାସ କରି କୋଭିଡ ପରିଚାଳନାରେ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି। ଏହିଭଳି ସଂଗଠନଗୁଡ଼ିକୁ କୋଭିଡ ପରିଚାଳନାରେ ଅଂଶୀଦାର କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଲୋକଙ୍କ ଜୀବନ ରକ୍ଷା ପାଇଁ ପର୍ୟ୍ୟାପ୍ତ ଔଷଧ, ଅମ୍ଳଜାନ ଠିକ ସମୟରେ ଯୋଗାଇଦେବା ସହ ଏହାର ସୁବନ୍ଦୋବସ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କରୋନାର ଦ୍ଵିତୀୟ ଲହରୀକୁ ପ୍ରତିହତ କରିବାକୁ କୋଭିଡ ନିୟମର କଡ଼ା ଅନୁପାଳନ ସହ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
Once again sincerely appeal to people of #Odisha to please wear a mask and ensure social distancing. Our Doctors and medical staff are working hard to save lives. It is only when each one of us behaves responsibly so that we can effectively fight this war against #COVID19. pic.twitter.com/d7VFm9bLoT
— Naveen Patnaik (@Naveen_Odisha) April 27, 2021
ପ୍ରତିଟି ବହୁମୂଲ୍ୟ ଜୀବନର ସୁରକ୍ଷା ପାଇଁ ଆମ ଡାକ୍ତର, ମେଡ଼ିକାଲ କର୍ମଚାରୀମାନେ ଉତ୍ସର୍ଗୀକୃତ କାର୍ୟ୍ୟ କରୁଛନ୍ତି। ସେମାନଙ୍କ ନିଷ୍ଠାପର ସେବାକୁ ସମ୍ମାନ ଜଣାଇବା ସହ କୋଭିଡ ଯୁଦ୍ଧକୁ ଆହୁରି ଦୃଢ଼ କରିବାକୁ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ସହ ଏକ ସଚେତନ ନାଗରିକର ଦାୟିତ୍ୱ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି। ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଯେପରି ଚାପ କମ୍‌ ରହିବ, ସେଥିପାଇଁ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ କାମ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସଂକ୍ରମଣ ସଂଖ୍ୟା ବୃଦ୍ଧି ସତ୍ତ୍ବେ ଆମେ ନିରନ୍ତର ଭାବେ ସେବା କରିଚାଲିଛୁ। କିନ୍ତୁ କେତେକ ଜିଲ୍ଲାରେ ସଂକ୍ରମଣର ସ୍ଥିତି ଆମ ପାଇଁ ଉଦ୍ ବେଗ ସୃଷ୍ଟି କରିଛି। ଭାଇରସ୍‌ର ଡବଲ ଓ ଟ୍ରିପଲ ମ୍ୟୁଟାଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି। ଏହି ଦ୍ବିତୀୟ ଲହରରେ ଆମର ଯୁବଗୋଷ୍ଠୀ ବିଶେଷ ଭାବରେ ସଂକ୍ରମିତ ହେଉଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କ ସ୍ବାସ୍ଥ୍ୟ ଜଟିଳତା ଦେଖା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି ।
The 2nd wave has made us realise that we need to be prepared for the crisis for long. Unless we observe the Covid appropriate protocols like wearing masks, washing hands, social distancing we cannot tide over this. I would like all of you to take care of our frontline warriors.
— Naveen Patnaik (@Naveen_Odisha) April 27, 2021
ଏପରି ସ୍ଥିତିରେ ପ୍ରାକୃତିକ ବିପର୍ଯ୍ଯୟର ସଫଳ ମୁକାବିଲା ପରି ସବୁଠାରୁ ଖରାପ ପରିସ୍ଥିତିକୁ ସାମ୍‌ନା କରିବା ପାଇଁ ଆମେ ପ୍ରସ୍ତୁତ ରହିବା ଦରକାର ବୋଲି ନବୀନ ଅପିଲ କରିଛନ୍ତି। ଏଥିପାଇଁ ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ନିୟମାବଳୀକୁ ଠିକ୍‌ ଭାବରେ ପାଳନ କରିବା, ତେବେ କୋଭିଡର ପରାଜୟ ସୁନିଶ୍ଚିତ। ସବୁବେଳେ ଠିକ୍‌ ଭାବରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତ ଧୋଇବା ଆଦି କୋଭିଡ ନିୟମାବଳୀର ସଠିକ୍‌ ଅନୁପାଳନ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ୩୦ ପ୍ରତିଶତ ଶଯ୍ୟାରେ ଅକ୍‌ସିଜେନ ବ୍ୟବସ୍ଥା କରାଯାଇଛି ଏବଂ ଏହାକୁ ୩୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ବେଡ୍‌ ପରିଚାଳନା ଲାଗି ଅନ୍‌ଲାଇନ ରିଅଲ ଟାଇମ୍‌ ମେଡ୍‌ ମ୍ୟାନେଜମେଣ୍ଟ ସାଇଟ କାର୍ୟ୍ୟକାରୀ କରାଯିବା ନେଇ ସେ ଗୁରୁତ୍ବ ଦେଇଛନ୍ତି।
The oxygen supply logistics plan should be closely monitored to ensure sufficient and timely supply of oxygen to the patients. Please ensure that the critical medicines are available to the patients whenever required.
— Naveen Patnaik (@Naveen_Odisha) April 27, 2021
ଜାତୀୟ ଗଣମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତୀୟ ଗଣମାଧ୍ୟମରେ ପୁଣି ଥରେ ପ୍ରଶଂସା କରାଯାଇଛି। ଏବିପି ନ୍ୟୁଜର ପ୍ରମୁଖ ସମ୍ବାଦ ଦାତା ଟ୍ବିଟ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ଯକୁ ପ୍ରଶଂସା କରିଛନ୍ତି।
इन्हे टीवी पर बयानबाजी या केंद्र के साथ तालमेल पर ड्रामा करते नहीं देखा होगा! ये है ओडिशा के मुख्यमंत्री @Naveen_Odisha. पिछले 48 घंटों में UP, MP , दिल्ली, हरियाणा , महाराष्ट्र, तेलंगाना, आंध्र प्रदेश, अन्य राज्यों में करीब 510 मीट्रिक टन ऑक्सीजन के करीब 29 टैंकर रवाना किए हैं। pic.twitter.com/RwjXpfY5C2
— Pinky Rajpurohit (ABP News) 🇮🇳 (@Madrassan_Pinky) April 26, 2021
ସେ ଟ୍ବିଟରେ ଲେଖିଛନ୍ତି ଯେ, ‘‘ବୈଦ୍ୟୁତିକ ଗଣମାଧ୍ୟମରେ ଅଯଥା ବୟାନବାଜି କିମ୍ବା କେନ୍ଦ୍ର ସହ ତାଳମେଳର ଡ୍ରାମା କରୁଥିବା କେବେବି ନଜର ଆସନ୍ତି ନାହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ। ମୁଖ୍ୟମନ୍ତ୍ରୀଙ୍କର ଏହି ଆଭିମୁଖ୍ୟ ଓ ନୀତିକୁ ସେ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି, ସେ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି । ଆଉ ବିଭିନ୍ନ କ୍ଷେତ୍ରରେ ତାଙ୍କର ଏହି ଉକ୍ତିକୁ ସେ ନିଜେ ଚରିତାର୍ଥ କରିଛନ୍ତି’’।
ଦେଶରେ ଅକ୍ସିଜେନ ଅଭାବକୁ ନେଇ ବିଭିନ୍ନ ରାଜନୈତିକ ଦଳ ଗଣମାଧ୍ୟମରେ ବୟାନବାଜିରେ ବ୍ୟସ୍ତ ଥିବାବେଳେ ନବୀନ ମାନବିକତା ଦେଖାଇଛନ୍ତି। ଯେଉଁ ରାଜ୍ୟ ଗୁଡ଼ିକ ଅକ୍ସିଜେନ ସଂକଟ ଦେଇ ଗତି କରୁଥିଲେ ସେମାନଙ୍କୁ ନିୟମିତ ଟ୍ୟାଙ୍କର ଯୋଗେ ଅକ୍ସିଜେନ ପଠାଇ ଚାଲିଛନ୍ତି ନବୀନ । ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ହରିୟାନା ଓ ଅନ୍ୟ ରାଜ୍ୟ ଗୁଡିକୁ ୫୧୦ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଇଥିବା ନେଇ ଏବିପି ସମ୍ବାଦଦାତା ନିଜ ଟୁଇଟରରେ ପୋଷ୍ଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି।
ଉଦ୍‌ବେଗଜନକ ସ୍ଥିତିରେ ସଂକ୍ରମଣ, ଆଜି ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‍ ସଂକ୍ରମଣ ଉଦ୍‍ବେଗଜନକ ସ୍ଥିତି ଆଡ଼କୁ ଗତି କଲାଣି। ଆଉ ଦିନେ ଦୁଇ ଦିନ ଭିତରେ ଦୈନିକ ସଂକ୍ରମଣ ୫ ହଜାର ଛୁଇଁବ। ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କିଛି ଲୋକଙ୍କ ଅସହଯୋଗ ଫଳରେ ସ୍ଥିତି ବହୁତ ଖରାପ ହେବାରେ ଲାଗିଛି। ଏପରିସ୍ଥଳେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜିଲ୍ଲାର ଜିଲ୍ଳାପାଳ ଓ ଏସ୍‍ପିଙ୍କ ସହ ଭିଡ଼ିଓ କନଫରେନ୍‍ସିଂ ଜରିଆରେ ଆଲୋଚନା କରି କୋଭିଡ୍‍ ସ୍ଥିତିର ସମୀକ୍ଷା କରିବେ। ଆସନ୍ତା ୨୪ ତାରିଖରୁ ସମଗ୍ର ରାଜ୍ୟର ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‍ଡ଼ାଉନ୍‍ ଲାଗୁ ହେବାକୁ ଯାଉଥିବା ବେଳେ ଏବଂ ଅନ୍ୟ ଦିନରେ ଚଳିତ ମାସ ୧୭ ତାରିଖରୁ ରାତି କର୍ଫ୍ୟୁ ଲାଗୁ କରାଯାଇଛି।
ଏଥିସହ କୋଭିଡ୍‍ କଟକଣାକୁ ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି କରାଯିବ ବୋଲି ଆଜି ସ୍ୱତନ୍ତ୍ର ରିଲିଫ୍‍ କମିସନର ଘୋଷଣା କରିଛନ୍ତି। ଏପରିସ୍ଥଳେ ଜିଲ୍ଲା ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ସଂକ୍ରମଣ ନିୟନ୍ତ୍ରଣ ପାଇର୍ ବିହିତ ପଦକ୍ଷେପ ନେବା ପାଇଁ ସେମାନଙ୍କୁ ମାର୍ଗଦର୍ଶନ କରିବେ ବୋଲି ଜଣାପଡ଼ିଛି।
ଭାରୋତ୍ତୋଳନରେ ଓଡ଼ିଶା ଝିଅ ଝିଲି ଦଳବେହେରାକୁ ସ୍ୱର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଝିଲ୍ଲି ଦଳ ବେହାରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଜଣାଇଛନ୍ତି। ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ପାଇଛନ୍ତି।
Congratulations to #Odisha's Jhilli Dalabehera on bagging gold medal in the 45kg women category at the Senior Asian Weightlifting Championship in Tashkent, Uzbekistan. Wish her all the best for future. #OdishaForSports https://t.co/ib3L5MtavE
— Naveen Patnaik (@Naveen_Odisha) April 18, 2021
ଭାରୋତ୍ତଳନକାରୀ ଝିଲି ଦଳବେହେରା ଓ ସ୍ନେହା ସୋରେନ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଜିର ପ୍ରତିଯୋଗିତକାରେ ସେ ସ୍ୱର୍ଣ୍ଣପଦକ ପାଇଥିବା ବେଳେ ଫିଲିପାଇନ୍ସରେ ମ୍ୟାରି ଫ୍ଲୋର ଡିଆଜ ସିଲଭର ପଦକ ପାଇଛନ୍ତି । ଏହା ବ୍ୟତୀତ ସେ ଦେଶ ପାଇଁ ଅନେକ ପଦକ ଜିତିଛନ୍ତି ।
ସେପଟେ ଝିଲ୍ଲି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ରାଜ୍ୟ କ୍ରୀଡ଼ା ବିଭାଗ ଶୁଭେଛା ଜଣାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଝିଲ୍ଲିଙ୍କୁ ଶୁଭେଛା ବାର୍ତ୍ତା ଦେବା ସହ ଭବିଷ୍ୟତ ପାଇଁ କାମନା କରିଛନ୍ତି। ଏବଂ ରାଜ୍ୟ ଆଜି ଝଲ୍ଲିଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ।
୧୦ ଦିନ ପାଇଁ ଟିକା ଦେବାକୁ ଦାବି କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକୁ ନେଇ ନିଜର ବକ୍ତବ୍ୟ ରଖିଛନ୍ତି । ଓଡିଶାରେ ୧୦ ଦିନ ପାଇଁ ଟିକା ମହଜୁଦ କରି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି । ଆମ ରାଜ୍ୟରେ ଏବେ ଦିନକୁ ଅଢେଇ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇପାରୁଛି । ଯଥେଷ୍ଟ ଟିକା ଯୋଗାଣ ନ ହେଉଥିବାରୁ ଟିକାକରଣ ବାଧାପ୍ରାପ୍ତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ।
ଅନ୍ୟପଟରେ ପୂର୍ବବର୍ଷ ଜରୁରୀ କୋଭିଡ୍ ମୁକାବିଲା ପାଣ୍ଠିରୁ ଓଡିଶା ୪ ଶହ କୋଟି ମାଗିଥିଲା । ହେଲେ ଓଡିଶାକୁ ମାତ୍ର ୧୪୦ କୋଟି ଟଙ୍କା ମିଳିଥିଲା । ଏହାପରେ କୋଭିଡର ନୂଆ ଲହରକୁ ଦେଖି ଆଉ ୩୦୦ କୋଟି ଟଙ୍କା ମାଗିଥିଲେ ମୁଖ୍ୟମନ୍ତ୍ରୀ । ୨୦୨୧-୨୨ ପାଇଁ ଏହି ଅର୍ଥ ଦେବାକୁ ଅନୁରୋଧ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ଯମନ୍ତ୍ରୀଙ୍କ କରୋନା ସମୀକ୍ଷା, ଟେଷ୍ଟିଂ ଓ ସର୍ଭେଲାନ୍ସକୁ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । କୋଭିଡ୍ ଗାଇଡଲାଇନକୁ କଡ଼ାକଡି ପାଳନା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନସଚିବ ଏଣିକି ନିୟମିତ ସ୍ଥିତିର ସମୀକ୍ଷା କରିବେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଟେଷ୍ଟିଂ ଓ ସର୍ଭେଲାନ୍ସକୁ ବ୍ୟାପକ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି । ରାଜ୍ୟରେ ଦୈନିକ ଚିହ୍ନଟ କରୋନା ମାମଲା ମଧ୍ୟରୁ ୪ଟି ଜିଲ୍ଲାରୁ ୪୦ ପ୍ରତିଶତ ମାମଲା ଆସୁଛି । କଟକୁ ୧୩ ପ୍ରତିଶତ, ଖୋର୍ଦ୍ଧାରୁ ୧୦ ପ୍ରତିଶତ, ସୁନ୍ଦରଗଡ଼ରୁ ୯ ପ୍ରତିଶତ ଓ ମୟୂରଭଞ୍ଜରୁ ୮ ପ୍ରତିଶତ ସଂକ୍ରମଣ ମାମଲା ରହିଛି ।
ବଢ଼ୁଥିବା ସଂକ୍ରମଣକୁ ଦେଖି ଜିଲ୍ଲାରେ ଟେଷ୍ଟିଂ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଟେଷ୍ଟ-ଟ୍ରାକ୍-ଟ୍ରିଟ୍ ଉପରେ ଗୁରୁତ୍ୱ ଦିଆଯାଇଛି । କ୍ଲଷ୍ଟର କେସସ୍ ଚିହ୍ନଟ ହେଲେ ମିନି-କଣ୍ଟେନମେଣ୍ଟ ଜୋନ୍ କରିବାକୁ କୁହାଯାଇଛି । ସର୍ବସାଧାରଣ ସ୍ଥାନରେ କୋଭିଡ୍ ନିୟମ ପାଳନ ନେଇ ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।