harassment - The Sakala

ମହିଳା ହାବିଲଦାରଙ୍କୁ ନିର୍ଯାତନା ପ୍ରସଙ୍ଗ: ଆରଆଇ ଓ ଫୋର୍ସ ରାଇଟରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ସଂଘ
ଅନୁଗୁଳ: ଅନୁଗୁଳର ମହିଳା ହାବିଲଦାରଙ୍କୁ ନିର୍ଯାତନା ଅଭିଯୋଗ ପ୍ରସଙ୍ଗ । ରିଜର୍ଭ ଇନ୍ସପେକ୍ଟର ଗୋବର୍ଦ୍ଧନ ମାହାରୀ ଏବଂ ହାବିଲଦାର ଶୁଭକାନ୍ତ ସାହୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ଓଡ଼ିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଂଘର ଅନୁଗୁଳ ଶାଖା । ସଂଘ ଏହି ଦୁଇ ଜଣଙ୍କ ବିରୋଧରେ ଅନୁଗୁଳ ଏସପିଙ୍କ ପାଖରେ ଫେରାଦ ହୋଇଛି ।

ସଂଘର ଅଭିଯୋଗ ଯେ, କେବଳ ମହିଳା ହାବିଲଦାର ସୁମିତ୍ରା ନୁହନ୍ତି, ବହୁ ପୋଲିସ କର୍ମଚାରୀଙ୍କୁ ନିର୍ୟାତନା ଦେଇଛନ୍ତି ଏ ଦୁଇ ଅଧିକାରୀ । କେବଳ ମାନସିକ ନିର୍ଯାତନା ନୁହେଁ, ଏହି ଦୁଇ ଅଧିକାରୀଙ୍କ ଦ୍ୱାରା ଶାରୀରିକ ଓ ଆର୍ଥିକ ନିର୍ଯାତନାର ବି ଶିକାର ହୋଇଛନ୍ତି ବହୁ କନେଷ୍ଟବଳ ଓ ହାବିଲଦାର । କଷ୍ଟ ଅସହ୍ୟ ହେଲେ ବି ପୋଲିସ ବର୍ଦିର ସମ୍ମାନ ଓ ଏସପି ସାହେବଙ୍କ ଉପଦେଶକୁ ମାନି କେହି ମୁହଁ ଖୋଲିନାହାନ୍ତି । ଅପରପକ୍ଷରେ ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳଙ୍କ ଅଭିଯୋଗର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ସହ ତାଙ୍କୁ ମାନସିକ ଦୃଢ଼ତା ପାଇଁ ଉପଦେଶ ଦେବାକୁ ଏସପି ଙ୍କୁ ଗୁହାରୀ କରିଛି ସଂଘ ।

'୩ ଝିଅ ହେଲେଣି, ଏବେ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଦିଅ': ଶାଶୁଘରର ନିର୍ଯାତନା ସହି ନପାରି ଜୀବନ ହାରିଲେ ମହିଳା
ମହାରାଷ୍ଟ୍ରର ବୀଡ୍ (Beed) ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଲଗାତାର ୩ଟି ଝିଅ ଜନ୍ମ ଦେଇଥିବାରୁ ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା ଦେଉଥିଲେ। ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ ପାଇଁ ଅନୁମତି ଦେବାକୁ ତାଙ୍କ ଉପରେ ଚାପ ପକାଯାଉଥିଲା। ଶେଷରେ ଏହି ନିର୍ଯାତନା ସହି ନପାରି ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।

ଘଟଣାର ବିବରଣୀ

ମୃତ ମହିଳାଙ୍କ ନାମ ହେଉଛି ଭକ୍ତି ଅମୋଲ କୋରଡେ (୨୪ ବର୍ଷ)। ସେ ବୀଡ୍ ତାଲୁକା ଅନ୍ତର୍ଗତ ମ୍ହାଳସାପୁର ଗାଁର ବୋହୂ ଥିଲେ। ପୋଲିସରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଭକ୍ତିଙ୍କର ୩ଟି ଝିଅ ଥିଲେ। ଏହି କାରଣରୁ ବିଗତ ଅଢ଼େଇ ବର୍ଷ ହେବ ଶାଶୁଘର ଲୋକେ ତାଙ୍କୁ ଲଗାତାର ହଇରାଣ ହରକତ କରିଆସୁଥିଲେ। ସ୍ୱାମୀଙ୍କର ଦ୍ୱିତୀୟ ବିବାହ କରାଇବା ପାଇଁ ସେମାନେ ଭକ୍ତିଙ୍କୁ ବାଧ୍ୟ କରୁଥିଲେ। ଏପରିକି ଏକ ବଣ୍ଡ ପେପର ଉପରେ ଲିଖିତ ସମ୍ମତି ଦେବାକୁ ମଧ୍ୟ ତାଙ୍କ ଉପରେ ଚାପ ପକାଯାଉଥିଲା ଏବଂ ତାଙ୍କୁ ନିସ୍ତୁକ ମାଡ଼ ମରାଯାଉଥିଲା।

ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଏହି ଦୈନନ୍ଦିନ ଅତ୍ୟାଚାରରେ ଅତିଷ୍ଠ ହୋଇ ଭକ୍ତି ଗତ ଫେବୃଆରୀ ୨, ୨୦୨୬ ସକାଳେ ନିଜ ଘରେ କୌଣସି ବିଷାକ୍ତ ପଦାର୍ଥ ପିଇ ଦେଇଥିଲେ। ତାଙ୍କୁ ତୁରନ୍ତ ବୀଡ୍ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଆର୍ଥିକ ଅନାଟନ କାରଣରୁ ପୁଣିଥରେ ସରକାରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଗତ ମାର୍ଚ୍ଚ ୬, ୨୦୨୬ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ

ଭକ୍ତିଙ୍କ ମା' ଗଙ୍ଗୁବାଈ ପ୍ରଭୁ ଠୋକଳଙ୍କ ଏତଲା ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପିମ୍ପଳନେର ପୋଲିସ ଷ୍ଟେସନରେ ମୃତ ମହିଳାଙ୍କ ସ୍ୱାମୀ ଅମୋଲ ଅର୍ଜୁନ କୋରଡେ, ଶ୍ୱଶୁର ଅର୍ଜୁନ ସାଧୁ କୋରଡେ ଏବଂ ଶାଶୁ ଆଶାବାଈ ଅର୍ଜୁନ କୋରଡେଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୮, ୧୧୫(୨), ୩(୫) ଏବଂ ୮୫ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଛି। ପୋଲିସ ସବ୍-ଇନ୍ସପେକ୍ଟର ଅର୍ଜୁନ ଘୋଲୱାଲ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି।

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ବିଦ୍ୟାଳୟର ତାଲା ପକାଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ମାଡ
ବାସୁଦେବପୁର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ମାଡ । ବାସୁଦେବପୁର ବ୍ଲକ କିସ୍ମତକୃଷ୍ଣପୁର ଗ୍ରାମରେ ଥିବା କିସ୍ମତକୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ  ବିଦ୍ୟାଳୟର ତାଲା ପକାଇ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମାଡ ମାରିଲେ ଅଭିଭାବକ । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି । ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ  । ବାସୁଦେବପୁର- ଧାମରା ରାସ୍ତାର ଗାଡି ଚଳାଚଳ ବନ୍ଦ  ।

ସୂଚନା ଅନୁସାରେ, ଗତ ଶନିବାର ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ରୁମ୍‌କୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ପରେ ଛାତ୍ରୀ ଜଣକ ତାଙ୍କ ସହପାଠୀ ସହିତ ପରିବାର ଲୋକଙ୍କୁ ଖବର କରିଥିଲେ । ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହି ଘଟଣାକୁ ଚପାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀମାନେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ । ପରେ ନ୍ୟାୟ ଦାବିରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଧାମରା ବାସୁଦେବପୁର ରାସ୍ତାର ଷେଣ୍ଢ ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

କର୍ମକ୍ଷେତ୍ରରେ ଗାଳି ସହ ମିଳୁଛି ଯୌନ ନିର୍ଯାତନା: ଜୀବନ ହାରିବାକୁ ଅନୁମତି ଲୋଡ଼ିଲେ ମହିଳା ବିଚାରପତି
ଲକ୍ଷ୍ନୌ: ନିଜ କାର୍ଯ୍ୟକାଳ ମଧ୍ୟରେ ଅତ୍ୟନ୍ତ ଘୃଣ୍ୟ ମନ୍ତବ୍ୟ, ଅଶ୍ଳୀଳ ଗାଳି ଏବଂ ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ମହିଳା ବିଚାରପତି ନିଜ ଜୀବନ ହାରିବାକୁ ପ୍ରଧାନବିଚାରପତି(ସିଜେଆଇ)ଙ୍କ ଅନୁମତି ଲୋଡ଼ି ଚିଠି ଲେଖିବା ଘଟଣା ଏବେ ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ଚାକିରି ଜୀବନରେ ସେ ବିଭିନ୍ନ ସ୍ଥାନରେ ଯେଭଳି ନିର୍ଯାତନାର ଶିକାର ହୋଇଛନ୍ତି ତଦ୍ବାରା ସେ ନିଜ ଜୀବନକୁ ଘୃଣା କରିବା ସହିତ ମୃତ୍ୟୁକୁ ପସନ୍ଦ କରୁଛନ୍ତି ବୋଲି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସିଜେଆଇଙ୍କୁ ଚିଠି ଲେଖିଥିବା ଏହି ମହିଳା ବିଚାରପତି ଜଣଙ୍କ ହେଲେ ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲା କୋର୍ଟର ଜଣେ ବିଚାରପତି। ସେ ନିଜ ପାଠ ପଢା ଶେଷ କରିବା ପରେ ନ୍ୟାୟିକ ସେବାରେ ଯୋଗ ଦେଇ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ଅତ୍ୟନ୍ତ ଉତ୍ସାହର ସହିତ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯାହା କିଛି ଦେଖିଲେ ଏବଂ ଅନୁଭବ କଲେ ତାହାକୁ ସେ କଦାଚିତ କଳ୍ପନା କରି ନଥିଲେ ବୋଲି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ, ଚାକିରି ଜୀବନର ପ୍ରାରମ୍ଭରୁ ସେ ବିଭିନ୍ନ ସ୍ଥାନରେ ଲୋକଙ୍କ ଠାରୁ ଗାଳି ଶୁଣିବା ସହିତ ଅତ୍ୟନ୍ତ କଠୋର ଏବଂ ଅଶ୍ଲୀଳ ଭାଷାର ଶିକାର ହୋଇଛନ୍ତି। ଏପରିକି ସାଧାରଣ ମଞ୍ଚରେ ମଧ୍ୟ ଲୋକମାନେ ତାଙ୍କୁ ଯେଭଳି ଗାଳି ଗୁଲଜ କରି ନିର୍ଯାତନା ଦେଇଛନ୍ତି ତାହା ମଧ୍ୟ ଅବର୍ଣ୍ଣନୀୟ। କେବଳ ସେତିକିେର ବି କଥା ସରିନାହିଁ। ତାଙ୍କୁ ଅନେକ ସ୍ଥାନରେ ମଧ୍ୟ ଯୌନ ନିର୍ଯାତନା ଦିଆଯାଇଛି ବୋଲି ବିଚାରପତି ଜଣଙ୍କ ସିଜେଆଇଙ୍କୁ ଲେଖିଥିବା ତାଙ୍କ ଚିଠିରେ ଦର୍ଶାଇଛନ୍ତି। ତାଙ୍କ ସବୁସ୍ଥାନରେ ଅଳିଆଗଦା ଭଳି ବ୍ୟବହାର କରାଯାଇଥିଲା ବେଳେ ଅତ୍ୟନ୍ତ ଅମଣିଷ ଭଳି ବ୍ୟବହାର କରାଯାଇଛି। ଜଣେ ବିଚାରପତିଙ୍କ ପ୍ରତି ଯଦି ସମାଜରେ ଏଭଳି ସମସ୍ୟା ରହିଛି ତେବେ ଦେଶରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାଙ୍କ ସ୍ଥିତି କିଭଳି ରହିଥିବା ତାହା ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ଦୀର୍ଘ ଦିନ ସେ ନିର୍ଯାତନାର ଶିକାର ହୋଇ ଆସୁଥିଲା ବେଳେ ଏଥିପାଇଁ ସେ ବିଭିନ୍ନ ମଞ୍ଚରେ ଅଭିଯୋଗ କରିଛନ୍ତି। କିନ୍ତୁ ତାଙ୍କ ଅଭିଯୋଗ ପ୍ରତି କେହି ବି ଗୁରୁତ୍ବ ଦେଇ ନାହାନ୍ତି। ତେଣୁ ଜଣେ ସାଧାରଣ ମହିଳାଙ୍କ ଅବସ୍ଥା କ’ଣ ହେଉଥିବ ତାହା ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଏପରିକି ତାଙ୍କୁ ରାତିରେ ଦେଖା କରିବାକୁ ଏଠାକାର ଜିଲ୍ଲା ଜଜ୍‌ ତାଙ୍କୁ ବହୁବାର କହିଛନ୍ତି। ଏହାକୁ ବିରୋଧ କରି ସେ ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଜଣାଇଛନ୍ତି। କିନ୍ତୁ ତାଙ୍କ ଠାରୁ ମଧ୍ୟ କୌଣସି ଉତ୍ତର ପାଇନାହାନ୍ତି। ପରେ ପରେ ଆଡମିନିଷ୍ଟ୍ରେଟିଭ୍‌ ଜଜ୍‌ ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ମଧ୍ୟ ଲେଖି ଜଣାଇଛନ୍ତି। କିନ୍ତୁ ସବୁଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଦେଶରେ ମହିଳାଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ପାଇଁ ମହିଳା ଯୌନ ସୁରକ୍ଷା ଆଇନ(୨୦୧୩) ପ୍ରଣୟନ କରାଯାଇଛି। କିନ୍ତୁ ଏହାର କୌଣସି ଯଥାର୍ଥତା ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ମହିଳା ବିଚାରପତି ଜଣକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।