Nuagaon - The Sakala

ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ଦୁଇଟି ସରକାରୀ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ନୂଆଗାଁ: ବୀରମିତ୍ରପୁରକୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ଦୁଇଟି ସରକାରୀ ଡିଗ୍ରୀ କଲେଜ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ଗତ ମାର୍ଚ୍ଚ ୧୨ ତାରିଖରେ ସେ ବୀରମିତ୍ରପୁର ଆସିଥିଲେ । ସେ ସମୟରେ ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ଦାବି ହୋଇଥିଲା । ଗୋଟିଏ ନିର୍ବାଚନମଣ୍ଡଳୀରେ ଦୁଇ ଦୁଇଟି ସରକାରୀ କଲେଜ ଖୋଲାଯିବ। ସେହିପରି ଦରଖାସ୍ତ ଦେଇଥିବା ଲୋକ ୧୦ଦିନ ଭିତରେ ସେମାନଙ୍କ ସମସ୍ୟା ସମାଧାନ ନେଇ ଉତ୍ତର ପାଇବେ। ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବିଏସକେଓ୍ବାଇ ଆରମ୍ଭ କରିଛନ୍ତି । ଗ୍ରାମାଞ୍ଚଳରେ କିଛି ଲୋକ ବିଏସକେଓ୍ବାଇ କାର୍ଡ ପାଇନାହାନ୍ତି। ସେମାନଙ୍କୁ ବିଏସକେଓ୍ବାଇ ନବୀନ ହେଲଥ କାର୍ଡ ପାଇଁ ୬ରୁ ୧୬ ମଧ୍ୟରେ ପଞ୍ଜୀକରଣ କରିବାକୁ ୫ଟି ଅଧ୍ୟକ୍ଷ  କହିଛନ୍ତି। ଫେବ୍ରୁଆରୀ ଶେଷ ସୁଦ୍ଧା ସୁନ୍ଦରଗଡ଼ରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହେବ। ପ୍ରତି ପଞ୍ଚାୟତକୁ ଗଡ଼ିବ ସରକାରୀ ବସ । ପ୍ରତି ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ମିଳିବ।