Kuno - The Sakala
ନୂଆଦିଲ୍ଲୀ: ଚିତା ପ୍ରୋଜେକ୍ଟକୁ ଖୁସି ଖବର ମିଳିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ବାଘୁଣୀ ‘ଜ୍ୱାଳା’ ଖୁସି ଖବର ଦେଇଛି। ନାମିବ୍ୟାରୁ ଆସିଥିବା ଏହି ବାଘୁଣୀ ‘ଜ୍ୱାଳା’ ତିନିଟି ଶାବକକୁ ଜନ୍ମ ଦେଇଛି । ଫଳରେ କୁନୋରେ ଚିତାସଂଖ୍ୟା ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋଶିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି।
ଏକ୍ସରେ ମନ୍ତ୍ରୀ ଯାଦବ ଲେଖିଛନ୍ତି, କୁନୋରେ ନୂତନ ଛୁଆ! ଜ୍ୱାଳା ନାମକ ନାମିବ୍ୟା ଚିତା ୩ଟି ଶାବକ ଜନ୍ମ ଦେଇଛି। ଦେଶର ସମସ୍ତ ବନ୍ୟଜନ୍ତୁ ସୁରକ୍ଷାକର୍ମୀ ଏବଂ ବନ୍ୟଜନ୍ତୁ ପ୍ରେମୀମାନଙ୍କୁ ଅଭିନନ୍ଦନ। ଏହିପରି ଭରତର ବନ୍ୟଜନ୍ତୁ ସଂଖ୍ୟା ବୃଦ୍ଧି ହେଉ ବୋଲି ସେ ‘ଏକ୍ସ’ରେ ଲେଖିଛନ୍ତି।
Kuno’s new cubs!
Namibian Cheetah named Jwala has given birth to three cubs. This comes just weeks after Namibian Cheetah Aasha gave birth to her cubs.
Congratulations to all wildlife frontline warriors and wildlife lovers across the country.
May Bharat’s wildlife thrive… pic.twitter.com/aasusRiXtG
— Bhupender Yadav (@byadavbjp) January 23, 2024
ଚିତା ପ୍ରୋଜେକ୍ଟ ଅଧୀନରେ, ୧୭ ସେପ୍ଟେମ୍ବର ୨୦୨୨ରେ ମାଆ ଚିତା ‘ଜ୍ୱାଳା’ ସମେତ ନାମିବ୍ୟାରୁ ୮ଟି ଚିତା ଅଣାଯାଇଥିଲା। ଅନ୍ୟାନ୍ୟ କାରଣରୁ ଏକାଧିକ ଚିତାଙ୍କ ମୃତ୍ୟୁ ଘଟିଥିଲା। ଜାନୁଆରୀ ୧୬ରେ ଆଉ ଏକ ଚିତାର ମୃତ୍ୟୁ ସହ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଥିଲା। ଏହାପରେ ଆଉ ୩ଟି ଚିତା ଛୁଆଙ୍କୁ ଜନ୍ମ ଖୁସି ଖବର ଆଣିଦେଇଛି।