Aam Aadmi Party (AAP) - The Sakala
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ପଞ୍ଜାବରୁ ରାଜ୍ୟସଭା ପଠାଇବା ଲାଗି ଦଳ ପକ୍ଷରୁ ମାନସମନ୍ଥନ ଚାଲିଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ପରାଜୟ ବରଣ କରିବା ପରେ କେଜ୍ରିୱାଲ ବ୍ୟକ୍ତିଗତ ଭାବେ ରାଜନୈତିକ ଅସ୍ତିତ୍ବ ହରାଇଥିବାରୁ ତାଙ୍କୁ ରାଜ୍ୟସଭା ପଠାଇବାକୁ ଦଳ ଉଦ୍ୟମ ଚଳାଇଛି। ବିଧାନସଭା ନିର୍ବାଚନରେ ହାରିବା ପରେ ଏବେ ତାଙ୍କର ରାଜନୀତିକ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଥିଲା ବେଳେ ପଞ୍ଜାବକୁ ନେଇ ଏକ ନୂଆ ସମୀକରଣ ସୃଷ୍ଟି କରିବାକୁ ଆପ୍‌ ଗୋଟି ଚାଳନା ଆରମ୍ଭ କରିଥିବା ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଆପ୍‌ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥିତି ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଆହୁରି ଜଟିଳ ହୋଇଯାଇଛି। ଆପ୍ ପରାସ୍ତ ହେବା ପରେ ଏବେ କେଜ୍ରିୱାଲ ନିଜର ଓ ନିଜ ଦଳର ଅସ୍ଥିତ୍ୱକୁ ଜାତୀୟ ସ୍ତରରେ କାଏମ ରଖିବାକୁ ଚାହୁଁଛନ୍ତି। ଏଥିପାଇଁ ତାଙ୍କ ପାଇଁ ରାଜ୍ୟସଭା ହିଁ ଏକମାତ୍ର ବିକଳ୍ପ ଭାବେ ଉଭା ହୋଇଛି। ସେ ପଞ୍ଜାବରୁ ରାଜ୍ୟସଭାକୁ ଯାଇ ଦଳକୁ ଜାତୀୟ ରାଜନୀତିରେ ସକ୍ରିୟ ରଖିବାକୁ ଚାହୁଁଛନ୍ତି।
ଏହାକୁ ଦୃଷ୍ଟିରେ ରଖି ପଞ୍ଜାବର ଜଣେ ରାଜ୍ୟସଭା ସାଂସଦ ନିଜ ପଦ ଛାଡିପାରନ୍ତି ବୋଲି କୁହାଯାଉଛି। ଲୁଧିଆନା ପଶ୍ଚିମ ବିଧାନସଭା ଆସନ ବିଧାୟକଙ୍କ ମୃତ୍ୟୁ ହେବା ପରେ ଏବେ ସେଠାରେ ଉପ ନିର୍ବାଚନ କରାଯିବ। ତେବେ ଆପ୍‌ ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋରାଙ୍କୁ ଏଠାରେ ପ୍ରାର୍ଥୀ କରିଥିବାରୁ ତାଙ୍କ ରାଜ୍ୟସଭା ପଦରେ କେଜ୍ରିୱାଲଙ୍କୁ ପ୍ରାର୍ଥୀ କରାଯିବ ବୋଲି ଆଲୋଚନା ଚାଲିଛି। କିନ୍ତୁ ଏଭଳି ଆକଳନକୁ ଆପ୍ ପକ୍ଷରୁ ଖଣ୍ଡନ କରାଯାଇଛି। କେଜ୍ରିୱାଲ ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟସଭାକୁ ଯିବା ପାଇଁ କୌଣସି ଯୋଜନା କରି ନଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏଯାଏ ଉପ ନିର୍ବାଚନର ତାରିଖ ଘୋଷଣା କରାଯାଇ ନାହିଁ। ନଭେମ୍ବର ମାସରେ ବିହାର ବିଧାନସଭା ନିର୍ବାଚନ ସହ ଏଠାରେ ଉପ ନିର୍ବାଚନ କରାଯାଇପାରେ ବୋଲି କୁହାଯାଉଛି।
ବାରବାଟୀ ବିଭ୍ରାଟ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ଆମ ଆଦମୀ ପାର୍ଟି
ଭୁବନେଶ୍ବର: ବାରବାଟୀ ଏକଦିବସୀୟ କ୍ରିକେଟ ମ୍ୟାଚରେ ବିଭ୍ରାଟ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ଆମ ଆଦମୀ ପାର୍ଟି । ସାମ୍ବାଦିକ ସମ୍ମିଳନୀରେ କଡା ସମାଲୋଚନା କରିଛି ଆମ ଆଦମୀ ପାର୍ଟି। ମ୍ୟାଚ ସମୟରେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣାର ନିନ୍ଦା କରିଛି ଦଳ । ଷ୍ଟାଡିୟମରେ କାହିଁକି ବ୍ୟାକ୍ ଅପ୍ ନଥିଲା ବୋଲି ପ୍ରଶ୍ନ କରିଛି । ଏହାସହ ଟିକେଟ କଳାବଜାରୀ ପ୍ରସଙ୍ଗରେ ବି ରାଜ୍ଯ ସରକାରଙ୍କୁ ଘେରିଛି ଆପ୍। ବିଜେପି ନିଜ ନିଜ ଲୋକଙ୍କୁ ପାସ୍ ବାଣ୍ଟିଦେଇଥିବାରୁ ଅନେକ କ୍ରିକେଟ ପ୍ରେମୀ ମ୍ୟାଚ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ୨ ଗୁଣା ଦରରେ ଟିକଟ କଳାବଜାରୀ ହୋଇଛି। ମୁଖ୍ୟମନ୍ତ୍ରୀ ଏଦିଗରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏହାର ତଦନ୍ତ ପାଇଁ ସ୍ପେଶାଲ ତଦନ୍ତ ଦଳ ଗଠନ କରିବାକୁ ଦାବି କରିଛି ଆପ୍ ।
ଏଭଳି ଘଟଣା ପାଇଁ ଭାରତକୁ ପାକିସ୍ତାନ ମିଡିଆ ବି ସମାଲୋଚନା କରିଛି । କ୍ରୀଡା ମନ୍ତ୍ରୀ ଶସ୍ତା ହାଲୁକା ମନ୍ତବ୍ୟ ଦେଇ ଖସିଯିବାକୁ ବସିଛନ୍ତି । ଏହା ସଂପୂର୍ଣ୍ଣ ରାଜ୍ୟ ସରକାରଙ୍କ ଅପାରଗତା । ଖେଳ ପୂର୍ବରୁ ମନ୍ତ୍ରୀ ନିଜେ ସମୀକ୍ଷା କରିଥିଲେ। ସେତେବେଳେ ସେ ବ୍ୟାକଅପ୍ କଥା ଭାବିନଥିଲେ କାହିଁକି ? ତେଣୁ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଆପ୍ ଦାବି କରିଛି।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୧୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆମ୍ ଆଦମୀ ପାର୍ଟି
ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆମ୍ ଆଦମୀ ପାର୍ଟି । ଆମ୍ ଆଦମୀ ପାର୍ଟି ତା’ର ପ୍ରଥମ ପ୍ରାର୍ଥୀ ତାଲିକାରେ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ଆପ୍‌ର ଏହି ପ୍ରାର୍ଥୀ ତାଲିକାରେ ରହିଛି ୬ଟି ସର୍‌ପ୍ରାଇଜ୍‌। ବିଜେପି ଏବଂ କଂଗ୍ରେସରୁ ଆପ୍‌କୁ ଆସିଥିବା ୬ ଜଣଙ୍କୁ ଟିକେଟ ଦେଇ ସମସ୍ତଙ୍କୁ ସରପ୍ରାଇଜ କରିଛି ଦଳ।
ଦିଲ୍ଲୀ ବିଧାନସଭାର ଚଳିତ କାର୍ଯ୍ୟକାଳ ୨୦୨୫ ଫେବୃଆରୀ ୨୩ ତାରିଖରେ ସମାପ୍ତ ହେବାକୁ ଯାଉଛି । ସେପଟେ ନିର୍ବାଚନ କମିଶନ ନିର୍ବାଚନ ପାଇଁ ତାରିଖ ଘୋଷଣା କରିନଥିବା ବେଳେ ଆମ୍ ଆଦମୀ ପାର୍ଟି ଆଗୁଆ ପ୍ରାର୍ଥୀ ଘୋଷଣା କରିଛି । ଗତ ୨୦୨୦ରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଆପ୍ ୭୦ଟି ସିଟ୍ ମଧ୍ୟରୁ ୬୨ଟିରେ ଜିତିଥିଲା। ଏହି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ।
ଇଣ୍ଡିଆ ମେଣ୍ଟକୁ ପୁଣି ଝଟକା: ପଞ୍ଜାବ ପରେ ହରିୟାଣାରେ ଏକାକୀ ନିର୍ବାଚନ ଲଢ଼ିବ ଆପ୍
ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟକୁ ପୁଣି ଝଟକା ଲାଗିଛି ।  ଆମ୍ ଆଦମୀ ପାର୍ଟି ପଞ୍ଜାବରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବାବେଳେ ହରିୟାଣାରେ ମଧ୍ୟ ଏକୁଟିଆ ନିର୍ବାଚନରେ ଲଢ଼ିବାକୁ ଘୋଷଣା କରିଛି। ଆପ ହରିୟାଣାରେ ଏକାକୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି।
ହରିୟାଣାର ଆପ ନେତା ସୁଶୀଲ ଗୁପ୍ତା କହିଛନ୍ତି ଯେ, ହରିୟାଣାର ୯୦ଟି ବିଧାନସଭା ଆସନରେ ଏକାକୀ ନିର୍ବାଚନ ଲଢ଼ିବୁ। ସେହିପରି ଲୋକସଭା ନିର୍ବାଚନରେ ମଧ୍ୟ ଆମେ ଏକାକୀ ​​ପ୍ରତିଦ୍ୱନ୍ଦ୍ୱିତା କରିବୁ। ଏହାପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆଗାମୀ ଲୋକସଭା ନିର୍ବାଚନରେ ​​ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ।