IGNOU - The Sakala

୩୦ ଯାଏଁ ବଢ଼ିଲା ଇଗ୍ନୋ ନାମଲେଖା ଅବଧି
ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ନାମଲେଖା ଅବଧି ବୃଦ୍ଧି ପାଇଛି। ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ଚଳିତ ମାସ ଶେଷ ଅର୍ଥାତ୍‌ ସେପ୍ଟେମ୍ୱର ୩୦ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ନାମଲେଖାଇ ପାରିବେ। ଏହି ସମୟ ମଧ୍ୟରେ ନାମଲେଖାଇବାକୁ ହେଲେ ଅତିରିକ୍ତ ୨ଶହ ଟଙ୍କା ବିଳମ୍ୱ ଶୁଳ୍କ ଦେବାକୁ ହେବ। ବିଭିନ୍ନ ପାଠ୍ୟକ୍ରମ ପାଇଁ ଇଗ୍ନୋ ୱେବସାଇଟକୁ ଯାଇ ନାମ ଲେଖାଇ ପାରିବେ। ସ୍ନାତକର ବିଭିନ୍ନ ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ନାମଲେଖା ଫି’ ଓ ପୁନଃ ପଞ୍ଜିକରଣ ଫି’ ୫୦% ଛାଡ଼ କରାଯାଇଛି। ଏନେଇ ଭୁବନେଶ୍ୱର ଅତିରିକ୍ତ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଇଗ୍ନୋରେ ନାମଲେଖା ଅବଧି ଅଗଷ୍ଟ ୧୪ ଯାଏ ବୃଦ୍ଧି
ଭୁବନେଶ୍ବର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ଜୁଲାଇ ସତ୍ର ନାମଲେଖା ଅବଧି ବୃଦ୍ଧି ପାଇଛି। ଆସନ୍ତା ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ। ଏହି ସମୟ ମଧ୍ୟରେ ନୂତନ ପଞ୍ଜୀକରଣ ମଧ୍ୟ କରିପାରିବେ। ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ିଥିବା କିମ୍ବା ଉଚ୍ଚଶିକ୍ଷାରୁ ବଞ୍ଚିତ ବ୍ୟକ୍ତି ନାମ ଲେଖାଇ ପାରିବେ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ନାହିଁ। ସ୍ନାତକ, ସ୍ନାତକୋତ୍ତର, ପିଜି ଡିପ୍ଲୋମା, ସାର୍ଟିଫିକେଟ୍ କୋର୍ସରେ ନାମ ଲେଖାଇ ପାରିବେ। ସ୍ନାତକରେ ନାମ ଲେଖାଇବାକୁ ଚାହୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ନାମଲେଖା ଓ ଓ ପୁନଃ ପଞ୍ଜୀକରଣ ଦେୟ ଛାଡ଼ କରାଯାଇଛି। ଛାତ୍ରଛାତ୍ରୀମାନେ ଅନ୍ୟ କୌଣସି ସୂତ୍ରରୁ ରିହାତି ପାଉଥିଲେ ଏହି ରିହାତି ସେମାନେ ପାଇବେ ନାହିଁ। ଏନେଇ ସମସ୍ତ ସୂଚନା ପାଇବା ପାଇଁ ୦୬୭୪-୨୯୭୧୦୭୧ କିମ୍ବା ୦୬୭୪-୨୩୦୧୩୪୮ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ଜାନୁଆରୀ ୩୧ ଯାଏ ଚାଲିବ ଇଗ୍ନୋ ନାମଲେଖା ପ୍ରକ୍ରିୟା
ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜାନୁଆରୀ ୩୧ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସ୍ନାତକର ବିଭିନ୍ନ ବିଷୟରେ ନାମଲେଖା ଫି’ ଏବଂ ପୁନଃ ପଞ୍ଜୀକରଣ ଫି’ ଛାଡ଼ କରାଯାଇଛି। ସରକାରଙ୍କ ପକ୍ଷରୁ ଅନ୍ୟ କୌଣସି ରିହାତି ସୁବିଧା ପାଉଥିଲେ ଫି’ ଛାଡ଼ ପାଇବେ ନାହିଁ ବୋଲି କୁହାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ ଇଗ୍ନୋର ୱେବ୍‌‌ସାଇଟ୍‌ www.ignou.ac.in‌‌ରେ କିମ୍ବା ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରକୁ ମେଲ୍‌ ମାଧ୍ୟମରେ ଯାଗାଯୋଗ କରିପାରିବେ ବୋଲି କୁହାଯାଇଛି। ଏହାସହ ୦୬୭୪-୨୯୭୧୦୭୧ କିମ୍ୱା ୦୬୭୪-୨୩୦୧୩୪୮ ଦୂରଭାଷ ନମ୍ୱରରେ ମଧ୍ୟ ଯୋଗାଯୋଗ କରିପାରିବେ ବୋଲି ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ିଥିବା କିମ୍ୱା ଅନ୍ୟ କୌଣସି କାରଣରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିବା ଯେକୌଣସି ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ।