Australian cricketer - The Sakala

ହସ୍ପିଟାଲରେ ଭର୍ତ୍ତି ହେଲେ ଅଷ୍ଟ୍ରେଲିଆ ଟିମର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ
ଏଡିଲେଡ୍: ଅଷ୍ଟ୍ରେଲିଆ ଟିମର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲଙ୍କ ହସ୍ପିଟାଲରେ ଭର୍ତ୍ତି। ତେବେ ସେ ଆହତ କାରଣରୁ ମେଡିକାଲରେ ଭର୍ତ୍ତି ହୋଇନାହାଁନ୍ତି ବରଂ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ।

ଖବର ଅନୁଯାୟୀ, ମ୍ୟାକ୍ସୱେଲ ଏଡିଲେଡର ଏକ ପ୍ରସିଦ୍ଧ ଗୋଲ୍ଫ ଇଭେଣ୍ଟରେ ସାମିଲ ହୋଇଥିଲେ। ପରେ ସେ ଏକ ପବରେ ପାର୍ଟି କରିଥିଲେ। ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟଲିଙ୍କ ବ୍ୟାଣ୍ଡ ସିକ୍ସ ଏବଂ ଆଉଟ୍ ମଧ୍ୟ ପବରେ ପ୍ରଦର୍ଶନ କରିଥିଲେ। ରିପୋର୍ଟ ଅନୁସାରେ, ପବ୍ ରେ ପାର୍ଟି ଚାଲିଥିବା ସମୟରେ ମ୍ୟାକ୍ସୱେଲ ଅତ୍ୟଧିକ ମଦ୍ୟପାନ  କରିଥିଲେ। ଯାହା ପରେ ତାଙ୍କ ଅବସ୍ଥା ଖରାପ ହୋଇପଡିଥିଲା। ତାଙ୍କୁ ତୁରନ୍ତ ରୟାଲ ଆଡିଲେଡ ହସ୍ପିଟାଲକୁ ନିଆଯାଇଥିଲା।

ତେବେ ଆହୁରି ମଧ୍ୟ କୁହାଯାଉଛି ଯେ ମ୍ୟାକ୍ସୱେଲ ଅଧିକ ସମୟ ଧରି ହସ୍ପିଟାଲରେ ରହିନଥିଲେ। ଚିକିତ୍ସା ପରେ ସେ ଫେରି ଆସିଥିଲେ। ଘଟଣାର ସମ୍ପୂର୍ଣ୍ଣ ସତ୍ୟତା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଆଇପିଏଲ୍‌ ଇତିହାସରେ ସବୁଠୁ ଦାମୀ ଖେଳାଳି ହେଲେ ପ୍ୟାଟ୍ କମିନ୍ସ
ନୂଆଦିଲ୍ଲୀ: ଆଇପିଏଲ୍  ଇତିହାସର ସବୁଠୁ ଦାମୀ ଖେଳାଳି ହୋଇଛନ୍ତି କମିନ୍ସ । ୨୦.୫୦ କୋଟିରେ ବିକ୍ରି ହେଲେ କମିନ୍ସ । ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ କିଣିଛି। ପ୍ରଥମଥର ପାଇଁ ଆଇପିଏଲ୍‌ ଇତିହାସରେ ୨୦ କୋଟି ବ୍ୟୟରେ କୌଣସି ଖେଳାଳିଙ୍କୁ କିଣାଯାଇଛି । କମିନ୍ସଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଥିବା ବେଳେ ୨୦.୫୦ କୋଟିରେ ବିକ୍ରି ହୋଇଛନ୍ତି । ବାଙ୍ଗାଲୋର ସହ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ପରେ କିଣିଥିଲା ହାଇଦ୍ରାବାଦ ।

-୧୪ କୋଟିରେ ଡାରେଲ ମିଚେଲଙ୍କୁ କିଣିଲା ଚେନ୍ନାଇ ସୁପର କିଙ୍ଗସ

-ହର୍ଷଲ ପଟେଲଙ୍କୁ ୧୧.୭୫ କୋଟିରେ କିଣିଲା ପଞ୍ଜାବ କିଙ୍ଗସ୍

-ୱେଷ୍ଟଇଣ୍ଡିଜର ପାୱେଲଙ୍କୁ ୭.୪ କୋଟିରେ କିଣିଲା ରାଜସ୍ଥାନ

-ବିଶ୍ବକପ ଫାଇନାଲ ହିରୋ ଟ୍ରାଭିସ୍‌ ହେଡ୍‌ଙ୍କୁ ୬.୮ କୋଟି ଟଙ୍କାରେ କିଣିଲା ହାଇଦ୍ରାବାଦ

– ଜେରାଲ୍ଡ କର୍ଟେଜଙ୍କୁ ୫ କୋଟିରେ କିଣିଲା ମୁମ୍ବାଇ ଇଣ୍ତିଆନ୍ସ

– କ୍ରିସ ୱକ୍ସଙ୍କୁ ୪.୨ କୋଟି ଟଙ୍କାରେ କିଣିଲା ପଞ୍ଜାବ

-ଶ୍ରୀଲଙ୍କାର ହସରଙ୍ଗାଙ୍କୁ ଦେଢ଼ କୋଟିରେ କିଣିଲା ହାଇଦ୍ରାବାଦ

– ନ୍ୟୁଜିଲାଣ୍ଡ ଷ୍ଟାର କ୍ରିକେଟର ରଚିନ ରବିନ୍ଦ୍ରଙ୍କୁ ୧.୮୦ କୋଟିରେ ନେଲା ଚେନ୍ନାଇ