Kite - The Sakala

ଗୁଡ଼ିର ମାଞ୍ଜା ସୁତାକୁ ନେଇ ଭୟ, କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ
ଭୁବନେଶ୍ବର: କଟକ ପୁରୀ ପରେ ଏବେ ରାଜଧାନୀ ଭୁବନେଶ୍ବରରେ ଗୁଡ଼ି ସୁତାକୁ ନେଇ ଭୟ। ଲୋକଙ୍କ ପାଇଁ ବିପଦ ସାଜିଛି ମାଞ୍ଜା ସୂତାରେ ଉଡୁଥିବା ଗୁଡ଼ି। ଏହା ଉପରେ ରୋକ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ। ମାଞ୍ଜା ସୂତା ଦ୍ଵାରା ଅନେକ ଲୋକ ଆହତ ହେବା ପରେ ଆକ୍ସନ ମୋଡ଼କୁ ଆସିଛି ବଡଗଡ଼ ଥାନା ପୋଲିସ। ଏ ନେଇ ପୋଲିସ ଫାଇନ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଏକାଧିକ ଦୋକାନରେ ଚଡାଉ କରିଥିବାବେଳେ ନଟେଇ, ମାଞ୍ଜା ସୁତା ବଣ୍ଡଲ ଓ ୨୪ଟି ଗୁଡ଼ିକୁ ଜବତ କରାଯାଇଛି l ବଡଗଡ଼ ପୋଲିସ ପକ୍ଷରୁ ମାଞ୍ଜା ସୁତା ବ୍ୟବହାର ନକରିବା ପାଇଁ ସଚେତନତା କରାଯାଉଥିବା କହିଛନ୍ତି ଥାନାଧିକାରୀ।

ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଓଡିଶା ପୋଲିସର ପରାମର୍ଶ, ବିପଦଜନକ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ
ଭୁବନେଶ୍ୱର: ଗୁଡ଼ି ଉଡାଇବା ସମୟରେ ସତର୍କତା ଅବଲମ୍ବନ କରିବା ସହ ବିପଦଜନକ ମାଞ୍ଜା ସୂତା ବ୍ୟବହାର ନ କରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଓଡିଶା ପୋଲିସ ପରାମର୍ଶ ଦେଇଛି । ମାଞ୍ଜା ସୂତା ବ୍ୟବହାର କରି ଗୁଡ଼ି ଉଡାଇବା ଆଇନତଃ ଦଣ୍ଡନୀୟ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ବିପଦଜନକ ମାଞ୍ଜା ସୂତା ବିକ୍ରୟ କିମ୍ବା ବ୍ୟବହାର ଉପରେ ଲାଗିବ ରୋକ୍। ଗୁଡ଼ି ଉଡ଼ାଇବା ବେଳେ ନିୟମ ଅବମାନନା କଲେ ହେବ କାର୍ଯ୍ୟନୁଷ୍ଠାନ।

ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା ରହିଛି । ଗୁଡ଼ି ଉଡାଇବା ପାଇଁ ମାଞ୍ଜା ସୂତା ବ୍ୟବହାର କରିଥାନ୍ତି ଲୋକେ । ଏହି ସୂତା ଅନେକ ଲୋକଙ୍କ ଜୀବନ ନେଇଥାଏ । ତେଣୁ ଗୁଡ଼ି ଉଡାଇବା ବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ ।