12TH - The Sakala

ନୂଆ ଶିକ୍ଷାବର୍ଷରୁ ୧୦୬ ମାଧ୍ୟମିକ ସ୍କୁଲରେ ଖୋଲିବ ଦ୍ୱାଦଶ ଶ୍ରେଣୀ, ନିଯୁକ୍ତି ଓ ଭିତ୍ତିଭୂମି ବିକାଶକୁ ଦିଆଯିବ ଗୁରୁତ୍ୱ
ଭୁବନେଶ୍ୱର: ନୂଆ ଶିକ୍ଷା ବର୍ଷରୁ ରାଜ୍ୟର ୧୦୬ ହାଇସ୍କୁଲ କ୍ୟାମ୍ପସରେ ଖୋଲିବ ଦ୍ୱାଦଶ ଶ୍ରେଣୀ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିବା ସ୍କୁଲଗୁଡ଼ିକରେ ନିଯୁକ୍ତି ସହିତ ଭିତ୍ତିଭୂମି ବିକାଶ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଶେଷ ଗୁରତ୍ୱ ଦେଉଛି। ଉନ୍ନୀତ ସ୍କୁଲଗୁଡ଼ିକ ମଧ୍ୟରୁ ୬ଟିରେ ବିଜ୍ଞାନ ଓ କଳା ପଢ଼଼ାଯିବାକୁ ଥିବାବେଳେ ଅବଶିଷ୍ଟ ଶହେଟି ବିଦ୍ୟାଳୟରେ ଛାତ୍ରଛାତ୍ରୀ କେବଳ କଳାରେ +୨ ଅଧ୍ୟୟନ କରିବେ। ତେବେ ୧୦୬ ବିଦ୍ୟାଳୟକୁ ଦ୍ୱାଦଶ ପାଠପଢ଼଼ା ଉପଯୋଗୀ କରିବା ପାଇଁ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିଛି।

ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ପାଠପଢା ଆରମ୍ଭ ହେବାକୁ ଥିବାବେଳେ ହାଇସ୍କୁଲ କ୍ୟାମ୍ପସରେ କିପରି ଜୁନିଅର କଲେଜ ଚାଲିବ ସେଥି ପାଇଁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ହିଁ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ଦିଆଯିବ। ଦୈନିକ ଦୁଇଟି ସିଫ୍ଟରେ ସ୍କୁଲ ଚାଲିବାକୁ ଥିବାବେଳେ କ୍ଲାସ ରୁମ ଅଭାବ ଥିଲେ ଉଚ୍ଚ ମାଧ୍ୟମିକ ସ୍କୁଲ ସକାଳେ ୭ଟାରୁ ୧୧ଟା ମଧ୍ୟରେ ଚାଲିବାକୁ ଥିବାବେଳେ ଦିନ ୧୧ରୁ ଅପରାହ୍ଣ ୪ଟା ୩୦ ମିନିଟ୍‌‌ ଯାଏଁ ହାଇ ସ୍କୁଲ ଚାଲିବ। ଯୁକ୍ତ ଦୁଇରେ ଦୁଇଟି ସେକସନ୍‌‌ ହେବାକୁ ଥିବାବେଳେ ପ୍ରତି ସେକସନ୍‌‌ରେ ସର୍ବାଧିକ ୬୪ ଜଣ ଛାତ୍ରଛାତ୍ରୀ ରହିବେ। ପ୍ରାଥମିକ ପର୍ଯ୍ୟାୟରେ କଳା ଓ ବିଜ୍ଞାନ ବିଭାଗ ଖୋଲିବାକୁ ଥିବାରୁ ଏହି ବିଭାଗର ଶିକ୍ଷକ ନିଯୁକ୍ତି ଏବଂ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। କଳା ଓ ବିଜ୍ଞାନରେ ଓଡ଼ିଆ ଓ ଇଂରାଜୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼଼଼ାଯିବ। ସେହିପରି ପ୍ରତ୍ୟେକ ସ୍କୁଲରେ କଳା ପାଇଁ ୬ଟି ପିଜିଟି ଓ ବିଜ୍ଞାନ ପାଇଁ ୭ଟି ପିଜିଟି ଶିକ୍ଷକ ପଦବୀ ସୃଷ୍ଟି ହୋଇଥିବାବେଳେ ୬୪୨ ଜଣ ପିଜିଟି ନୂଆ ନିଯୁକ୍ତି ପାଇବେ। ଉଭୟ ଅଫଲାଇନ୍‌‌ ଏବଂ ଅନଲାଇନ ଉପାୟରେ ନାମଲେଖା ପ୍ରକ୍ରିୟା ତ୍ୱରାନ୍‌‌ବିତ ହେବାକୁ ଥିବାବେଳେ ସମ୍ପୃକ୍ତ ସ୍କୁଲରୁ ମାଟ୍ରିକ ପାସ୍‌‌ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖାକୁ +୨ରେ ପ୍ରାଥମିକତା ଦିଆଯିବ।

ଫେବୃଆରୀ ୧୫ରୁ ସିବିଏସଇର ଦଶମ ଓ ଦ୍ବାଦଶ ପରୀକ୍ଷା
ଭୁବନେଶ୍ବର: CBSE ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଫେବୃଆରୀ ୧୫ରୁ CBSEର ଦଶମ ଓ ଦ୍ବାଦଶ ଶ୍ରେଣୀ ପରକ୍ଷା ଆରମ୍ଭ ହୋଇ ୫ ଏପ୍ରିଲ ଯାଏ ଚାଲିବ। ତେବେ ଦଶମ ପରୀକ୍ଷା ମାର୍ଚ୍ଚ ୨୧ରେ ଶେଷ ହେବ। ସେହିପରି ଦ୍ବାଦଶ ପରୀକ୍ଷା ଏପ୍ରଲ ୫ରେ ଶେଷ ହେବ ।  ତେବେ ଜାନୁଆରୀ ୨ ରୁ ୧୪ ତାରିଖ ଯାଏ ପ୍ରକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦.୩୦ମିନିଟରୁ ଆରମ୍ଭ ହେବ ପରୀକ୍ଷା । ଏ ନେଇ CBSE ପକ୍ଷରୁ ବିସ୍ତୃତ ପରୀକ୍ଷା ସୂଚୀ cbse.gov.in ୱେବସାଇଟରେ ପ୍ରକାଶ ପାଇଛି।

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ
ଭୁବନେଶ୍ବର: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । CBSE  ଦ୍ୱାଦଶରେ ମୋଟ୍ ପାସ୍ ହାର ୯୨.୭୧ ପ୍ରତିଶତ ରହିଛି। ପୁଣି ଥରେ ପାସ ହାରରେ ଛାତ୍ରୀ ଆଗୁଆ ରହିଛନ୍ତି। ୯୪.୫୪% ଛାତ୍ରୀ ପାସ ହୋଇଥିବା ବେଳେ ୯୧.୨୫% ଛାତ୍ର ପାସ୍ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ଅଫିସିଆଲ୍‌ ୱେବ୍‌ସାଇଟ୍‌ cbseresults.nic.in  କିମ୍ବା  results.cbse.nic.in ରେ ନିଜ ରେଜଲ୍ଟ ଚେକ୍‌ କରିପାରିବେ।

ସୂଚନା ଅନୁଯାୟୀ, ୧୪,୫୪,୩୭୦ ଜଣ ଛାତ୍ରଛାତ୍ରୀ ସିବିଏସଇ  ଦ୍ୱାଦଶ ପରୀକ୍ଷା ଦେଇଥିଲେ।

ସିବିଏସଇ ଦଶମ ପରୀକ୍ଷା ବାତିଲ, ଦ୍ବାଦଶ ସ୍ଥଗିତ
ନୂଆଦିଲ୍ଲୀ: କରୋନା ପାଇଁ  ସିବିଏସଇ ଦଶମ ପରୀକ୍ଷା ବାତିଲ କରାଯାଇଥିବା ବେଳେ ଦ୍ବାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ଏ ନେଇ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସେପଟେ ବର୍ତ୍ତମାନ ପାଇଁ ସିବିଏସଇ ଯୁକ୍ତ ୨ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଜୁନ ୧ରେ ବୈଠକ ବସିବା ପରେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ। ଯେବେ ପରୀକ୍ଷା ହେବ ତାର ୧୫ ଦିନ ପୂର୍ବରୁ ଛତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ।  ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରେମେଶ ପୋଖରିଆଲ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି।

2. The Board Exams for Class Xth to be held from 4th May to June 14th, 2021 are hereby cancelled. The results of Class Xth Board will be prepared on the basis of an objective criterion to be developed by the Board.

— Dr. Ramesh Pokhriyal Nishank (@DrRPNishank) April 14, 2021

The situation will be reviewed on 1st June 2021 by the Board, and details will be shared subsequently. A notice of at least 15 days will be given before the start of the examinations.

— Dr. Ramesh Pokhriyal Nishank (@DrRPNishank) April 14, 2021

ବୋର୍ଡ ଦ୍ବାରା ନିର୍ଦ୍ଦାରିତ ପଦ୍ଧତିରେ ଦଶମ ଶ୍ରେଣୀ ରେଜେଲ୍ଟ ପ୍ରକାଶ ପାଇବ। ଯଦି ଏହି ରେଜେଲ୍ଟରେ ଛାତ୍ରଛାତ୍ରୀମାନେ ଅସନୁଷ୍ଟ ଥାନ୍ତି ତେବେ ସେମାନେ  ପରୀକ୍ଷା ଦେଇପାରିବେ।