gold - The Sakala
ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଭବିଷ୍ୟବାଣୀ: ଶେଷ ହେବ ଆମେରିକାର ରାଜୁତି, ଡଲାରର ସ୍ଥାନ ନେବ ସୁନା
ନୂଆଦିଲ୍ଲୀ: ସାରା ବିଶ୍ବରେ ବର୍ତ୍ତମାନ ବିଭିନ୍ନ ଘଟଣାକୁ ନେଇ ଉତ୍ତେଜନା ଜାରି ରହିଛି। ଏଥିରେ ସବୁଠାରୁ ବଡ଼ ପ୍ରସଙ୍ଗ ଟାରିଫ୍ ଯୁଦ୍ଧ। ଏଥିଯୋଗୁ ଏବେ ବିଶ୍ବ ଅର୍ଥନୀତି ଚାପରେ। ପ୍ରସିଦ୍ଧ ଆମେରିକୀୟ ଅର୍ଥନୀତିଜ୍ଞ ପିଟର ସ୍କିଫ୍ ଏକ ବଡ଼ ଆର୍ଥିକ ସଙ୍କଟ ବିଷୟରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ବିଶ୍ବ ବତ୍ତର୍ମାନ ଏକ ବଡ଼ ଆର୍ଥିକ ସଙ୍କଟ ଆଡ଼କୁ ଗତି କରୁଛି, ଯାହା ୨୦୦୮ର ମାନ୍ଦାବସ୍ଥା ତୁଳନାରେ ବହୁଗୁଣ ଅଧିକ। ପିଟରଙ୍କ ଭବିଷ୍ୟବାଣୀ ଅନୁଯାୟୀ, ଡଲାର ଭୁଶୁଡ଼ିବାକୁ ଯାଉଛି। ଡଲାରର ସ୍ଥାନ ନେବ ସୁନା। କାରଣ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଡଲାର ଉପରେ ସେମାନଙ୍କର ନିର୍ଭରଶୀଳତା ହ୍ରାସ କରୁଛନ୍ତି। ସେମାନେ ସେମାନଙ୍କର ସୁନା ଭଣ୍ଡାର ବୃଦ୍ଧି କରୁଛନ୍ତି। ପିଟରଙ୍କ ଏହି ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ବିଶ୍ୱ ବଜାରରେ ସୁନା ଏବଂ ରୁପା ମୂଲ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟୁଛି। ୨୦୨୫ରେ ସୁନା ମୂଲ୍ୟ ୭୫% ଏବଂ ରୁପା ମୂଲ୍ୟ ୧୬୭%  ବୃଦ୍ଧି ପାଇଛି।
ପିଟରଙ୍କ କହିବାନୁଯାୟୀ ଆସୁଥିବା ସଙ୍କଟ ୨୦୦୮ଠାରୁ ଭିନ୍ନ ହେବ, ଯାହା ଆମେରିକା ଉପରେ କେନ୍ଦ୍ରିତ ହେବ। ୨୦୦୮ର ସଙ୍କଟ ସାରା ବିଶ୍ୱରେ ବ୍ୟାପିଥିଲା, କିନ୍ତୁ ଏହି ସଙ୍କଟ ଯୁକ୍ତରାଷ୍ଟ୍ର ମଧ୍ୟରେ କେନ୍ଦ୍ରିତ ହେବ। ୨୦୦୮ ସଙ୍କଟ ଯୋଗୁ ଆମେରିକାର ଗୃହ ବଜାରର ପତନ ସହିତ ଆରମ୍ଭ ହୋଇଥିଲା, ଯେତେବେଳେ ବହୁ ସଂଖ୍ୟକ ଲୋକ ସେମାନଙ୍କର ଗୃହ ଋଣ ଦେବା ବନ୍ଦ କରିଦେଇଥିଲେ। ଏହା ସମଗ୍ର ବିଶ୍ୱର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ହଲାଇ ଦେଇଥିଲା ଏବଂ ୧୯୩୦ ଦଶକର ମହା ମାନ୍ଦାବସ୍ଥା ପରେ ସବୁଠାରୁ ବଡ଼ ବିଶ୍ୱ ଅର୍ଥନୈତିକ ସଙ୍କଟ ସୃଷ୍ଟି କରିଥିଲା। ଏଥିସହ  ପିଟର ମଧ୍ୟ ଆମେରିକାର ଅର୍ଥନୀତି ବହୁତ ଶକ୍ତିଶାଳୀ ବୋଲି ହେଉଥିବା ଦାବିକୁ ଖାରଜ କରିଛନ୍ତି। ସ୍କିଫ୍ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ, ଏହି ସଂଖ୍ୟା ଭୁଲ। ଏଗୁଡ଼ିକ ଅତ୍ୟନ୍ତ ବିକୃତ ଏବଂ ଏଥିରେ ସଂଶୋଧନ ଆବଶ୍ୟକ। ଆମେରିକାର  ମୁଦ୍ରାସ୍ଫୀତି ବହୁଳ ଭାବରେ ପ୍ରଭାବିତ ହୋଇଛି। ଆଗାମୀ ବର୍ଷଗୁଡ଼ିକରେ, ବାଇଡେନଙ୍କ ଅଧୀନରେ ମୁଦ୍ରାସ୍ଫୀତି ଆହୁରି ବିପଜ୍ଜନକ ହେବ। ସେ କହିଛନ୍ତି ଯେ ବୃଦ୍ଧି ପାଉଥିବା ସୁନା ମୂଲ୍ୟ ଏକ ବଡ଼ ସଙ୍କଟର ଚେତାବନୀ ଦେଉଛି, ଯାହା ଏହି ବର୍ଷ ଶେଷରେ କିମ୍ବା ପରବର୍ତ୍ତୀ ବର୍ଷ ଦେଖିବାକୁ ମିଳିବ।  ଡଲାରରୁ ମୁକ୍ତି ପାଇବା ପାଇଁ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣୁଛନ୍ତି। ସେମାନେ ଆମେରିକୀୟ ଟ୍ରେଜେରୀ ବିକ୍ରି କରୁଛନ୍ତି। ଏଥିରେ ସୁନା ତାର ପ୍ରକୃତ ଛବି ଦେଖାଉଛି।
ପିଟର କହିଛନ୍ତି ଯେ ଆମେ ବିଶ୍ୱ ଉପରେ ନିର୍ଭରଶୀଳ। ସେମାନେ ଆମକୁ ଏପରି ଜିନିଷ ଯୋଗାଇ ଦିଅନ୍ତି, ଯାହା ଆମେ ଉତ୍ପାଦନ କରୁନାହୁଁ। ଟ୍ରମ୍ପ୍ ସବୁ ଭୁଲ କରିଛନ୍ତି। ବିଶ୍ୱର ଅର୍ଥନୀତି ଆମ ଯୋଗୁଁ ଚାଲିନାହିଁ, କିନ୍ତୁ ଆମର ବିଶ୍ୱ ଯୋଗୁଁ ଚାଲିଥାଏ। ଆମର କ୍ରେଡିଟ୍-ଭିତ୍ତିକ ଅର୍ଥନୀତି, ଯାହା ଡଲାରର “ରିଜର୍ଭ ମୁଦ୍ରା” ସ୍ଥିତି ଉପରେ ନିର୍ଭର କରେ, ତାହା ଭୁଶୁଡ଼ି ପଡ଼ିଛି। ଆଗାମୀ ଦିନରେ ଡଲାର ଭୁଶୁଡ଼ି ପଡ଼ିବ ଏବଂ ସୁନା ଏହାର ସ୍ଥାନ ନେବ। ତଥାପି, ହ୍ୱାଇଟ୍ ହାଉସ୍‌ର ମୁଖପାତ୍ର କୁଶ ଦେଶାଇ ଆମେରିକୀୟ ଅର୍ଥନୀତିଜ୍ଞଙ୍କ ଦାବିର ବିପରୀତ କଥା ଦୋହରାଇଛନ୍ତି। ଆମେରିକାର ଟ୍ରେଜେରୀର ବିଦେଶୀ ହୋଲ୍ଡିଂ ସମ୍ପ୍ରତି ରେକର୍ଡ ସ୍ତରରେ ପହଞ୍ଚିଛି। ଶିଳ୍ପପତିମାନେ ନିବେଶ ଏବଂ ନିଯୁକ୍ତି ସୃଷ୍ଟି କରିବା ପାଇଁ ଆମେରିକାରେ କୋଟି କୋଟି ଟଙ୍କା ନିବେଶ କରୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍‌ ଦାୟିତ୍ୱ ନେବା ପରଠାରୁ ଆତଙ୍କିତ ଲୋକମାନେ ଏପରି ଭବିଷ୍ୟବାଣୀ କରିଆସୁଛନ୍ତି। ସୂଚନାଯୋଗ୍ୟ ଯେ, ପିଟର ସ୍କିଫ୍ ହେଉଛନ୍ତି ଜଣେ ପ୍ରସିଦ୍ଧ ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ୟୁରୋ ପାସିଫିକ୍ ସମ୍ପତ୍ତି ପରିଚାଳନାର ପ୍ରତିଷ୍ଠାତା। ସେ ୨୦୦୮ ଆର୍ଥିକ ସଙ୍କଟର ସଠିକ୍ ପୂର୍ବାନୁମାନ କରିବା ପାଇଁ ଜଣାଶୁଣା। ପିଟର ନିରନ୍ତର ଭାବରେ ମୂଲ୍ୟବାନ ଧାତୁଗୁଡ଼ିକୁ ଏକ ସୁରକ୍ଷିତ-ସ୍ୱର୍ଗ ନିବେଶ ବିକଳ୍ପ ଭାବରେ ସମର୍ଥନ କରିଛନ୍ତି।
ସୁନା ଦର ରେକର୍ଡ ସ୍ତରରେ ବୃଦ୍ଧି; ୨୨ କ୍ୟାରେଟ୍‌ ସୁନା ୧୦ଗ୍ରାମ ପିଛା ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା
ନୂଆଦିଲ୍ଲୀ: ସୁନା ଦରରେ ଲମ୍ବ ଡିଆଁ । ହୁ ହୁ ହୋଇ ବଢୁଛି ସୁନା ରେଟ୍ । ୧୦ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଏକାଥରକେ ୧୧ ହଜାର ୭୭୦ ଟଙ୍କା ବଢ଼ି ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ଗ୍ରାମ ପିଛା ୧୦ ହଜାର ୮୦୦ ଟଙ୍କା ବଢ଼ି ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା ହୋଇଛି ।
ରେକର୍ଡ ସ୍ତରରେ ବୃଦ୍ଧି ପାଇଛି ସୁନା ଦର । ସୁନା ଭରି ଏବେ ଦୁଇ ଲକ୍ଷ ମୁହାଁ ହୋଇଥିବା ବେଳେ, ୪ ଲକ୍ଷ ପାର ହୋଇଛି ରୁପା । ରୂପା କିଲୋଗ୍ରାମ ୨୦,୦୦୦ ଟଙ୍କା ବୃଦ୍ଧି ପାଇଛି । ପ୍ରଥମ ଥର ପାଇଁ, ରୂପାର ମୂଲ୍ୟ ₹୪ ଲକ୍ଷ ଅତିକ୍ରମ କରିଛି । ଗୁରୁବାର ଦିନ MCX ରେ ମାର୍ଚ୍ଚ ଫ୍ୟୁଚର୍ସ ପାଇଁ ରୂପାର ମୂଲ୍ୟ ୨୧,୨୭୬ ଟଙ୍କା ବୃଦ୍ଧି ପାଇ ୪,୦୬,୬୪୨ ଟଙ୍କାରେ ପହଞ୍ଚିଛି ।
Gold Rate Today: ହୁ ହୁ ହୋଇ ବଢୁଛି ସୁନା ଦର, ପ୍ରଥମ ଥର ପାଇଁ ୧୦ଗ୍ରାମକୁ ଦେଢ଼ଲକ୍ଷ ଟପିଲା ସୁନା ଦାମ୍
ଭୁବନେଶ୍ୱର: ସୁନା ଦର ଆକାଶଛୁଆଁ । ହୁ ହୁ ହୋଇ ବଢୁଛି ସୁନା ଦର । ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ୧୦ଗ୍ରାମ ସୁନାର ଦର ଦେଢ ଲକ୍ଷ ଟପିଛି । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ରେଟ୍ ରହିଛି ୧ଲକ୍ଷ ୫୭ହଜାର ୨୬୦ ଟଙ୍କା। ସେହିପରି ୨୨ କ୍ୟାରେଟ୍ ସୁନାର ଦାମ୍ ରହିଛି ୧ ଲକ୍ଷ ୪୪ ହଜାର ୧୫୦ ଟଙ୍କା। ଦିନକୁ ଦିନ ଦର ହୁ ହୁ ହୋଇ ବଢିଚାଲିଥିବାବେଳେ ବିବାହ ସିଜନରେ ମଧ୍ୟବିତ୍ତ ପରିବାର ଉପରେ ପ୍ରହାର ହୋଇଛି। ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କମିବା ଫଳରେ ଆମ ଦେଶରେ ସୁନା ଦାମ ଅଧିକ ବଢ଼ୁଛି। ସେହିଭଳି ସେୟାର ବଜାରରେ ଅନିଶ୍ଚିତତା ଦେଖାଦେଲେ ଲୋକେ ସୁନାରେ ପଇସା ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଯାହା ଫଳରେ ଦିନକୁ ଦିନ ବଢିବାରେ ଲାଗିଛି ମୂଲ୍ୟ । ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ଏହା ୧.୫ ଲକ୍ଷ ଟଙ୍କା ସୀମା ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।
ଆମେରିକା ଏବଂ ୟୁରୋପ ମଧ୍ୟରେ ଗମ୍ଭୀର ହେବାରେ ଲାଗିଥିବା କୂଟନୈତିକ ଏବଂ ବାଣିଜ୍ୟ ଉତ୍ତେଜନା ବର୍ତ୍ତମାନ ବିଶ୍ୱ ଆର୍ଥିକ ବଜାରକୁ ସିଧାସଳଖ ପ୍ରଭାବିତ କରୁଛି। ଗ୍ରୀନଲ୍ୟାଣ୍ଡ ପ୍ରସଙ୍ଗରେ ଆମେରିକାର ଆକ୍ରମଣାତ୍ମକ ରଣନୀତି ଏବଂ ୟୁରୋପୀୟ ଦେଶଗୁଡ଼ିକ ଉପରେ ସମ୍ଭାବ୍ୟ ଶୁଳ୍କ ଲାଗୁ ଧମକ ନିବେଶକଙ୍କ ଚିନ୍ତା ବଢ଼ାଇଛି। ଏହି ଅନିଶ୍ଚିତ ପରିବେଶରେ ସୁରକ୍ଷିତ ନିବେଶ ଭାବରେ ବିବେଚିତ ସୁନା ଏବଂ ରୂପାର ଚାହିଦା ବୃଦ୍ଧି ପାଇଛି, ଯାହା ଉଭୟ ଧାତୁକୁ ଅନ୍ତର୍ଜାତୀୟ ବଜାରରେ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚାଇଛି। ବଜାର ବିଶେଷଜ୍ଞଙ୍କ ମତରେ ଭୂ-ରାଜନୈତିକ ଉତ୍ତେଜନା ଏବଂ ବାଣିଜ୍ୟ ଯୁଦ୍ଧର ସମ୍ଭାବନା ଭବିଷ୍ୟତରେ ବଜାର ଦିଗ ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ରେକର୍ଡ ସ୍ତରରେ ସୁନା ଦର, ୧୦ ଗ୍ରାମ ପିଛା ଲକ୍ଷେ ୨୭ ଛୁଇଁଲା ୨୨ କ୍ୟାରେଟ୍
ଭୁବନେଶ୍ୱର: ସୁନା ଦରରେ ଲାଗିଛି ନିଆଁ । ଆଜି ରେକର୍ଡ ସ୍ତରରେ ସୁନା ଦର ଛୁଇଁଛି । ୪୬ ବର୍ଷର ରେକର୍ଡ ଭାଙ୍ଗିଛି ସୁନା ଦର । ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୨୪ ଶହ ଟଙ୍କା ବୃଦ୍ଧି ହୋଇଛି । ଦର ବୃଦ୍ଧି ହୋଇ ୧୦ ଗ୍ରାମ ପିଛା ୧ ଲକ୍ଷ ୩୮ ହଜାର ୫ଶହ ୫୦ ଟଙ୍କାରେ ପହଞ୍ଚିଥିବାବେଳେ ୨୨ କ୍ୟାରେଟ ୨୨ ଶହ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୨୭ ହଜାର ଟଙ୍କା ହୋଇଛି ।
ସୁନାଦର ଅନ୍ତରାଷ୍ଟ୍ରୀୟ ବଜାରରେ ବଢ଼ିବାରୁ ଡଲାର ତୁଳନାରେ ଟଙ୍କାର ବିନିମୂଲ୍ୟ ଆଶାତୀତ ଭାବେ ହ୍ରାସ ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଗତକାଲି ଟଙ୍କା ମୂଲ୍ୟରେ କିଛିଟା ସୁଧାର ଆସିଥିଲା । ଆଜି ସୁନାଦର ବଢ଼ିବାରୁ ଟଙ୍କା ବିନିମୂଲ୍ୟ ହ୍ରାସ ଘଟି ୧ ଲକ୍ଷ ପାର କରିବା ନେଇ ସମୀକ୍ଷକ ଆକଳନ କରିଛନ୍ତି । ଏପରିକି କେତେକ ଅର୍ଥନୀତି ବିଶେଷଜ୍ଞଙ୍କ ଅନୁମାନ ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ରେକର୍ଡ଼ ସ୍ତରରେ ହ୍ରାସ ଘଟିବ । ଏପରିକି ଡଲାର ତୁଳନାରେ ଟଙ୍କା ହ୍ରାସ ଘଟି ୧ ଲକ୍ଷ ୫୦ ହଜାର ଟଙ୍କା ହୋଇପାରେ । ଏହାର ଅର୍ଥ ଗୋଟିଏ ଆମେରିକୀୟ ଡଲାର କିଣିବାକୁ ହେଲା ଭାରତୀୟ ମୁଦ୍ରାରେ ୧ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ।
ବଜାର ବିଶେଷଜ୍ଞଙ୍କ ମତରେ ଆଗାମୀ ବର୍ଷ ସୁନା ଏବଂ ରୁପା ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ରିଟର୍ଣ୍ଣ ଦୃଷ୍ଟିରୁ, ଗତ ୧୦ ବର୍ଷ ମଧ୍ୟରେ ୨୦୨୫ ଉଭୟ ସୁନା ଓ ରୁପା ପାଇଁ ସର୍ବୋତ୍ତମ ବର୍ଷ ପ୍ରମାଣିତ ହୋଇଛି। ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଆମେରିକା ଫେଡେରାଲ୍ ରିଜର୍ଭ ସୁଧ ହାର ୨୫ ବେସିସ୍ ପଏଣ୍ଟ ହ୍ରାସ କରିବା ପରେ ରୁପା ବିଶ୍ୱ ବଜାରରେ ଏକ ନୂତନ ରେକର୍ଡ ପ୍ରତିଷ୍ଠା କରିଛି। ଚଳିତବର୍ଷ ରୁପା ମୂଲ୍ୟରେ ମଧ୍ୟ ପ୍ରାୟ ୧୦୦% ବୃଦ୍ଧି ଦେଖାଯାଇଛି।  ବିଶେଷଜ୍ଞମାନେ କୁହନ୍ତି ଯେ ବର୍ତ୍ତମାନର ଉଚ୍ଚ ସ୍ତର ସତ୍ତ୍ୱେ, ନିବେଶକମାନଙ୍କୁ ଭୟଭୀତ ହେବା ଆବଶ୍ୟକ ନାହିଁ। ଯଦି ମୂଲ୍ୟ ହ୍ରାସ ପାଏ, ତେବେ ଦୀର୍ଘକାଳୀନ ନିବେଶକମାନଙ୍କ ପାଇଁ ଧୀରେ ଧୀରେ କିଣିବା ପାଇଁ ଏହା ଏକ ଭଲ ସୁଯୋଗ ହୋଇପାରେ।
ବିଶ୍ୱ ସ୍ୱର୍ଣ୍ଣ ପରିଷଦର ଆକଳନ: ୨୦୨୬ରେ ଦୁଇ ଲକ୍ଷ ଛୁଇଁବ ସୁନା ଦର
ନୂଆଦିଲ୍ଲୀ: ଘରୋଇ ବଜାରରେ ହୁ ହୁ ହୋଇ ବଢ଼ୁଛି ସୁନା ଓ ରୁପା ଦର। ରକେଟ୍‌ ବଳି ବଢ଼ୁଛି ଏହି ଉଭୟ ଧାତୁର ଦର। ଇତିମଧ୍ୟରେ ରୁପା ଦର ଏହାର ସବୁ ପୁରୁଣା ରେକର୍ଡ ଭାଙ୍ଗି ଐତିହାସିକ କିଲୋଗ୍ରାମ ପିଛା ୨.୨୪ ଲକ୍ଷ ଟଙ୍କାର ରେକର୍ଡ ସ୍ତର ଅତିକ୍ରମ କରିଛି। ହେଲେ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଧାରା ଆଗକୁ ଥମିବାର ନାଁ ଧରୁନାହିଁ। ବଜାର ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଆଗମା ଦିନରେ ସୁନା ରୁପା ଓ ମୂଲ୍ୟ ଆହୁରି ବଢିବ । ଚଳିତବର୍ଷ ଘରୋଇ ବଜାରରେ ସୁନାର ମୂଲ୍ୟ ୬୦%ରୁ ଅଧିକ ଅର୍ଥାତ୍‌ ୬୫ ହଜାର ଟଙ୍କା ମହଙ୍ଗା ହୋଇଛି।  ବୃଦ୍ଧି ପାଇସାରିଛି। ଆଗାମୀ ବର୍ଷ ପାଇଁ ଆହୁରି ବୃଦ୍ଧିର ପୂର୍ବାନୁମାନ କରାଯାଇଛି। କାରଣ ବିଶ୍ୱ ସ୍ୱର୍ଣ୍ଣ ପରିଷଦ ଆକଳନ କରିଛି ଯେ ସୁନାର ମୂଲ୍ୟ ୨୦୨୬ରେ ବର୍ତ୍ତମାନର ସ୍ତରଠାରୁ ପାଖାପାଖି ୩୯ରୁ ୪୦% ବୃଦ୍ଧି ପାଇପାରେ। ସେହିପରି ବର୍ଷ ୨୦୨୬ରେ ମଧ୍ୟ ରୁପା ମୂଲ୍ୟ ଅଢ଼େଇ ଲକ୍ଷ ସ୍ତ ଛୁଇଁପାରେ।
୨୦୨୫ ଭଳି ୨୦୨୬ରେ ସୁନା ମୂଲ୍ୟରେ  ବୃଦ୍ଧି କ୍ଷେତ୍ରରେ ବର୍ତ୍ତମାନର ଧାରା ଜାରି ରହିବ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ। ଅନେକ ଲୋକ ଏ ନେଇ ଭବିଷ୍ୟବାଣୀ କରୁଛନ୍ତି, କିନ୍ତୁ ଏଥର ଭବିଷ୍ୟବାଣୀ ବହୁତ ଭୟଙ୍କର। ଯଦି ବିଶ୍ୱ ସ୍ୱର୍ଣ୍ଣ ପରିଷଦର ସିଇଓ ଡେଭିଡ୍ ଟେଟ୍‌ଙ୍କ ଆକଳନ ସତ  ହୁଏ, ତେବେ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ୬,୦୦୦ ଡଲାର ଅତିକ୍ରମ କରିଯିବ। ଭାରତୀୟ ଟଙ୍କାରେ, ସୁନାର ମୂଲ୍ୟ ୧,୯୦,୦୦୦ରୁ ୨ ଲକ୍ଷ ଟଙ୍କାରେ ପହଞ୍ଚିପାରେ। ସେ କହିଛନ୍ତି ଯେ ସୁନା ମୂଲ୍ୟରେ ଏହି ବୃଦ୍ଧି ହ୍ରାସ ପାଇବାର କୌଣସି ସଙ୍କେତ ଦେଖାଯାଉନାହିଁ। ମୂଲ୍ୟ ୨୦୨୬ରେ ମଧ୍ୟ ଉଚ୍ଚରେ ରହିବ।  ଟେଟ୍ କହିଛନ୍ତି ଯେ ସୁନା ମୂଲ୍ୟରେ ଏହି ବୃଦ୍ଧି ପାଇଁ ଅନେକ କାରଣ ଥାଇପାରେ। ସବୁଠାରୁ ବଡ଼ କାରଣ ହେଉଛିସୁନା ଏକ  ସୁରକ୍ଷିତ ନିବେଶ ମାଧ୍ୟମ ପାଲଟିବା  ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ବାରା କ୍ରୟ  ଓ  ଇଟିଏଫ୍‌ରେ ନିବେଶ।  ଆଜି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧,୩୪,୭୦୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୧,୨୩,୩୦୦ ଟଙ୍କା ହୋଇଛି।
ଅପରପକ୍ଷେ ଗୁରୁବାର (ଗକ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ରୁପା ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ, ଭୁବନେଶ୍ବରରେ ଆଜି ଗୋଟିଏ ଦିନରେ ରୁପା ମୂଲ୍ୟରେ କିଲୋଗ୍ରାମ ପିଛା ୨,୦୦୦ ଟଙ୍କା ବୃଦ୍ଧି ପାଇ  ୨,୨୧,୦୦୦ ରେ ବନ୍ଦ ହୋଇଛି। ଗତକାଲି, ରୁପା ମୂଲ୍ୟ କିଲୋ ପିଛା ୨,୧୯,୦୦୦ ଟଙ୍କା ଥିଲା।  ଚଳିତବର୍ଷ ବର୍ଷ ଏ ପର୍ଯ୍ୟନ୍ତ ରୁପା ମୂଲ୍ୟ ୧,୧୫,୨୩୩ ଟଙ୍କା ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ବୃଦ୍ଧିର ୪ ପ୍ରମୁଖ କାରଣ। ଶିଳ୍ପ ଚାହିଦାରେ ବୃଦ୍ଧି । ଯଥା ସୌର, ଇଲେକ୍ଟ୍ରୋନିକ୍ସ ଏବଂ ବୈଦ୍ୟୁତିକ ଯାନ (ଇଭି) କ୍ଷେତ୍ରରେ ବ୍ୟାପକ ବ୍ୟବହାର ଯୋଗୁ, ରୂପା ଆଉ ଅଳଙ୍କାର ପର୍ଯ୍ୟନ୍ତ ସୀମିତ ନାହିଁ।
ଟ୍ରମ୍ପଙ୍କ ସମ୍ଭାବ୍ୟ ଶୁଳ୍କ ନୀତିର ଭୟ ଯୋଗୁଁ ଆମେରିକୀୟ କମ୍ପାନୀଗୁଡ଼ିକ ରୁପାର ବିପୁଳ ଷ୍ଟକ୍ ସଂଗ୍ରହ କରୁଛନ୍ତି। ଏହା ବିଶ୍ୱ ଯୋଗାଣ ଉପରେ ଚାପ ପକାଇଛି। ୩ୟ ଟି ହେଉଛି, ଉତ୍ପାଦନ ବନ୍ଦ ହେବାର ଭୟ ଯୋଗୁଁ ନିର୍ମାତାମାନେ ଆଗୁଆ କ୍ରୟ କରୁଛନ୍ତି, ଯାହା ଆଗାମୀ ମାସଗୁଡ଼ିକରେ ଚାହିଦା ବୃଦ୍ଧି କରିବ। ଚତୁର୍ଥ କାରଣ ହେଉଛି,  ନିବେଶକମାନେ ରୁପା ଇଟିଏଫ୍‌  ମାଧ୍ୟମରେ ରୁପାରେ ସେମାନଙ୍କର ନିବେଶ ବୃଦ୍ଧି କରୁଛନ୍ତି, ଯାହା ଚାହିଦାକୁ ଆହୁରି ମଜବୁତ କରୁଛି।
କମୁଛି ସୁନା ଚମକ, ଆହୁରି ବଢ଼ିବ ରୁପା ଦର...
ଭୁବନେଶ୍ବର: କ୍ରମାଗତ ଭାବେ ଉପରକୁ ଉଠିଚାଲିଥ଄ବା ସୁନା ମୂଲ୍ୟରେ ହ୍ରାସ ଘଟିବାର କୌଣସି ସଙ୍କେତ ଦେଖାଯାଉନାହିଁ। କାରଣ ଧନତେରସ ପରଠାରୁ ଦେଶରେ ସୁନା ମୂଲ୍ୟରେ ନିରନ୍ତର ହ୍ରାସ ଘଟୁଛି। ତେବେ ସୁନା ମୂଲ୍ୟେୋର ଏହି ହ୍ରାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି, କାରଣ ସେବେଠାରୁ ବର୍ତ୍ତମାନ ଯାଏ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ପ୍ରାୟ ୧୦ ହଜାର ଟଙ୍କା ହ୍ରାସ ଘଟିଛଇ। ଏହି ହ୍ରାସ ଧାରା ମଙ୍ଗଳବାର ମଧ୍ୟ ଜାରି ରହିଛି, ଯାହା ଏହି ମୂଲ୍ୟବାନ ଧାତୁର ଚମକକୁ ଆହୁରି କମ୍‌ କରିଦେଇଛି। ଚଳିତମାସ ୧୭ରେ ଏମ୍‌ସିଏକ୍ସରେ ସୁନା ମୂଲ୍ୟ  ସର୍ବକାଳୀନ ସର୍ବୋଚ୍ଚ ୧,୩୨,୨୯୪ ଟଙ୍କା ସ୍ତରରେ ପହଞ୍ଚିଥିଲା, ଯେତେବେଳେ କି ଅକ୍ଟୋବର ୨୮ରେ ଏହା ୧,୨୦,୦୯୨ ଟଙ୍କା ସ୍ତରକୁ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ମାତ୍ର ୧୧ ଦିନ ମଧ୍ୟରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୧୨,୨୦୨ ଟଙ୍କା ହ୍ରାସ ପାଇଛି।
ସୁନା ମୂଲ୍ୟରେ ଏହି ନିରନ୍ତର ହ୍ରାସର କାରଣ ଉପରେ ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ପଛରେ ଅନେକ ଅନ୍ତର୍ଜାତୀୟ ଏବଂ ଘରୋଇ କାରଣର ମିଶ୍ରଣ ରହିଛି। ଏହା ବର୍ତ୍ତମାନ ପରିଓ୍ତିତିରେ ସୁନା ମୂଲ୍ୟ ହ୍ରାସର ଗୋଟିଏ କାରଣ ନୁହେଁ, ବରଂ ଅନେକ ମୋର୍ଚ୍ଚାରେ ଏକକାଳୀନ ପରିସ୍ଥିତି ସୃଷ୍ଟି ହେବାର ଫଳାଫଳ। ଏହାର ସବୁଠାରୁ ବଡ଼ କାରଣ ହେଉଛି ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଉତ୍ତେଜନାରେ ହ୍ରାସ। ବିଶ୍ୱର ଏହି ଦୁଇ ବୃହତ ଅର୍ଥନୀତି ମଧ୍ୟରେ ଉନ୍ନତ ବାଣିଜ୍ୟ ସମ୍ପର୍କ ପାଇଁ ଆଶା ବୃଦ୍ଧି ପାଇଛି। ସମ୍ପ୍ରତି, ଉଭୟ ଦେଶର ଶୀର୍ଷ ଅର୍ଥନୈତିକ ଅଧିକାରୀମାନେ ଏକ ସମ୍ଭାବ୍ୟ ବାଣିଜ୍ୟ ଚୁକ୍ତିର ରୂପରେଖା ଉପରେ ସହମତ ହୋଇଛନ୍ତି। ଆଶା କରାଯାଉଛି ଯେ ଚଳିତ ସପ୍ତାହର ଶେଷ ଭାଗରେ ଦକ୍ଷିଣ କୋରିଆରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହାକୁ ଚୂଡ଼ାନ୍ତ କରାଯାଇପାରିବ। ଯେତେବେଳେ ଦୁଇଟି ପ୍ରମୁଖ ଅର୍ଥନୀତି ମଧ୍ୟରେ ଉତ୍ତେଜନା କମ୍‌ ହୁଏ ,ସେତେବେଳେ ନିବେଶକମାନେ ସୁନାରୁ ଟଙ୍କାକୁ ନିବେଶ ସ୍ଥାନାନ୍ତର କରିଥାନ୍ତି। କାରଣ ଏହାକୁ ଏକ ନିରାପଦ ନିବେଶ ବୋଲି ବିବେଚନା କରାଯାଏ। ସୁନା ମୂଲ୍ୟରେ ହ୍ରାସର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଆମେରିକୀୟ ଫେଡେରାଲ୍ ରିଜର୍ଭର ନିଷ୍ପତ୍ତିକୁ  ନିବେଶକମାନେ ଅପେକ୍ଷା କରିଛନ୍ତି। ଫେଡେରାଲ୍ ରିଜର୍ଭଙ୍କ ନୀତି ସିଧାସଳଖ ଡଲାରର ଶକ୍ତି ଏବଂ ବଣ୍ଡ ଇଲ୍ଡକୁ ପ୍ରଭାବିତ କରେ। ଯଦି ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରେ, ତେବେ ଡଲାର ମଜବୁତ ହୁଏ, ଯାହା ସୁଧ-ମୁକ୍ତ ସୁନାରେ ନିବେଶକୁ କମ୍ ଆକର୍ଷଣୀୟ କରିଥାଏ। ଅପରପକ୍ଷେ ସୁନା ମୂଲ୍ୟର ହ୍ରାସର ତୃତୀୟ କାରଣ ହେଉଛି ଡଲାରର ନିରନ୍ତର ଶକ୍ତି। ଅନ୍ତର୍ଜାତୀୟ ବଜାରରେ ସୁନା ଡଲାରରେ କାରବାର ହୁଏ। ଯେତେବେଳେ ଡଲାର ମଜବୁତ ହୁଏ, ଅନ୍ୟ ମୁଦ୍ରା (ଯେପରିକି ଟଙ୍କା) ଧାରଣ କରୁଥିବା ଦେଶଗୁଡ଼ିକ ପାଇଁ ସୁନା କିଣିବା ମହଙ୍ଗା ହୋଇଯାଏ, ଯାହା ସ୍ୱାଭାବିକ ଭାବରେ ଏହାର ଚାହିଦା ହ୍ରାସ କରେ। ଏହି ବିଶ୍ୱ ସଙ୍କେତ ସହିତ ମିଶି ଘରୋଇ ଏବଂ ଅନ୍ତର୍ଜାତୀୟ ନିବେଶକମାନେ ବର୍ତ୍ତମାନ ସ୍ତରରେ ପ୍ରଫିଟ୍‌ ବୁକିଂକରୁଛନ୍ତି। ପୂର୍ବରୁ କମ ମୂଲ୍ୟରେ ସୁନା କିଣିଥିବା ନିବେଶକମାନେ ଏବେ ଲାଭ ପାଇବା ପାଇଁ ସେମାନଙ୍କର ସୁନା ବିକ୍ରି କରୁଛନ୍ତି। ଏହି ବହୁଳ ବିକ୍ରି ହଠାତ୍ ବଜାରରେ ସୁନାର ଯୋଗାଣ ବୃଦ୍ଧି କରି ମୂଲ୍ୟ ହ୍ରାସ କରୁଛି।
ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍‌ ସୁନା ଦର ଯଥାକ୍ରମେ ୧,୨୦,୭୦୦ ଟଙ୍କା ଏବଂ ୧,୧୦,୭୫୦ ଟଙ୍କା ସ୍ତରକୁ ଖସିଆସିଛି। ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦର ୧,୫୯,୦୦୦ ଟଙ୍କା ରହିଛି। ଅପରପକ୍ଷେ ସୋମବାର ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍‌ ସୁନା ଦର ଯଥାକ୍ରମେ ୧,୨୩,୧୫୦ ଟଙ୍କା ଏବଂ ୧,୧୩,୦୦୦ ଟଙ୍କା ସ୍ତରରେ ପହଞ୍ଚିଛି। ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦର ୧,୫୧,୦୦୦ ଟଙ୍କା ରହିଛି। ଚଳିତବର୍ଷ ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ପ୍ରାୟ ୪୫,୯୩୬ ଟଙ୍କା ଏବଂ ରୁପା କିଲୋ ପିଛା ୬୩,୦୦୦ ଟଙ୍କା ମହଙ୍ଗା ହୋଇଛି।
ଆହୁରି ବଢ଼ିବ ରୁପା ଦର
-ମୂଲ୍ୟ ରେକର୍ଡ ସ୍ତରରୁ ୧୮% ଖସିଲାଣି
-ଆସନ୍ତା ବର୍ଷ ୫୦% ରିଟର୍ଣ୍ଣ ଦେବ
ଘରୋଇ ବଜାରରେ ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ  ସୁନାକୁ ଟପିଯାଇଛି ରୁପା ଦର। ମାତ୍ର ବର୍ଷକ ମଧ୍ୟରେ ରୁପା ନିବେଶକଙ୍କୁ ୫୦% ରିଟର୍ଣ୍ଣ ଦେଇଛି। ବିଶେଷକରି ଦୀପାବଳି ପରଠାରୁ ରୁପାର ଚାହିଦା ଯଥେଷ୍ଟ ହ୍ରାସ ପାଇଛି।  ବର୍ତ୍ତମାନ ବଜାରରେ ରୁପା ମୂଲ୍ୟ ଏହାର ପୂର୍ବର ରେକର୍ଡ ସ୍ତରଠାରୁ ୧୮% ହ୍ରାସ ପାଇଛି। ଏହାର ଏକ ବଡ଼ କାରଣ ହେଉଛି, ବିଶ୍ୱ ବାଣିଜ୍ୟ ଉତ୍ତେଜନାରେ ହ୍ରାସ।  ଏହି ପରିସ୍ଥ଄ତି ରୁପା ଭଳି ଅନ୍ୟ ଏକ ସୁରକ୍ଷିତ ଆଶ୍ରୟସ୍ଥଳର ଚାହିଦାକୁ ଯଥେଷ୍ଟ ହ୍ରାସ କରିଛି। ଏହା ସତ୍ତ୍ୱେ, ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ ରୁପା ଦର ଆଗକୁ  ଆହୁରି ବଢ଼ିବ। ଗତ ଦୁଇ ସପ୍ତାହ ମଧ୍ୟରେ ରୁପା ମୂଲ୍ୟରେ ୧୮% ହ୍ରାସ ପରେ, ଷ୍ଟକ୍ ବଜାର ବାହାରେ ଆୟ ଖୋଜୁଥିବା ନିବେଶକମାନେ ପୁଣି ରୂପା କିଣିବା ବିଷୟରେ ବିଚାର କରିପାରନ୍ତି। ସାମ୍ପ୍ରତିକ ଦୁର୍ବଳତା ସତ୍ତ୍ୱେ, ବିଶ୍ଳେଷକମାନେ କୁହନ୍ତି ଯେ ରୁପାରେ ଆଗାମୀ ବର୍ଷ  ୫୦% ପର୍ଯ୍ୟନ୍ତ ରିଟର୍ଣ୍ଣ ପ୍ରଦାନ କରିବାର ସମ୍ଭାବନା ରହିଛି।
ମୋତିଲାଲ ଓସୱାଲ ଫାଇନାନ୍ସିଆଲର ଗବେଷଣା ବିଶ୍ଳେଷକ ମାନବ ମୋଦି କୁହନ୍ତି, ଆମେ ବିଶ୍ୱାସ କରୁଛୁ ଯେ ରୂପା ମୂଲ୍ୟ ଆଗାମୀ କିଛି ମାସ ମଧ୍ୟରେ ପ୍ରତି ଆଉନ୍ସ ୫୦-୫୫ ଡଲାର ମଧ୍ୟରେ ସ୍ଥିର ରହିବ। ସାମ୍ପ୍ରତିକ ଉଚ୍ଚ ଦରରେ କିଛି ପ୍ରଫିଟ୍‌ ବୁକିଂ ହେବାର ସମ୍ଭାବନା ରହିଛି। ୨୦୨୬ ଶେଷ ସୁଦ୍ଧା ଏହା ପ୍ରତି ଆଉନ୍ସ  ୭୫ ଡଲାର ରେ ପହଞ୍ଚିପାରେ। ଯଦି ଡଲାର ମୂଲ୍ୟ ପ୍ରାୟ ୯୦ ଟଙ୍କା ସ୍ତର ପାଖାପାଖÒ ରୁହେ, ତେବେ ଘରୋଇ ବଜାରରେ ମୂଲ୍ୟ କିଲୋଗ୍ରାମ ପିଛା ୨,୪୦,୦୦୦ ଟଙ୍କାରେ ପହଞ୍ଚିପାରେ। ଅନ୍ତର୍ଜାତୀୟ ବଜାରରେ ରୂପା ମୂଲ୍ୟ ଅକ୍ଟୋବର ୧୬ରେ ପ୍ରତି ଆଉନ୍ସ ୫୪.୪୫ ଡଲାରର ସର୍ବୋଚ୍ଚ ସ୍ତରରେ ଥିବାବେଳେ ବର୍ତ୍ତମାନ ଏହା ୧୦.୯ ପ୍ରତିଶତ ହ୍ରାସ ପାଇଛି, ଯେତେବେଳେ ଘରୋଇ ମୂଲ୍ୟ ଅକ୍ଟୋବର ୧୪ରେ ପ୍ରତି କିଲୋଗ୍ରାମ ୮୨,୫୦୦ ଟଙ୍କାରୁ ୧୮ ପ୍ରତିଶତ ହ୍ରାସ ପାଇ  ୧,୪୯,୫୦୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବାଣିଜ୍ୟ ଆଲୋଚନାରେ ଅଗ୍ରଗତି ମଧ୍ୟରେ ବିପଦ ବୃଦ୍ଧି ଏବଂ ନିରାପଦ ସ୍ଥାନ ଚାହିଦା ହ୍ରାସ ମୂଲ୍ୟବାନ ଧାତୁ ପ୍ରତି ନିବେଶକଙ୍କ ଆଗ୍ରହକୁ ହ୍ରାସ କରିଛି, ଯାହା ଫଳରେ ରୂପା ମୂଲ୍ୟରେ ହ୍ରାସ ଘଟିଛି। ଏହି ହ୍ରାସ ଚଳିତ ମାସ ଆରମ୍ଭରେ ଏକ ତୀବ୍ର ବୃଦ୍ଧି ପରେ ହୋଇଛି, ଯାହା ବ୍ୟବସାୟୀମାନଙ୍କୁ ଲାଭ ବୁକ୍ କରିବାକୁ ପ୍ରେରଣା ଦେଇଛି। ଗତ ବର୍ଷ ମଧ୍ୟରେ, ରୂପା ଡଲାର ହିସାବରେ ୪୪% ଏବଂ ଟଙ୍କା ହିସାବରେ ୫୫.୭୨% ଫେରିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯୋଗାଣ ଅଭାବ ଏବଂ ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି, ରୂପା ମୂଲ୍ୟ ପ୍ରତି ଆଉନ୍ସ ୫୦ରୁ ୫୫ ଡଲାର ମଧ୍ୟରେ ସ୍ଥିର ରହିପାରେ।
ଧନତେରସ୍ ଓ ଦୀପାବଳିରେ ସୁନା ୧.୨୫ ଲକ୍ଷ ଟଙ୍କା ଛୁଇଁବ
ନୂଆଦିଲ୍ଲୀ: ଦିନକୁ ଦିନ ସୁନା ଦର ଆକାଶ ଛୁଆଁ। ୨୦୨୫ର ଚଳିତ ମାସରେ ସୁନା ମୂଲ୍ୟରେ ହେଉଥିବା ବୃଦ୍ଧି ଗତି ଅନ୍ୟ କୌଣସି ମାସ ତୁଳନାରେ ଅଭୂତପୂର୍ବ ରହିଛି। ଇତି ମଧ୍ୟରେ ମାସର ଅଧା ସମୟ ବିତିଗଲାଣି। ଯାଇଛି। ସ୍ପଟ୍ ବଜାରରେ ସୁନା ମୂଲ୍ୟ ୧୧ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟରେ ରୂପା ମୂଲ୍ୟ ପ୍ରାୟ ୧୨ ପ୍ରତିଶତ ଉପରକୁ ଉଠିଛି। ଏଭଳି ସମୟରେ ଆଶା କରାଯାଉଛି ଯେ ମାସର ଦ୍ୱିତୀୟାର୍ଦ୍ଧରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଘଟିବ। ନବରାତ୍ରି ସେପ୍ଟେମ୍ବର ୨୨ରୁ ଆରମ୍ଭ ହେଉଛି। ଧନତେରାସ୍ ଏବଂ ଦୀପାବଳି କିଛି ସପ୍ତାହ ପରେ ଆସିବ। ସେତେବେଳକୁ ଘରୋଇ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧.୨୫ ଲକ୍ଷ ଟଙ୍କା ଛୁଇଁବ। ଯେତେବେଳେ କି ରୁପା ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚି ନୂଆ ଇତିହାସ ରଚିବ। ଯଦି ଆମେ ସେପ୍ଟେମ୍ବର ମାସ ବିଷୟରେ କଥା ହେବା, ତେବେ ଦିଲ୍ଲୀରେ ସୁନା ମୂଲ୍ୟରେ ଏକ ବିରାଟ ବୃଦ୍ଧି ଘଟିଛି। ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ବର୍ଷର ଅନ୍ୟ କୌଣସି ମାସରେ ଏତେ ବୃଦ୍ଧି ପାଇନାହିଁ।
ତଥ୍ୟ ଅନୁଯାୟୀ, ଅଗଷ୍ଟର ଶେଷ ବାଣିଜ୍ୟ ଦିବସରେ ଦିଲ୍ଲୀରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୩,୬୭୦ ଟଙ୍କା ରହିଥିଲା। ସେପ୍ଟେମ୍ବର ୧୬ ସୁଦ୍ଧା ଏଥିରେ ୧୧,୪୩୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ରୂପା ନିବେଶକମାନଙ୍କୁ ସୁନା ତୁଳନାରେ ଅଧିକ ରିଟର୍ଣ୍ଣ ଦେଇଛି। ଏହାର ଅର୍ଥ ହେଉଛି ବଜାରରେ ସୁନା ତୁଳନାରେ ରୁପାର ଚମକ ଅଧିକ ଦେଖାଯାଇଛି। ଯଦି ଆମେ ତଥ୍ୟ ଉପରେ ନଜର ପକାଇବା, ଗତ ମାସର ଶେଷ ବାଣିଜ୍ୟ ଦିବସରେ ଦିଲ୍ଲୀରେ ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ୧,୧୯,୦୦୦ ଟଙ୍କା ଥିଲା। ଏ ପର୍ଯ୍ୟନ୍ତ ଏଥÒରେ ୧୩,୮୭୦ ଟଙ୍କା ବୃଦ୍ଧି ଘଟିଛି। ଏହାର ଅର୍ଥ ହେଉଛି ରୁପା ମୂଲ୍ୟରେ ୧୧.୬୫ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ରୁପାର ମୂଲ୍ୟ କିଲୋଗ୍ରାମ ପିଛା ୧,୩୨,୮୭୦ ଟଙ୍କାରେ ପହଞ୍ଚିଛି। ଏପରି ପରିସ୍ଥିତିରେ, ପ୍ରଶ୍ନ ହେଉଛି ଯେ ଆସନ୍ତା ଗୋଟିଏ ମାସରେ ରୁପା ଦର କିଲେଶ ପିଚା ୧.୫୦ ଟଙ୍କା ସ୍ତର ଛୁଇଁପାରିବ କି? ରୁପାର ଚାହିଦା ଘରୋଇ ଭାବେ କମ୍‌ ଏବଂ ଶିଳ୍ପରେ ଅଧÒକ ରହିଛି। ବର୍ତ୍ତମାନ,ବିଶ୍ବରେ ରୁପାର ଉତ୍ପାଦନ ମଧ୍ୟ ବହୁତ କମ୍। କମ୍ ଯୋଗାଣ ଯୋଗୁଁ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି।
ବୁଧବାର ରାଜଧାନୀ ନୂଆଦିଲ୍ଲୀ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨,୦୦୦ ଟଙ୍କା ହ୍ରାସ ପାଇ ୧,୦୨,୪୦୦ ଟଙ୍କାରେ ପହଞ୍ଚିଛି। ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସ ଆଶା ବୃଦ୍ଧି ପାଇବା ପରେ ସୁନା ମୂଲ୍ୟ ତଳମୁହଁା ହୋଇଛି। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ ଅନୁଯାୟୀ, ୯୯.୫ ପ୍ରତିଶତ ଶୁଦ୍ଧତା ବା ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୨,୨୦୦ ଟଙ୍କା ହ୍ରାସ ପାଇ ୧,୧୧,୭୧୦ ଟଙ୍କାକୁ ଖସିଆସିଛି। ସେହିପରି ରୁପା ଦର କିଲୋ ପିଛା ୨୦୦୦ ହ୍ରାସ ଘଟି ୧,୩୨,୦୦୦ ଟଙ୍କା ରହିଛି।
ଭୁବନେଶ୍ୱର: ବର୍ତ୍ତମାନ, ବିଶ୍ବ ବଜାରରେ ସୁନା ରକେଟ୍ ବେଗରେ ଦୌଡୁଛି। ଚଳିତ ବର୍ଷ ଆରମ୍ଭରୁ ସୁନା ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଜି ଏହା ସର୍ବକାଳୀନ ସ୍ତରରେ ପହଞ୍ଚି ଯାଇଛି। ମାର୍ଚ୍ଚ ୧୮ ଅର୍ଥାତ୍‌ ମଙ୍ଗଳବାର ସୁନା ଦାମ୍‌ ୯୦ ହଜାର ହୋଇଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୦ ହଜାରରେ ପହଞ୍ଚିଛି । ଗତକାଲି ଏହା ୮୯,୫୬୦ ଟଙ୍କା ଥିଲା । ଅର୍ଥାତ୍‌ ଦିନକରେ ୪୪୦ ଟଙ୍କା ବୃଦ୍ଧି ପାଇଛି ।୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୨,୫୦୦ ଟଙ୍କା ରହିଛି । ଗତକାଲି ଏହା ୮୨,୧୦୦ ଥିଲା । ଦିନକରେ ୪୦୦ ଟଙ୍କା ଏଥିରେ ବୃଦ୍ଧି ହୋଇଛି । ସେହିପରି ରୁପା କିଲୋ ୧୧୦୦ ଟଙ୍କା ବଢ଼ି ୧ ଲକ୍ଷ ୧୩ ହଜାର ଟଙ୍କାରେ ପହଞ୍ଚିଛି।
ଫେବ୍ରୁଆରୀରୁ ସୁନା ମହଙ୍ଗା, ଦୀପାବଳି ସୁଦ୍ଧା ୧ ଲକ୍ଷ ଛୁଇଁବ
ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ଧରି ଘରୋଇ ବଜାରରେ ସୁନାର ମୂଲ୍ୟ କ୍ରମାଗତ ଭାେବ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜଧାନୀ ନୂଆଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୧,୧୧୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ର ମୂଲ୍ୟ ୭୪,୩୫୦ରେ ପହଞ୍ଚିଛି। ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଦେଖିବାକୁ ମିଳିପାରେ। ଏପରିକି ଚଳିତବର୍ଷ ଦୀପାବଳି ସୁଦ୍ଧା ଘରୋଇ ବଜାରରେ ସୁନା ମୂଲ୍ୟ ୧ ଲକ୍ଷ ଟଙ୍କା ଛୁଇଁଯାଇପାରେ।
ସେୟାର ବଜାର ତଳମୁହାଁ ହେବାର ଫାଇଦା ସୁନା କ୍ଷେତ୍ରରେ ଦେଖିବାକୁ ମିଳୁଛି। ଏଥିପାଇଁ ବର୍ତ୍ତମାନ ସୁନା ନିବେଶକଙ୍କ ଲାଗି ଏକ ସୁରକ୍ଷିତ ନିବେଶ ମାଧ୍ୟମ ପାଲଟିଛି। ଆସନ୍ତା ଫେବୃଆରୀ ପହିଲାରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହେବ। ବଜେଟରେ ସରକାର ସୁନା ଉପରେ ସୀମା ଶୁଳ୍କରେ ବୃଦ୍ଧି ଘଟାଇବାକୁ ଯାଉଛନ୍ତି। ଯଦି ଏହା ହୁଏ ତେବେ ସୁନା ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ ବୋଲି ବିଶ୍ୱାସ କରାଯାଉଛି।
ରିପୋର୍ଟ ଅନୁଯାୟୀ, କେନ୍ଦ୍ର ବଜେଟରେ ସରକାର ସୁନା ଉପରେ ସୀମା ଶୁଳ୍କ ବୃଦ୍ଧି କଲେ ସୁନା ଆମଦାନୀ ମହଙ୍ଗା ହୋଇଯିବ। ଏହା ସୁନା ମୂଲ୍ୟକୁ ଆହୁରି ବୃଦ୍ଧି କରିବ। ଏଠାରେ ସୂଚନାଯୋଗ୍ୟ ଯେ ଗତ ବର୍ଷ ବଜେଟରେ ସରକାର ସୁନା ଉପରୁ ସୀମା ଶୁଳ୍କ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରିଥିଲେ। ଏହାପରେ ଘରୋଇ ବଜାରରେ ସୁନା ମୂଲ୍ୟରେ ବହୁତ ହ୍ରାସ ଘଟିଥିଲା। ବଜାରରେ ସୁନା ମୂଲ୍ୟ ସ୍ଥିର ରଖିବା ଏବଂ ନିରନ୍ତର ମୁଦ୍ରାସ୍ଫୀତି ମଧ୍ୟରେ ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ସୁନା ଉପରେ ସୀମା ଶୁଳ୍କ ହ୍ରାସ କରିଥିଲେ। ମୂଲ୍ୟ ବଢ଼ୁଥିଲେ ସୁଦ୍ଧା ସୁନାର ଉପଯୋଗିତାରେ ବୃଦ୍ଧି ବଡ଼ ଚିନ୍ତାର ବିଷୟ ପାଲଟିଛି, ଯାହା ବାଣିଜ୍ୟ ନିଅଣ୍ଟକୁ ବୃଦ୍ଧି କରିପାରେ। ଏପରି ପରିସ୍ଥିତିରେ, ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି କ୍ଷତିକୁ ରୋକିବା ପାଇଁ ସରକାର ବଜେଟରେ ସୁନା ଉପରେ ସୀମା ଶୁଳ୍କ ବୃଦ୍ଧି ଘୋଷଣା କରିପାରନ୍ତି।
ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଭୁବନ‌େଶ୍ବର: ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଥିବା ନେଇ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ଦେବଗଡ଼ ଜିଲ୍ଲାର ଆଡାସ ରାମପଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଦ୍ବାରା ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଛି। କେଉଁଝର ଜିଲ୍ଲାର ଗୋପୁର– ଗଜିପୁର ଅଞ୍ଚଳରେ ଜି-୩ ସ୍ତରର ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ବାହାରିବା ଯୋଗୁଁ ସେ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଓ ରାଜ୍ୟ ଖଣି ଓ ଭୂତତ୍ତ୍ଵ ନିର୍ଦ୍ଦେଶାଳୟର ସହଭାଗିତାରେ ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି। ଅନୁସନ୍ଧାନକାରୀ ସଂସ୍ଥାମାନେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କଲା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ଭୁବନେଶ୍ବର: ଗ୍ରାହକଙ୍କ ପାଇଁ ଖୁସି ଖବର। କମିଲା ସୁନା ଦର। ସୁନାର ଦର ଦେଖି ଗ୍ରାହକ ଚିନ୍ତାରେ ଥିବା ବେଳେ ଏବେ ଆଶ୍ବସ୍ତି ଆଣିଛି ସୁନା ବଜାର । ସୁନା ଦର ମୋଟ ୧୮୦୦ ଟଙ୍କା ହ୍ରାସ ପାଇଛି । ତେବେ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ଦର ୭୩, ୮୦୦ ଟଙ୍କାରେ ବିକ୍ରି ହୋଉଥିବାବେଳେ ଏବେ ୨୨ କ୍ୟାରେଟ ଦର ରହିଛି ୭୨ ହଜାର ।
ସେହିପରି, ୨୪ କ୍ୟାରେଟ ସୁନା ଦର ଗ୍ରାମ ପ୍ରତି ୮ ହଜାର ୫୨ ଟଙ୍କାରେ ବିକ୍ରି ହେଉଥିବା ବେଳେ ୨୨ କ୍ୟାରେଟ ୭ ହଜାର ୨୦୮୨ ଟଙ୍କା ରହିଛି ।
ଧନତେରାସ୍‍ ସେଲ୍: ରାଜ୍ୟରେ ୧୫୦ କୋଟି ଓ ରାଜଧାନୀରେ ୮୦ କୋଟିର ସୁନା-ରୁପା ଗହଣା ବିକ୍ରି
ଭୁବନେଶ୍ୱର: ଧନ୍‍ତେରାସ୍‍, ସୁଖ ଆଉ ସମୃଦ୍ଧିର ଦିନ। ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରର ସୁନା ଗହଣା ଦୋକାନଗୁଡିକରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ପ୍ରବଳ ଭିଡ। ଧନ୍‍ତେରାସ୍‍ ଅବସରରେ ଚଳଚଞ୍ଚଳ ଥିଲା ଦ୍ବୈତ୍ୟ ନଗରୀରେ ସୁନାଗହଣା କାରବାର। ଏହି ଶୁଭ ଦିନଟିରେ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଆଗ୍ରହ। ଆଜି ମଧ୍ୟ ରାତ୍ର ଯାଏ କେତେକ ଶୋ’ ରୁମ୍‌ଗୁଡିକରେ କାରବାର ହୋଇଥିଲା। ଯଦିବା ପୂର୍ବବର୍ଷ ତୁଳନାରେ ଏଥର ଦର ବହୁର ଅଧିକ ରହିଛି ତଥାପି କାରବାର ଭଲ ହୋଇଥିବା ଜଣାପଡିଛି। ଉଚ୍ଚ ଦରର ପ୍ରଭାବ ଲୋକଙ୍କ ସୁନା କିଣା ମୋହ ଭାଙ୍ଗିପାରି ନାହିଁ। ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ, ଏଥର ଧନତେରାସ୍‍ରେ ରାଜ୍ୟରେ ପ୍ରାୟ ଦେଢ଼ ଶହ କୋଟି ଏବଂ ରାଜଧାନୀରେ ୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ରୁପା ଗହଣା ବିକ୍ରି ହୋଇଛି। ଅପରପକ୍ଷେ ଏଥର ଧନ୍‌ତେରାସ୍‌ରେ ସାରା ଦେଶରେ ୨୦ ହଜାର କୋଟି ଟଙ୍କା ମୂଲ୍ୟର କେବଳ ସୁନା ଗହଣା ବିକ୍ରି ହୋଇଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(କ୍ୟାଟ୍‌) କହିଛି।
ମଙ୍ଗଳବାର ଧନ୍‍ତେରାସ୍‍ ଅବସରରେ ରାଜଧାନୀର ଶୋ’ ରୁମ୍‍ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟା ବେଳକୁ ଏହି ଭିଡ ଅସମ୍ଭାଳ ହୋଇଥିଲା। କାରଣ ଏହି ଶୁଭ ଦିନଟିରେ ମୂଲ୍ୟବାନ ଧାତବ ସାମଗ୍ରୀ କିଣିବା ସୁଯୋଗକୁ କେହି ହାତ ଛଡା କରିବାକୁ ଚାହିଁ ନ ଥିଲେ। କେବଳ ବଡ କାହିଁକି ଛୋଟ ଶୋ’ ରୁମ୍‍ଗୁଡିକରେ ମଧ୍ୟ ଲାଗି ରହିଥିଲା ଭିଡ। ସୁନାର ଉଚ୍ଚ ଦରରୁ ଆଶ୍ବସ୍ତି ଦେବା ପାଇଁ ବିଭିନ୍ନ ଶୋ ରୁମ୍‍ ପକ୍ଷରୁ ଘୋଷଣା ହୋଇଥିବା ଆକର୍ଷଣୀୟ ଅଫରବର୍ଷା ଗ୍ରାହକଙ୍କୁ ଟାଣି ଆଣିଥିଲା ଶୋ’ ରୁମ୍‍କୁ। କେଉଁ ଶୋ’ ରୁମ୍‍ ସୁନା କଏନ୍‍ ତ କିଏ ଗଢ଼ା ମଜୁରିରେ ଅଫର ଦେଇଥିଲା। ଏସବୁର ସୁଯୋଗ ନେବା ପାଇଁ କ୍ୟାଶ କାଉଣ୍ଟରରେ ଲମ୍ବା ଧାଡିରେ ଛିଡା ହୋଇ ଗ୍ରାହକ କିଣୁଥିଲେ ସୁନା।
କେବଳ ରାଜଧାନୀ କାହିଁକି ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଏବଂ ଅନୁଗୋଳ ଆଦି ସହରରେ ସୁନା ଗହଣା କାରବାର ବେଶ ଜମିଥିଲା। ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୩,୭୫୦ ଟଙ୍କା ରହିଥିବାବେଳେ ଗତ ବର୍ଷ ଏହା ୫୫,୯୦୦ ଟଙ୍କା ରହିଥିଲା। ସେହିଭଳି ରୁପା କିଲୋ ପିଛା ଏଥର ୧,୦୦,୧୦୦ ଟଙ୍କା ରହିଥିବାବେଳେ ଗତବର୍ଷ ୭୫,୦୦୦ ଟଙ୍କାରେ ବିକ୍ରି ହେଉଥିଲା। ତେବେ ରାଜଧାନୀ ଦିଲ୍ଲୀରେ ଆଜି ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ରେକର୍ଡ ୮୧,୪୦୦ ଟଙ୍କା ଛୁଇଁଛି। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ସୁନା ମୂଲ୍ୟ ଢ଼େର ଅଧିକ ରହିଥିଲେ ସୁଦ୍ଧା ଗ୍ରାହକମାେନ ପ୍ରବଳ କିଣାକିଣି କରିଛନ୍ତି। ଏଥିରେ ରୁପା କାରବାର ମଧ୍ୟ ପଛରେ ପଡିନାହିଁ। ସୁନା କଏନ୍‍ ଛାଡିଦେଲେ ରୁପାର ବିଭିନ୍ନ ଉତ୍ପାଦ ବହୁ ମାତ୍ରାରେ ବିକ୍ରି ହୋଇଥିଲା।
ରାଜଧାନୀ ଭୁବନେଶ୍ବରର ଜନପଥସ୍ଥିତ ବାଣୀବିହାରଠାରୁ ରାଜମହଲ ଯାଏ, ଜୟଦେବ ବିହାରଠାରୁ ପଟିଆ, ସୌଭାଗ୍ୟ ନଗର ଏବଂ ରସୁଲଗଡଠାରୁ କଳ୍ପନାଛକ ଯାଏ ଧନ୍‌ତେରାସ୍‍ ଲାଗି ଅଧିକ ଭିଡ ପରିଲକ୍ଷିତ ହୋଇଥିଲା। ଜନପଥରେ ଅଧିକାଂଶ ସୁନା ଦୋକାନ ରହିଥିବା ଯୋଗୁ ଏହି ରାସ୍ତାରେ ଅଧିକ ଟ୍ରାଫିକ୍‍ ଜାମ୍‌ ହୋଇଥିଲା। ଏ ସମ୍ପର୍କରେ ଲାଲ୍‌ଚନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଚୟ ହଂସ କହିଛନ୍ତି ଯେ, ପ୍ରତି ବର୍ଷ ସୁନା ଦର ବଢ଼ୁଛି। ଗତବର୍ଷ ସୁନା ଦର ୫୬ ହଜାର ଟଙ୍କା ରହିଥିଲା। ଚଳିତବର୍ଷ ଏହା ୭୩,୦୦୦ ଟଙ୍କା ପାଖାପାଖି ରହିଛି। ଗ୍ରାହକ ଜାଣିଛନ୍ତି ଆସନ୍ତା ବର୍ଷ ଦିପାବଳୀରେ ଦର ଆହୁରି ବଢ଼ିପାରେ। ତଥାପି ବି ଗ୍ରାହକମାନେ ସୁନା କିଣୁଛନ୍ତି। କାରଣ ସୁନା କିଣିବା ଏକ ନିବେଶ। ଏହା ଏକ ଉତ୍ତମ ନିବେଶ ବିକଳ୍ପ। ତଥାପି ଆମେ ଆଶା କରୁଛୁ ଏଥର ବିକ୍ରି ଭଲ ରହିବ ବୋଲି ସେ କହିଛନ୍ତି।
ଧନ୍‍ତେରାସ୍‍ ସେଲ୍‌ ଉପରେ ପ୍ରତିକ୍ରିୟା ରଖି ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମଜୀ କୁହନ୍ତି ଯେ, ଚଳିତଥର ଧନ୍‌ତେରାସ୍‌ରେ ପୂର୍ବ ବର୍ଷ ତୁଳନାରେ ବିକ୍ରି ବେଶ ଭଲ ରହିବ। ବଜାରରେ ସୁନା ଦର ଉଚ୍ଚ ରହିଥିଲେ ସୁଦ୍ଧା ଆମେ ଆକର୍ଷଣୀୟ ଅଫରମାନ ଦେଇ ଗ୍ରାହକଙ୍କୁ ମୂଲ୍ୟ ବୃଦ୍ଧି ଜିନିତ ଚାପରୁ ହାଲ୍‌କା କରିଛୁ। ଧନ୍‌ତେରାସ୍‌ ପାଇଁ ଖିମ୍‌ଜୀ ଜୁଏଲର୍ସ ଭଳି କି ଭଳି ଡିଜାଇନ୍‌ର ସୁନା,ହୀରରା ଓ ରୁପା ଗହଣାର କଲେକ୍‌ସନ୍‌ ଆଣିଛି। ଏଥର ଗ୍ରାହକଙ୍କ ମଧ୍ୟରେ ସୁନା କିଣାକୁ ନେଇ ଆଗ୍ରହ ବେଶ ଭଲ ରହିଛି। ଧନ୍‍ତେରାସ୍‍ ବିକ୍ରି ଉପରେ ମତ ରଖି କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣ ରମଣ କହିଛନ୍ତି ଯେ, ଚଳିତଥର ଉଚ୍ଚ ସୁନା ଦର ସତ୍ତ୍ବେ ବିକ୍ରି ସ୍ଥିର ରହିଛି। ପାରମ୍ପରିକ କ୍ରେତା ସଗୁନ୍‌ କଏନ୍,ହାଲୁକା ସୁନା ଗହଣା କିଣୁଥିବାବେଳେ ଯୁବବର୍ଗର କ୍ରେତା ୧୮ କ୍ୟାରେଟ୍‌ର ସୁନା ଅଳଙ୍କାର କିଣୁଛନ୍ତି। ଆସନ୍ତା କାଲି ଅପରାହ୍ନ ଯାଏ ମହୁରତ୍‌ ରହୁଥିବାରୁ ବିକ୍ରି ଆହୁରି ଜମିବ ବୋଲି ସେ କହିଛନ୍ତି।