Mahua Moitra - The Sakala

ପଶ୍ଚିମବଙ୍ଗରେ ଇଡି ଚଢ଼ାଉକୁ ବିରୋଧ କରି ଦିଲ୍ଲୀରେ ଗୃହମନ୍ତ୍ରୀଙ୍କ ଅଫିସ ଆଗରେ ଟିଏମସି ସାଂସଦଙ୍କ ବିକ୍ଷୋଭ
ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଫିସ ଆଗରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୋଲକାତାରେ ଆଇ-ପ୍ୟାକ୍ (I-PAC) କାର୍ଯ୍ୟାଳୟ ଉପରେ ଇଡି (ED) ଚଢ଼ାଉକୁ ବିରୋଧ କରି ଏହି ବିକ୍ଷୋଭ କରାଯାଇଥିଲା। ଏହି ସମୟରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହୁଆ ମୈତ୍ର ଏବଂ ଡେରେକ ଓ’ବ୍ରାଏନଙ୍କ ସମେତ ଅନେକ ଟିଏମସି ନେତାଙ୍କୁ ଅଟକ ରଖିଛି।

ଟିଏମସି ସାଂସଦମାନେ ହାତରେ ପ୍ଲାକାର୍ଡ ଧରି ମୋଦୀ-ଶାହଙ୍କ ରାଜନୀତି ବିରୋଧରେ ସ୍ଲୋଗାନ ଦେଇଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ଡରାଇବା ପାଇଁ କେନ୍ଦ୍ର ସରକାର ଇଡିର ଅପବ୍ୟବହାର କରୁଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମହୁଆ ମୈତ୍ର କହିଛନ୍ତି ଯେ, "ଗୃହ ମନ୍ତ୍ରଣାଳୟ ଦ୍ୱାରା ଇଡିର କିଭଳି ଦୁରୁପଯୋଗ କରାଯାଉଛି, ତାହା ସାରା ଦେଶ ଦେଖୁଛି। ଆମ ଦଳର ରାଜନୈତିକ ତଥ୍ୟ ଚୋରି କରିବାକୁ ଇଡିକୁ ପଠାଯାଇଛି।"

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଅମିତ ଶାହଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରି ଦଳର ହାର୍ଡ ଡିସ୍କ ଓ ଡିଜିଟାଲ୍ ତଥ୍ୟ ଜବତ କରାଯାଉଛି, ଯାହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ଏହାର ପ୍ରତିବାଦରେ ମମତା ବାନାର୍ଜୀ କୋଲକାତାରେ ଏକ ବିଶାଳ ପଦଯାତ୍ରାର ନେତୃତ୍ୱ ନେବେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଏକ ନକଲି ସରକାରୀ ଚାକିରି ଦୁର୍ନୀତି ମାମଲାରେ ଇଡି ଗୁରୁବାର ଦିନ ଆଇ-ପ୍ୟାକ୍ ମୁଖ୍ୟ ପ୍ରତୀକ ଜୈନଙ୍କ ବାସଭବନ ସମେତ ୧୫ଟି ସ୍ଥାନରେ ଚଢ଼ାଉ କରିଥିଲା। ତେବେ ମମତା ବାନାର୍ଜୀ ରେଡ୍ ଚାଲିଥିବା ସମୟରେ ଆଇ-ପ୍ୟାକ୍ କାର୍ଯ୍ୟାଳୟରେ ପହଞ୍ଚିବା ଘଟଣାକୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ନିନ୍ଦା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତଦନ୍ତରେ ବାଧା ସୃଷ୍ଟି କରୁଛନ୍ତି ଏବଂ ଏହା ସମ୍ବିଧାନ ବିରୋଧୀ।

ଇଡି ସମନକୁ ଏଡାଇ ପ୍ରଚାର ମଇଦାନରେ ପୂର୍ବତନ ଟିଏମସି ସାଂସଦ ମହୁଆ ମୋଇତ୍ର
ନୂଆଦିଲ୍ଲୀ: ବଢିବାରେ ଲାଗିଛି ପଶ୍ଚିମବଙ୍ଗର ପୂର୍ବତନ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା । ଇଡି ସମନକୁ ଏଡାଇ ପ୍ରଚାର ମଇଦାନରେ ମହୁଆ ମୋଇତ୍ର । ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା) ଉଲ୍ଲଂଘନ ମାମଲାରେ ଗୁରୁବାର ଦିଲ୍ଲୀରେ ହାଜର ହେବାକୁ ଇଡି ସମନ ଦେଇଥିଲା । କିନ୍ତୁ ସେ ହାଜର ହୋଇନାହାନ୍ତି । କୃଷ୍ଣନଗରରେ ମହୁଆ କହିଛନ୍ତି, ସେ ଲୋକସଭା ନିର୍ବାଚନ ପାଇଁ ଟିଏମସିର ପ୍ରାର୍ଥୀ ହୋଇଛନ୍ତି । ସେ ଇଡି ସମନ ଅପେକ୍ଷା ତାଙ୍କ ପ୍ରଚାରକୁ ପ୍ରାଥମିକତା ଦେବେ ବୋଲି ସେ କହିଛନ୍ତି। ଲୋକସଭା ଆସନର ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କାଲିଗଞ୍ଜ ଗସ୍ତ ପାଇଁ ସେ ହାଜର ହୋଇ ପାରୁନଥିବା କହିଛନ୍ତି ।

ଗତ ଡିସେମ୍ବରରେ ଲୋକସଭାରୁ ବହିଷ୍କୃତ ହୋଇଥିଲେ ମହୁଆ । ମାର୍ଚ୍ଚ ୧୧ ଓ ଫେବ୍ରୁଆରି ୧୯ରେ ହାଜର ହେବ ପାଇଁ ଇଡି ସମାନ ଜାରି କରିଥିଲା । ମାତ୍ର ଇଡିର ଦୁଇଟି ସମନ ସତ୍ତ୍ୱେ ସେ ହଜାର ନ ହେବାରୁ ପରେ ତୃତୀୟ ଥର ସମନ ହୋଇଥିଲା । ଯାହାକୁ ସେ ଏଡାଇ ଦେଇଛନ୍ତି ।

ମହୁଆ ମୈତ୍ରଙ୍କୁ ଦିଲ୍ଲୀ ହାଇ କୋର୍ଟରୁ ଝଟକା, ସରକାରୀ ବାସଭବନ ବିରୋଧରେ କରିଥିବା ଆବେଦନକୁ ଖାରଜ କଲେ କୋର୍ଟ
ନୂଆଦିଲ୍ଲୀ: ଲୋକସଭାରୁ ବହିଷ୍କୃତ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଝଟକା ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସରକାରୀ ବଙ୍ଗଳା ଖାଲି କରିବା ନେଇ ତାଙ୍କୁ ଯେଉଁ ନୋଟିସ୍ ପଠାଯାଇଛି। ତାକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହୁଆ। ତେବେ ଉକ୍ତ ନୋଟିସ୍‌ ଉପରେ ରୋକ୍ ଳଗାଇବାକୁ ଆଜି ହାଇକୋର୍ଟ ମନା କରି ଦେଇଛନ୍ତି। ସରକାରୀ ବଙ୍ଗଳାରେ ରହିବା ପାଇଁ ମହୁଆଙ୍କର ଆଉ କୌଣସି ଅଧିକାର ନାହିଁ କହି କୋର୍ଟ ଆଜି ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ।

ଗତ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯିବା ପରେ ଜାନୁଆରୀ ୭ ତାରିଖ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା। ଏହି ନୋଟିସ୍‌କୁ ଚ୍ୟାଲେଞ୍ଜ କରି ମହୁଆ ମୋଇତ୍ରା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସରକାରୀ ବାସଭବନ ତୁରନ୍ତ ଖାଲି କରିବାକୁ ସାଂସଦ ମହୁଆ ମୈତ୍ରଙ୍କୁ ନୋଟିସ୍
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତା ମହୁଆ ମୈତ୍ରଙ୍କୁ ନେଇ ଥମୁନି ଅଡୁଆ। ପ୍ରଶ୍ନ ପଚାରିବାକୁ ନେଇ ଲାଞ୍ଚ ମାମଲାରେ ଲୋକସଭାରୁ ବହିଷ୍କୃତ ହେବାପରେ ଏବେ ତାଙ୍କୁ ଦିଲ୍ଲୀରେ ଥିବା ସରକାରୀ ବାସଭବନ ତୁରନ୍ତ ଖାଲି କରିବାକୁ ନୋଟିସ ଜାରି ହୋଇଛି । ଟିଏମସି ନେତା ମହୁଆ ମୈତ୍ରଙ୍କୁ ପ୍ରଥମେ ସରକାରୀ ବଂଗଳା ଖାଲି କରିବାକୁ କୁହାଯାଇଥିଲା। ଏହାପରେ ୮ ଜାନୁଆରୀରେ ତାଙ୍କୁ ନୋଟିସ ଜାରି କରି ୩ ଦିନରେ ଘର ଖାଲି କରିବାକୁ ନିର୍ଦ୍ଦେଶ ସହ ବଙ୍ଗଳା ଖାଲି ନକରିବାର କାରଣ ଦର୍ଶାଇବାକୁ କୁହାଯାଇଥିଲା। ଏହାପରେ ଗତକାଲି ମଙ୍ଗଳବାର ମହୁଆ ମୈତ୍ରଙ୍କୁ ପୁଣି ଏକ ନୋଟିସ ଜାରି କରାଯାଇଛି। ଏଥିରେ ସେ ରହୁଥିବା ସରକାରୀ ଘର ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯଆଇଛି। ସାଂସଦ ହେବା ପରେ ଦିଲ୍ଲୀରେ ଏହି ବଂଗଳା ତାଙ୍କୁ ଆବଣ୍ଟିତ କରାଯାଇଥିଲା। କିନ୍ତୁ ସାଂସଦ ପଦ ଯିବା ପରେ ତାଙ୍କୁ ମିଳିଥିବା ସରକାରୀ ବାସଭବନ ଆବଣ୍ଟନକୁ ମଧ୍ୟ ରଦ୍ଦ କରାଯାଇଛି। ଗତ ଡିସେମ୍ବର ୮ ତାରିଖରେ ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିଲା। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ମହଙ୍ଗା ଉପହାର ଗ୍ରହଣ କରି ସଂସଦର ୱେବସାଇଟ୍ ୟୁଜର ଆଇଡି ଏବଂ ପାରୱାର୍ଡ ପ୍ରଘଟ କରିଥିବା ଯୋଗୁଁ ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଇଥିଲା।

ଟଙ୍କା ନେଇ ପ୍ରଶ୍ନ କରିବା ମାମଲା: ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ରଦ୍ଦ
ନୂଆଦିଲ୍ଲୀ: ଲୋକସଭା ସାଂସଦ ପଦରୁ ମହୁଆ ମୈତ୍ର ବହିଷ୍କୃତ । ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ସାଂସଦ ପଦରୁ ବହିଷ୍କୃତ ହୋଇଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ମହୁଆ ମୈତ୍ରଙ୍କୁ ବହିଷ୍କୃତ କରାଯାଇଛି । ମହୁଆଙ୍କ ସାଂସଦ ପଦ ରଦ୍ଦ କରିଛନ୍ତି ବାଚସ୍ପତି । ଏନଡିଏ ତରଫରୁ ମହୁଆଙ୍କୁ ବରିଷ୍କାର କରିବା ପାଇଁ ଆଗତ ପ୍ରସ୍ତାବ ଧ୍ୱନୀମତରେ ଲୋକସଭାରେ ଗୃହିତ ହୋଇଥିଲା । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ପେସ କରାଯାଇଥିଲା ।

ଏଥିକ୍ସ କମିଟିର ରିପୋର୍ଟରେ ମହୁଆଙ୍କ ବିରୋଧରେ ଥିବା ଅଭିଯୋଗ ସାଂଘାତିକ ବୋଲି କୁହାଯାଇଥିଲା ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ଏପରିକି ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରିଥିଲା । ଯାହାକୁ ନେଇ ଲୋକସଭାରେ ଚର୍ଚ୍ଚା ହୋଇଥିଲା । ବିରୋଧୀ ସାଂସଦ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ଦାବି କରିଥିଲେ ମଧ୍ୟ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ । ଏହି କାର୍ଯ୍ୟାନୁଷ୍ଠାନ ପରେ ବାଚସ୍ପତି କହିଛନ୍ତି, ମହୁଆ ମୋଇତ୍ରଙ୍କ ଆଚରଣ ଅନୈତିକ । ତେଣୁ ସେ ସଂସଦରେ ରହିବା ଉଚିତ୍ ନୁହେଁ ବୋଲି କହିଥିଲେ ବାଚସ୍ପତି ।

ଅନ୍ୟପକ୍ଷରେ ମହୁଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଧେଶ୍ୟପ୍ରଣୋଦିତ ବୋଲି କହିଛନ୍ତି । ଲୋକସଭାରୁ ବହିଷ୍କୃତ ହେବା ପରେ ମହୁଆ ନିଜ ସାଥି ସାଂସଦଙ୍କ ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ କରିଥିଲେ । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ମଧ୍ଯ ତାଙ୍କ ସହିତ ଏହି ସମୟରେ ଥିଲେ ।

ସୂଚନାଯୋଗ୍ୟ ଯେ, ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଉଥିଲେ। ମହୁଆ ନିଜର ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଓ ପାସୱାର୍ଡକୁ ବି ହୀରାନନ୍ଦାନୀଙ୍କୁ ଦେବା ସହ ତାଙ୍କ ଠାରୁ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ପାଇଥିବା ଅଭିଯୋଗ ହୋଇଥିଲା।