budget 2021-22 - The Sakala
ରାଜ୍ଯ ବଜେଟରେ ଗୁଣାତ୍ମକ ସ୍ବାସ୍ଥ୍ଯ ସେବାକୁ ଗୁରୁତ୍ବ
ଭୁବନେଶ୍ବର: ବିଧାନସଭାରେ ଆଜି  ୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରଥମ ୪ମାସ ପାଇଁ ଏହି କାମଚଳା ବଜେଟ୍ ଆଗତ କରାଯାଇଛି। ଏହି ରାଜ୍ଯ ବଜେଟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବାକୁ ରାଜ୍ଯ ବଜେଟରେ ଗୁରୁତ୍ବ ଦିଆଯାଇଛି।  ସ୍ବାସ୍ଥ୍ୟକ୍ଷେତ୍ର ଖର୍ଚ୍ଚ ପାଇଁ ୧୨ ହଜାର ୨୪୧ କୋଟି ଟଙ୍କା ବୟବରାଦ କରାଯାଇଛି। ମୋଟ ବଜେଟର ୬.୧% ଅର୍ଥ ସ୍ବାସ୍ଥ୍ୟ ସେବା ପାଇଁ ଉଦ୍ଦିଷ୍ଟ। ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା ପାଇଁ ୧୮୬୪ କୋଟି ବ୍ୟୟବରାଦ କରାଯାଇଛି। ମୁଖ୍ଯମନ୍ତ୍ରୀ ସ୍ବାସ୍ଥ୍ଯ ସେବା ମିଶନ ଅଧୀନରେ ୨୩୩୫ କୋଟି ଟଙ୍କା ବୟବରାଦ କରାଯାଇଛି। ସ୍ବାସ୍ଥ୍ଯ ଓ ଚିକତ୍ସା ଶିକ୍ଷାରେ ମାନବ ସମ୍ବଳ ଯୋଜନାରେ ୩୧୨ କୋଟି ଟଙ୍କାର ବ୍ଯବସ୍ଥା କରାଯାଇଛି। ରାଷ୍ଟ୍ରୀୟ ସ୍ବାସ୍ଥ୍ଯ ମିଶନ ଯୋଜନାରେ ୨୧୫୬ କୋଟି ଟଙ୍କା ବୟ ବରାଦ କରାଯାଇଛି।
ଭୁବନେଶ୍ବର : ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‌। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କରୋନା ପରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ମୋଟ୍ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟ ବରାଦ କରାଯାଇଛି। ବିଧାନସଭାରେ ୨୦୨୧-୨୨ ବଜେଟ୍ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଏହି ବଜେଟ୍କୁ ପ୍ରଶଂସା କରିଛନ୍ତି।
From that scenario to present a holistic, fiscally prudent budget of ₹1.76 lakh crore is nothing short of brilliant. Congratulations to everyone involved. #PeoplesBudgetOdisha
— Naveen Patnaik (@Naveen_Odisha) February 22, 2021
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଏକ ଲୋକାଭିମୁଖୀ ଓ ବିକାଶଶୀଳ ବଜେଟ।  ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଯାତ୍ରା ପଥରେ ବଜେଟ ସହାୟକ ହେବ। କରୋନା ମଧ୍ୟରେ ଆମେ ବହୁତ କିଛି ହରାଇଥିଲୁ। ସେଭଳି ସ୍ଥିତିରୁ ଫେରି ବର୍ତ୍ତମାନର ୧.୭୬ଲକ୍ଷ କୋଟି ବଜେଟ ଉପସ୍ଥାପନ ନିଶ୍ଚିତ ଭାବେ ଚମତ୍କାରୀ ବୋଲି କୁହାଯାଇପାରିବ। ଏହା ବିକାଶଶୀଳ ଓ ପରିବର୍ତ୍ତନଶୀଳ ବଜେଟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ବଜେଟରେ ସମ୍ପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ରାଜ୍ୟ ବଜେଟ୍‌ ୨୦୨୧-୨୨ : କୃଷି ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ
ଭୁବନେଶ୍ବର : ସୋମବାର ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ମସିହାର ରାଜ୍ୟ ବଜେଟ୍‌। ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ବର୍ଷ ୨୦୨୧-୨୨ର ରାଜ୍ୟ ବଜେଟ୍‌ ବିଧାନସଭାରେ ଉପସ୍ଥପନ କରିଛନ୍ତି। ଚଳିତ ବର୍ଷ ମୋଟ୍‌ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। ବଜେଟ୍‌ରେ ରାଜ୍ୟ ସରକାର ସ୍ଵତନ୍ତ୍ର କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି। କୃଷି ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ବଜେଟ୍‌ରେ ୧୮୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।
୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍‌ରେ ରାଜ୍ୟ ସରକାର  କୃଷି କ୍ଷେତ୍ରକୁ ଗୁରୁତ୍ଵାରୋପ କରିଛନ୍ତି। ବିହନ ଏବଂ ସାର ପାଇଁ ଅତିରିକ୍ତ ୧୦୦ କୋଟି ଲେଖାଏଁ ପାଣ୍ଠିର ବ୍ୟୟ ବରାଦ କରାଯାଇଛି। ସେହିପରି ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ଟଙ୍କାର ବ୍ୟୟବରାଦ କରାଯିବା ସହ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟିର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର।
ଏଥି ସହିତ କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ। ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ, ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ବ୍ୟୟବରାଦ। ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ।  ଓଡିଶା କୃଷି ଓ ବୈଶ୍ବିକ ବିଦ୍ୟାଳୟକୁ ସମ୍ପ୍ରସାରିତ ସହ କୃଷି ଗବେଷଣା ଓ ଅନୁସନ୍ଧାନ ପାଇଁ ୧୪୮ କୋଟିର ବ୍ୟୟ ବରାଦ କରାଯାଇଛି । ।
ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ ହୋଇଛି। ଅଚଳ ଉଠା ଜଳସେଚନ ପଏଣ୍ଟ ପୁନରୁଦ୍ଧାର ପାଇଁ ୧୬୦ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ବିପର୍ଯ୍ୟୟ ତ୍ଵରିତ କ୍ଷତିପୂରଣ ପାଇଁ ୫୬୦ କୋଟି ବ୍ୟୟବରାଦ ହୋଇଛି। ମତ୍ସ୍ୟ ଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି ବ୍ୟୟ ଅଟକଳ କରାଯାଇଛି। ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି ବ୍ୟୟ ବରାଦ ହୋଇଛି। ପଶୁ ଚିକିତ୍ସା ପାଇଁ ପଶୁ ହେଲ୍ପ ଲାଇନ ସେବା ଆରମ୍ଭ ହେବ ଏବଂ ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ନେଇ ବଜେଟ୍‌ରେ ଘୋଷଣା ହୋଇଛି।